Below header
Browsing Tag

virat kohali

ବିରାଟଙ୍କ ସ୍ପେଶାଲ ମେସେଜର ମଜାଦାର ଜବାବ ଦେଲେ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ଜାଣନ୍ତୁ କ’ଣ

ଟିମ୍‌ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଷ୍ଟୋକ୍ସଙ୍କ ଏପରି ନିଷ୍ପତ୍ତିରେ ଫ୍ୟାନ୍ସ ନିରାଶ ହୋଇଛନ୍ତି। ମାତ୍ର ୩୧ ବର୍ଷରେ ଭଲ ଫର୍ମରେ ଥିବା ସତ୍ତ୍ୱେ ଷ୍ଟୋକ୍ସଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି। ତେବେ ଭାରତୀୟ ଦଳର…

ତୃତୀୟ ଏକ ଦିବସୀୟ ପୂର୍ବରୁ ବିରାଟ କୋହଲି ସେୟାର କଲେ ଏମିତି ଏକ ପୋଷ୍ଟ…..

ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ୍ଚ ରବିବାର ଅର୍ଥାତ ଜୁଲାଇ ୧୭ ତାରିଖ ଦିନ ମାଞ୍ଚେଷ୍ଟର ଠାରେ ଖେଳାଯିବ । ଏହି ମୁକାବିଲାରେ ଭାରତୀୟ ଫ୍ୟାନ୍ସ ମାନଙ୍କର ଆଖି ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଉପରେ ଅଟକି ରହିବ । ଏମିତିରେ ବି ବିରାଟ ଏବେ ଫର୍ମାଟରେ ନାହାନ୍ତି । ଯଦି…

‘ମୁହଁ ବନ୍ଦ କରି ବ୍ୟାଟିଂ କର’, ଜନି ବେୟରଷ୍ଟୋଙ୍କ ସହିତ ପଡିଆରେ ଯୁକ୍ତିତର୍କ କଲେ କୋହଲି : ଭିଡିଓ ଭାଇରଲ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବେଷ୍ଟନ ଟେଷ୍ଟରେ ଖୁବ୍ ରୋମାଞ୍ଚ ଦେଖିବାକୁ ମିଳିଛି । ପ୍ରଥମ ଦୁଇ ଦିନରେ ଟିମ୍‌ ଇଣ୍ଡିଆର ଖେଳାଳିମ୍ୟାଚରେ ନିଜର ଦବଦବା ଜାହରି କରିଥିଲେ। ତୃତୀୟ ଦିନରେ ଇଂଲଣ୍ଡ ଟିମ୍ ଭଲ ବ୍ୟାଟିଂ କରିଥିବା ବେଳେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର ଦୁଇ ଷ୍ଟାର୍ ଖେଳାଳି…

ଫର୍ମରେ ନଥିବା ବିରାଟ କୋହଲିଙ୍କୁ ରବି ଶାସ୍ତ୍ରୀଙ୍କ ପରାମର୍ଶ: କହିଲେ ଆଇପିଏଲରୁ ଓହରିଯାଇ କିଛି ଦିନ ବିଶ୍ରାମ ନେବା…

କେନ୍ୟୁଜ : ଫର୍ମରେ ନଥିବା ବିରାଟ କୋହଲିଙ୍କୁ ରବି ଶାସ୍ତ୍ରୀଙ୍କ ପରାମର୍ଶ । ଚଳିତ ଆଇପିଏଲରୁ ଓହରିଯାଇ କିଛି ଦିନ ବିଶ୍ରାମ ନେବା ଉଚିତ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଚଳିତ ଆଇପିଏଲରେ RCBର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ବ୍ୟାଟିଂ ପ୍ରଦର୍ଶନ ଜାରି ରହିଛି । କୋହଲି ୯ଟି…

ପ୍ରଥମ ବଲ୍‌ରେ ଆଉଟ ହେଲେ ବିରାଟ କୋହଲି, ଭାବୁକ ହେଲେ ଫ୍ୟାନ୍ସ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ଏବଂ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ୧୯ ଏପ୍ରିଲ ଆଇପିଏଲ୍‌ ମ୍ୟାଚରେ ଗୋଲଡେନ ଡକ୍‌ର ଶିକାର ହୋଇଥିଲେ। ଲକ୍ଷ୍ମୌ ବିପକ୍ଷରେ ଥିବା ମ୍ୟାଚରେ ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ ବିରାଟ। ଯାହାକୁ ନେଇ ଫ୍ୟାନ୍ସ ଦୁଃଖ ପ୍ରକାଶ…

ଧୋନୀ ଅଧିନାୟକ ପଦ ଛାଡିବା ପରେ ଭାବବିହ୍ଵଳ ହେଲେ କୋହଲି, କହିଲେ ‘ସବୁବେଳେ ମାହିଙ୍କ ପାଇଁ ରହିବ ସମ୍ମାନ’

ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ପଦ ଛାଡିବା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଦେଇଛି। ଚେନ୍ନାଇର ଅଧିନାୟକ ପଦ ଛାଡିବା ପରେ ଦାୟିତ୍ୱ ରବିନ୍ଦ୍ର ଜାଡେଜାଙ୍କୁ ଦେଇଛନ୍ତି। ମାହି ହଠାତ୍‌ ଅଧିନାୟକ ପଦ ଛାଡିବା ଯୋଗୁଁ ଫ୍ୟାନ୍ସ ଯେତିକି ମନ ଦୁଃଖ କରୁଛନ୍ତି, ଭାରତୀୟ କ୍ରିକେଟର…

