Browsing Tag

virat kohali

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କଲେ ବିରାଟ କୋହଲି

ପୁଣି ରେକର୍ଡ କଲେ ବିରାଟ । ଏଥର ପଡିଆରେ ନୁହେଁ ବରଂ ସୋସିଆଲ ମିଡିଆ ସାଇଟରେ । ଇନଷ୍ଟାଗ୍ରାମରେ ବିରାଟଙ୍କର ୨୫୦ ମିଲିୟନ ଫଲୋୟର୍ସ ହୋଇଛନ୍ତି । ଆଉ ଏହି ରେସରେ ମେସି ଏବଂ ରୋନାଲଡୋଙ୍କୁ ଟକ୍କର ଦେଇଛନ୍ତି ବିରାଟ । ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ପାର ହେବାରେ ପ୍ରଥମ ଏସୀୟ ଭାବେ ପରିଚିତ…

କୋହଲି ଏବଂ ଗମ୍ଭୀର ମଇଦାନରେ ଜୋରଦାର ମାରପିଟ୍‌, ଫ୍ୟାନ୍ସ ନେଉଛନ୍ତି ଭିଡିଓ ଗେମ୍‌ର ମଜା

ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟ ଝଗଡା ବିଷୟରେ କାହାକୁ ଅଛପା ନାହିଁ । ଏବେ ନୁହେଁ ଦୀର୍ଘ ୧୦ ବର୍ଷ ହେଲାଣି ଦୁହିଁଙ୍କର ମନମାଳିନ୍ୟ ରହିଛି । ପୁଣିଥରେ ଲକ୍ଷ୍ନୌର ଏକ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍‌ ସମୟରେ ଦୁହିଁଙ୍କର ଝଗଡା ହୋଇଥିଲା । ଏବେ ଏହାକୁ ନେଇ ବିବାଦ ବଢିବାରୁ ଜଣେ…

ପୁଣି ହୃଦୟ ଜିତିନେଲେ ବିରାଟ କୋହଲି, ସୁରକ୍ଷା ବାଡ ଡେଇଁ ଆସିଥିବା ଫ୍ୟାନ୍ସଙ୍କୁ ଆଲିଙ୍ଗନ କଲେ : ଭିଡିଓ ଭାଇରଲ

ଲକ୍ଷ୍ନୌ ସୁପର ଜିଆଣ୍ଡସକୁ ୧୮ ରନରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ପଡିଆ ମଧ୍ୟକୁ ଜଣେ ଫ୍ୟାନ୍ସ ଦୌଡି ଆସି କୋହଲିଙ୍କ ପାଦ ଛୁଇଁଥିଲେ । ଏହି ସମୟରେ ବିରାଟ ତାଙ୍କୁ ତୁରନ୍ତ ଉଠାଇ ନେଇ ଆଲିଙ୍ଗନ କରିଥିଲେ । ଭିଡିଓ  ସୋସିଆଲ ମିଡିଆରେ ଭାଇରଲ ହେବା ପରେ ସମସ୍ତଙ୍କ…

ମ୍ୟାଚ୍‌ ସରିବା ପରେ ବିରାଟଙ୍କ ପାଦ ଛୁଇଁଲେ ରିଙ୍କୁ, ସଙ୍ଗେ ସଙ୍ଗେ ଉଠାଇ ଆଲିଙ୍ଗନ କଲେ କୋହଲି: ଭିଡିଓ ଭାଇରଲ

କୋଲକତା ନାଇଟ ରାଇଡର୍ସ ଆଇପିଏଲ୍‌ ୨୦୨୩ରେ ଳଗାତାର ୪ ଥର ହାରିବା ପରେ ପ୍ରଥମ ବିଜୟହାସଲ କରିଛି । ଆରସିବିକୁ ୨୧ ରନରେ ହରାଇ ପ୍ରଥମ ବିଜୟ ହାସଲ କରିଛି କେକେଆର । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ ସରିବା ପରେ କେକେଆର ଷ୍ଟାର ବ୍ୟାଟର ରିଙ୍କୁ ସିଂଙ୍କ ନୂଆ ରୂପ…

