Browsing Tag

Transgender

ଦାଦାବଟି ନ ଦେବାରୁ କେନ୍ଦୁଝର କିନ୍ନର ଗୋଷ୍ଠୀଙ୍କୁ ଯାଜପୁର କିନ୍ନର ଗୋଷ୍ଠୀର ମାଡ଼, ଥାନାରେ ମାମଲା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ କିନ୍ନର ମାନେ ଭିନ୍ନ ଭିନ୍ନ ଉପାୟରେ ରୋଜଗାର କରୁଥିବା ବେଳେ ଯାଜପୁରର କିନ୍ନର ଗୋଷ୍ଠୀ ସେମାନଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୋମବାର ଏ ନେଇ କେନ୍ଦୁଝର କିନ୍ନର ଗୋଷ୍ଠୀ ସଦର ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଯାଜପୁର କିନ୍ନର ଗୋଷ୍ଠୀର…

କାହିଁକି ଶ୍ରୀକୃଷ୍ଣଙ୍କୁ ୨ଥର ହେବାକୁ ପଡିଥିଲା କିନ୍ନର? ଜାଣନ୍ତୁ ଏ ସମ୍ପର୍କରେ କିଛି ରୋଚକ କାହାଣୀ

ଭାରତରେ କିନ୍ନରଙ୍କୁ ଲୋକମାନେ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି । ସେହିଭଳି ଅନ୍ଯପକ୍ଷରେ କିନ୍ନରଙ୍କ ଆଶୀର୍ବାଦ ନେବା ଶୁଭ ବୋଲି କୁହାଯାଇଥାଏ। ଏହିକାରଣରୁ ନବଜାତ ଶିଶୁ କିମ୍ବା ନବବିବାହିତ ଦମ୍ପତି କିନ୍ନରଙ୍କ ଆର୍ଶୀବାଦ ନେଇଥାନ୍ତି । କେବଳ ଏତିକି ନୁହେଁ ଲୋକମାନଙ୍କୁ ଏକ ନିଆରା…

ବଦଳିଯାଇଛି ଠିକଣା ଓ ପରିଚୟ, ହେଲେ ନିଜ ଲକ୍ଷ୍ୟ ଠାରୁ ବିଚ୍ୟୁତ ହୋଇନାହାନ୍ତି କିନ୍ନର ଦିବ୍ୟ ଭାରତୀ

ବାଲେଶ୍ବର :ସାମାଜିକ କଟକଣା , ଟାହି ଟାପରା ଓ ଲୋକ ହସା ପାଇଁ ଦିନେ ଘରକୁ ପର କରି ଦେଇଥିଲେ । ଆଉ ଆଜି ଯେଉଁ ନୂଆ ଦୁନିଆରେ ସେ ବସା ବାନ୍ଧିଲେ ଦୁନିଆ ତାଙ୍କୁ କହିଲା ମାଇଚିଆ ଆଉ କିନ୍ନର । ଭଗବାନ ସେମାନଙ୍କୁ ଏଭଳି ଗଢିଛି, ଗୋଟିଏ ଶରୀର କିନ୍ତୁ ଆଖିରେ କଜଳ ଓ ମୁହଁରେ ରଙ୍ଗ ମାରି ଦେଲେ…

ସରିପାରୁନି ବିଜୁ ପକ୍କା ଘର, ମୋ କୁଡ଼ିଆ ଓ ପାଇଖାନା ପ୍ରକଳ୍ପ, କାମ ସାରିବା ପାଇଁ କିନ୍ନରମାନଙ୍କ ସହଯୋଗ ଲୋଡିଲା…

ଯାଜପୁର(କେନ୍ୟୁଜ୍): ଧାର୍ଯ୍ୟ ସମୟସୀମା ମଧ୍ୟରେ ବିଜୁ ପକ୍କା ଘର, ମୋ କୁଡ଼ିଆ ଓ ପାଇଖାନା ଭଳି ପ୍ରକଳ୍ପ ଶେଷ ହୋଇପାରୁନି। ଏ ସମସ୍ତ ପ୍ରକଳ୍ପ କାମ ସାରିବା ପାଇଁ କିନ୍ନରମାନଙ୍କ ସହଯୋଗ ଲୋଡିଛି ଯାଜପୁର ଜିଲ୍ଲା ପ୍ରଶାସନ। ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏଣିକି କିନ୍ନରମାନେ…

ଏହି କିନ୍ନରଙ୍କ ପାଖରେ ରହିଛି ଏପରି ସ୍ୱତନ୍ତ୍ରତା ଯାହା ଦେଖିଲେ ଉଡିଯିବ ଆପଣଙ୍କ ହୋସ

ନିକଟରେ ଏକ କିନ୍ନରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯଦିଓ ଏହା ଏକ ସାଧାରଣ କଥା ଅଟେ । କାରଣ ଏମିତିରେ ସୋସିଆଲ ମିଡିଆରେ ସବୁଦିନ କିଛି ନା କିଛି ଭାଇରଲ ହୋଇଥାଏ । କିନ୍ତୁ ଏହି କିନ୍ନରଙ୍କ ପାଖେ ରହିଛି ଏପରି ସ୍ୱତନ୍ତ୍ରତା ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।…

ସାଙ୍ଗମାନଙ୍କ ଥଟ୍ଟା ପାଇଁ ଅଧାରୁ ପାଠ ଛାଡିଥିଲେ ଏହି କିନ୍ନର କିନ୍ତୁ ଏବେ ବନିଗଲେ ନିଉଜ ଆଙ୍କର

