Browsing Tag

UPDATE

ଦମ୍‌ ଅଛିତ ଜାତୀୟ ସଂଗୀତକୁ ବଦଳାଇ କରି ଦେଖାଅ, ବିଜେପିକୁ ମମତାଙ୍କ ଚେତାବନୀ

କୋଲକାତା : ବିଜେପିକୁ ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜ । ଦମ୍‌ ଅଛିତ ଜାତୀୟ ସଂଗୀତକୁ ବଦଳାଇ ନି ଦେଖାଅ । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ପତ୍ର ଲେଖିଥିଲେ । ତାର ପ୍ରତିକ୍ରିୟାରେ ମମତା ଏଭଳି ଚେତାବନୀ ଦେଇଛନ୍ତି । ଯଦି ଏଭଳି କିଛି…

ଆଇପିଏଲ୍‌ ଫାଇନାଲ୍‌ : ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଦିଲ୍ଲୀ କ୍ୟାପିଟାଲ୍ସ ରଖିଲା୧୫୭ ରନ୍‌ର ଟାଇଟଲ୍‌ ଟାର୍ଗେଟ୍‌

ଦୁବାଇ : ଆରମ୍ଭରୁ ଝଟ୍‌କା । ଆଉ ତା ପରେ ମାତ୍ର ୪ ଓଭର ଭିତରେ ପଡ଼ିଗଲା ତିନିଟି ପ୍ରମୁଖ ଓ୍ଵିକେଟ୍‌ । ଏଭଳି ପ୍ରାରମ୍ଭିକ ଧକ୍କାକୁ ସମ୍ଭାଳି ଦିଲ୍ଲୀ କ୍ୟାପିଟାଲ୍ସ କରିଛି ରନ୍‌ । ଆଜି ଏଠାରେ ଚାଲିଥିବା ଆଇପିଏଲ୍‌ ୨୦୨୦ ଫାଇନାଲ୍‌ ମ୍ୟାଚ୍‌ରେ ଦିଲ୍ଲୀ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି…

ଅନୁଭବ ମୋତେ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ, ହିତାହିତ ଜ୍ଞାନ ଭୁଲି ଖରାପ ଭାଷାରେ ଗାଳି ଗୁଲଜ କରୁଥିଲେ

କଟକ ଏସ୍‌ଡିଜିଏମ୍ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ଦାଖଲ କରିଥିବା ପିଟିସନ୍‌ରେ ଅନେକ ଅଭିଯୋଗ ରହିଛି ସ୍ୱାମୀ ଅନୁଭବ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ । ଆସନ୍ତୁ ନଜର ପକାଇବା କଣ ସେହି ସବୁ ଅଭିଯୋଗ । ମୋତେ ମାଡ଼ ମାରିବା ସହ ନିର୍ଯ୍ୟାତନା ଦେଉଥିଲେ ଅନୁଭବଙ୍କ ସହ ଫିଲ୍ମ କରିଥିଲେ ବି…

‘ଜୁନ୍ ୧୩ରେ ସୁଶାନ୍ତଙ୍କ ଘରେ କୌଣସି ପାର୍ଟି ହୋଇନଥିଲା, ଲାଇଟ୍ ବନ୍ଦ ଥିଲା’

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ କେମିତି ହୋଇଛି ତାର ତଦନ୍ତ ସିବିଆଇ ଆରମ୍ଭ କରିଦେଇଛି । ଆଜି ସୁଶାନ୍ତ ରହୁଥିବା ଘରକୁ ମଧ୍ୟ ସିବିଆଇ ଅଧିକାରୀ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି । ତାଙ୍କ ସହ ଫରେନ୍‌ସିକ୍ ଟିମ୍ ମଧ୍ୟ ଯାଇଥିଲେ । ସେପଟେ ଆଜି ସୁଶାନ୍ତଙ୍କ ଜଣେ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ରିୟାଙ୍କୁ ୭ ତାରିଖ ଦିନ ଜେରା କରିବ ଇଡି

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ । ଏକଥା ଆଜି ସ୍ପଷ୍ଟ ହେବା ପରେ ମୁମ୍ବାଇକୁ ତଦନ୍ତ ପାଇଁ ଯାଇଥିବା ପାଟନା ପୋଲିସ୍ ଫେରି ଆସିବ । ତେବେ ଏହାଠାରୁ ଆଉ ଏକ ବଡ଼ ଖବର ହେଲା ଯେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ…

ବିଜୟ ମହାନ୍ତି ସ୍ମୃତିରେ ଜରାଶ୍ରମରେ ଖୁସି ବାଣ୍ଟିଲେ କଳାକାର ଓ ପରିବାର ଲୋକେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିକୁ ୧୩ ଦିନ ପୂରିଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ବିଜୟ ମହାନ୍ତିଙ୍କ ଦେହାନ୍ତକୁ । ଜଣେ ନିଖୁଣ ଓଡ଼ିଆ କଳାକାର ଭାବେ ନିଜର ଏକ ବିଶେଷ ପରିଚୟ ସୃଷ୍ଟି କରିଥିବା ଏହି ବରିଷ୍ଠ ଅଭିନେତାଙ୍କ ସ୍ମୃତିରେ ଆଜି ତାଙ୍କ ପରିବାର ଏବଂ ସିନେ ଆର୍ଟିଷ୍ଟ ସଂଗଠନ ତରଫରୁ…

