Browsing Tag

vote counting

କିଏ ପିନ୍ଧିବ ଝାରସୁଗୁଡ଼ା ମୁକୁଟ ? ଆଜି ଆସିବ ଫଳାଫଳ, ସକାଳ ୮ରୁ ଭୋଟ ଗଣତି

ଝାରସୁଗୁଡ଼ା (କେନ୍ୟୁଜ): ଝାରସୁଗୁଡ଼ା ବାଜି କିଏ ମାରିବ ? କାହାକୁ ଦେଖିବାକୁ ପଡ଼ିବ ପରାଜୟର ମୁହଁ ? ଆଜି ଖୋଲିବ ୯ ପ୍ରାର୍ଥୀଙ୍କ ଭାଗ୍ୟ ପେଡ଼ି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍‌ ଗଣନା କରାଯିବ । ୧୪ ଟି ଟେବୁଲରେ ୧୮ଟି ରାଉଣ୍ଡରେ କରାଯିବ କାଉଣ୍ଟିଂ ।…

ସରିଲା ଭୋଟ, ଆସନ୍ତାକାଲି ଗଣତି: ସମଗ୍ର ରାଜ୍ୟର ପୌରାଞ୍ଚଳରେ ୬୫% ମତଦାନ

ଭୁବନେଶ୍ବର(କେନ୍ୟୁଜ୍): ସରିଲା ଭୋଟ । କାଲି ଗଣତି। ଏବେ EVMରେ ସିଲ୍‌ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। କଡା ସୁରକ୍ଷା ମଧ୍ୟରେ ଭୋଟ ବାକ୍ସ ରଖାଯାଇଛି। ରାଜ୍ୟର ୧୦୬ଟି ପୌରସଂସ୍ଥା ଏବଂ ୩ ମହାନଗର ନିଗମରେ ଶାନ୍ତିଶୃଙ୍ଖଳାରେ ପୌର ନିର୍ବାଚନ ପ୍ରିକ୍ରିୟା ସମ୍ପନ୍ନ ହୋଇଛି। କିଛି…

କିଏ ପିନ୍ଧିବ ମୁକୁଟ ? ଖୋଲିଛି ଇଭିଏମ୍‌ ପେଡି, ଚାଲିଛି ୫ ରାଜ୍ୟରେ ଭୋଟ ଗଣତି

କେନ୍ଯୁଜ୍: କିଏ ପିନ୍ଧିବ ମୁକୁଟ ? ଏକଜିଟ୍‌ ପୋଲ୍‌ ପରେ ଏକ୍‌ଜାକ୍ଟ ପୋଲ୍‌ । ଖୋଲୁଛି ଇଭିଏମ୍‌ ପେଡି। ୫ ରାଜ୍ୟରେ ଆରମ୍ଭ ହୋଇଛି ଭୋଟ ଗଣତି । ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ୬୯୦ ଆସନ ପାଇଁ ଚାଲିଛି ଗଣତି । କାହା ସପକ୍ଷରେ ଜନତା ରାୟ ଦେଇଛନ୍ତି ଗଣତି ପରେ…

ଆଜି ଖୋଲିବ ପଞ୍ଚାୟତ ଭୋଟ୍‌ ପେଡ଼ି: ବାକ୍ସ ଭିତରେ ସିଲ୍‌ ହୋଇଛି ୧ ଲକ୍ଷ ୬ହଜାର ୩୫୩ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର(କେନ୍ଯୁଜ୍):ଆଜି ଖୋଲିବ ପଞ୍ଚାୟତ ଭୋଟ୍‌ ପେଡ଼ି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍‌ ଗଣତି । ଭୋଟ୍‌ ବାକ୍ସରେ ସିଲ୍‌ ହୋଇଛି ୧ ଲକ୍ଷ ୬ହଜାର ୩୫୩ ପ୍ରାର୍ଥୀଙ୍କ ଭାଗ୍ୟ । ଆଜିଠୁ ୩ ଦିନ ଧରି ଚାଲିବ କାଉଣ୍ଟିଂ । ଆଜି ୩୧୫ ଜିଲ୍ଲା ପରିଷଦ ଆସନ, ୨୭ ତାରିଖ ଦିନ ୩୦୭ ଓ ୨୮ରେ ବାକି…

