Browsing Tag

varsha and anubhab

ବର୍ଷାଙ୍କ ରିଟ ପିଟିସନକୁ ଖାରଜ କଲେ ହାଇକୋର୍ଟ, ସୋସିଆଲ ମିଡିଆରେ ଅନୁଭବ ରଖୁଥିବା ମନ୍ତବ୍ୟକୁ ନେଇ କରିଥିଲେ ମାମଲା

କଟକ (କେନ୍ୟୁଜ): ବର୍ଷା-ଅନୁଭବ ମାମଲାର ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଆଜି ରାୟ ପ୍ରକାଶ କରି ବର୍ଷା ପ୍ରିୟଦର୍ଶୀନୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଗତ ଜାନୁଆରୀ ୬ ତାରିଖରେ ଏହି ମାମଲାର ଶୁଣାଣି ଶେଷ ହୋଇ ରାୟ…

ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହେଲେ ଅନୁଭବ, କଳାଟଙ୍କା ରଖିଥିବା ନେଇ ଆଣିଲେ ସଙ୍ଗୀନ ଅଭିଯୋଗ

କଟକ(କେନ୍ୟୁଜ):ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ଼ । ବର୍ଷାଙ୍କ ବିରୋଧରେ ଇଡିରେ ଫେରାଦ ହେଲେ ସ୍ୱାମୀ ଅନୁଭବ ମହାନ୍ତି । ବିଭିନ୍ନ ସରକାରୀ ଦସ୍ତାବିଜରେ ନିଜର ଏକାଧିକ ଓ ତ୍ରୁଟିପୂର୍ଣ୍ଣ ପରିଚୟ ଦେଇ ଟିକସ ଫାଙ୍କୁଥିବା ଅନୁଭବ ଅଭିଯୋଗରେ ଦର୍ଶାଇଛନ୍ତି । ଏପରିକି ବର୍ଷା…

ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା, ସୋସିଆଲ ମିଡିଆରେ ଅନୁଭବ ବିଭିନ୍ନ ପୋଷ୍ଟ କରୁଥିବା ଅଭିଯୋଗ

କଟକ(କେନ୍ୟୁଜ): କେନ୍ଦ୍ରାପଡା ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ପୁଣି ଏକ ନୂଆ ମୋଡ଼। କଟକ ଏସଡ଼ିଜେଏମଙ୍କ ଅଦାଲତରେ ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମେଡିଆରେ ଅନୁଭବ ବିଭିନ୍ନ…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ସମ୍ମାନ ହାନି ଓ ଚରିତ୍ର ସଂହାରରେ ଅଙ୍କୁଶ ଲଗାଇବାକୁ…

କଟକ(କେନ୍ୟୁଜ୍): ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ହେଉଥିବା ସମ୍ମାନ ହାନି ଓ ଚରିତ୍ର ସଂହାର ଭଳି ଘଟଣାରେ ଅଙ୍କୁଶ ଲଗାଇବାକୁ ପ୍ରାର୍ଥନା କରି ଏହି ଆବେଦନ ସେ କରିଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର,…

ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଘଟଣା, ଅଭିଯୋଗର ତର୍ଜମା କରାଯାଉଥିବା କହିଲେ କଟକ ଡିସିପି

କଟକ(କେନ୍ୟୁଜ୍‌): ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ଏତଲାରେ ଥିବା ଅଭିଯୋଗଗୁଡିକର ତର୍ଜମା କରାଯାଉଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର । ପୂର୍ବରୁ ସମାନ…

ଅନୁଭବଙ୍କ ବିରୋଧ ପୁଣି ଏତଲା ଦେଲେ ବର୍ଷା, ଲେଖିଛନ୍ତି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟକରି ମୋ ଚରିତ୍ର ସଂହାର…

କଟକ(କେନ୍ୟୁଜ୍): ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶର୍ର୍ନୀ । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ନେଇ ଆପତ୍ତି ଉଠାଇଛନ୍ତି । ଏତଲାରେ ବର୍ଷା ଦର୍ଶାଇଛନ୍ତି, ମନଗଢା…

ଘରେ ରାଜି ନହେବା ସତ୍ତ୍ବେ ବର୍ଷାଙ୍କୁ ଭଲ ପାଇ ବାହାହେଲି, ତାହା ମୋ ଜୀବନର ବଡ଼ ଭୁଲ ଥିଲା: ଅନୁଭବ

କଟକ(କେନ୍ୟୁଜ୍): ଅନୁଭବ ମହାନ୍ତିଙ୍କ ନୂଆ ଭିଡ଼ିଓକୁ ନେଇ ଚର୍ଚ୍ଚା । ଜୀବନସାଥୀ ବାଛିବାରେ ଭୁଲ କରିଥିବା କହିଲେ ଅନୁଭବ । ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ ଦୀର୍ଘ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି…

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଜାଗୃତି ଶୁକ୍ଳାଙ୍କ ବିରୋଧରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା

କଟକ(କେନ୍ୟୁଜ୍): ଜାତୀୟ ସ୍ତରର ସାମ୍ବାଦିକ ଜାଗୃତି ଶୁକ୍ଳାଙ୍କ ବିରୋଧ କଟକ ପୁରୀଘାଟ ଥାନାରେ ଏତଲା ଦାୟର କଲେ ବର୍ଷା ପ୍ରିୟଦର୍ଶୀନି। ଫେସବୁକ ପୋଷ୍ଟକୁ ନେଇ ବର୍ଷା ଏତଲା କରିଛନ୍ତି। ବର୍ଷା ଏତଲାରେ ଲେଖିଛନ୍ତି ଅନୁଭବଙ୍କୁ ମାଧ୍ୟମ କରି ଜାଗୃତି ମୋ ସମ୍ମାନ ହାନୀ କରୁଛନ୍ତି। ଆବଶ୍ୟକ…

ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ କାର୍ଡ ସରେଣ୍ଡର ନିର୍ଦ୍ଦେଶ ଉପରେ…

କଟକ(କେନ୍ୟୁଜ୍):ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ବର୍ଷାଙ୍କ ପାର୍ଲିଆମେଣ୍ଟ ସ୍ପାଉସ କାର୍ଡ ସରେଣ୍ଡର ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ । ସ୍ଥଗିତାଦେଶ ନିର୍ଦ୍ଦେଶ ଜାରି କଲେ ଓଡ଼ିଶା ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଏହି ନିର୍ଦ୍ଦେଶ । ବର୍ଷାଙ୍କୁ…

ଅନୁଭବ-ବର୍ଷା ବିବାଦ ନେଇ କଣ କହିଲେ ବିଜେଡି ନେତା, ଟିକେ ଶୁଣି ନିଅନ୍ତୁ

ଭୁବନେଶ୍ୱର : ତିନି ଦିନ ହେଲା ରାଜ୍ୟ କାର୍ଯ୍ୟାଳୟରେ ବିଜେଡିର କାର୍ଯ୍ୟକାରିଣୀ ଚାଲିଛି । ଆଜି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ପରିଷଦ ବୈଠକରେ ସରକାର ଓ ସଙ୍ଗଠନ ପାଇଁ ମତାମତ ଲୋଡ଼ିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଏହି ବୈଠକରେ ଆଜି ଅନୁପସ୍ଥିତ ଅଛନ୍ତି କେନ୍ଦ୍ରାପଡ଼ା ସାଂସଦ…