ସାଧାରଣତଃ ଆମ ସମାଜରେ ଟ୍ରାନ୍ସ ଜେଣ୍ଡର ବ୍ୟକ୍ତି ମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖା ଯାଇଥାଏ । ସବୁବେଳେ ଏମାନେ ଅନ୍ୟ ମାନଙ୍କ ପାଖରେ ଥଟା ପରିହାସର ପାତ୍ର ହୋଇ ରହିଯାଇଥାନ୍ତି । ତେଣୁ ଏମାନଙ୍କ ସମାଜ ସଂପୁର୍ଣ୍ଣ ଅଲଗା ହୋଇଥାଏ । ଏମାନେ ସାଧାରନତଃ ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନ କିମ୍ବା…

ସଂଶୋଧିତ ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୯କୁ ସ୍ବାଗତ କଲେ ଡ. ଅଚ୍ୟୁତ ସାମନ୍ତ, ଜାଣନ୍ତୁ କଣ ରହିଛି ଏହି ବିଲରେ

ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୯ ଟ୍ରାନ୍ସଜେଣ୍ଡରଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହ ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ ବୋଲି ସାଂସଦ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି ଲୋକସଭାରେ ଟ୍ରାନ୍ସଜେଣ୍ଡର ବିଲ୍‌ ୨୦୧୯ ଆଲୋଚନାରେ ଭାଗ ନେଇ ସାଂସଦ ଡ. ସାମନ୍ତ କହିଲେ, ଟ୍ରାନ୍ସଜେଣ୍ଡର…

କିନ୍ନର ଓ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେବେ ଦେଶର ଯବାନ୍‌, ମାଲକାନଗିରି ଜିଲ୍ଲା ପ୍ରଶାସନର ପଦକ୍ଷେପ

ମାଲକାନଗିରି : କିନ୍ନର ଓ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେବେ ଦେଶର ଯବାନ୍‌। ଏମିତି ଏକ ଅଭିନବ ଚିନ୍ତା କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ଅଭିନବ ପନ୍ଥା ଅବଲମ୍ବନ କରିଛି। ତା ସହ ସୁରକ୍ଷା ବାହିନୀରେ…

କିନ୍ନର ପାଳିଲେ ସାବିତ୍ରୀ ବ୍ରତ, ବାଲେଶ୍ୱର ଲୋକନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

କିନ୍ନର ପାଳିଲେ ସାବିତ୍ରୀ ବ୍ରତ । ମଥାରେ ସିନ୍ଦୁର, ପାଦରେ ଅଳତା, ନୂଆ ଲୁଗା ପିନ୍ଧି ପୂଜା ଥାଳ ଧରି ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି । ବାଲେଶ୍ୱର ଲୋକନାଥ କିନ୍ନର ସଂଘ ପକ୍ଷରୁ ଲୋକନାଥ ମନ୍ଦିରରେ କିନ୍ନରମାନେ ପୂଜାର୍ଚ୍ଚନା କରିଛନ୍ତି ।

ମହଙ୍ଗା ପଡିଲା କିନ୍ନରଙ୍କ ସହ ବନ୍ଧୁତା, କାଟିଦେଲେ ଯୁବକଙ୍କ ଗୁପ୍ତାଙ୍ଗ

ମହଙ୍ଗା ପଡିଲା କିନ୍ନରଙ୍କ ସହ ବନ୍ଧୁତା । କାଟିଦେଲେ ଯୁବକଙ୍କ ଗୁପ୍ତାଙ୍ଗ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାଟି ହେଉଛି ଉତ୍ତରପ୍ରଦେଶର ଶାହାଜାହାଁପୁରର । ସୂଚନା ଅନୁସାରେ, ୨୦ ବର୍ଷୀୟ ଯୁବକ ଜଣକ ବିଭିନ୍ନ ବିବାହରେ ଯାଇ ନାଚଗୀତ କରନ୍ତି ।…

ଏହି କାରଣରୁ ଚାରି ବର୍ଷ ଭିତରେ ୭୩୦୦୦ରୁ ଅଧିକ କିନ୍ନର ଗିରଫ ହୋଇଛନ୍ତି, ଆରଟିଆଇରେ ଆସିଲା ତଥ୍ୟ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟକୁ ଆରଟିଆଇ ମାଧ୍ୟମରେ ମଗାଯାଇଥିବା ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଛି ବିଗତ ୪ବର୍ଷ ମଧ୍ୟରେ ପାଖା ପାଖି ୭୩,୦୦୦ରୁ ଊର୍ଦ୍ଧ୍ୱ କିନ୍ନରଙ୍କୁ ଟ୍ରେନରେ ଜବରଦସ୍ତ ପଇସା ଆଦାୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଏଥିରୁ ଗତ ବର୍ଷ କେବଳ…

ବଲିଉଡ୍ ଇତିହାସରେ ପ୍ରଥମ, କିନ୍ନର ହେବେ ଅମିତାଭ୍ ବଚ୍ଚନ

ବଲିଉଡ୍ ଇତିହାସରେ ପ୍ରଥମ । କିନ୍ନର ହେବେ ବିଗ୍ ବି । ନିଜର ଆଗାମୀ ଫିଲ୍ମରେ କିନ୍ନର ଚରିତ୍ରରେ ନଜର ଆସିବେ ଅମିତାଭ୍ ବଚ୍ଚନ । ୨୦୧୧ରେ ଆସିଥିବା ତାମିଲ୍ ହରର ଫିଲ୍ମ ମୁନି – ୨ : କଞ୍ଚନାର ଆସୁଛି ହିନ୍ଦି ରିମେକ୍ । ଯେଉଁଥିରେ ଅମିତାଭ୍ କଞ୍ଚନା ଚରିତ୍ରରେ ଅଭିନୟ କରିବେ । କଞ୍ଚନା ଜଣେ…