ଝରଣା ପାଣି ପିଇବାକୁ ଯାଇ ଜୋକ ଖାଇଦେଲେ ଯୁବକ, ଗୁରୁତର ଅବସ୍ଥାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ରାୟଗଡା : ପେଟରେ ଜୋକ, ଯୁବକ ଗୁରୁତର । ଝରଣା ପାଣି ପିଇବା ବେଳେ ଅସାବଧାନବଶତଃ ଜୋକ ଖାଇଦେଲେ ଯୁବକ । ପେଟ ଭିତରକୁ ଚାଲିଗଲା ପାଣି ଭିତରେ ଥିବା ଜୋକ । ଫଳରେ ଯୁବକ ଜଣକ ଗୁରୁତର ହୋଇଥିଲେ l ରାୟଗଡା ଜିଲ୍ଲା କଲ୍ଯାଣସିଂହପୁର ବ୍ଲକ ରାଇଲିମା ଗାଁରେ ଘଟିଛି ଏଭଳି ଘଟଣା । ଗୁରୁତର ଅବସ୍ଥାରେ…