Below header
Browsing Tag

train accident

ତାମିଲନାଡୁ ମଦୁରାଇ ଟ୍ରେନରେ ଭୀଷଣ ଅଗ୍ନିକାଣ୍ଡରେ ୯ ଜୀବନ୍ତ ଦଗ୍ଧ, ୨୦ ଗୁରୁତର

ତାମିଲନାଡୁ ମଦୁରାଇରେ ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା । ପୁନାଲୁର- ମଦୁରାଇ ଏକ୍କପ୍ରେସରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ । ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ବେଳେ ଏହି ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

ଟିଟିଲାଗଡ଼ରେ ପୁଣି ଟ୍ରେନ ଅଘଟଣ: ବଗି ଛାଡ଼ି ଚାଲିଗଲା ଇଞ୍ଜିନ

ଟିଟିଲାଗଡ଼(କେନ୍ୟୁଜ୍):  ବଗି ଛାଡ଼ି ଚାଲିଗଲା ଇଞ୍ଜିନ। ଟିଟିଲାଗଡ଼ରେ ପୁଣି ଟ୍ରେନ ଅଘଟଣ। ଏକ କୋଇଲା ବୋଝେଇ ଗାଡିର ଇଞ୍ଜିନ ଏବଂ ୱାଗନ ଅଲଗା ହୋଇଯିବାରୁ ପ୍ରାୟ ୧ ଘଣ୍ଟା ଧରି ରେଳ ଚଳାଚଳ ବ୍ୟାହତ ହୋଇଥିଲା। ବଲାଙ୍ଗୀର- ଟିଟିଲାଗଡ଼ ରେଳ ଲାଇନର ଅପ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇ…

ପାକିସ୍ତାନ ରେଳ ଦୁର୍ଘଟଣା: ୩୩କୁ ବଢ଼ିଲା ମୃତ୍ୟୁସଂଖ୍ୟା, ୮୦ରୁ ଊର୍ଦ୍ଧ୍ୱ ଆହତ

ପାକିସ୍ତାନରେ ରବିବାର ଦ୍ୱିପ୍ରହରରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି। କରାଚିରୁ ରାଓ୍ଵଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ୍‌ ଏଠାରେ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ୧୦ରୁ ଅଧିକ ବଗି ରେଳ ଧାରଣାରୁ ଓଲଟି ପଡ଼ିଥିବା କୁହାଯାଉଛି।…

ପାକିସ୍ତାନରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ୮ରୁ ଅଧିକ ବଗି ଲାଇନ୍‌ଚ୍ୟୁଚ, ୧୫ ମୃତ; ୫୦ରୁ ଊର୍ଦ୍ଧ୍ୱ ଆହତ

ପାକିସ୍ତାନରେ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଖବର ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। At least 50 people were…

ଦୁର୍ବୃତ୍ତଙ୍କ ବାଡି ମାଡରେ ଖସି ପଡୁଥିଲା ମୋବାଇଲ, ଧରିବାକୁ ଚେଷ୍ଟା କରି ଟ୍ରେନରୁ ପଡି ଇଂଜିନିୟରଙ୍କ ମତ୍ୟୁ

ହାଇଦ୍ରାବାଦ : ଦୁବୃର୍ତ୍ତଙ୍କ ମୋବାଇଲ ଛଡ଼ାଇବା କାରଣରୁ କାରଣରୁ ଜଣେ ଇଂଜିନିୟର ଟ୍ରେନରୁ ପଡି ମୃତ୍ୟୁବରଣ କରିଛନ୍ତି । ଏମିତି ଦୁଃଖଦ ଘଟଣା ଘଟିଛି ବିବିନଗର ରେଳ ଷ୍ଟେସନରେ । ମୁପା ଶ୍ରୀକାନ୍ତ ନାମକ ଏହି ସପ୍ଟେଓ୍ଵୟାର ଇଂଜିନିୟର ଜଣକ ସିକନ୍ଦରାବାଦରୁ ନିଜ ଗାଁ କାଜିପେଟକୁ ‘ଥୋଲି…

‘କବଚ’ ବ୍ୟବସ୍ଥା ଲାଗୁ ହେବା କେତେ ଜରୁରୀ? ଜାଣନ୍ତୁ ଜନସାଧାରଣଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କରୁଛନ୍ତି କଣ…

ବାଲେଶ୍ୱର ରେଳ ଷ୍ଟେସନରେ ଏଭଳି ଏକ ଦୁର୍ଘଟଣା ପରେ କେବେ ଓଡିଶାକୁ ମିଳିବ ରକ୍ଷା ‘କବଚ’ । ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସାରା ବିଶ୍ୱକୁ ହଲଚଲ କରିଦେଇଥିଲା । ଏହି ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ଏକ ହଜାରରୁ ଅଧିକ…

