Browsing Tag

twitter new feature

ଟ୍ଵିଟରର ନୂଆ ଫିଚରTwitter Circle, ଯାହାକୁ ଚାହିଁବେ ତାକୁ ହିଁ ଦେଖାଯିବ ଟ୍ଵିଟ୍‌

ଆପଣ ଟ୍ଵିଟରରେ ଆକ୍ଟିଭ ରହୁଛନ୍ତି, ତେବେ ଆପଣଙ୍କ ପାଇଁ ନୂଆ ଫିଚର ଆସିଛି ଟ୍ଵିଟର। ଆପଣ ହ୍ଵାଟସଆପ୍‌ ଭଳି ନିଜର ଷ୍ଟାଟସ ଯାହାକୁ ନ ଦେଖାଇବାକୁ ଚାହୁଁଛନ୍ତି, ଯେପରି ଲୁଚାଇପାରୁଛନ୍ତି, ସେହିପରି ଟ୍ଵିଟର ମଧ୍ୟ ଫିଚର ଆଣିଛି। ଆପଣ ଯଦି କିଛି ଟ୍ଵିଟ କେବଳ ଆପଣ ନିଜ ସାଙ୍ଗ ଏବଂ ପରିବାର…

ଟ୍ବିଟରରେ ଖୁବଶୀଘ୍ର ମିଳିବ ନୂଆ ଫିଚର୍ସ, ୟୁଜର୍ସଙ୍କୁ ମିଳିପାରେ ୨୮୦ ରୁ ଅଧିକ ଶବ୍ଦ ଲେଖିବାର ଅନୁମତି

ଟ୍ବିଟର ଖୁବଶୀଘ୍ର ନୂଆ ଅପଡେଟ ଆଣିବାକୁ ଯାଉଛି। ଯେଉଁଥିରେ ୨୮୦ ଟି ଶବ୍ଦ ଲେଖିବାର ସୀମାକୁ ବଢାଇଦିଆଯାଇପାରିବ। କମ୍ପାନୀ ତରଫରୁ କୁହାଯାଇଛି ଯେ, ୨୮୦ରୁ ଶବ୍ଦରୁ ଅଧିକ ଶବ୍ଦ ଲେଖିପାରିବା ପାଇଁ ଧ୍ୟାନ ଦିଆଯାଉଛି। ଟ୍ବିଟରରେ ଯେକୌଣସି ବ୍ଯକ୍ତି ନିଜ ବିଚାର ରଖିବା ପାଇଁ ସକ୍ଷମ ହେବେ,…

ସାବଧାନ! ଟ୍ଵିଟରରେ ଗାଳିଗୁଲଜ କଲେ ଏବେ ବ୍ଲକ୍‌ ହୋଇଯିବ ଆକାଉଣ୍ଟ, ଆସିଲା ନୂଆ ଫିଚର

ଏବେ ଗାଳିଗୁଲଜ କଲେ ବନ୍ଦ ହୋଇଯିବ ଟ୍ଵିଟର ଆକାଉଣ୍ଟ। ଖରାପ ଭାଷା ବ୍ୟବହାର କଲେ ଟ୍ଵିଟର ଆକାଉଣ୍ଟ ସବୁଦିନ ପାଇଁ ବ୍ଲକ୍‌ ହୋଇଯିବ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର ୟୁଜରଙ୍କୁ ଝଟ୍‌କା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଏଣୁ କମ୍ପାନୀ ଏକ ଖାସ୍‌ ଫିଚର ଲଞ୍ଚ୍‌ କରିଛି। ଏହି ଫିଚରର ନାଁ…

କୋଭିଡ ସମ୍ବନ୍ଧୀୟ ସମସ୍ତ ଅପଡେଟ ପାଇଁ ଟ୍ଵିଟର ପକ୍ଷରୁ ଜାରି ହେଲା ନୂଆ ଫିଚର

ଭାରତରେ କରୋନାର ଦ୍ୱିତୀୟ ଲହରୀରେ ସମସ୍ତେ ଅସ୍ତବ୍ୟସ୍ତ। ଆର୍ଥିକ ବ୍ୟବସ୍ଥା ଖରାପ ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ଏବେ ସରକାରଙ୍କୁ ଚାପଗ୍ରସ୍ତ କରିଛି। ରୋଗୀଙ୍କ ପାଇଁ ଅକ୍ସିଜେନ ସମସ୍ୟା ସହ ହସ୍ପିଟାଲରେ ବେଡର ଅଭାବ ମଧ୍ୟ ଦେଖାଦେଲାଣି। କିଛି ରୋଗୀଙ୍କର ଏହି କାରଣରୁ ମୃତ୍ୟୁ ହୋଇଛି।…

