Browsing Tag

thief arrested

ଦିନରେ ରଙ୍ଗ ମିସ୍ତ୍ରୀ ରାତିରେ ସେହି ଘରୁ ଚୋରି, ରାଜଧାନୀରୁ ବନ୍ଧା ହେଲା ରଙ୍ଗିଲା ଚୋର

ଭୁବନେଶ୍ୱର (କେ.ନ୍ୟୁଜ): ଚୋରି କରି ଲକ୍ଷପତି ସାଜିଥିବା ରଙ୍ଗମିସ୍ତ୍ରୀ ଚୋରକୁ ଗିରଫ କରିଛି କମିସନରେଟ ପୋଲିସ। ଏହି ଚୋର ଦୀର୍ଘ ୫ ବର୍ଷ ଧରି ପୋଲିସ ହାତରେ ଧରାପଡିନଥିଲା। ପୋଲିସ ସ୍କାନରରୁ ଖସିଯାଉଥିଲା। ଅଭିଯୁକ୍ତ ଦିଲ୍ଲୀପ କୁମାର ନାୟକ(୨୮)କୁ ଗିରଫ କରିଛି ଲକ୍ଷ୍ମୀ ସାଗର ଥାନା ପୋଲିସ।…

ଭୁବନେଶ୍ୱର ସୁନ୍ଦରପଦା ହାଇଟେକ ପ୍ଲାଜାରେ ହାଇଟେକ୍ ଚୋର ଗରିଫ, ୧୦ ଗାଡି ଜବତ

ଭୁବନେଶ୍ୱର : ଭୁବନେଶ୍ୱର ସୁନ୍ଦରପଦା ହାଇଟେକ ପ୍ଲାଜାରେ ହାଇଟେକ୍ ଚୋର । ଭୁବନେଶ୍ୱର ସୁନ୍ଦରପଦା ହାଇଟେକ ପ୍ଲାଜାରୁ ହାଇଟେକ୍ ଚୋର ଗରିଫ । ଅଭିଯୁକ୍ତ ଜଣକ ଆପାର୍ଟମେଣ୍ଟରେ ନିଜେ ରହି ବିଭିିନ୍ନ ଗାଡି ଚୋରି କରିବା ସହ ଆପାର୍ଟମେଣ୍ଟ ତଳେ ଏହି ଗାଡି ବିକ୍ରି କରୁଥିଲା । ଅଭିଯୁକ୍ତକୁ…

ମତେ ଧର : ଡେରାଡୁନର ଏକ ଦୋକାନରେ କଳାକନା ବୁଲାଇ ଫେରାର୍ ହୋଇଗଲା ଚୋର, କିନ୍ତୁ ଛାଡି ଚାଲିଗଲା ନିଜର ଆଧାର କାର୍ଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଡେରାଡୁନ୍ ଠାରେ ଚୋରିର ଏକ ରୋଚକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଚୋର ଜଣଙ୍କ ପୁରା ଦୋକାନରେ କଳାକନା ବୁଲାଇ ଚାଲିଯାଇଥିଲା। ହେଲେ ନିଜର ଆଧାର କାର୍ଡ ଚୋରି କରିଥିବା ଦୋକାନରେ ଭୁଲ ବଶତଃ ଛାଡି ପଳାଇଥିଲା । ଚୋରି କରିବାର ପାଖାପାଖି ଏକ ମାସପରେ ଉକ୍ତ…

ଚୋରି ଅଭିଯୋଗରେ ନାବାଳକକୁ ଅଟକ ରଖି ମାଡ଼

ସୋର (କେନ୍ୟୁଜ୍) : ଚୋରି ଅଭିଯୋଗରେ ନାବାଳକକୁ ନିସ୍ତୁକ ମାଡ଼। ଗତ କିଛିଦିନ ତଳେ ସୋର ଥାନା ଶିଙ୍ଗାଖୁଣ୍ଟା ଗ୍ରାମର ବିଶନ ସିଂଙ୍କ ଘରୁ ୧୨ ହଜାର ଟଙ୍କା ଏବଂ ନୂଆ ସାଇକେଲ ଚୋରି ହୋଇ ଯାଇଥିଲା। ଏମିତିକି ନାବାଳକଟି ତାଙ୍କ ଝିଆରୀ ଠାରୁ ୧ ହଜାର ଟଙ୍କା ଚୋରି କରିଥିବା ବିଶନ ଅଭିଯୋଗ…