ଆଇସିସି ତିନି ଫର୍ମାଟରେ ରେକର୍ଡ କଲେ କିଙ୍ଗ କୋହଲି, ଆଇସିସି କଲା ଘୋଷଣା

ପୁଣି କମାଲ କଲେ ବିରାଟ କୋହଲି । ବିଶ୍ୱର ଏକ ମାତ୍ର କ୍ରିକେଟର ଭାବରେ ଆଇସିସିର ତିନିଟି ଫର୍ମାଟରେ ରେକର୍ଡ କରିଛନ୍ତି କିଙ୍ଗ କୋହଲି। ଆଇସିସି ଟେଷ୍ଟ, ଦିନିକିଆ ପରେ ଟି-୨୦ ଟିମ୍ ଅଫ୍ ଦି ଇଅରରେ ସ୍ଥାନ ପାଇଛନ୍ତି ବିରାଟ କୋହଲି । ଆଇସିସି ପକ୍ଷରୁ ପୁରୁଷ ଏବଂ ମହିଳା ଟି-୨୦ ଟିମ୍‌ ଅଫ୍‌ ଦ…

ଟିମ୍‌ ଇଣ୍ଡିଆ ପାଇଁ ପୁଣି ଏକ ଝଟକା ! ରୋହିତଙ୍କ ପରେ ଆହତ ହେଲେ ବିରାଟ କୋହଲି

ଟିମ୍‌ ଇଣ୍ଡିଆ ଫ୍ୟାନ୍ସଙ୍କ ପାଇଁ ନିରାଶଜନକ ଖବର । ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଆହତ ହୋଇଥିବା ଖବର ମିଳିଛି। ନେଟ ପ୍ରାକ୍ଟିସ ବେଳେ ହର୍ଷଲ ପଟେଲଙ୍କ ବଲରେ ବିରାଟ ଆହତ ହୋଇଛନ୍ତି । ରିପୋର୍ଟ ମୁତାବକ, ବିରାଟ ଆହତ ହେବା ପରେ ଅଧାରୁ ନେଟ ପ୍ରାକ୍ଟିସକୁ ଛାଡି…

ଅନୁଷ୍କା ନୁହେଁ ବିରାଟଙ୍କ ପ୍ରଥମ ପସନ୍ଦ ଥିଲେ କରିସ୍ମା, ଇଣ୍ଟରଭ୍ୟୁରେ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ବ୍ୟାଟସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜି ୩୪ ବର୍ଷରେ ପାଦ ଦେଇଛନ୍ତି। ତାଙ୍କ ଜନ୍ମଦିନରେ ଅନେକ ସେଲିବ୍ରିଟି ଶୁଭେଚ୍ଛା ସହିତ ଶୁଭକାମନା ଜଣାଇଛନ୍ତି। ତେବେ ଅନୁଷ୍କାଙ୍କୁ ବିବାହ କରିଥିବା ବିରାଟଙ୍କ ପ୍ରଥମ ପସନ୍ଦ ବିଷୟରେ ହୁଏତ ଆପଣ ଜାଣିନଥିବେ ।…

ଧରାପଡିଲା ବିରାଟଙ୍କ ରୁମର ଭିଡିଓ ଲିକ୍‌ କରିଥିବା ଲୋକ, ହୋଟେଲ ମ୍ୟାନେଜମେଣ୍ଟ ନେଲା ଏଭଳି କାର୍ଯ୍ୟାନୁଷ୍ଠାନ

ଟିମ୍‌ ଇଣ୍ଡିଆର ବ୍ୟାଟର ବିରାଟ କୋହଲିଙ୍କ ହୋଟେଲ ରୁମ୍‌ରେ କେହି ଜଣେ ପଶି ଭିଡିଓ ସୁଟ୍‌ କରି ଭାଇରଲ କରିଥିଲା। ଏହାପରେ ନିରାଶ ହୋଇଥିଲେ ବିରାଟ। ବିରାଟ ନିରାଶ ହେବା ପରେ ଭିଡିଓ ଭାଇରଲ କରିଥିବା ଲୋକକୁ ହୋଟେଲରୁ ବାହହାର କରାଯାଇଛି। ଯେଉଁ ହୋଟେଲରେ ଏହି ଘଟଣା ଘଟିଛି, ତା’ର ମ୍ୟାନେଜମେଣ୍ଟ…