Twitterରେ ଆସିଲା ନୂଆ ଫିଚର, ଏଣିକି 4K ଫଟୋକୁ କରିପାରିବେ ସେୟାର

ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ଵିଟର ଲମ୍ବା ସମୟ ପରେ ନିଜ ୟୁଜର୍ସଙ୍କୁ ୪କେ ଫଟୋ ଟ୍ଵିଟ କରିବା ଏବଂ ଦେଖିବା ପାଇଁ ସୁବିଧା ଦେଇଛି। Twitter ଏହାର ସୂଚନା ଟ୍ଵିଟ କରି ଦେଇଛି। 4K ଫଟୋର ସପୋର୍ଟ ଏବେ ଆଣ୍ଡ୍ରଏଡ ଏବଂ ଆଇଓଏସ ଉଭୟ ପାଇଁ ଜାରି କରିଦିଆଯାଇଛି। ଟ୍ଵିଟର ୱେବ ଭର୍ସନରେ ପୂର୍ବରୁ ହିଁ…

ଏବେ ସ୍ନାପଚାଟ୍ ରୁ ଟ୍ବିଟ୍ ସେୟାର କରିପାରିବେ ଟ୍ବିଟର ୟୁଜର୍ସ, ଜାଣନ୍ତୁ କେମିତି କାମ କରିବ ଏହି ନୂଆ ଫିଚର

ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର ନିକଟରେ ନିଜ ୟୁଜର୍ସଙ୍କ ପାଇଁ ଆପରେ Tweet Fleets ସମେତ ଅନେକ ଫିଚର୍ସ ଆଡ୍ କରିଛି। ଏହି ଫିଚର ଜରିଆରେ ୨୪ ଘଣ୍ଟା ଭିତରେ ଟ୍ବିଟ୍ କରିଥିବା ଫଟୋ ଏବଂ ଭିଡିଓ ଆପଣାଛାଏଁ ଡିସଆପିୟର ହୋଇଯିବ। ଯେମିତି ଫେସବୁକ, ଇନଷ୍ଟାଗ୍ରାମ ଷ୍ଟୋରୀ ଏବଂ ହ୍ବାଟସଆପ୍…

ଟ୍ଵିଟର ଲଞ୍ଚ୍‌ କଲା Fleets ଫିଚର, ଏବେ ଯାହା ବି ପୋଷ୍ଟ କରିବେ ୨୪ ଘଣ୍ଟାରେ ହୋଇଯିବ ଗାୟବ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଟ୍ଵିଟର ନିଜ ଫ୍ଲିଟସ ଫିଚରକୁ ଗ୍ଲୋବାଲି ଲଞ୍ଚ୍‌ କରିଛି। ଧୀରେ ଧୀରେ ଏହାକୁ ସାରା ବିଶ୍ୱର ୟୁଜରଙ୍କ ପାଇଁ ଉପଲବ୍ଧ କରାଯିବ। ଫ୍ଲିଟ୍ସ ଟ୍ଵିଟର ଆପ୍‌ରେ ସବୁଠୁ ଉପରେ ହ୍ଵାଟ୍ସ ଆପ୍‌ ଷ୍ଟୋରେଜ୍‌ ଭଳି ନଜର ଆସିବ। ଏହି ଫିଚର ମାଧ୍ୟମରେ ୟୁଜର୍ସ ଫଟୋ ଓ…

ଏବେ ଫେକ ନ୍ୟୁଜ ଉପରେ ଲାଗିବ ଲଗାମ, ଟ୍ୱିଟର Birdwatch ନାମରେ ଆଣୁଛି ନୂଆ ଫିଚର

ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଦୀର୍ଘ ଦିନ ଧରି ଏହାର ପ୍ଲାଟଫର୍ମରେ ମିଥ୍ୟା ଖବର ଏବଂ ଭୁଲ ତଥ୍ୟ ବନ୍ଦ କରିବାକୁ ଚେଷ୍ଟା କରିଆସୁଛି । ତେବେ ଏହା ମଧ୍ୟରେ ଭୁଲ ତଥ୍ୟ ଯାଞ୍ଚ କରିବା ପାଇଁ ଟ୍ୱିଟର ଏକ ନୂଆ ଟୁଲ ପ୍ରସ୍ତୁତ କରୁଛି ଯାହାର ନାମ ହେଉଛି ବାର୍ଡୱାଚ୍ । New Twitter feature?…

ଟୁଇଟରରେ ନୂଆ ଫିଚର, ଏବେ ନିଜ ପୋଷ୍ଟକୁ ସିଡ୍ୟୁଲ କରିପାରିବେ ୟୁଜର

ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟର ନିଜ ୟୁଜର୍ସଙ୍କ ପାଇଁ ଖୁବଶୀଘ୍ର ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଏହି ଫିଚର ଜରିଆରେ ୟୁଜର ନିଜର ପୋଷ୍ଟକୁ ଆଗାମୀ ସମୟ ପାଇଁ ସିଡ୍ୟୁଲ କରିପାରିବ। ଏହା ପୂର୍ବରୁ କମ୍ପାନୀ ଅନେକ ଫିଚର୍ସ ଆଣିସାରିଛି, ଯେଉଁଥିରୁ ଟୁଇଟ୍‌ କରିବା ୟୁଜର୍ସଙ୍କ ପାଇଁ ବହୁତ ସହଜ…