Below header
Browsing Tag

UPDATE

କରୋନା ଆକ୍ରାନ୍ତରେ ସବୁ ଜିଲ୍ଲାକୁ ଟପି ଗଲା ଗଞ୍ଜାମ, ମୋଟ୍ ୭୧ ଜଣ ଚିହ୍ନଟ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର (କେ ନ୍ୟୁଜ୍‌) : ରେକର୍ଡ଼ କଲା ଗଞ୍ଜାମ । ଗୋଟିଏ ଦିନରେ ୪୩ ପଜେଟିଭ୍ ଚିହ୍ନଟ । ଜିଲ୍ଲାରେ ଆଉ ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୨୦ରୁ ୨୫ ଜଣ ଆକ୍ରନ୍ତ ଚିହ୍ନଟ ହେଉଛନ୍ତି । ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି । ଯାହା ରାଜ୍ୟରେ…

ଭୁବନେଶ୍ୱରେ ଜଣେ ବିରିୟାନି ଡେଲଭରୀ ବୟ କୋଭିଡ୍ ସଂକ୍ରମିତ ହେବା ନେଇ ଜୋର ଧରିଛି ଚର୍ଚ୍ଚା

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନାରେ ଆକ୍ରାନ୍ତ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା । ଏହି ଅଦୃଶ୍ୟ ଶତ୍ରୁ ବିରୋଧରେ ସମସ୍ତଙ୍କ ଲଢ଼େଇ ଜାରି ରହିଥିବା ବେଳେ ସେଥିପାଇଁ ଲକ୍‌ଡାଉନ୍‌ରୁ ଆରମ୍ଭ କରି ବିଭିନ୍ନ ନିୟମ କାନୁନ କରିଛନ୍ତି ସରକାର । ତେବେ କିଛି ନିୟମର ତ୍ରୁଟି ଭାରୀ ପଡ଼ିପାରେ । ଯେମିତିକି…

ଦେଶରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା, ଟପିଲା ୨୦ ହଜାର; ମୃତ୍ୟୁ ହୋଇଛି ୬୫୨ ଜଣଙ୍କର

ନୂଆଦିଲ୍ଲୀ : ସବୁ କଟକଣା ଓ ବ୍ୟବସ୍ଥା ଯେମିତି କରୋନା ଭାଇରସ୍‌ ଆଗରେ ହାର୍‌ ମାନିଛି । ଆଜି ସୁଦ୍ଧା ଭାରତରେ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ୨୦,୪୭୧ରେ ପହଞ୍ଚିଛି । ସେପଟେ ମୃତ୍ୟୁ ସଂଖ୍ୟା ହୋଇଛି ୬୫୨ । ଗତ ୨୪ ଘଣ୍ଟା ମଧ୍ୟରେ ୧୪୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନାରେ…

ମିଛ କହୁଛନ୍ତି କି ଆଇଆଇସି ? ହୁଣ୍ଡିରେ ଦାନ କରିବାର ଫଟୋ ବୁଲୁଛି, ଶ୍ରୀମନ୍ଦିର ଭିତରକୁ କ୍ୟାମେରା କି ମୋବାଇଲ୍‌ ଗଲା…

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ରାଜ୍ୟରେ କରୋନା ପଜେଟିଭ୍‌ଙ୍କ ସଂଖ୍ୟା ବଢ଼ି ଚାଲିଥିବାର ଖବର ସମସ୍ତଙ୍କୁ ବିଚଳିତ କରିଛି । କରୋନା ସମ୍ପର୍କିତ ଖବର ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଏହା ଭିତରେ ଅନ୍ୟ ଏକ ବଡ଼ ଘଟଣାକୁ ମଧ୍ୟ ସମସ୍ତେ ଧ୍ୟାନ ଦେଇଛନ୍ତି । ସେହି ଖବରଟି ହେଲା ଯାଜପୁର…

ଭାରତ ଏବେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ, ଆହୁରି ସାବଧାନ ରହିବା ଦରକାର : ସୁବ୍ରତ ବାଗଚୀ

ଭୁବନେଶ୍ୱର ( କେ ନ୍ୟୁଜ୍‌) : ଆମ ଦେଶରେ କରୋନା ଏବେ ଦ୍ୱିତୀୟ ପର୍ଯ୍ୟାୟରେ । ଏହି ଜନବହୁଳ ଦେଶରେ ଟିକିଏ ଅସାବଧାନ ହେଲେ ଏହା ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚି ମହାମାରୀ ରୂପ ନେବାକୁ ବେଶି ସମୟ ଲାଗିବ ନାହିଁ । ତେଣୁ ସମସ୍ତେ ଅତ୍ୟନ୍ତ ସତର୍କ ରହିବା ଦରକାର । ଆଜି ଅପରାହ୍ନ ସାମ୍ବାଦିକ…

ସମ୍ପୂର୍ଣ୍ଣ ୩୦ଟି ଜିଲ୍ଲାରେ ମାର୍ଚ୍ଚ ୨୯ ଯାଏ ଲକ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ବଢ଼ିଲା କରୋନା କଟକଣା । ରାଜ୍ୟର ୩୦ଟି ଯାକ ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କଲେ ରାଜ୍ୟ ସରକାର । ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ଯାଏ ଏହି କଟକଣା ଲାଗୁ ହେବ ବୋଲି ଏବେ ଏବେ ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ।…