ବିରାଟଙ୍କୁ ଈର୍ଷା କରୁଛନ୍ତି ପାକିସ୍ତାନୀ ଖେଳାଳି, ବ୍ୟାଟିଂ ଦେଖିବା ପରେ ଶୋଏବ ଅଖତର ଦେଲେ ଏମିତି ବୟାନ

ବିରାଟ କୋହଲି ଏବେ ଟି-୨୦ କ୍ରିକେଟରୁ ରିଟାଏରମେଣ୍ଟ ନିଅନ୍ତୁ। ଏକଥା କହିଛନ୍ତି ପାକିସ୍ତାନୀର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। ଅଖତରଙ୍କ କହିବାନୁଯାୟୀ, ବିରାଟ ଏବେ କ୍ରିକେଟର ଛୋଟ ଫର୍ମାଟ ଛାଡି ବଡ ଫର୍ମାଟରେ ଖେଳିବା ଜରୁରୀ। ନିଜ ୟୁଟ୍ୟୁବ ଚ୍ୟାନେଲରେ ଶୋଏବ ଅଖତର ଏହା ପ୍ରକାଶ…

ବିରାଟ କୋହଲିଙ୍କ ଭଳି କ୍ରିକେଟର ହେବାକୁ ଚାହାନ୍ତି କୁନି ଝିଅ ମାକସୁମା, ବ୍ୟାଟିଂ ଷ୍ଟାଇଲ ଦେଖିଲେ ଉଡିଯିବ ହୋସ୍‌

ବିରାଟ କୋହଲିଙ୍କ ଭଳି ହେବାକୁ ଚାହାନ୍ତି ଲଦାଖର କୁନି ଝିଅ । ନିଜ ବ୍ୟାଟିଂ ଷ୍ଟାଇଲରେ କିଣିନେଇଛନ୍ତି ସମସ୍ତଙ୍କ ମନ। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡିଓରେ ଜଣେ କୁନି ଝିଅ କିଭଳି ବିରାଟଙ୍କ ଷ୍ଟାଇଲରେ ବ୍ୟାଟିଂ କରୁଛନ୍ତି, ତାହା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଲଦାଖା ସ୍କୁଲ…

ଟି-୨୦ ବିଶ୍ୱକପ ପୂର୍ବରୁ ଲୁକ୍‌ ପରିବର୍ତ୍ତନ କଲେ କୋହଲି ଏବଂ ପାଣ୍ଡ୍ୟା, ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜୋର୍ଡନ…

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଟି-୨୦ ବିଶ୍ୱକପ ପୂର୍ବରୁ ନିଜର ଲୁକ୍‌ ପରିବର୍ତ୍ତନ କରିଛନ୍ତି। ବିରାଟ ନୂଆ ହେୟାରକଟ୍‌ କରିଛନ୍ତି। ତେବେ ବିରାଟ ଏହି ଲୁକ୍‌ରେ ଭିନ୍ନ ଲୁକରେ ନଜର ଆସିଛନ୍ତି। ଅଷ୍ଟ୍ରେଲିଆର ଲୋକପ୍ରିୟ ହେୟାର ଷ୍ଟାଇଲିଷ୍ଟ ଜୋର୍ଡନ…

କୋହଲିଙ୍କ ଫ୍ୟାନ୍ ହେଲେ ସୌରଭ ଗାଙ୍ଗୁଲୀ, ପ୍ରଶଂସାରେ କହିଲେ: “ଦକ୍ଷତା ଦୃଷ୍ଟିରୁ ସେ ମୋ ଠାରୁ ଭଲ”

ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ କୋହଲି ତାଙ୍କ ଅପେକ୍ଷା ଜଣେ ଦକ୍ଷ ଖେଳାଳି। ଏହା ମଧ୍ୟ କହିଛନ୍ତି ଯେ କୋହଲି ଖେଳିବା ଜାରି ରଖିବେ ଏବଂ କ୍ୟାରିୟର ଶେଷବେଳକୁ ସେ…