Browsing Tag

Terrorist attack

କରାଚୀର ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ ଉପରେ ଆତଙ୍କବାଦୀ ଆକ୍ରମଣ, ଆତଙ୍କୀଙ୍କ ସମେତ ୧୦ ମୃତ

ପାକିସ୍ତାନର କରାଚୀ ସହରସ୍ଥିତ ‘ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜ’ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ମୋଟ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ସାମିଲ ଥିବା ୪ ଜଣ ଆତଙ୍କବାଦୀଙ୍କୁ ସ୍ଥାନୀୟ ପୋଲିସ ମାରି ଦେଇଛନ୍ତି। ଏଥିସହ ୪ ଜଣ ସିକ୍ୟୁରିଟି ଗାର୍ଡ, ଜଣେ ସାଧାରଣ…

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ : ୫ ଶ୍ରମିକ ମୃତ, ଅନେକ ଆହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀରର କୁଲଗାମରେ ମଙ୍ଗଳବାର ରାତିରେ ପାଞ୍ଚଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଆତଙ୍କବାଦୀ। ଏହି ସମସ୍ତ ଶ୍ରମିକ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ବାସିନ୍ଦା। ସେମାନେ ଅନେକ ଦିନ ଧରି କୁଲଗାମରେ କାମ କରୁଥିଲେ। ଏହି ଆକ୍ରମଣରେ ଅନ୍ୟ ଶ୍ରମିକ ମଧ୍ୟ…

ସୀମାରେ ଭାରତୀୟ ସେନା ପୁରା ସଜାଗ, ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ: ରାଜନାଥ ସିଂହ

କେନ୍ୟୂୁଜ୍(ବ୍ୟୁରୋ):  ଭାରତୀୟ ସେନା ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପୁରା ପ୍ରସ୍ତୁତ। ସୀମାରେ ଭାରତୀୟ ସେନା ପୁରା ସଜାଗ ରହିଛି। ଯେକୌଣସି ପ୍ରକାରର ଅଘଟଣକୁ ଏଡେଇବା ଲାଗି ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ପାକିସ୍ତାନ…

ଧାରା ୩୭୦ର ଉଚ୍ଛେଦ ପରେ ସମୁଦ୍ର ତଟରୁ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା, ସତର୍କ କଲା ଭାରତୀୟ ନୌସେନା

ସମୁଦ୍ରରେ ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ଆଶଙ୍କା। ଏନେଇ ସତର୍କ କଲା ଭାରତୀୟ ନୌସେନା। ଜମ୍ମୁ କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ଓ ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ତିକ୍ତତାକୁ ଲକ୍ଷ୍ୟ କରି ଏଭଳି ସତର୍କ ସୂଚନା ଜାରି କରାଯାଇଛି। ଭାରତର ପୂର୍ବ ଓ ପଶ୍ଚିମ ସମୁଦ୍ରତଟରେ ୭୫୧୪ କିମି ତଟରେ…

ଦେଶରେ ଆତଙ୍କୀ ଆକ୍ରମଣ ପାଇଁ ଯୋଜନା! ଗୁଇନ୍ଦା ବିଭାଗକୁ ମିଳିଲା ଇନପୁଟ୍, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଳୀ: ଗୁଇନ୍ଦା ବିଭାଗକୁ ଦେଶରେ ଧାର୍ମିକ ସ୍ଥଳ ଏବଂ ଗହଳିପୂର୍ଣ୍ଣସ୍ଥାନମାନଙ୍କରେ ଆତଙ୍କୀ ହମଲା ପାଇଁ ଇନପୁଟ ମିଳିଛି । ଏହାପରେ ଗୃହମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ସମେତ ସବୁ ରାଜ୍ୟର ପୋଲିସ୍ ପ୍ରମୁଖଙ୍କୁ ସତର୍କ ରହିବାକୁ ଚିଠି ଲେଖାଯାଇଛି । ସୁରକ୍ଷାକୁ ନଜରରେ ରଖି ଦିଲ୍ଳୀରେ ମଧ୍ୟ…

ମସଜିଦ୍‌ରେ ନରସଂହାର : ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚରେ ଆତଙ୍କୀ ହମ୍‌ଲାର ଫେସ୍‌ବୁକ୍‌ରେ ଲାଇଭ୍‌ କରୁଥିଲେ

ଶ୍ରଦ୍ଧାର ସୌଧରେ ଗୁଳିର ଗର୍ଜନ ଶୁକ୍ରବାର ଅପରାହ୍ନ ସମୟ । ନ୍ୟୁଜିଲାଣ୍ଡର ପ୍ରମୁଖ ସହର ଖ୍ରୀଷ୍ଟଚର୍ଚ୍ଚର ମଧ୍ୟଭାଗରେ ଥିବା ଅଲ୍‌ ନୁର୍‌ ମସଜିଦ୍‌ରେ ଖଚାଖଚ୍‌ ଭିଡ଼ ଥିଲା ଶ୍ରଦ୍ଧାଳୁଙ୍କର । ପ୍ରାର୍ଥନା କରିବାକୁ ଏକାଠି ହୋଇଥିଲେ ସମସ୍ତେ । ମନରେ ଥିଲା ଆଲ୍ଲାଙ୍କ ପ୍ରତି ଭକ୍ତି ଓ ସମର୍ପଣର…

