ନିଜ ଲୋକ ହିଁ ସାଜିଲେ ହତ୍ୟାକାରୀ ! ଝିଅକୁ ମାରିଦେବା ପାଇଁ ଦେଢ଼ ଲକ୍ଷରେ ସୁପାରୀ ଦେଇଥିଲେ ବାପା, ହାତ ମିଶାଇଥିଲେ…
ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଆଶ୍ଚର୍ଯ୍ୟର କଥା, ହତ୍ୟା ଷଡ଼ଯନ୍ତ୍ର ରଚିଥିବା ଅଭିଯୁକ୍ତ ହେଉଛନ୍ତି ଖୋଦ୍ ମୃତା ମହିଳାଙ୍କ ବାପା, ଭାଇ ଓ ସ୍ୱାମୀ। ସୂଚନା ମୁତାବକ,…