ଆଜି ଆମେରିକା କଂଗ୍ରେସରେ ରାଷ୍ଟ୍ରପତି ନିର୍ବାଚନର ଇଲେକ୍ଟୋରାଲ ଭୋଟ ଗଣତି, ମୋହର ବାଜିବା ପରେ ଚୂଡ଼ାନ୍ତ ହେବ ଫଳାଫଳ

ଆମେରିକା : ଆଜି ଆମେରିକା କଂଗ୍ରେସରେ ରାଷ୍ଟ୍ରପତି ନିର୍ବାଚନର ଇଲେକ୍ଟୋରାଲ ଭୋଟ ଗଣତି । ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ଚୂଡ଼ାନ୍ତ ମୋହର ମାରିବ ଆମେରିକା କଂଗ୍ରେସ । ସିନେଟ ଓ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌, ଉଭୟ ଗୃହର ଯୁଗ୍ମ ଅଧିବେଶନ ବସିବ । ପ୍ରତି ରାଷ୍ଟ୍ରପତି ନିର୍ବାଚନରେ ଏହା…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଭୋଟ ଗଣତି, ଅପରାହ୍ନ ସୁଦ୍ଧା ଫଳାଫଳ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି। ୮୧ ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗଣତି । କାଉଁଟିଂ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ନିର୍ବାଚନରେ ଭୋଟ ହାର ଥିଲା ୬୫.୧୭ପ୍ରତିଶତ। ଅପରାହ୍ନ ସୁଦ୍ଧା ଫଳାଫଳ ଆସିବାର ସମ୍ଭାବନା ରହିଛି । ସ୍ପଷ୍ଟ…

କର୍ଣ୍ଣାଟକରେ କ’ଣ ହେବ ୟେଦୁରପ୍ପାଙ୍କ ଭାଗ୍ୟ? କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇସାରିଛି ଭୋଟ ଗଣତି

କର୍ଣ୍ଣାଟକ: କର୍ଣ୍ଣାଟକରେ କ'ଣ ହେବ ୟେଦୁରପ୍ପାଙ୍କ ଭାଗ୍ୟ? ଆଜି ଭାଗ୍ୟ ଫୈସଲାର ଦିନ। ୧୫ଟି ବିଧାନସଭା ଉପନିର୍ବାଚନର ଆଜି ଆସିବ ଫଳାଫଳ। ଏନେଇ ଆରମ୍ଭ ହୋଇଯାଇଛି ଭୋଟ ଗଣତି। କଡ଼ା ସୁରକ୍ଷା ଭିତରେ ଭୋଟ ଗଣତି କେନ୍ଦ୍ରରେ ପହଞ୍ଚି ସାରିଛି ଇଭିଏମ୍‌। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି।…

ଭୋଟ୍ ଗଣତି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ : ୬୩ଟି କେନ୍ଦ୍ର, ୬୭ଶହ…

ଆସନ୍ତା ୨୩ ତାରିଖରେ ଖୋଲିବ ଷ୍ଟ୍ରଙ୍ଗରୁମ । ଇଭିଏମରୁ ବାହାରିବ ଫଳାଫଳ। ବିଗତ ନିର୍ବାଚନ ତୁଳନାରେ ଏଥର ସଂପୂର୍ଣ୍ଣ ଫଳାଫଳ ବାହାରିବା କିଛିଟା ବିଳମ୍ବ ହେବ । ବିଗତ ନିର୍ବାଚନରେ ବହୁ କମ୍‌ ସଂଖ୍ୟାରେ ପୋଷ୍ଟାଲ ବାଲାଟ ପେପର ଗଣତି ହେଉଥିଲା। କିନ୍ତୁ ଏଥର ଲକ୍ଷାଧିକ ସଂଖ୍ୟାର ପୋଷ୍ଟାଲ ପେପର…

ଖୋଲିଲା ଇଭିଏମ୍‌ ପେଡ଼ି, ଆରମ୍ଭ ହୋଇଯାଇଛି ଭୋଟ୍‌ ଗଣତି

କେନ୍ୟୁଜ୍ : ଜନାଦେଶର ଦିନ । କିଏ ମାରିବ ବାଜି । କେଉଁ ରାଜ୍ୟରେ କିଏ ଗଢ଼ିବ ସରକାର ? ୫ଟି ରାଜ୍ୟରେ ଆଜି ସ୍ପଷ୍ଟ ହୋଇଯିବ ଚିତ୍ର । ଖୋଲିଲା ଇଭିଏମ୍‌ ପେଡ଼ି । ଆରମ୍ଭ ହୋଇଛି ଭୋଟ୍‌ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ…