Browsing Tag

virat kohali

ମ୍ୟାଚ ଜିତିବା ପରେ ଅନୁଷ୍କାଙ୍କୁ ଭିଡିଓ କଲ୍‌ କରି ଖୁସି ମନାଇଲେ କୋହଲି, ଭିଡିଓ ଭାଇରଲ

ଆଇପିଏଲ୍‌ ୨୦୨୪ରେ ମ୍ୟାଚ ଜିତିବା ପରେ ଅନୁଷ୍କାଙ୍କୁ ଭିଡିଓ କଲ୍‌ କରି ଖୁସି ହେଲେ ବିରାଟ କୋହଲି । ପଞ୍ଜାବ ବିପକ୍ଷ ମ୍ୟାଚ ଜିତିବା ପରେ ପରିବାର ଲୋକଙ୍କୁ ଭିଡିଓ କଲ୍ କରି ଖୁସି ବାଣ୍ଟିଛନ୍ତି ବିରାଟ । ଆଇପିଏଲ ମ୍ୟାଚରେ ପଞ୍ଜାବ-ବେଙ୍ଗଲୁରୁ ମ୍ୟାଚରେ ଦମଦାର ଇନିଂସ ଖେଳି ଦଳକୁ ବିଜୟୀ…

ବିରାଟଙ୍କୁ ନେଇ କହିଥିବା କଥାରୁ ଓହରିଲେ ଏବି ଡିଭିଲିୟର୍ସ, କହିଲେ‘ ମୋତେ କ୍ଷମା କରିବେ..

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି । ବାକି ଥିବା ୩ଟି ଟେଷ୍ଟ ମ୍ୟାଚ ଖେଳିବେ କି ନାହିଁ ତା’ ସ୍ପଷ୍ଟ ହୋଇନାହିଁ । ସିରିଜର ଦୁଇଟି ମ୍ୟାଚରୁ ବିରାଟ ବ୍ରେକ ନେଇଥିଲେ । ଆଉ କିଛି ଦିନ ପୂର୍ବରୁ ସାଉଥ ଆଫ୍ରିକାର ପୂର୍ବତନ…

‘ମୋ ମୁହଁରେ ବିରାଟ ଦିନେ ଛେପ ପକାଇଥିଲେ’ : ଡିନ୍‌ ଏଲଗର

ବିରାଟଙ୍କ ନାଁ ଅଭିଯୋଗ କରିଛନ୍ତି ସାଉଥ ଆଫ୍ରିକାର ପୂର୍ବତନ ଖେଳାଳି ଡିନ୍‌ ଏଲଗର । ଏଲଗର ବିରାଟଙ୍କ ସହିତ ୨୦୧୫ରେ ହୋଇଥିବା ପ୍ରଥମ ସାକ୍ଷାତ ବିଷୟରେ କହିଛନ୍ତି । ଏକ ଟେଷ୍ଟ ମ୍ୟାଚରେ ବିରାଟ କୋହଲି ତାଙ୍କୁ ଛେପ ପକାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏଲଗର ୟୁଟ୍ୟୁବ ଚ୍ୟାନେଲରେ…

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ପହଞ୍ଚିଲେ ବିରାଟ କୋହଲି ଓ ଅନ୍ୟ ଖେଳାଳି, ଭିଡିଓ ଭାଇରଲ

ଅଯୋଧ୍ୟାରେ ପହଞ୍ଚିଛନ୍ତି ଭାରତୀୟ ଟିମର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେବା ପାଇଁ ବିରାଟ ଅନୁଷ୍କାଙ୍କ ସହିତ ପହଞ୍ଚିସାରିଲେଣି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । କେବଳ ବିରାଟ କୋହଲି ନୁହେଁ, ରୋହିତ…

ବିରାଟ କୋହଲିଙ୍କ ୫୦ ତମ ଶତକ, ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟର ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି

ବିରାଟ କୋହଲି ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ରେ ରେକର୍ଡ କରିଛନ୍ତି । ବିରାଟ କୋହଲି ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । ବିରାଟ ନିଜ କ୍ୟାରିଅର ୫୦ ତମ ଶତକ ମାରିଛନ୍ତି । ଏହା ସହିତ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଶତକ ମାରିଥିବା ଖେଳାଳି ହୋଇଛନ୍ତି । ସଚିନ ତେନ୍ଦୁଲକର ୪୯ତମ…

ବିରାଟ ଏବଂ ରୋହିତ ନେଲେ ଓ୍ଵିକେଟ, ଖୁସିରେ ନାଚିଲେ ଅନୁଷ୍କା ଏବଂ ରିତିକା : ଭିଡିଓ ଭାଇରଲ

ବିଶ୍ୱକପରେ ରେକର୍ଡ କରିଛି ଭାରତୀୟ ଟିମ୍‌ । ବିଶ୍ୱକପ ୨୦୨୩ର ସମସ୍ତ ଲିଗ୍‌ ମ୍ୟାଚକୁ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡକୁ ହରାଇ ବିଜୟ ହାସଲ କରିଛି ଭାରତ । ଅପରାଜେୟ ଦଳ ଭାବରେ ସେମି ଫାଇନାଲ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ଆଉ ଶେଷ…