ନଦୀରେ ଖସିପଡିଲା ପିଚୁ ଏବଂ ସଲଫର ଭର୍ତ୍ତି ଥିବା ମାଲବାହୀ ଟ୍ରେନ, ସ୍ଥାନୀୟ ଲୋକଙ୍କୁ ଜଳ ଯୋଗାଣ ବନ୍ଦ

ଭାଙ୍ଗିଗଲା ରେଲୱେ ବ୍ରିଜ ଆଉ ନଦୀରେ ଭାସିଗଲା ଟ୍ରେନ । ଏମିତି ଆମେରିକା ମୋଣ୍ଟାନାରେ ଥିବା ୟୋଲୋଷ୍ଟୋନ ନଦୀରେ ହୋଇଥିବା ବ୍ରିଜରେ ଘଟିଛି । ମାଲବାହୀ ଟ୍ରେନର କିଛି ବଗି ପାଣିରେ ଭାସିଯାଇଛି । ଏହି ଟ୍ରେନ ବଗିରେ ଆସଫାଲଟ(ପିଚୁ ମିଶ୍ରିତ ତରଳ ପଦାର୍ଥ) ଏବଂ ତରଳ ସଲଫର ଯାଉଥିଲା । ସକାଳ…

ପଶ୍ଚିମବଙ୍ଗ ବାଙ୍କୁଡାରେ ରେଳ ଦୁର୍ଘଟଣା : ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ୧୪ଟି ଟ୍ରେନ ବାତିଲ

ପଶ୍ଚିମବଙ୍ଗ ବାଙ୍କୁଡା ନିକଟରେ ଦୁଇ ମାଲବାହୀ ଟ୍ରେନ ପରସ୍ପର ସହିତ ଧକ୍କା ହୋଇଛି । ଫଳରେ ୧୩ଟି ବଗି ଲାଇନଚ୍ୟୁତ ହୋଇଛି । ଘଟଣାଟି ଓଣ୍ଡୋ ଷ୍ଟେସନରେ ଘଟିଛି। ରବିବାର ସକାଳେ ଭୋର ୪ଟା ସମୟରେ ଦୁଇଟି ମାଲବାହୀ ଟ୍ରେନ୍ ପରସ୍ପର ସହ ଧକ୍କା ହେବା ଫଳରେ ଅନେକ ଟ୍ରେନ ବାତିଲ କରାଯାଇଛି । ଗୋଟିଏ…

ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା, ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି

ପଶ୍ଚିମବଙ୍ଗ(କେନ୍ୟୁଜ୍):  ପୁଣି ଟ୍ରେନ୍‌ ଟ୍ରାଜେଡି । ପଶ୍ଚିମବଙ୍ଗରେ ବଡ଼ ରେଳ ଦୁର୍ଘଟଣା । ବାଙ୍କୁଡାରେ ଦୁଇ ମାଲବାହୀ ଗାଡ଼ି ମୁହାଁମୁହିଁ । ଦୁର୍ଘଟଣାରେ ୧୩ଟି ଓ୍ଵାଗନ ଲାଇନଚ୍ୟୁତ ହୋଇଛି। ଖଡ଼ଗପୁର-ବଙ୍କୁରା-ଆଦ୍ରା ଲାଇନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେସ୍କ୍ୟୁ…

ରଜରେ ଅଘଟଣ: ଟ୍ରେନ୍‌ ଲାଇନ୍‌ରେ କଟି ମା’ ଓ ଝିଅ ମୃତ; ପୁଅ ଗୁରୁତର

ଗଞ୍ଜାମ (କେନ୍ୟୁଜ): ରଜରେ ଅଘଟଣ। ଟ୍ରେନ୍‌ ଲାଇନ୍‌ରେ କଟି ମାଆ ଓ ଝିଅ ମୃତ। ଆନ୍ଧ୍ରପ୍ରଦେଶ ପଲାସା ଇଚ୍ଛାପୁରମ୍‌ ନିକଟରେ ଟ୍ରେନ୍‌ ଧକ୍କାରେ ମାଆ ଓ ଝିଅଙ୍କ ଜୀବନ ଯାଇଛି। ୪ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ…

ଯାଜପୁର ରୋଡ ଷ୍ଟେସନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ୫…

ଯାଜପୁର ରୋଡ଼(କେନ୍ୟୁଜ୍):  ଯାଜପୁର ରୋଡ ଷ୍ଟେସନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…