ବିସିସିଆଇ ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ: ଟପ୍‌ରେ ରୋହିତ, ବିରାଟ, ବୁମରା ଏବଂ ତଳକୁ ଖସିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବିସିସିଆଇ ତରଫରୁ ଖେଳାଳିମାନଙ୍କର ବାର୍ଷିକ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ଜାରି ହୋଇଛି। ବିସିସିଆଇ ଚାରିଟି ଗ୍ରେଡ କରିଛି। ଯେଉଁଥିରେA+ ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ଏବଂ ଏ, ବି, ସି ଖେଳାଳିଙ୍କୁ ଯଥାକ୍ରମେ ୫ କୋଟି, ୩ କୋଟି, କୋଟିଏ ଟଙ୍କା ମିଳିବ। ଏହି ତାଲିକାରେ A+ ରେ…

ଫାଇନାଲ ମ୍ୟାଚ ପୂର୍ବରୁ ବିରାଟ କୋହଲି ଅଣ୍ଡର-୧୯ ଖେଳାଳିଙ୍କୁ ଦେଲେ ଟିପ୍ସ, କୌଶଲ ତାମ୍ବେ ସେୟାର କଲେ ପୋଷ୍ଟ

ଅଣ୍ଡର-୧୯ ବିଶ୍ୱକପ୍‌ ଅଧିନାୟକ ୟଶ ଧୂଲଙ୍କ ଶତକ ବଳରେ ଭାରତ ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଶନିବାର ଦିନ ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ ଭେଟିବ ଭାରତ। ଇଂଲଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ଟିମର ପୂର୍ବ ଅଧିନାୟକ ବିରାଟ କୋହଲି ଅଣ୍ଡର-୧୯ ଟିମ୍‌…

ବିରାଟଙ୍କୁ ନେଇ ସିରାଜ ଏବଂ ଅଶ୍ୱିନ ଲେଖିଲେ ଏମିତି ଭାବବିହ୍ଵଳ ପୋଷ୍ଟ

ଟେଷ୍ଟ୍ କ୍ରିକେଟର ଦାୟିତ୍ୱ ଛାଡିବା ପରେ ବିରାଟ କୋହଲିଙ୍କୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ହାରିବା ପରେ ବିରାଟ ନିଜ ଇସ୍ତଫା ପ୍ରଦାନ କରିଥିଲେ । ସେ ଆଗକୁ ଟେଷ୍ଟ୍ ଖେଳିବେ ହେଲେ ଆଉ ଅଧିନାୟକ ରହିବେ ନାହିଁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ।…

ଥମୁନି ବିସିସିଆଇ-କୋହଲି ବିବାଦ, ଜଣାପଡୁନି କିଏ କହୁଛି ସତ !

ଥମୁନି ବିସିସିଆଇ-କୋହଲି ବିବାଦ । ସେଞ୍ଚୁରିଆନ୍‌ ଟେଷ୍ଟ ଜିତିବା ପରେ ଆଶା କରାଯାଉଥିଲା ବିବାଦ ଥମିବ । କିନ୍ତୁ ତାହା ଦେଖିବାକୁ ମିଳୁନାହିଁ। ପୂର୍ବରୁ ବିରାଟ କୋହଲି ଦିନିକିଆ ଅଧିନାୟକରୁ ହଟାଯିବା ପରେ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଥିଲା । ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି…

ସବୁଠାରୁ ଅଧିକ ଦରମା ପାଉଥିବା କ୍ରିକେଟ କ୍ୟାପଟେନ୍‌, ଜାଣନ୍ତୁ ବିରାଟ କୋହଲିଙ୍କ ସ୍ଥାନ କେଉଁଠି

ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠାରୁ ଅଧିକ ଦରମା ପାଉଥିବା କ୍ୟାପଟେନ ବିଷୟରେ କୁହାଯାଏ, ସେତେବେଳେ ଫ୍ୟାନ୍ସଙ୍କ ମନରେ ସବୁଠୁ ପ୍ରଥମେ ଟିମ୍‌ ଇଣ୍ଡିଆର ଟେଷ୍ଟ କ୍ୟାପଟେନ ବିରାଟ କୋହଲିଙ୍କ ନାମ ମନକୁ ଆସିଥାଏ। କିନ୍ତୁ ପ୍ରକୃତରେ ଏହା ସତ ନୁହେଁ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବିରାଟ…

ଥମୁନି କୋହଲି-ଗାଙ୍ଗୁଲି ବିବାଦ: ନେତୃତ୍ୱ ବୋମାର ଜବାବରେ କହିଲେ, BCCI କରିବ ଉଚିତ ସମାଧାନ

ମୁମ୍ବାଇ: ଥମୁନି ବିରାଟ ଓ ଗାଙ୍ଗୁଲି ବିବାଦ। କୋହଲିଙ୍କ ନେତୃତ୍ୱ ବୋମାର ଉତ୍ତର ରଖିଛନ୍ତି ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ବିସିସିଆଇ ଏହି ମାମଲାର ଉଚିତ ସମାଧାନ କରିବ ବୋଲି ସେ କହିଛନ୍ତି । ବିସିସିଆଇ ଓ ତାଙ୍କ ଉପରେ କୋହଲି ଯେଉଁ ସବୁ ଆରୋପ…