ବିଶ୍ୱକପରେ ଭାରତର କ୍ରମାଗତ ୪ର୍ଥ ବିଜୟ, କୋହଲିଙ୍କ ୪୮ତମ ଶତକରେ ହାରିଲା ବାଂଲାଦେଶ

ବିଶ୍ବକପରେ ଭାରତର ବିଜୟ ଅଭିଯାନ ଜାରି । ଗତକାଲି ବାଂଲେଦେଶକୁ ହରାଇ ଭାରତର ଚତୁର୍ଥ ବିଜୟ । ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ । ଛକା ମାରି ମ୍ୟାଚ ଜିତାଇଥିଲେ ବିରାଟ କୋହଲି । ଏଥିସହ ନିଜର ୪୮ତମ ଶତକ ହାସଲ କରିଛନ୍ତି ବିରାଟ। ୨୫୬ ରନ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୩ ୱିକେଟ…

କୋହଲି-ନବୀନଙ୍କ ବନ୍ଧୁତା ଦେଖି କ୍ରିକେଟ ଫ୍ୟାନ୍ସ ଜଳକା, ଭିଡିଓ ଭାଇରଲ

ଆଫଗାନିସ୍ତାନକୁ ୮ ଓ୍ଵିକେଟରେ ହରାଇ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ୍‌ ଜିତିଛି ଭାରତ । ବିଶ୍ୱକପ ମ୍ୟାଚରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି । ଏହି ମ୍ୟାଚରେ ରୋହିତ ଶର୍ମା ଶତକ ସହ ବିରାଟଙ୍କ ଅର୍ଦ୍ଧଶତକ ଓ ବୁମରାହଙ୍କ ବୋଲିଂ ଭାରତକୁ ଏହି ବୃହତ ବିଜୟ ଭେଟି ଦେଇଛି । ତେବେ ଭାରତ ବନାମ…

ବିଶ୍ୱକପ ୨୦୨୩ : ବିରାଟ କୋହଲି ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ରେକର୍ଡ

ଆଫଗାନିସ୍ତାନକୁ ୮ ଓ୍ଵିକେଟରେ ପରାସ୍ତ କରି ଦିନିକିଆ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚକୁ ଜିତିନେଇଛି ଭାରତ । ଆଉ ଏହି ମ୍ୟାଚରେ ଅର୍ଦ୍ଧଶତକ ମାରି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ବିରାଟ କୋହଲି ୬୪ଟି ଇନିଂସରୁ ୨୭୮୫ ରନ୍ କରିଛନ୍ତି । ଏହି ରେକର୍ଡ ପୂର୍ବରୁ ସଚିନ…

ଆଉଟ୍‌ ହେବା ପରେ ଡ୍ରେସିଂ ରୁମରେ ରାଗିଗଲେ କୋହଲି, ଭିଡିଓ ଭାଇରଲ

ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ମ୍ୟାଚରେ ଭାରତ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚର ହିରୋ ସାଜିଥିଲେ ବିରାଟ କୋହଲି ଏବଂ କେଏଲ ରାହୁଲ । ଉଭୟ ଭାରତର ବିଜୟର ସମାନ ହକଦାର ରହିଥିଲେ । ଏହି ମ୍ୟାଚରେ ବିରାଟ ୧୧୬ ବଲ ଖେଳି ୮୫ ରନ୍‌ କରି ଆଉଟ…

ଏସିଆ କପ୍‌ ପୂର୍ବରୁ ବିରାଟ କୋହଲି ପାସ୍‌ କଲେ ୟୋ-ୟୋ ଟେଷ୍ଟ, ଇନଷ୍ଟାରେ ସେୟାର କଲେ ପୋଷ୍ଟ

ଭାରତୀୟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲି ଆଗାମୀ ଏସିଆ କପ ୨୦୨୩ ପୂର୍ବରୁ ୟୋ-ୟୋ ଟେଷ୍ଟ ପାସ୍‌ କରିଛନ୍ତି । କୋହଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟୋରୀ ପୋଷ୍ଟ କରିଛନ୍ତି । ୟୋ-ୟୋ ଟେଷ୍ଟରେ ବିରାଟ କୋହଲି ୧୭.୨ ସ୍କୋର କରିଛନ୍ତି । ଏପର୍ଯ୍ୟନ୍ତ ଅନ୍ୟ ଖେଳାଳିଙ୍କ ସ୍କୋର ସାମ୍ନାକୁ…

ଭାରତ ଛାଡିବା ପୂର୍ବରୁ ବିରାଟଙ୍କ ସହିତ ବିବାଦକୁ ନେଇ ମୁହଁ ଖୋଲିଲେ ନବୀନ ଉଲ ହକ୍‌

ମୁମ୍ବାଇ ଇଣ୍ଡିଆନ୍ସ ଏଲିମେନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮୧ ରନରେ ହରାଇଛି । ଲକ୍ଷ୍ନୌ ଲଗାତାର ଦୁଇଥର ଆଇପିଏଲ୍‌ ପ୍ଲେ ଅଫରେ ପହଞ୍ଚିବା ପରେ ମଧ୍ୟ ଟ୍ରଫି ଜିତିବାର ଆଶା ମଉଳିଯାଇଛି । ଲକ୍ଷ୍ନୌ ଟିମର ଖେଳାଳି ନବୀନ ଉଲ ହକ୍‌ କ୍ରିକେଟ ମଇଦାନରେ ହେଉ ଅବା ସୋସିଆଲ ମିଡିଆରେ…