ସମୁଦ୍ରପଟୁ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି ଆତଙ୍କବାଦୀ, ଏଥିଲାଗି ଦିଆଯାଉଛି ଟ୍ରେନିଂ

ଜୈସ-ଏ-ମହମ୍ମଦ ମୁଖ୍ୟ ମସୁଦ ଆଜହରର ଭାଇ ମୁଫତି ଅବଦୁଲ ରୌଫଙ୍କ ସହ ୪୪ ଜଣଙ୍କୁ ଅଟକ ରଖିଛି ପାକିସ୍ତାନ। ଯେଉଁ ସଂଗଠନକୁ ବେଆଇନ ଘୋଷଣା କରାଯାଇଛି, ସେହି ସଂଗଠନ ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପାକିସ୍ତାନ ଯୋଜନା କରୁଥିବା ଅନୁମାନ କରାଯାଉଛି। ସେପଟେ ସମୁଦ୍ରପଟୁ…

କରାଚି ସ୍ଥିତ ଚୀନ୍‌ ଦୂତାବାସ ନିକଟରେ ଆତଙ୍କୀ ହମ୍‌ଲା : ୨ ପୋଲିସ କର୍ମଚାରୀ ମୃତ, ପାଲଟା ଗୁଳିରେ ଟଳିଲେ ୩…

କରାଚି(କେନ୍ୟୁଜ୍) : ପାକିସ୍ତାନରେ ଆତଙ୍କୀ ହମ୍‌ଲା । କରାଚିର କ୍ଲିଫଟନ୍‌ ସ୍ଥିତ ଚୀନ୍‌ ଦୂତାବାସ ନିକଟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ୩-୪ ଜଣ ବନ୍ଧୁକଧାରୀ ଆତଙ୍କବାଦୀ ବୋମା ବିସ୍ଫୋରଣ ସହ ଗୁଳିମାଡ଼ କରିଛନ୍ତି । ବହୁ ସମୟ ଧରି ଚାଲିଥିଲା ଗୁଳି ବିନିମୟ । ଏଥିରେ ପାକିସ୍ତାନ ପୋଲିସର ଦୁଇ…

ଜମ୍ମୁ-କାଶ୍ମୀର ନୌଗାମ୍‌ରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନମୟ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ-କାଶ୍ମୀର ନୌଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନମୟ । ସିଆଇଏସ୍ଏଫ୍ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ କରିଥିଲେ । ଏଥିରେ ଏଏସଆଇ ରାଜେଶ କୁମାର ସହିଦ ହୋଇଛନ୍ତି । ଘଟଣା ପରେ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ସିଲ୍ କରାଯାଇଛି । ଗତ ୨୫…

ଜମ୍ମୁ-କାଶ୍ମୀର ସୋପିଆନରେ ପୋଲିସ ଷ୍ଟେସନ୍‌ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ଯବାନ ସହିଦ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ-କାଶ୍ମୀର ସୋପିଆନରେ ପୋଲିସ ଷ୍ଟେସନ୍ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ତାଙ୍କ ନାଁ ଶାକିବ ମୋଇଉଦ୍ଦିନ୍ । ସୂଚନା ଅନୁସାରେ ଆତଙ୍କବାଦୀମାନେ ପ୍ରଥମେ ଗ୍ରେନେଡ୍ ମାଡ କରିବା ପରେ ଫାୟାରିଂ କରିଥିଲେ । ଘଟଣା ପରେ ପୂରା…

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ କବଳରୁ ମୁକ୍ତହେଲେ ଅପହୃତ ପୋଲିସଙ୍କ ପରିବାରଲୋକେ

ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ କବଳରୁ ମୁକ୍ତହେଲେ ଅପହୃତ ପୋଲିସଙ୍କ ପରିବାରଲୋକେ। ଆତଙ୍କୀ ସଙ୍ଗଠନ ହିଜବୁଲ୍ ମୁଜାହିଦ୍ଦିନ୍ ସମସ୍ତଙ୍କୁ ଗତକାଲି ରାତିରେ ଛାଡି ଦେଇଛନ୍ତି। ପୋଲିସ କବଜାରେ ଥିବା ହିଜବୁଲ ମୁଦାହିଦ୍ଦିନର କେତେ ଜଣଙ୍କୁ ଛଡାଯିବା ପରେ ଏମାନେ ମୁକ୍ତ ହୋଇଥିବା…