Browsing Tag

viral photo

ଯେସାକୁ ତେସା: ବାରମ୍ବାର ହଇରାଣ କରିବାରୁ ମଇଁଷିକୁ ଶୁଣ୍ଢରେ ଟେକି ଫିଙ୍ଗି ଦେଲା ହାତୀ

ଜଙ୍ଗଲରେ ବେଳେ ବେଳେ କିଛି ଏମିତି ଘଟଣା ଘଟେ, ଯାହା ସାଧାରଣ ଲୋକଙ୍କୁ ଆଚମ୍ବିତ କରିଦିଏ। ଏବେ ସେଭଳି ଏକ ଘଟଣାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଏକ ବିରକ୍ତ କରୁଥିବା ମଇଁଷିକୁ ହାତୀ ଶୁଣ୍ଢରେ ଟେକି ଧରିଥିବା ଦେଖିବାକୁ ମିଳିଛି। ଏମିତିରେ ତ ହାତୀ ଏକ ଶାନ୍ତ ଜୀବ।…

କମାଣ୍ଡାଣ୍ଟ ଝିଅକୁ ଇନସ୍‌ପେକ୍ଟର ବାପାଙ୍କ ସାଲ୍ୟୁଟ, ଆଇଟିବିପି ପାସିଂ ଆଉଟ ପରେଡରେ ଭାବବିହ୍ଵଳ ଦୃଶ୍ୟ

କେନ୍ୟୁଜ୍(ବ୍ୟୁରୋ):  ଝିଅକୁ ବାପାଙ୍କ ସାଲ୍ୟୁଟ। କମାଣ୍ଡାଣ୍ଟ ଝିଅଙ୍କୁ ଡ୍ୟୁଟି ବେଳେ ସାଲ୍ୟୁଟ ମାରିଲେ ଇନସ୍‌ପେକ୍ଟର ବାପା। ଉତ୍ତରାଖଣ୍ଡର ମସୁରୀରେ ଭାବବିହ୍ଵଳ ଦୃଶ୍ୟ। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି)ର ପାସିଂ ଆଉଟ ପରେଡରେ ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି।…

ନିଷ୍ପାପ ଶିଶୁର ନିଃସ୍ଵାର୍ଥ ଭକ୍ତି: ବର୍ଷାରେ କାଳେ ଭିଜିଯିବେ ଠାକୁର, ଛତା ଦେଖାଇ ଠିଆ ହୋଇଛି କୁନି ପିଲାଟି

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଏଭଳି ଫଟୋ ଦେଖିବାକୁ ମିଳେ, ଯାହା ମନକୁ ଛୁଇଁଯାଏ। ଏବେ ସେଭଳି ଏକ ଖୁବ୍‌ ସୁନ୍ଦର ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ଟିକେ ଭାବୁକ ହୋଇଯିବେ। ଏହି ଫଟୋକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସେୟାର କରିଛନ୍ତି। ସ୍ମୃତି ନିଜ…

୪ ମାସ ପରେ ସାନ ପୁଅର ଫଟୋ ଶେୟାର କଲେ କରୀନା କପୁର

ଜନ୍ମର ୪ ମାସ ପରେ କରୀନା କପୁର ଖାନ ତାଙ୍କ ସାନ ପୁଅର ପ୍ରଥମ ଫଟୋ ଶେୟାର କରିଛନ୍ତି। ସୋସାଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ କରୀନା ତାଙ୍କ କ୍ୟୁଟ ପୁଅ ଜେହଙ୍କ ମଥାକୁ ଚୁମ୍ବନ ଦେଉଥିବା ନଜର ଆସୁଛି। ଫଟୋ ସାମ୍ବାଦିକ ମାନବ ମଙ୍ଗଲାନୀ ଏହି ଫଟୋ ନିଜ ଭେରିଫାଏଡ ଇନଷ୍ଟାଗ୍ରାମ…

ନିଆରା ପ୍ରେମ ନିବେଦନ: ଗୁପଚୁପ ଭିତରେ ମୁଦି ରଖି ପ୍ରେମିକାଙ୍କୁ କଲେ ପ୍ରପୋଜ, ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି ଫଟୋ

ସମସ୍ତେ ନିଜ ପାର୍ଟନରଙ୍କୁ ପ୍ରପୋଜ ବା ପ୍ରେମ ନିବେଦନ କରିବା ପାଇଁ ନୂଆ ନୂଆ ତରିକା ଖୋଜନ୍ତି। କାରଣ, ସବୁ କପଲଙ୍କ ଜୀବନରେ ପ୍ରପୋଜର ଦିନ ବହୁତ ଖାସ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଠିକ ଏମିତି ହିଁ ଏକ ନିଆରା ପ୍ରପୋଜାଲର ଫଟୋ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ମୁହଁରୁ କେବଳ…

କୋଭିଡ ଟିକାକରଣ କେନ୍ଦ୍ର ଅପରିଷ୍କାର ହୋଇଥିବା ଦେଖି ନିଜେ ପୋଛିବାକୁ ଲାଗିଲେ କନେଷ୍ଟବଳ, ଭାଇରାଲ ହେଉଛି ଫଟୋ

ବର୍ତ୍ତମାନ କରୋନା ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଜନତାଙ୍କ ସେବା କରିବାରେ ଲାଗି ପଡ଼ିଛନ୍ତି। ନିଜ ନିଜ ସାମର୍ଥ୍ୟ ଅନୁସାରେ ସମସ୍ତେ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଫାଜିଲପୁର ଗାଁରେ। ଏଠାରେ ଜଣେ…

