ଓଡ଼ିଶାକୁ ରେଳ ଅନୁଦାନ: ପୂର୍ବତଟ ରେଳପଥ ପାଇଁ ୯୭୩୪ କୋଟି ଟଙ୍କା ମଞ୍ଜୁର
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ୨୦୨୨-୨୩ ପାଇଁ ବଜେଟ୍ ଘୋଷଣା କରିଛନ୍ତି। ଚଳିତ ବଜେଟ୍ରେ ପୂର୍ବତଥ ରେଳପଥ ପାଇଁ ୯୭୩୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରୁ ୩୧୭.୧୮ କୋଟି ଟଙ୍କା ନୂଆ ରେଳ ପଥ ପାଇଁ ମଞ୍ଜୁର ହୋଇଥିବା ବେଳେ ୧୮୬୧.୧୪ କୋଟି ରେଳ ପଥକୁ ଦୋହରୀକରଣ ପାଇଁ…