Browsing Tag

tiger

ବୋଟ୍‌ରୁ ଡେଇଁ ପହଁରି ପହଁରି ପଳାଇଲା ମହାବଳ, ଭିଡିଓ ଦେଖିଲେ ମନେ ପଡ଼ିଯିବ ‘ଲାଇଫ୍‌ ଅଫ୍‌ ପାଏ’

ବୋଟ୍‌ ପହଞ୍ଚିବା ଯାଏ ଅପେକ୍ଷା କଲାନି ମହାବଳ। ସିଧା ଡେଇଁ ପଡ଼ିଲା ପାଣିକୁ। ଆଉ ଦୀର୍ଘ ବାଟ ପହଁରିବା ପରେ ପହଞ୍ଚିଲା ଜଙ୍ଗଲରେ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ସୁନ୍ଦରବନରେ। ଏଠାରେ ଉଦ୍ଧାର ହୋଇଥିବା ଏକ ମହାବଳକୁ ସୁନ୍ଦରବନ ଜଙ୍ଗଲରେ ଛାଡ଼ିବାକୁ ନିଆଯାଉଥିଲା। କିନ୍ତୁ…

ବାଘ ସହ ଗୋଟେ ଘରେ ୨ ଘଣ୍ଟା: ୧୫ ବର୍ଷୀୟ ରେଣୁ କହିଲେ ସଂଘର୍ଷର କାହାଣୀ

ନିଜର ମୃତ୍ୟୁକୁ ଯିଏ ଅତି ନିକଟରୁ ଦେଖିଛି ସେ ହିଁ ଜାଣିଛି ଏହା କେତେ ଭୟଙ୍କର। ପୁଣି ଏପରି ପରିସ୍ଥିତିରୁ ବଞ୍ଚିବାର ସଂଘର୍ଷ ଆହୁରି କଷ୍ଟ। ନିକଟରେ ଏମିତି କିଛି ଘଟଣା ଘଟିଛି ଆସାମର ସୋନିତପୁର ଜିଲ୍ଲା ସୋଲମାରି ଅଞ୍ଚଳରେ। ଜଣେ ୧୫ ବର୍ଷର ଝିଅ ରେଣୁ ମାଝି ପ୍ରାୟ ୨ ଘଣ୍ଟା ଗୋଟେ ଏକ ବନ୍ଦ…

ଦ୍ବାରଶୁଣୀ ଘାଟିରେ ବାଘ ବୁଲୁଥିବାର ଭିଡିଓ ଗୁଜବ, ସ୍ପଷ୍ଟ କଲା ବନ ବିଭାଗ

ବାରିପଦା: ବାଙ୍ଗିରିପୋଷି ବ୍ଲକ୍‌ ଦ୍ବାରଶୁଣୀ ଘାଟିର ପ୍ରଥମ ବାଙ୍କରେ ମହାବଳ ବାଘ । ବାଘ ବୁଲୁଥିବା ଦାବି କରି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିଲା। ଭିଡିଓରେ ବାଘଟି ରାସ୍ତା ଉପରେ ବୁଲୁଥିବା ସହ,  ଜଙ୍ଗଲ ଭିତରକୁ ଯାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଏହା ଏକ ଗୁଜବ…

ବାଇକ୍‌ ଆରୋହୀଙ୍କ ଉପରକୁ ଡିଆଁ ମାରିଲା ବାଘ, ଘଉଡ଼ାଇବା ପରେ ବି ପୁଣି ଆସି ଏମିତି ଡରାଇଲା; ଭାଇରାଲ ହେଉଛି ଭିଡିଓ

ମାତିଛି ବାଘ। ଯାହାକୁ ସାମ୍ନାରେ ପାଉଛି ଝପଟି ପଡ଼ୁଛି। ଫଳରେ ଲୋକେ ଏବେ ଭୟରେ ତାଟି କବାଟ କିଳି ରହୁଥିବା ଦେଖାଯାଇଛି। ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ବାଘ ଯୋଗୁ ଲୋକେ ଶଙ୍କାରେ ଅଛନ୍ତି। ଗତ ରାତିରେ ବାଇକରେ କାମକୁ ଯାଉଥିବା ଜଣେ ଶ୍ରମିକ ଉପରକୁ ହଠାତ୍‌ ବାଘ ଆକ୍ରମଣ କରିଛି। ଅଚାନକ ବାଘ…