ଲକଡାଉନ୍ ଯୋଗୁ ସହାରନପୁରରୁ ନଜର ଆସିଲା ହିମାଳୟ, ଦେଖନ୍ତୁ ଆଖି ଲାଖିଯିବା ଭଳି ଦୃଶ୍ୟ

କରୋନାର ଦ୍ଵିତୀୟ ଲହରୀ ଯୋଗୁ ଏବେ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ଲାଗୁ ହୋଇଛି। ଏଭଳି ସ୍ଥିତିରେ ଦେଶରେ ପ୍ରଦୂଷଣର ସ୍ତର କମ୍ ହୋଇଛି। ବାୟୁମଣ୍ଡଳରେ ପ୍ରଦୂଷଣ କମ ହେବା ଯୋଗୁ କେତେକ ସ୍ଥାନରେ ପାହାଡ଼ ଦେଖିବାକୁ ମିଳୁଛି, ଯାହା ପୂର୍ବରୁ ଦୃଶ୍ୟମାନ ହେଉନଥିଲା। ତେବେ ଏଭଳି ପ୍ରଥମ ଥର…

ଶୋଷିଲା କୁକୁରକୁ ପାଣି ଦେଇ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିଲେ ପୋଲିସ କର୍ମଚାରୀ

ସୋସିଆଲ ମିଡିଆରେ ଆଜିକାଲି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଯାହାକୁ ବିଶ୍ୱାସ କରିହୁଏନି । ମାତ୍ର ଏହା ସତ । କିଛି ଏମିତି ଫଟୋ ତଥା ଭିଡିଓ ଭାଇରାଲ ଯାହା ଦେଖି ସମସ୍ତଙ୍କ ମନ ଖୁସି ହୋଇଯାଏ । ଏବେ ପୁଣି ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।…

ରାସ୍ତା ମଝିରେ ଶାନ୍ତ ହୋଇ ବସିଗଲା ବାଘ, ଅଧାରେ ଅଟକିଗଲା ଲୋକଙ୍କ ପ୍ରାଣ: ଦେଖନ୍ତୁ ଫଟୋ

ଥରେ ଭାବନ୍ତୁ ତ ଆପଣ ରାସ୍ତାରେ ଚାଲି ଚାଲି ଯାଉଥିବେ , ହଠାତ୍ ଗୋଟିଏ ବାଘ ଆସି ଆପଣଙ୍କ ସାମନାରେ ଠିଆ ହୋଇଯିବ, ସେତେବେଳେ ଆପଣ କ’ଣ କରିବେ ମୁଣ୍ଡକୁ ବୁଦ୍ଧି ଜୁଟିବ ନାହିଁ। ଆପଣ ଭୟରେ କ’ଣ କରିବେ ତାହା ଜାଣିପାରବେ ନାହିଁ। ଏ କଥା ସତ ଯେ ସାମନାରେ ଏମିତି ଏକ ଭୟଙ୍କର ଜୀବକୁ ଦେଖି ଯେକେହି…

ଫ୍ଲାଏଓଭର ତଳେ ପିଲାଙ୍କୁ ପଢ଼ାଉଛନ୍ତି ବ୍ୟକ୍ତି, ଫଟୋ ଦେଖି ନିଶ୍ଚୟ କରିବେ ପ୍ରଶଂସା

ଏବେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଭାଇରାଲ ହେଉଛି ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ। ଆପଣ ଏ ଚିତ୍ର ଦେଖିଲେ ନିହାତି ଭାବେ ଖୁସି ହୋଇଯିବେ ଏବଂ ପ୍ରଶଂସା ନକରି ରହିପାରିବେନି। ପୂର୍ବ ଦିଲ୍ଲୀରେ ଏକ ଆଂଶିକ ରୂପରେ ନିର୍ମାଣ ହୋଇଥିବା ଫ୍ଲାଏଓଭର ତଳେ ସତ୍ୟେନ୍ଦ୍ର ପାଲ ନାମକ ଜଣେ ଶିକ୍ଷକ…

ଅର୍ଜୁନ କିଣିଲେ Land Rover Defender, ଗାଡିର ଦାମ୍ ଜାଣନ୍ତି କି ?

ବଲିଉଡ ଷ୍ଟାର ଅର୍ଜୁନ କପୁର ସବୁବେଳେ ଚର୍ଚ୍ଚାରେ। ଏବେ କିନ୍ତୁ ନିଜ ଦାମୀ କାରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅର୍ଜୁନ ନିଜ ପାଇଁ ଏକ Land Rover Defender କାର କିଣିଛନ୍ତି। ଏହି କାରର ଦାମ୍ ପାଖାପାଖି ୧ କୋଟି ଟଙ୍କା। ଏବେ ଏହି ଗାଡି ସହିତ ଅର୍ଜୁନ ମୁମ୍ବାଇରେ ବୁଲୁଥିବା ନଜର…

‘ଗରିବ ହୋଇପାରନ୍ତି କିନ୍ତୁ ବେଦାୟିତ୍ୱ ନୁହେଁ’, ଟଙ୍କା ନଥିବାରୁ ପତ୍ରରେ ତିଆରି ମାସ୍କ ପିନ୍ଧୁଛନ୍ତି ଏମାନେ

କରୋନା କାଳରେ ସରକାର ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି। ମାସ୍କ ପିନ୍ଧିଲେ ହିଁ କରୋନାକୁ ମାତ୍‌ ଦେଇହେବ। କିନ୍ତୁ କିଛି ଲୋକ ଏବେ ବି ଏହାକୁ ଖାମଖିଆଲି ଭାବେ ନେଉଛନ୍ତି ଓ ଠିକ୍‌ ଭାବେ ମାସ୍କ ପିନ୍ଧୁ ନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଏମିତି ଫଟୋ ଭାଇରାଲ…