ସାମାନ୍ୟ ବଦଳିଲା ଲକ୍‌ଡାଉନ୍ ନିୟମ

ସ୍ୱତନ୍ତ୍ର ରିଲିଫ କମିଶନର୍ ଜାରି କଲେ ଲକ୍‌ଡାଉନ୍‌ର ସଂଶୋଧିତ ନିୟମାବଳି । ଆସନ୍ତାକାଲିଠାରୁ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଏବଂ ରାଉରକେଲା ପୌରାଞ୍ଚଳରେ ଏହି ସବୁ ନିୟମ ଲାଗୁ ହେବ । ୧-୨୫ ପ୍ରତିଶତ କର୍ମଚାରୀରେ ଚାଲିବ ବ୍ୟାଙ୍କ। ୨-ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିବ । ୩-ମଦର…

ସଚିନ୍ ପାଇଲଟ୍‌ଙ୍କ ସମେତ ତାଙ୍କର ଦୁଇ ସମର୍ଥକ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଲେ

ଜୟପୁର : ରାଜସ୍ଥାନ କଂଗ୍ରେସରେ ଆହୁରି ଘନେଇଲା ବିବାଦ । ସଚିନ୍ ପାଇଲଟ୍‌ଙ୍କୁ ଆଜି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦବିରୁ ବହିଷ୍କାର କରାଯାଇଛି । ସେହିପରି ସେ ପସିସିର ସଭାପତି ପଦରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ସେହିପରି ପାଇଲଟ୍‌ଙ୍କ ସମର୍ଥକ କୁହାଯାଉଥିବା ଦୁଇ ଜଣ କ୍ୟାବିନେଟ୍ ମନ୍ତ୍ରୀ…

ଚୀନ୍ ସୀମାରେ ଭାରତ ତାର ସ୍ପେସାଲ ଫୋର୍ସ ମୁତୟନ କରିଥିବା ସୂଚନା, ଏମାନେ ପାକିସ୍ତାନ ଉପରେ କରିଥିଲେ ସର୍ଜିକାଲ…

ନୂଆଦିଲ୍ଲୀ : କଥା ଶୁଣୁନି ଅମାନିଆ ଚୀନ୍ । ତେଣୁ ତାକୁ ଠିକଣା ଜବାବ ଦେବାକୁ ପ୍ରସ୍ତୁତି କାରି ସାରିଲାଣି ଭାରତ । ଆଜି ଏଥିପାଇଁ ଲଦାଖ ସୀମାରେ ଭାରତ ପକ୍ଷରୁ ସ୍ପେସାଲ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି । ପୂର୍ବ ଲଦାଖ ଏଲ୍‌ଏସିରେ ଗତ କିଛି ଦିନ ଧରି ଭାରତ ଓ ଚୀନ୍ ସେନା…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପୂର୍ବର ଭିଡିଓ ଭାଇରାଲ, ସତ୍ୟତା ନେଇ ସନ୍ଦେହ

ମୁମ୍ବାଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାକୁ ଦୁଇ ସପ୍ତାହ ବିତିଗଲାଣି । ତଥାପି ଚର୍ଚ୍ଚା ଥମି ନାହିଁ । ଆଜି ତାଙ୍କ ମୃତଦେହର ଭିଡିଓ ଭାଇରାଲ ହୋଇଛି । ମୃତ୍ୟୁ ପୂର୍ବରୁ ତାଙ୍କ ଆଙ୍ଗୁଠି ହଲୁଥିବା ଏବଂ ସେ ବଞ୍ଚିଥିବା ବେଳେ ତାଙ୍କୁ ଘୋଡ଼ାଇ ଦିଆଯାଉଥିବା ଭିଡିଓରେ…

ପାକିସ୍ତାନ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ି ପାରେ, ଦେଖନ୍ତୁ ଦୁର୍ଘଟଣା ବେଳର ସେହି ଶେଷ ଭିଡିଓ

ଗତକାଲି ଅପରାହ୍ନ ୨.୪୫ରେ କରାଚି ବିମାନ ବନ୍ଦର ନିକଟରେ ଘଟିଥିଲା ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ୯୭ ଜଣଙ୍କର ମୃତ୍ୟୁ ଘଟିଛି । ବିମାନଟି ଠିକ୍ ଲ୍ୟାଣ୍ଡ କରିବା ପୂର୍ବରୁ ଇଞ୍ଜିନ ଅକାମୀ ହୋଇଯିବା ଯୋଗୁଁ ବିମାନ ମନ୍ଦର ନିକଟ ଜନବସତି ଉପରେ ଖସିପଡ଼ିଲା । ବିମାନଟିରେ ନିଆଁ ଲାଗି ଖଣ୍ଡ…

ଏମ୍‌ସରେ ଚିକିତ୍ସାଧୀନ କରୋନା ପଜେଟିଭ୍ ବ୍ୟକ୍ତି ଭୁବନେଶ୍ୱର ନୁହେଁ ମୁମ୍ବାଇର ଟ୍ରକ୍ ଡ୍ରାଇଭର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଡ଼ିଶାରେ ଆଜି ଜଣେ ବାହାର ରାଜ୍ୟର ବ୍ୟକ୍ତି ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣକ ଏବେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ବୟସ ୪୨ ବର୍ଷ । ସେ ମୁମ୍ବାଇର ଜଣେ ଟ୍ରକ୍ ଡ୍ର୍ରାଇଭର୍ । ଓଡ଼ିଶାରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।…