ଜରାଜୀର୍ଣ୍ଣ ମନ୍ଦିରରୁ ନୂତନ ମନ୍ଦିରକୁ ଆଣି ପ୍ରତିଷ୍ଠା କଲେ ଭଗବାନ ଶିବ ମାତା ପାର୍ବତୀ ଓ ପ୍ରଭୁ ଶ୍ରୀ ଗଣେଶଙ୍କୁ
ଲମତାପୁଟ: କେଉଁ କାଳରୁ ରହି ଆସିଛି ଏହି ପୁରାତନ ଶୈବ ପୀଠ । ନିଜ ମାନସିକ ପୂରଣ ପାଇଁ ଏଠାକୁ ଧାଇଁ ଆସିଥାଆନ୍ତି ଭକ୍ତଗଣ । ଏହି ମନ୍ଦିର କେବେ ପ୍ରତିଷ୍ଠା ହୋଇ ଥିଲା କେହି ବି ଠିକ୍ ସେ କହି ପାରୁନାହାଁନ୍ତି । ପ୍ରଥମେ ଗୋଟେ ଚାଳ ଘରେ ପୂଜା ପାଇ ଆସୁଥିଲେ ଭଗବାନ ଶିବ ମାତା ପାର୍ବତୀ ଓ…