୫ଟି ଛେଳିକୁ ଉଠାଇ ନେଲା ବାଘ ! କେନ୍ଦୁଝର କରଦାଙ୍ଗି ଗାଁରେ ଆତଙ୍କ

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କରଦାଙ୍ଗି ଗାଁରେ ବାଘ ଆତଙ୍କ । ଗାଁ ନିକଟ ପାହାଡରୁ ୫ଟି ଛେଳିକୁ ବାଘ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଖବରପାଇ ବନବିଭାଗ ପହଞ୍ଚି ତଦନ୍ତ ଚଳାଇଛି । କରଦାଙ୍ଗି ଗାଁର ସୁରେଶ ପାତ୍ର ଛେଳି ଚରାଇବାକୁ ଯାଇଥିବା ବେଳେ ତାଙ୍କର ୫ଟି…

କୁଲଡିହା ଅଭୟାରଣ୍ୟରେ ବାଘ ପାଦ ଚିହ୍ନ, ୧୪ଟି ବିଟ୍‌ରେ ଚାଲିଛି ୧୪ଟି ଟିମର ଗଣନା କାର୍ଯ୍ଯ

ବାଲେଶ୍ବର(କେନ୍ଯୁଜ୍): କୁଲଡିହା ଅଭୟାରଣ୍ୟରେ ବାଘ ପାଦ ଚିହ୍ନ । ଆଜି ବାଘ ଗଣନାର ଷଷ୍ଠ ଦିନ। କୁଲଡିହା ଅଭୟାରଣ୍ୟର ୩ଟି ସ୍ଥାନରେ ମିଳିଛି ବାଘର ପାଦଚିହ୍ନ। ବର୍ତ୍ତମାନ କୁଲଡ଼ିହା ଅଭୟାରଣ୍ୟରେ ୧୪ଟି ବିଟ୍‌ରେ ୧୪ଟି ଟିମ୍‌ ଗଣନା ଜାରି ରଖିଛନ୍ତି । ବାଘର ପାଦ ଚିହ୍ନକୁ ଅନୁକରଣ କଲେ ଏହା ଏକ…

ଆସନ୍ତା ୨୬ରୁ ଶିମିଳିପାଳ ଅଭୟାରଣ୍ୟରେ ହେବ ବାଘ ଗଣନା

କରଞ୍ଜିଆ(କେନ୍ଯୁଜ୍): ଆସନ୍ତା ୨୬ରୁ ଶିମିଳିପାଳ ଅଭୟାରଣ୍ୟରେ ହେବ ବାଘ ଗଣନା । ଏଥିପାଇଁ କରଞ୍ଜିଆ ବନଖଣ୍ଡରେ ବନକର୍ମଚାରୀଙ୍କୁ ତାଲିମ ଦିଆଯାଉଛି। ଶିମିଳିପାଳ ଅଭୟାରଣ୍ୟ ଡେପୁଟି ଡାଇରେକ୍ଟର ଆଜି ବଣସାହିଠାରେ ଥିବା ମେଘା ନର୍ସରୀ ନିକଟରେ ପହଂଚି କର୍ମଚାରୀଙ୍କୁ ତାଲିମ ଦେଇଛନ୍ତି ।…

ବୁଲୁଛି ଚିତାବାଘ ! ଢେଙ୍କାନାଳ ବନଖଣ୍ଡ ଅଧିନରେ ସିସିଟିଭି କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଢେଙ୍କାନାଳ(କେନ୍ଯୁଜ୍): କ୍ୟାମେରାରେ କଏଦ ଚିତାବାଘ। ଢେଙ୍କାନାଳ ବନଖଣ୍ଡ ଅଧିନରେ ସିସିଟିଭି କ୍ୟାମେରାରେ ଏକ ଚିତାବାଘ କଏଦ ହୋଇଛି । ଏନେଇ ଟୁଇଟ୍‌ କରି ଜଣାଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ । ଢେଙ୍କାନାଳ ବନଖଣ୍ଡ ଅଧିନରେ ସିସିଟିଭି କ୍ୟାମେରା ଲାଗିବା ଦିନଠାରୁ ସାତ ଗୋଟି…

