Below header
Browsing Tag

uttarpradesh

ନଳକୂପରୁ ପାଣି ବଦଳରେ ବାହାରୁଛି ରକ୍ତ, ମାଂସ ଓ ହାଡ଼, ଗାଁ ରେ ଭୟର ମାହୋଲ

ଉତ୍ତରପ୍ରଦେଶ ହମିରପୁରର ଜାଖେଡି ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିବା ପରେ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ । ଏଠାରେ ଏକ ସରକାରୀ ନଳକୂପରୁ ପାଣି ବଦଳରେ ବାହାରୁଛି ରକ୍ତ, ହାଡ଼ ଓ ମାଂସ । ଯାହାକୁ ନେଇ ସାରା ଗ୍ରାମବାସୀ ଏତେମାତ୍ରାରେ ଭୟଭୀତ ହୋଇଯାଇଛନ୍ତି ଯେ…

ଗର୍ଜିଲା ମଦ୍ୟପଙ୍କ ବନ୍ଧୁକ, ମହିଳା ଡ୍ୟାନ୍ସର ହେଲେ ଆହତ, ଦେଖନ୍ତୁ  ଲାଇଭ  ଭିଡିଓ

ଲକ୍ଷ୍ନୌ: ଷ୍ଟେଜରେ ନାଚୁଥିବା ନର୍ତିକିଙ୍କୁ  ଅଧାରୁ ଗୁଳି କଲେ ଜଣେ ବ୍ୟକ୍ତି।  କାହିଁକି ନାଚ ବନ୍ଦ କଲ କହି ଷ୍ଟେଜ ଉପରେ ସର୍ବ ସମ୍ମୁଖରେ  ଫାୟାରିଂ କଲେ କଳା ବ୍ଲେଜର ପିନ୍ଧା ଜଣେ ବ୍ୟକ୍ତି।  ଭିଡିଓରୁ ଜଣା ପଡୁଛି ଯେ ଦୁଇଜଣ ଡ୍ୟାନ୍ସର ଷ୍ଟେଜ ଉପରେ ଡ୍ୟାନ୍ସ କରୁଥିଲେ । ଏହି ସମୟରେ ଜଣେ…

କୁମାର ବିଶ୍ବାସଙ୍କ ନାମରେ ଲକ୍ଷାଧିକ ଟଙ୍କାର ଟିକେଟ ବିକି ଫେରାର ହୋଇଗଲା ଆୟୋଜକ, କୁମାର କହିଲେ ଏମିତି କଥା

ଉତ୍ତରପ୍ରଦେଶ ଆଜମଗଢର ପ୍ରସିଦ୍ଧ  କବି କୁମାର ବିଶ୍ବାସଙ୍କ ନାମରେ ହୋଇଛି ଠକାମୀ  ଅଭିଯୋଗ । କୁହାଯାଉଛି ଯେ କୁମାର ବିଶ୍ବାସଙ୍କ ନାମରେ ସୋ  ଆୟୋଜନ କରି ଜଣେ ଠକ ଲକ୍ଷାଧିକ ଟଙ୍କାର ଟିକେଟ ବିକ୍ରି କରି ଫେରାର ହୋଇଯାଇଛି। ଏହି ଖବରକୁ ଖୋଦ କୁମାର ବିଶ୍ବାସ ନିଜ ଟ୍ବିଟର ଜରିଆରେ ପୋଷ୍ଟ…

ଦ୍ୱିତୀୟ ଭଗବାନଙ୍କ ଭୁଲ ! ଅପରେସନ ପରେ ପେଟରେ ଛାଡିଦେଲେ ତଉଲିଆ ଓ ବ୍ୟାଣ୍ଡେଜ୍‌ କପଡା, ଆଖି ମୁଦିଲେ ରୋଗୀ

ଉତ୍ତରପ୍ରଦେଶ:  ଦୁନିଆ ଜାଣିଛି  ମଣିଷର ଦ୍ୱିତୀୟ  ଭଗବାନ ହେଉଛନ୍ତି ଡାକ୍ତର।  ଯିଏ ରୋଗୀକୁ ମରଣ ମୁହଁରୁଫେରାଇ ଆଣିପାରନ୍ତି । ଆଉ ଅନେକଙ୍କ  ଓଠରେ ହସ ଦେଇ ପାରେ । କିନ୍ତୁ  ଆଜିର ସମାଜରେ ଅନେକ ଟଙ୍କା ଲୋଭି ସରକାରୀ ଡାକ୍ତର ନିଜର ଅର୍ଥ ଉପାର୍ଜନକୁ  ବୃଦ୍ଧି କରିବା  ପାଇଁ ରୋଗୀର ଜୀବନ…

