Browsing Tag

tiger

ଦୁର୍ଲ୍ଲଭ ଦୃଶ୍ୟ: ମା’ ବାଘୁଣୀର ମୃତ୍ୟୁ ପରେ ପିତା ନେଉଛି ୪ ଶାବକଙ୍କ ଯତ୍ନ

ମଧ୍ୟ ପ୍ରଦେଶର ପନ୍ନା ଟାଇଗର ରିଜର୍ଭରେ ଏକ ଦୁର୍ଲ୍ଲଭ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଏକ ବାଘୁଣୀର ମୃତ୍ୟୁ ପରେ ତାର ୪ଟି ଶାବକର ଯତ୍ନ ଅଣ୍ଡିରା ବାଘ ନେଉଥିବା ଦେଖିବାକୁ ମିଳିଛି। ପତ୍ନୀର ମୃତ୍ୟୁ ପରେ ସ୍ବାମୀ ପିଲାଙ୍କ ଲାଳନପାଳନ କରୁଛି। ରିଜର୍ଭର ସଂଚାଳକ ଉତ୍ତମ କୁମାର ଶର୍ମା ଏହାର…

ଡିଲ୍‌ ବେଳେ ନୟାଗଡ଼ ଅଞ୍ଚଳରୁ ୨ ବାଘ ଛାଲ ଶିକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF

ନୟାଗଡ଼ : ଡିଲ୍‌ ବେଳେ ଗିରଫ। କ୍ରାଇମବ୍ରାଞ୍ଚ STF କବଜାରେ ବାଘ ଛାଲ ଶିକାରୀ। ୪ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ୍‌ ଚାଲିଥିବାବେଳେ ଗିରଫ ହେଲେ ଶିକାରୀ ଓ ସହଯୋଗୀ। ନୟାଗଡ଼ ଅ଼ଞ୍ଚଳରୁ ୨ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF। ଜବତ ହୋଇଥିବା ଛାଲ ଗୋଟିଏ କଲରାପତରିଆ ବାଘର ହୋଇଥିବା…

ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜରେ ବାଘ ଆତଙ୍କ, ଏକ ବଳଦକୁ ଖାଇ ଦେଇଥିବାର ଭିଜୁଆଲ୍ ଭାଇରାଲ୍

ବାଲିଗୁଡ଼ା: ବଳଦକୁ ଖାଇଦେଲା ବାଘ। ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜରେ ବାଘ ଆତଙ୍କ। ଗୁମା ନର୍ଥ ଡିଭିଏଫ୍‌ ଜଙ୍ଗଲରେ ଚରିବାକୁ ଯାଇଥିବା ଏକ ବଳଦକୁ ବାଘ ଖାଇ ଦେଇଥିବା ଭିଜୁଆଲ୍‌ ଆସିଛି। ଗୁମ୍ମା ଅଞ୍ଚଳର ସୁରେଶ୍ୱର ମଳିକଙ୍କ ବଳଦଟି ଗତକାଲିଠୁ ଚରିବାକୁ ଯାଇ ଆଉ ଫେରିନଥିଲା। ଖୋଜାଖୋଜି…

ଛତିଶଗଡର ରାଜନନ୍ଦ ଗାଓଁ ଜିଲ୍ଲାରେ ଅଭାବନୀୟ ଘଟଣା: ଟ୍ରେନ୍‌ ଧକ୍କାରେ ଗଲା ବର୍ଷକର ବାଘ ଛୁଆର ଜୀବନ

ମାଲକାନଗିରି: ଟ୍ରେନ୍‌ ଧକ୍କାରେ ଗଲା ବାଘ ଛୁଆର ଜୀବନ । ବର୍ଷକର ବାଘଛୁଆ ଉପରେ ମାଡିଗଲା ମାଲବାହୀ ଟ୍ରେନ୍‌ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ରାଜନନ୍ଦ ଗାଓଁ ଜିଲ୍ଲାରେ ଅଭାବନୀୟ ଘଟଣା । ଖାଦ୍ୟ ସନ୍ଧାନରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୂର୍ବରୁ…

ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଆତଙ୍କ, ବାଘ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ !

ନୂଆପଡ଼ା : ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଚିତାବାଘ ଆତଙ୍କ। ବାଘ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସକାଳେ ଗାଁର ଜଣେ ମହିଳା କାଜୁ ବଗିଚାକୁ ଯାଇଥିଲେ। ତେବେ ସେ ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା…

କେନ୍ଦୁଝରରେ କ୍ରାଇମ୍‌ବ୍ରାଞ୍ଚ STFର ରେଡ୍: ଏକ କଲରାପତରିଆ ବାଘ ଛାଲ ସହିତ ୨ଟି ହାତୀଦାନ୍ତ ଜବତ, ବିକ୍ରୀ ପାଇଁ…

କେନ୍ଦୁଝର: କଲରାପତରିଆ ବାଘ ଛାଲ ସହ ହାତୀଦାନ୍ତ ଜବତ। କେନ୍ଦୁଝରରେ କ୍ରାଇମ୍‌ବ୍ରାଞ୍ଚ STFର ରେଡ୍ ବେଳେ ଏସବୁ ଜବତ ହୋଇଛି‌। ଖବର ମୁତାବକ, ଏକ କଲରାପତରିଆ ବାଘ ଛାଲ ସହିତ ୨ଟି ହାତୀଦାନ୍ତ ଜବତ ହୋଇଛି। ଏହାକୁ ବିକିବା ପାଇଁ  ଡିଲ୍‌ ଚାଲିଥିବାବେଳେ ୩ ଜଣଙ୍କୁ ଗିରଫ କରିଛି STF।…

