Below header
Browsing Tag

viral news

ଆପାର୍ଟମେଣ୍ଟରେ ରହି ଡଷ୍ଟବିନରୁ ଖାଉଛନ୍ତି

କୃପଣ ହେବାର ବି ଗୋଟେ ସୀମା ଥାଏ । ସୀମା ପାର ହେଲେ ଯିଏ ନାହିଁ ସିଏ କହିବ। ଆପାର୍ଟମେଣ୍ଟରେ ରହି ଯଦି ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଇବେ ତେବେ ଏକଥା କୁ ଆପଣ କଣ କେହି ବି ସହଜ ରେ ହଜମ କରିବେ ନାହିଁ। ଏ ଖବର ଟି ଠିକ ସେହିଭଳି ରହିଛ। ଏ ବୟଳକଟି ଜଣକ ଆଲିସାନ୍ ଆପାର୍ଟମେଣ୍ଟରେ ରହୁଛନ୍ତି ।…

ସାପ ଲାଞ୍ଜକୁ ଖେଳନା କରି ଖେଳିଲା ଶିଶୁ, ରାଗରେ କମେଣ୍ଟ ଦେଉଛନ୍ତି ୟୁଜର୍ସ

ସାପକୁ ଭୟ କରିବା ଏକ ସାଧାରଣ କଥା ଏବଂ ଏହା ଯଦି ସାମ୍ନାକୁ ଆସିଯାଏ ତେବେ ସାଧାରଣ ଲୋକର ଦେହ ଥରି ଉଠେ । ଅଧିକାଂଶ ଲୋକ ସାପକୁ ବହୁତ ଭୟ କରିଥାନ୍ତି ତେଣୁ ଏଭଳି ବିଷଧର ସାପ ଠାରୁ ଦୂରେଇ ରୁହନ୍ତି । ତେବେ ଏହିି ବିଷଧର ସାପ ମାନଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ । ବିଷଧର ସାପକୁ ଦେଖିଲେ…

କେବେ ଦେଖିଛନ୍ତି କି ଧୋନିଙ୍କ ଗ୍ୟାରେଜର ଭିଡିଓ, ବାଇକ କଲେକ୍ସନ ଦେଖି ଆପଣଙ୍କ ମୁଣ୍ଡ ଘୂରେଇଯିବ

କ୍ୟାପଟେନ କୁଲ ନାଁରେ ସମସ୍ତଙ୍କ ମନ ଜିତିଥିବା ଧୋନି ବାଇକ ଓ କାରକୁ ବହୁତ ଭଲ ପାଆନ୍ତି । ଏନେଇ ଅନେକ ଥର ଆମେ ଆପଣଙ୍କୁ ତାଙ୍କ ସଉକ ବିଷୟରେ ମଧ୍ୟ ଜଣାଇଛୁ । ତେବେ ଅନେକ ସମୟରେ ଧୋନିଙ୍କର ବାଇକ ପ୍ରତି ଥିବା ଦୁର୍ବଳତା ସାମ୍ନାକୁ ଆସିଥାଏ । ଏହା ତାଙ୍କ କଲେକ୍ସନରୁ ସ୍ପଷ୍ଟ ବାରି ହୁଏ ।…

ଝିଅକୁ ଦେଖିବା ପାଇଁ ଦିବ୍ୟାଙ୍ଗ ବୃଦ୍ଧା ମା’ର କଷ୍ଟ, ଟ୍ରାଇ ସାଇକେଲରେ ଯାତ୍ରା କଲେ ୧୭୦ କିମି

(କେନ୍ୟୁଜ ବ୍ୟୁରୋ): ମା’ ନଥିଲେ ସାହା ନାହିଁ । ପିଲାଙ୍କ ପ୍ରତି କୌଣସି ବିପଦ ଆସିବା ପୂର୍ବରୁ ମା’ ସବୁ ସହି ନିଏ । ପିଲା ମାନଙ୍କୁ ନିଜ ପଣତ କାନିରେ ଘୋଡ଼େଇ ରଖେ ମା’ । ସବୁ ସୁଖ ଦୁଃଖର ସାହା ମା’ । ସମସ୍ତ ବାଧା ବିଘ୍ନକୁ ମା’ହସି ହସି ସହି ନିଏ । ତେବେ ଅନେକ ସମୟରେ ମା’କୁ ନେଇ କିଛି…