ଏହି ମନ୍ଦିରରେ ଧନତେରାସରେ ବଣ୍ଟାଯାଏ ‘ମୂଲ୍ୟବାନ ଜିନିଷ’, ଯାହାକୁ ନେଇ ଟ୍ରେଜେରୀରେ ରଖନ୍ତି ଲୋକେ

ଭାରତରେ ଅନେକ ମନ୍ଦିର ରହିଛି। ଯେଉଁଠିକୁ ପ୍ରତିଦିନ ଶ୍ରଦ୍ଧାଳୁ ନିଜର ଆସ୍ଥା ଓ ବିଶ୍ୱାସ ନେଇ ଯାଇଥାନ୍ତି। କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ବର୍ଷକୁ ଚାରିଦିନ ‘ମୂଲ୍ୟବାନ ଜିନିଷ ’ ମିଳିଥାଏ। ଧନତେରାସ ଅବସରରେ ଏଠାରେ ଏହି ଜିନିଷ ବଣ୍ଟାଯାଏ। ଏପରି ଏକ ଅଦ୍ଭୁତ ମନ୍ଦିର…

ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶ, ଅଧିକାଂଶ ଦୁଷ୍କର୍ମ ସମ୍ପର୍କୀୟଙ୍କ ଦ୍ୱାରା ହୋଇଛି ବୋଲି ରିପୋର୍ଟ…

ଉତ୍ତରପ୍ରଦେଶ ହେଉଛି ମହିଳାଙ୍କ ପାଇଁ ବିପଦପୂର୍ଣ୍ଣ ରାଜ୍ୟ । ଏଠାରେ ମହିଳା ସୁରକ୍ଷିତ ନୁହଁନ୍ତି ବୋଲି ରିପୋର୍ଟ ପ୍ରକାଶ କରିଛି NCRB । ସେହିଭଳି ଅପହରଣ ଘଟଣା ବଢ଼ିଥିବା ବେଳେ ହତ୍ୟା ମାମଲା ଦେଶରେ କମିଛି । ସାଇବର ସିଟି ବେଙ୍ଗାଲୁରୁରେ ସର୍ବାଧିକ ସାଇବର ଅପରାଧ ଘଟିଥିବା ରେକର୍ଡ କହୁଛି ।…

ଗୋଇଠା, ବିଧା, କରେଣ୍ଟ ଦେଇ ମରିଦେଲା ପୋଲିସ, ଶୁଣିଲେ ଆପଣଙ୍କର ମଧ୍ୟ ରକ୍ତ ଗରମ ହୋଇଯିବ, ଜାଣନ୍ତୁ ପୂରା ଘଟଣା

ଉତ୍ତରପ୍ରଦେଶ: ପଚରା ଉଚରା କରିବାକୁ ଯାଇ ବ୍ୟକ୍ତିଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲା ପୋଲିସ। ତାହା ପୁଣି ଜଣେ ମହିଳାଙ୍କ ହତ୍ୟା ଘଟଣାର ତଦନ୍ତ ପାଇଁ। ଗୋଇଠା, ମୁଥ,ଲାଠି ଇତ୍ୟାଦି ଦେଇ ଯନ୍ତ୍ରଣା ଦେଲା  ପୋଲିସ। ଏତିକିରେ ମନ ଶାନ୍ତ ପଡିନଥିଲା ପୋଲିସ କର୍ମଚାରୀଙ୍କର। ଶେଷରେ ସ୍କୃ…

୭୦ ବର୍ଷ ପରେ ଫିଲ୍ମ ଷ୍ଟାଇଲରେ ଘରକୁ ଫେରିଲେ ବ୍ୟକ୍ତି, ପରିବାର ଲୋକଙ୍କ ଆଖିରେ ଭରିଗଲା ଲୁହ

ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳର ଟୋଲାଡୁଡିର ବାସିନ୍ଦା ଗୁଦରିଙ୍କ ପୁତ୍ର ରାମଲଖନ ମାତ୍ର ୧୧ ବର୍ଷ ବୟସରେ ଘରୁ କେଉଁଆଡେ ଚାଲିଯାଇଥିଲେ । ପ୍ରାୟ ୭୦ ବର୍ଷ ପରେ ଗତକାଲି ସେ ଫିଲ୍ମ ଷ୍ଟାଇଲରେ ନିଜ ଜନ୍ମଭୂମିକୁ ଫେରିଛନ୍ତି । ସେ ଫେରିଥିବାର ଦେଖି ପୁରା ଗାଁ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।…

