Browsing Tag

Triple Talaq

ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ଜବରଦସ୍ତି ଛାଡପତ୍ର ଦେବାକୁ ବାଧ୍ୟକଲା ସ୍ବାମୀ, ଭୟଭୀତ ହୋଇ ଥାନାରେ ପହଞ୍ଚିଲା ସ୍ତ୍ରୀ

ଭୋପାଳ : ମଧ୍ୟପ୍ରଦେଶ ଭୋପାଳରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟକର ଘଟଣା । ଯେଉଁଠାରେ ଜଣେ ସ୍ବାମୀ ନିଜ ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ତିନ୍ ତଲାକ୍ ନେଇଛନ୍ତି । ଘଟଣା ପରେ ମହିଳା ଜଣକ ଭୟଭୀତ ହୋଇ ଥାନାରେ ପହଞ୍ଚି ପୋଲିସ ନିକଟରେ ସବୁ କହିଛନ୍ତି । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ…

ଭାଇକୁ କିଡ଼ନୀ ଦାନ କରିଲେ ବୋଲି ପତ୍ନୀଙ୍କୁ ହ୍ୱାଟ୍ସଆପରେ ତିନ ତଲାକ୍ ଦେଲେ ସ୍ୱାମୀ

ଉତ୍ତରପ୍ରଦେଶରେ ତିନ ତଲାକର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଣ୍ଡା ଜିଲ୍ଲାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ହ୍ୱାଟ୍ସଆପ ମାଧ୍ୟମରେ ତିନ ତାଲାକ ଦେଇଛନ୍ତି ଓ କାରଣ ହେଉଛି ପତ୍ନୀ ତାଙ୍କ ଭାଇଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ କିଡନୀ ଦାନ କରିଥିଲେ । ସମଗ୍ର ଘଟଣା ଧନପୁର…

ୟୁପି: ରାସ୍ତା ମଝିରେ ଗର୍ଭବତୀ ପତ୍ନୀଙ୍କୁ ଦେଲେ ଟ୍ରିପଲ୍‌ ତଲାକ୍‌, ସ୍ୱାମୀଙ୍କ ପ୍ରବଳ ମାଡ଼ରେ ଗର୍ଭସ୍ଥ ଶିଶୁର…

ଉତ୍ତର ପ୍ରଦେଶର ବାନ୍ଦାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମୁସଲମାନ ବ୍ୟକ୍ତି ନିଜର ଗର୍ଭବତୀ ପତ୍ନୀଙ୍କୁ ରାସ୍ତା ମଝିରେ ଟ୍ରିପଲ ତଲାକ ଦେଇଛନ୍ତି। ଅଧିକ ଯୌତୁକ ନ ପାଇ ବ୍ୟକ୍ତି ଜଣକ କ୍ରୋଧିତ ଥିଲେ। କୁହାଯାଉଛି ଯେ ଅଭିଯୁକ୍ତ ବ୍ୟକ୍ତି ଯୌତୁକ ଦାବିରେ ନିଜ ପତ୍ନୀଙ୍କୁ ଖୁବ୍‌…

କଟକ : ସ୍ୱାମୀ ଫୋନ୍‌ରେ ଦେଇଥିଲେ ଟ୍ରିପଲ୍ ତଲାକ୍‌, ଏବେ ବାନ୍ଧିଲା ପୋଲିସ୍‌

କଟକ (କେ ନ୍ୟୁଜ୍‌) : ସ୍ୱାମୀ ଫୋନ୍ କଲେ । ଆଉ କହିଲେ ତଲାକ୍‌ଟ୍ଟ । ବୋଧହୁଏ ସ୍ୱାମୀ ଭୁଲି ଗଲେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ । ଅବଶ୍ୟ ଏହି ଘଟଣା ପାଞ୍ଚ ମାସ ତଳର । ତେବେ ପତ୍ନୀ ଗତ ଶୁକ୍ରବାର ଦିନ କଟକ ମହିଳା ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଆଉ ଆଜି ପୋଲିସ୍ ସେହି ସ୍ୱାମୀଙ୍କୁ…

ବନ୍ଦ ହେଉନି ଘୃଣ୍ୟ ପ୍ରଥା, ଦୁବାଇରୁ ଫୋନରେ ତଲାକ୍ ଦେଲେ ସ୍ୱାମୀ

କଟକ(କେନ୍ୟୁଜ୍): ଟ୍ରିପଲ ତଲାକ ବେଆଇନ ହେବା ପରେ ବି ବନ୍ଦ ହେଉନି ଘୃଣ୍ୟ ପ୍ରଥା। କଟକ ଜିଲ୍ଲା ନେମାଳ ଥାନାର ନରେନ୍ଦ୍ରପୁର ଗାଁରୁ ଆସିଛି ଏକ ତିନି ତଲାକ ଘଟଣା। ଯାଜପୁର ଜିଲ୍ଲା ବ୍ରହ୍ମବରଦାର ସାଇରାବାନୁ ୨୦୦୭ରେ ନରେନ୍ଦ୍ରପୁରର ମୀର ଅବଦୁଲ ରହିମଙ୍କୁ ମୁସଲିମ ପ୍ରଥା ଅନୁଯାୟୀ ବିବାହ…