ବଜାରରେ ମିଳୁଛି ହୀରା ଦାନ୍ତ, ଦାମ ରହିଛି ୪୦ ଲକ୍ଷ ଟଙ୍କା

ଡାଇମଣ୍ଡ ବା ହୀରା। ନାଁ ଶୁଣିଲେ ଲାଗେ ଯେମିତି ଏହା ସମସ୍ତେ କିଣିବା ସତେ ସମ୍ଭବ ନୁହେଁ। ସବୁଠୁ ମୂଲ୍ୟବାନ ରତ୍ନ ବା ପଥର । ଯାହାକୁ କିଣିବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ପୂରଣ ହୁଏ କିଛି ଜଣଙ୍କର..ଡାଇମଣ୍ଡ ରିଙ୍ଗ ଠୁ ଆରମ୍ଭ କରି ନେକଲେସ୍‌ ପର୍ଯ୍ୟନ୍ତ..ଏହାକୁ ପିନ୍ଧିବା…

୪ ବର୍ଷ ବୟସରେ ବହି ଛାପିଲେ ଏହି କୁନି ପୁଅ, ଦୁନିଆର ସର୍ବ କନିଷ୍ଠ ଲେଖକ ସାଜି କଲେ ରେକର୍ଡ

ଆପଣ ୪-୫ ବର୍ଷର ପିଲା ଖେଳଣାରେ ଖେଳୁଥିବାର ଦେଖିଥିବେ । ଦୁଷ୍ଟାମୀ କରୁଥିବାର କିମ୍ବା ପଢ଼ିବାକୁ ଅରାଜି ହେଉଥିବାର ଦେଖିଥିବେ । କିନ୍ତୁ କଣ ଆପଣ କେବେ ଜଣେ ଛୋଟ ପିଲାକୁ ଏତେ କମ୍‌ ବୟସରେ ବହି ଲେଖିଥିବାର ଦେଖିଥିବେ ? ବୋଧହୁଏ ନା, କେବେ ଦେଖିନଥିବେ କିନ୍ତୁ ବର୍ତ୍ତମାନ ଜଣେ ୪ ବର୍ଷର ଛୋଟ…

ଭାଇ ଭଉଣୀଙ୍କ ସଂପର୍କକୁ ନେଇ ପାକିସ୍ତାନ ୟୁନିଭରସିଟିରେ ପଚରାଗଲା ଅଶ୍ଲୀଳ ପ୍ରଶ୍ନ, ଲୋକେ କରୁଛନ୍ତି ଛି ଛି..

ପାକିସ୍ତାନର ଇସଲାମବାଦର ଏକ ୟୁନିଭରସିଟିରେ ପରୀକ୍ଷା ପ୍ରଶ୍ନକୁ ନେଇ ବିବାଦ ଉପୁଜିଛି । ଏଠାରେ ଇଂରାଜୀ ଟେଷ୍ଟ ପେପର ଭାଇ-ଭଉଣୀଙ୍କ ଅନ୍ତରଙ୍ଗ ସଂପର୍କକୁ ନେଇ ପ୍ରଶ୍ନ ପଚରାଯାଇଥିଲା। ଏଥିରେ ଏକ ପାସେଜ ଦିଆଯାଇଥିଲା, ଯେଉଁଥିରେ ଭାଇ ଭଉଣୀଙ୍କ ଇଣ୍ଟିମେଟ୍‌ ରିଲେସନକୁ ନେଇ ଲେଖାଯାଇଥିଲା। ଏହା…

ମହିଳାରୁ ପୁରୁଷ ପାଲଟିଥିବା ବ୍ୟକ୍ତି ହେଲେ ଗର୍ଭବତୀ, ନୂଆ ଅତିଥି ଆସିବା ନେଇ ଇନଷ୍ଟାରେ ଘୋଷଣା କଲେ ଟ୍ରାନ୍ସ କପଲ୍‌

କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର ଦମ୍ପତିଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଦମ୍ପତି ଜିୟା ଓ ଜହାଦ ବାପା ମା’ ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି ଜିୟା ଜହାଦ ।ମାର୍ଚ୍ଚ ମାସରେ ସେମାନଙ୍କ ପିଲା ଦୁନିଆକୁ ଆସିବ । ସବୁଠାରୁ…