ନୂଆ ଟ୍ରାଫିକ ନିୟମ ନମାନିବାରୁ ଗୋରୁ ଗାଇ ଭଳି ପିଟିଲା ପୋଲିସ,  ଦେଖନ୍ତୁ ଭିଡିଓ

ବିଚ୍ ରାସ୍ତାରେ ଗୋଇଠା, ଚାପୁଡା  ମୁଥ,ଚୁଟି ଟଣୁଛନ୍ତି ପୋଲିସ ବାବୁ। କହିବାକୁ ଗଲେ ରାସ୍ତା  ମଝିରେ ଥାର୍ଡ ଡିଗ୍ରୀ ଦେଉଛନ୍ତି ଜଣେ ବାଇକ ଚାଳକଙ୍କୁ। କୁକୁର ମାଙ୍କଡ ଭଳି ଘୋଷାଡି ଘୋଷାଡି ଅକଥନୀୟ ଅତ୍ୟାଚର କରି ଚାଲୁଛନ୍ତି ଦୁଇ ପୋଲିସ ବାବୁ।    ପାଖରେ ଥିବା ଛୋଟିଆ ଛୁଆଟି କଇଁ କଇଁ ହୋଇ…

ତିନ୍ ତଲାକ୍ ପରେ ନାକ କାଟିଲା ସ୍ବାମୀ, ଜାଣନ୍ତୁ କାହିଁକି ଏମିତି କଲା

ତିନିଥର ତଲାକ୍ ଶବ୍ଦର ଉଚ୍ଚାରଣ କରି କେହି ତଲାକ ଦେଇପାରିବେନି। କିଛି ଦିନ ତଳେ ପାର୍ଲାମେଣ୍ଟରେ ଏହି ଆଇନ୍‌କୁ ଉଚ୍ଛେଦ କରିବା ପାଇଁ ଅଣା ଯାଇଛି ସ୍ବତନ୍ତ୍ର ବିଲ। ହେଲେ ଏହା ପରେ ବି ଥମୁନି ଏହି ପ୍ରଥା। ମୁସଲିମ ମହିଳାଙ୍କ ପ୍ରତି ଏହା ଏକ ଅତ୍ୟାଚାରିତ ପ୍ରଥା ବୋଲି ବିବେଚନା ହୋଇ ଆସୁଛି।…

କର୍ତ୍ତବ୍ୟ ସହ ମା’ର ଦାୟିତ୍ୱ, ମାତୃ ଦିବସରେ ମହିଳା କନେଷ୍ଟବଳଙ୍କ ଫଟୋ ଭାଇରାଲ

ଗତକାଲି ସାରା ବିଶ୍ବ ପାଳନ କରିଥିଲା ମାତୃ ଦିବସ । ଲୋକମାନେ ନିଜ ନିଜ ମା’ଙ୍କ ସହ ଫଟୋ ଉଠାଇ ସୋସିଆଲ୍ ମିଡିଆରେ କରୁଥିଲେ ସେୟାର୍ । ଏହା ମଧ୍ୟରେ ଗୋଟିଏ ଟୁଇଟ୍ କରିଥିଲା ଉତ୍ତରପ୍ରଦେଶ ପୋଲିସ୍ । ଯାହା ଖୁବ୍ ପ୍ରଶଂସନୀୟ ହେବାରେ ଲାଗିଛି । ଏହି ଟୁଇଟରେ କିଛି ମହିଳା କନେଷ୍ଟବଳ ଡ୍ୟୁଟି…

ବିଜେପିକୁ ଭୋଟ ନଦେଲେ ନିର୍ବାଚନ ପରେ ଜଣ ଜଣଙ୍କୁ ଦେଖି ନେବି, ଦେଖନ୍ତୁ ନେତାଙ୍କ ଦବଙ୍ଗଗିରି

ଯଦି ବିଜେପିକୁ ଭୋଟ ନଦେବ ତେବେ ମେ ୨୩ ପରେ ଜଣ ଜଣଙ୍କୁ ଦେଖିନେବି । ଏକ ଜନସଭାରେ ଭୋଟର ମାନଙ୍କୁ ଏପରି କହିଛନ୍ତି  ୟୁପିର କୌସମ୍ବି ଲୋକସଭା ପ୍ରାର୍ଥୀ ବିନୋଦ ସେନକର ।  ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିରାଥୁ ତହସିଲର ଦେବିଗଞ୍ଜ ବଜାରରେ ଏକ…