ବୁଗୁଡ଼ା ବନାଞ୍ଚଳ ପରିସରରେ ମୃତ ବାଘର ହେଲା ଅନ୍ତିମ ସତ୍କାର

ଭଞ୍ଜନଗର: ମୃତ ବାଘକୁ ବନବିଭାଗର ନିୟମ ପ୍ରକାରେ କରାଯାଇଛି ଅନ୍ତିମ ସତ୍କାର। ବନ ବିଭାଗ କାର୍ଯ୍ୟାଳୟ ପରିସରରେ ବ୍ୟବଛେଦ ପରେ ବାଘଟିକୁ ପୋଡି ଦିଆଯାଇଛି । ସୂଚନା ଅନୁଯାୟୀ, ଗଂଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ, ନଗୁଡୁ ଗାଁ ନିକଟ ଜଙ୍ଗଲରେ, ବାରହା ଫାସରେ ଏକ କଲରାପତରିଆ ବାଘ ଫସି…

ନୂଆପଡ଼ା ହଳଦୀ ଗାଁରେ ଆତଙ୍କ! ସିଲତା ମନ୍ଦିର ଜଙ୍ଗଲରେ ବୁଲୁଛି ବାଘ, କ୍ୟାମେରାରେ ହେଲା କଏଦ

ନୂଆପଡ଼ା : ନୂଆପଡ଼ା ହଳଦୀ ଗାଁରେ ପୁଣି ବାଘ ଆତଙ୍କ। ସିଲତା ମନ୍ଦିର ଜଙ୍ଗଲରେ ବୁଲୁଛି ବାଘ। ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି। ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଖରିଆରରୋଡ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି। ଗତ ୨୦୧୭ରେ ବାଘଟି ହଳଦୀ…

ରାସ୍ତା ଉପରକୁ ଅଚାନକ ଚାଲି ଆସିଲା ମହାବଳ, ବାଇକ୍‌ ଆରୋହୀ ଉପସ୍ଥିତି ବୁଦ୍ଧି ଖଟାଇ କଲେ ଏମିତି କାମ; ଦେଖନ୍ତୁ ଫଟୋ

ରାସ୍ତା ଉପରକୁ ଅଚାନକ ଚାଲି ଆସିଲା ମହାବଳ। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଲୋକମାନେ ଯାତାୟାତ କରୁଥିବା ବେଳେ ହଠାତ୍‌ ଏକ ବାଘ ସାମ୍ନାକୁ ଚାଲି ଆସିଥିଲା। ବାଘକୁ ସାମ୍ନାରେ ଦେଖି ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ। ସେମାନେ ଆଉ ଆଗକୁ ନ ଆସି ଯେଉଁଠି ଥିଲେ ସେଠାରେ ହିଁ ଗାଡ଼ିକୁ ବ୍ରେକ୍‌…

ଡାକ୍ତରଙ୍କ କ୍ୱାର୍ଟର ପରିସରକୁ ପଶି ଆସିଲା ବାଘ, ସିସିଟିଭିରେ କଏଦ ହେଲା ଭିଜୁଆଲ୍

କର୍ଣ୍ଣାଟକ: ମେଡିକାଲ କଲେଜ ପରିସରରେ ବାଘ। ଡାକ୍ତରଙ୍କ କ୍ୱାଟର ପରିସରକୁ ପଶି ଆସିଲା କଲରାପତରିଆ ବାଘ। କର୍ଣ୍ଣାଟକର ଚାମରାନଗର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ଡାକ୍ତରଙ୍କ ପାଇଁ ନିର୍ମିତ କ୍ୱାର୍ଟରରେ ଏକ କଲରା ପତରିଆ ବାଘ ବୁଲିଥିବାର ଦେଖିବାକୁ ମିଳିଛି। ଏହାର ଭିଜୁଆଲ୍‌…

କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ଜଙ୍ଗଲ ରାସ୍ତାରେ ବୁଲୁଛି ବାଘ, ଭୟଭୀତ ଲୋକେ

କଳାହାଣ୍ଡି: ରାସ୍ତାରେ ବୁଲୁଛି ବାଘ । କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ରାସ୍ତା ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ବାଘ ବୁଲୁଥିବାରୁ ଲୋକେ ଭୟଭୀତ ହୋଇ ରହିଛନ୍ତି । ଗତକାଲି ରାତିରେ ସିଉନି ଗାଁର ଆଲୋକ ପାଣିଗ୍ରାହୀ ତାଙ୍କ ସାଙ୍ଗଙ୍କ ସହ ଫେରୁଥିବାବେଳେ ବାଘ…

ଚୌଦ୍ୱାର ଡମଣି ଜଙ୍ଗଲରେ ୨ଟି ବାଘ ଛୁଆ ଖେଳୁଥିବାର ଭିଡିଓ ଭାଇରାଲ୍, ଭୟଭୀତ ସ୍ଥାନୀୟ ଲୋକେ

ଚୌଦ୍ୱାର: କଟକ ବନଖଣ୍ଡ ଡାଲିଯୋଡ ବନାଞ୍ଚଳରେ ବାଘ ଆତଙ୍କ । ଚୌଦ୍ୱାର ଥାନା ଡମଣି ଜଙ୍ଗଲରେ ବାଘ ଦେଖିବାକୁ ମିଳିଛି। ଗତକାଲି ରାତିରେ ରାସ୍ତାରେ ୨ଟି ବାଘଛୁଆ ଖେଳୁଥିବା ଦେଖିବାକୁ ମିଳିଛି। ବାଘକୁ ଦେଖି ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକ । ତେବେ ଏ ସମ୍ପର୍କରେ ଜଙ୍ଗଲ ବିଭାଗ ପାଖରେ କିଛି…