କଣ ଶେଷରେ ନ୍ୟାୟ ପାଇବ ନିର୍ଭୟା, କାଲିର ଫାଶୀକୁ ନେଇ ଚାଲିଛି କଳ୍ପନା ଜଳ୍ପନା

ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ଘଟଣା ଘଟିଥିଲା ୨୦୧୨ ମସିହାରେ । ଏବେ ୨୦୨୦ ହେଲାଣି । ଅଥଚ ଏଯାଏ ଏହାର ଦୋଷୀମାନେ ଜେଲ୍‌ରେ ସଜା କାଟୁଛନ୍ତି । ସେମାନଙ୍କୁ ଫାଶୀଦଣ୍ଡାଦେଶ ହୋଇ ସାରିଥିଲେ ମଧ୍ୟ ବିଭିନ୍ନ କୌଶଳ କରି ଆଇନ୍‌ର ଗଳାବାଟରେ ଦୋଷୀଙ୍କ ଓକିଲ ସେମାନଙ୍କ ଦଣ୍ଡ ଘୁଞ୍ଚାଇ…

ଶେଷ ଟି-୨୦ରେ ରୋହିତଙ୍କ ଅର୍ଦ୍ଧଶତକ, ନ୍ୟୁଜିଲାଣ୍ଡକୁ ୧୬୪ ରନ୍‌ର ଚ୍ୟାଲେଞ୍ଜ ଦେଲା ଟିମ୍‌ ଇଣ୍ଡିଆ

ମାଉଣ୍ଟ ମୌଙ୍ଗାନୁଇ : ଅନ୍ତିମ ଟି-୨୦ରେ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପାଇଁ ୧୬୪ ରନ୍‌ର ବିଜୟଲକ୍ଷ୍ୟ ରଖିଛି । ନିର୍ଦ୍ଧାରିତ ୨୦ ଓଭର୍‌ରେ ଭାରତୀୟ ଦଳ ୩ ଓ୍ଵିକେଟ୍‌ରେ ୧୬୩ ରନ୍‌ ସଂଗ୍ରହ କରିଛି । ଭାରତ ପକ୍ଷରୁ ଓପ୍ନର କେ.ଏଲ୍‌ ରାହୁଲ ୪୫ ରନ୍‌ (୩୩ ବଲ୍‌, ୪ ଚୌକା ଓ ୨…

ତୃତୀୟ ଟି-୨୦ : ନ୍ୟୁଜିଲାଣ୍ଡ ୧୮୦ ରନ୍‌ କଲେ ସିରିଜ୍‌କୁ ଫେରି ପାରିବ

ହାମିଲଟନ୍‌ : ତୃତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୧୮୦ ରନ୍‌ର ଟାର୍ଗେଟ୍‌ ଦେଇଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ ଭାରତ ତୁଳନାରେ ନ୍ୟୁଜିଲାଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ହାରିଲେ ସିରିଜ୍‌ ହାରିଯିବ । ଜିତିଲେ ସିରିଜ୍‌କୁ ଫେରିବ । ଏହି ୫ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ଏବେ ୨-୦ରେ…

ଦ୍ୱିତୀୟ ଟି-୨୦ : ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ କଲା ୧୩୨ ରନ୍‌

ଅକ୍‌ଲାଣ୍ଡ : ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍‌ ଦେବା ଲାଗି ଭାରତକୁ କରିବାକୁ ହେବ ୧୩୩ ରନ୍‌ । ଆଜି ଏଠାରେ ଖେଳା ଯାଉଥିବା ମ୍ୟାଚ୍‌ରେ ଘରୋଇ ଦଳ ଟସ୍‌ ଜିତି ଥିଲା । ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ୨୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଛି । ଦୁଇ ଓପ୍ନର…

ଶେଷ ଦିନିକିଆ : ଭାରତ ଆଗରେ ୨୮୭ ରନ୍‌ର ବିଜୟଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ : ସିରିଜ୍‌ ୧-୧ ସ୍ଥିତିରେ । ଆଜି ଏଠାକାର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଛି ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ । ଏଇ ମ୍ୟାଚ୍‌ ନିର୍ଣ୍ଣ କରିବ କିଏ ହେବ ସିରିଜ୍‌ର ବିଜେତା । ଭାରତ ନା ଅଷ୍ଟ୍ରେଲିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୫୦…

ପିଙ୍କ୍‌ ବଲ୍‌ ଟେଷ୍ଟ : ଇଶାନ୍ତଙ୍କୁ ୫ ଓ୍ଵିକେଟ୍‌, ବାଂଲାଦେଶ ୧୦୬ ରନ୍‌ରେ ଅଲ୍‌ଆଉଟ୍‌

କୋଲକାତା : ସନ୍ଦେହ ସତ ହେଲା । ପିଙ୍କ୍‌ ବଲ୍‌ ତାର କମାଲ ଦେଖାଇଲା । ଫଳରେ ଏଥିରେ ଅଭ୍ୟସ୍ତ ନଥିବା ବାଂଲାଦେଶ ଦଳ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ମାତ୍ର ୧୦୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି । ଭାରତ ପକ୍ଷରୁ ପେସ୍‌ ବୋଲର୍‌ ଇଶାନ୍ତ ଶର୍ମା ୫ ଓ୍ଵିକେଟ୍‌ ନେଇ ବାଂଲା ଟିମ୍‌ର…