ଭୋଗରାଇରେ ତିନି ତଲାକ୍‌ ଅଭିଯୋଗ, ସ୍ୱାମୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ତିନ ତଲାକ୍‌ ଅଭିଯୋଗ ପରେ ପୋଲିସର ତନାଘନା । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି ଭୋଗରାଇ ଥାନା ପୋଲିସ । ଏତଲା ପରେ ୧୪୭ / ୧୯ ଅନୁସାରେ ମାମଲା ରୁଜୁ ହୋଇଛି । ଆଇନ ଅନୁସାରରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ…

ପଟ୍ଟାମୁଣ୍ଡାଇରେ ତିନ୍ ତଲାକ୍ ଅଭିଯୋଗ, ହାଇଦ୍ରାବାଦରୁ ସ୍ବାମୀ ଫୋନ୍ ଯୋଗେ ସ୍ତ୍ରୀଙ୍କୁ ଦେଲେ ଛାଡପତ୍ର

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ତିନ ତଲାକ ଅପରାଧ ଶ୍ରେଣୀଭୁକ୍ତ ସହ ଦଣ୍ଡବିଧାନ ପାଇଁ ବିଲ୍ ଗୃହୀତ ହୋଇଛି । ଏପରି ସ୍ଥିତିରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରୁ ଆସିଛି ତିନ୍ ତଲାକ୍ ଅଭିଯୋଗ । ୧୧ ନମ୍ବର ଓ୍ଵାର୍ଡରେ ରହୁଥିବା ଜଣେ ମହିଳାଙ୍କୁ ହାଇଦ୍ରାବାଦରେ ରହୁଥିବା ତାଙ୍କ ସ୍ୱାମୀ ତିନ୍…

ତିନ୍ ତଲାକ୍ ପରେ ନାକ କାଟିଲା ସ୍ବାମୀ, ଜାଣନ୍ତୁ କାହିଁକି ଏମିତି କଲା

ତିନିଥର ତଲାକ୍ ଶବ୍ଦର ଉଚ୍ଚାରଣ କରି କେହି ତଲାକ ଦେଇପାରିବେନି। କିଛି ଦିନ ତଳେ ପାର୍ଲାମେଣ୍ଟରେ ଏହି ଆଇନ୍‌କୁ ଉଚ୍ଛେଦ କରିବା ପାଇଁ ଅଣା ଯାଇଛି ସ୍ବତନ୍ତ୍ର ବିଲ। ହେଲେ ଏହା ପରେ ବି ଥମୁନି ଏହି ପ୍ରଥା। ମୁସଲିମ ମହିଳାଙ୍କ ପ୍ରତି ଏହା ଏକ ଅତ୍ୟାଚାରିତ ପ୍ରଥା ବୋଲି ବିବେଚନା ହୋଇ ଆସୁଛି।…

ରାଜ୍ୟସଭାରେ ତିନ ତଲାକ୍‌ ବିଲକୁ ସମର୍ଥନ କରିବ BJD : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଆଜି ରାଜ୍ୟସଭାରେ ଆସିବ ତିନ୍‌ ତଲାକ ବିଲ୍‌ । ବିଲ୍‌କୁ ସମର୍ଥନ କରିବ ବିଜେଡି । ଏନେଇ ରାଜ୍ୟସଭା ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ରାଜ୍ୟସଭାରେ ବିଜେପିର ଆବଶ୍ୟକ ସଂଖ୍ୟା ଗରିଷ୍ଠନା ନଥିବାରୁ ବିଲ ଗୃହୀତ ପାଇଁ ଦଳ ଅନ୍ୟ ଦଳର ସହଯୋଗ…

ଆଜି ଲୋକସଭାରେ ଆଗତ ହେବ ତ୍ରିପଲ ତଲାକ୍‌ ବିଲ୍‌

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ଲୋକସଭାରେ ଆଗତ ହେବ ତ୍ରିପଲ ତଲାକ୍‌ ବିଲ୍‌ । ଏହି ବିଲ୍‌ ଉପରେ ଆଲୋଚନା କରି ପାସ୍‌ କରିବା ପାଇଁ ପ୍ରସ୍ତୁତି କରିଛନ୍ତି ସରକାର । ବିଲ୍‌ ପାସ୍‌ କରିବା ପାଇଁ ଗୃହରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କୁ ହ୍ଵିପ୍‌ ଜାରି କରିଛି ବିଜେପି । ବିଲରେ ଏକକାଳୀଳ…

ଆଜି ଲୋକସଭାରେ ଉପସ୍ଥାପିତ ହେଲା ତ୍ରିପଲ ତଲାକ୍‌ ବିଲ୍‌

 ନୂଆଦିଲ୍ଲୀ(କେନ୍ୟୁଜ୍): ଲୋକସଭାରେ ଉପସ୍ଥାପିତ ହେଲା ଟ୍ରିପଲ ତଲାକ ବିଲ୍‌। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିତର୍କ ହୋଇଥିବା ବେଳେ ଏବେ ଭୋଟିଂ ଚାଲିଛି। ବିଲ ଉପସ୍ଥାପନ ହେବା ମାତ୍ରେ ଗୃହରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଥିଲା। କଂଗ୍ରେସ ସାଂସଦ…