ଯୁବକଙ୍କୁ ଧକ୍କା ଦେବା ପରେ କାର୍‌ ବନେଟ ଉପରେ ୧ କିମି ଘୋଷାଡି ନେଲେ ମହିଳା, ୫ ଗିରଫ

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ କାରରେ ୧ କିମି ଘୋଷାଡି ନେଇଛନ୍ତି ଜଣେ ମହିଳା । ଦୁର୍ଘଟଣା ଘଟାଇବା ପରେ ଯୁବତୀ ଜଣକ କାରକୁ ଅଟାଇନଥିଲେ। ତେଣୁ ଯୁବକ ଜଣକ କାର୍‌ ଉପରକୁ ଡେଇଁ ବନେଟରେ ଲାଖି ୧ କିମି ଯାଇଥିଲେ । ଆଉ…

ବୟସ୍କ ବ୍ୟକ୍ତିଙ୍କୁୁ ଧକ୍କା ଦେବା ପରେ ସ୍କୁଟିରେ ୧ କିମି ଘୋଷାଡି ନେଲା ଯୁବକ, ଏବେ ଥାନାରେ ଅଟକ

ବେଙ୍ଗାଲୁରୁ : ଦିଲ୍ଲୀର ହିଟ୍‌ ଆଣ୍ଡ ରନ୍‌ ଘଟଣା ପରେ ବେଙ୍ଗାଲୁରୁରେ ମଧ୍ୟ ଏମିତି ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ବାଇକ୍‌ ଧକ୍କା ଦେବା ପରେ ଘୋଷାଡି ନେଇଥିବା ଖବର ମିଳିଛି । ଜଣେ ଯୁବକ ନିଜ ସ୍କୁଟରରେ ଜଣେ ୫୫ ବର୍ଷୀୟ ବୟସ୍କଙ୍କୁ ଘୋଷାଡି ନେବା ଘଟଣା…

‘ମୁଁ ଆଉ ୬ ମାସ ବଞ୍ଚିବି, ମୋ ବାପା ମା’ଙ୍କୁ କହିବନି’: ଡାକ୍ତରଙ୍କୁ ଗୁହାରି କଲା ୬ ବର୍ଷ ପିଲା, ପୁରୁଣା ଟ୍ବିଟ…

ନିଜ ପିଲାକୁ ବାପା ମା’ କେତେ ଭଲପାଆନ୍ତି, ତାହା ବର୍ଣ୍ଣନା କରିବା ହୁଏତ ଦରକାର ନାହିଁ । ପିଲାର ସବୁ ଅଳିଅଝଟ ସହି ପିଲାପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରୁହନ୍ତି। ନିଜେ ନ ଖାଇ ମଧ୍ୟ ପିଲାର ଯେପରି ଅଭାବ ନ ହୁଏ, ସେଥିପାଇଁ ସବୁ ଧ୍ୟାନ ଦିଅନ୍ତି । ପିଲାକୁ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ…

ଚଳନ୍ତା ଟ୍ରେନକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ବ୍ୟକ୍ତି, ତଳକୁ ଓହ୍ଲାଇ ଲୋକୋ ପାଇଲଟ ଦେଲେ ଜୋରଦାର ଚାପୁଡା

ଦେଶରେ ପ୍ରତ୍ୟେକ ଦିନ ଲକ୍ଷେରୁ ଅଧିକ ସଂଖ୍ୟାର ଲୋକ ଟ୍ରେନରେ ଯାତ୍ରା କରି ନିଜ ଲକ୍ଷ୍ୟ ସ୍ଥଳରେ ପହଁଚୁଛନ୍ତି। ଯେଉଁଥିପାଇଁ ରେଲୱେ ପକ୍ଷରୁ ହଜାର ହଜାର ସଂଖ୍ୟାରେ ଟ୍ରେନର ସଞ୍ଚାଳନ ହେଉଛି । ଅନ୍ୟପଟେ ଟ୍ରାକ୍ ଉପରେ ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍ ନିଜ ସାମ୍ନାରେ ଥିବା ଯେକୌଣସି ବଡ଼…