ଜିଆରପି ପୋଲିସ ଷ୍ଟେସନର ଭିଡିଓ ଭାଇରାଲ ମାମଲା, ୬ ଜଣ ପୋଲିସ କର୍ମଚାରୀ ନିଲମ୍ବିତ
କଟନି GRP ପୋଲିସ ଷ୍ଟେସନର ଭିଡିଓ ଭାଇରାଲ ହେବା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସିଏମ ମୋହନ ଯାଦବଙ୍କ ନିର୍ଦ୍ଦେଶ ରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ସିଏମ ମୋହନ ଯାଦବ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।
ସିଏମ ଟ୍ୱିଟରରେ ଲେଖିଛନ୍ତି, "GRP କଟନି…