ପେଟ ଖରାପ ହେବାରୁ ମାଂସ ଛାଡ଼ି ଘାସ ଖାଉଛି ବାଘ, ବିଶ୍ୱାସ ହେଉନଥିଲେ ନଜର ପକାନ୍ତୁ

ଘାସ ଖାଉଛି ବାଘ। ବିଶ୍ୱାସ ହେଉନଥିଲେ ବି କଥାଟି ପୂରାପୂରି ସତ। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯାହା ବୟାନ କରୁଛି ଯେ ଜଙ୍ଗଲର ରାଜା ମହାବଳ ବାଘ ମାଂସାଶୀ ହୋଇଥିଲେ ବି ଘାସ ଖାଉଛି। ଏବେ ଏହି ଫଟୋକୁ ୟୁଜର୍ସ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ଫଟୋ:…

ଜଙ୍ଗଲରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ ପରେ ବି ପତ୍ତା ପାଉନି ବନବିଭାଗ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ପାଟଣା ବ୍ଲକ କୁମୁଳାବାହାଳି ଜଙ୍ଗଲରେ ମହାବଳ ବାଘ ବୁଲିବା ଘଟଣା । ଭିଡିଓ ଭାଇରାଲ ପରେ ବାଘର ପତ୍ତା ପାଉନି ବନବିଭାଗ । କୁମୁଳାବାହାଳି ଜଙ୍ଗଲରେ ବାଘ ବୁଲୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓ ଦେଖିବା ପରେ ଅଞ୍ଚଳରେ ଲୋକ ଆତଙ୍କିତ…

ନିଜ ପିଲାଙ୍କୁ ହରାଇବା ପରେ ଘୁଷୁରୀ ଛୁଆଙ୍କୁ ପାଳୁଛି ବାଘୁଣୀ, ନିଜ ସନ୍ତାନ ଭଳି ନେଉଛି ଯତ୍ନ

ପ୍ରସବ ବେଳେ ନିଜ ପିଲାଙ୍କୁ ହରାଇଥିବା ଏକ ବାଘୁଣୀ ପାଇଁ ଏବେ ସାହାରା ପାଲଟିଛନ୍ତି କିଛି ଘୁଷୁରୀ ଛୁଆ। ବିଶ୍ୱାସ ହେଉନଥିଲେ ବି ଏହା ସତ। କାଲିଫର୍ଣ୍ଣିଆ ଚିଡ଼ିଆଖାନାରେ ଏଭଳି ଏକ ବିସ୍ମୟକର ଘଟଣା ଦେଖିବାକୁ ମିଳିଛି। ଯାହା କିଛି ଦିନ ତଳର ହୋଇଥିଲେ ବି ଏବେ ସୋସିଆଲ ମିଡିଆରେ ଖୁବ୍‌…

ମାହାଙ୍ଗା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ହେଟା ବାଘ ଆତଙ୍କ, କାବୁ କରିବାରେ ବନବିଭାଗ ବିଫଳ

ମାହାଙ୍ଗା (କେନ୍ଯୁଜ୍): ହେଟା ବାଘ ଆତଙ୍କ । ବାଘକୁ କାବୁ କରିବାରେ ବନବିଭାଗ ବିଫଳ ହେଉଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ମାହାଙ୍ଗା ଥାନା ବିରୁପା-ଗେଙ୍ଗୁଟି ଦ୍ୱିପାଞ୍ଚଳରେ ଗତ କିଛି ଦିନ ହେବ ଏହି ହେଟା ବାଘ ଆତଙ୍କ ସୃଷ୍ଟି କରିଛି । କୁହୁଣ୍ଡା, ମୂଳବସନ୍ତ, ମଧୁପୁର, ବାସୁଦେବପୁର,…