ରାଜ୍ୟରେ ଥଣ୍ଡାରୁ ମିଳୁନି ନିସ୍ତାର: ଅନୁଗୁଳରେ ସର୍ବନିମ୍ନ ତାପାମତ୍ରା ୫ ଡିଗ୍ରୀ ରେକର୍ଡ, ୧୪ଟି ସହରର ପାରା ୧୦…
ଭୁବନେଶ୍ବର: କଲବଲ କରୁଛି ଜାଡ । ରାଜ୍ୟରେ ଥଣ୍ଡାରୁ ମିଳୁନି ନିସ୍ତାର । ଆଜି ଅନୁଗୁଳ ସବୁଠୁ ଥଣ୍ଡା ସହର ହୋଇଛି । ଅନୁଗୁଳରେ ତାପାମତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି । ଆଜି ୧୪ଟି ସହରର ତାପାମତ୍ରା ୧୦ ଡିଗ୍ରୀ ତଳେ ରହିଛି । ସେପଟେ ପ୍ରବଳ ଥଣ୍ଡା ଯୋଗୁ ନୂଆବର୍ଷ ଟିକେ ପାଣିଚିଆ ହୋଇପାରେ…