Browsing Tag

weather

ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା, ଆଜି ଘନକୁହୁଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟକୁ ପୁଣି ଫେରିଛି ଶୀତ। ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୪ଡିଗ୍ରୀ ସେଲସିୟମ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୫ଦିନ ଯାଏ ପାଗ ଶୁଖିଲା…

୧୦ ବର୍ଷ ପରେ ଦିଲ୍ଲୀରେ ସବୁଠୁ ଅଧିକ ଥଣ୍ଡା, ଅରେଞ୍ଜ୍ ଓ ୟେଲୋ ୱାର୍ଣିଂ ଜାରି

ବର୍ତ୍ତମାନ ରାଜ୍ୟରେ ଶୀତ ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଏହା ଛଡ଼ା ଯଦି ରାଜଧାନୀ ଦିଲ୍ଲୀ କଥା କୁହାଯାଏ ତେବେ ଗତ ଶନିବାର ଦିନ ଏଠାରେ ଅଧିକ ଶୀତ ଅନୁଭୁତ ହୋଇଥିଲା। ଗତକାଲି, ବିଗତ ଦଶ ବର୍ଷର ସବୁଠାରୁ ଅଧିକ ଶୀତ ଦିନ ଥିଲା । ତେବେ ଆଜି ରବିବାର ଦିନ ସର୍ବାଧିକ ତାପମାତ୍ରା ୧୪ ଏବଂ…

ଆଜିଠୁ ବଦଳିବ ପାଗ, ପୁଣି ଫେରିବ ଶୀତ: ରାଜ୍ୟରେ ୧୬ରୁ ୧୮ ଯାଏ ପାଗ ଶୁଖିଲା ରହିବ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ବଦଳିବ ପାଗ । ରାଜ୍ୟରେ ବଢ଼ିବ ଶୀତ । ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ସେଲସିୟସ ହ୍ରାସ ସମ୍ଭାବନା ରହିଛି । ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ…

ଆଜିଠୁ ବର୍ଷା: ୪ ଦିନ ଯାଏ ଭିଜିବ ରାଜ୍ଯର ବିଭିନ୍ନ ସ୍ଥାନ, ଚାଷୀ ମୁଣ୍ଡରେ ପୁଣି ଚଡକ

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ପୁଣି ଭିଜିବ ଓଡ଼ିଶା। ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପଶ୍ଚିମା ଝଡ଼ ପ୍ରଭାବରେ କୁଆପଥର ସହ ବର୍ଷିବ। ତେବେ ୧୨ ଓ ୧୩ ତାରିଖରେ ପ୍ରବଳ…

୧୦ରୁ ବର୍ଷା ! ତିନି ଦିନରେ କମିବ ଶୀତ, ବଢ଼ିବ ପାରଦ

ପୁଣି ଭିଜିବ ଓଡ଼ିଶା। ପଶ୍ଚିମା ଝଡ଼ ଯୋଗୁଁ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ତଥା ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଫଳରେ ପୁଣି ଓଡ଼ିଶା ଭିଜିବା…

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼: ୧୫ଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ…

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ । ପ୍ରବଳ ଥଣ୍ଡାରେ ଥରୁଛି ପୂରା ଓଡ଼ିଶା । ରାତିରେ ଖସୁଛି ପାରଦ । ୧୫ଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ କରାଯାିଛି। ୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି। ଦାରିଙ୍ଗିବାଡି, କୋଇଡ଼ା ଓ ଫୁଲବାଣୀରେ…

ଘନ କୁହୁଡିର ଚାଦର ତଳେ ସମଗ୍ର ରାଜ୍ଯ, ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ

କେନ୍ଯୁଜ୍: ବାତ୍ୟା ଜୱାଦର ପ୍ରଭାବ ଅପସରି ଗଲା ପରେ ପରେ ଧସେଇ ପଶିଛି ଶୀତ । ଘନ କୁହୁଡିର ଚାଦରରେ ଛାଇ ହୋଇଛି ସମଗ୍ର ରାଜ୍ଯ ।ଘନ କୁହୁଡ଼ି ଯୋଗୁଁ ଆଗକୁ କିଛି ବି ଦେଖାଯାଉନାହିଁ । ଧଳା ରଙ୍ଗର ଅସ୍ତରଣ ଚାରିଆଡେ ଛାଇ ଯାଇଛି । କାକର ବି ଦେହକୁ ସ୍ପର୍ଶ କରୁଛି । କିଏ ବା ଏହି ଶୀତୁଆ ସକାଳର…

ରାଜ୍ଯରେ ଆଗକୁ ଆହୁରି ବଢିବ ଶୀତ, ସତର୍କ କଲା ପାଣିପାଗ ବିଭାଗ

ବଣାଇ(କେନ୍ଯୁଜ୍): ବଣାଇରେ କୁହୁଡି ସାଙ୍ଗକୁ ପ୍ରବଳ ଶୀତ । ଘନ କୁହୁଡି ଯୋଗୁ ସକାଳୁ ସକାଳୁ ରାସ୍ତାଘାଟ ଦେଖାଯାଉନାହିଁ । ଗାଡି ଚଳାଚଳରେ ବାଧା ସୃଷ୍ଟି ହେଉଛି। ପ୍ରବଳ ଶୀତ ହେଉଥିବାରୁ ଚା ଦୋକାନରେ ଜମୁଛି ଲୋକଙ୍କ ଭିଡ଼ । ଆଗକୁ ଆହୁରି ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ କୋହଲା ପାଗ: କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି, ଜାଣନ୍ତୁ କାହିଁକି

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ହଠାତ ପାଗରେ ପରିବର୍ତ୍ତନ। ସକାଳୁ ସକାଳୁ ପାଗ କୋହଲା ରହିବା ସହ ସାମାନ୍ୟ ବର୍ଷା ହୋଇଛି। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଯାଏ ସମୁଦ୍ରପତ୍ତନରୁ ୯୦୦ମିଟର ମଧ୍ୟରେ ଲମ୍ବିଥିବା ନିମ୍ନ ଚାପ ରେଖା ପ୍ରଭାବରେ କୋହଲା ପାଗ ରହିଛି। ଏହାର…

ରାଜ୍ୟରେ ବିଭିନ୍ନ ଅଞ୍ଚଳରେ କୋହଲା ପାଗ ଜାରି, ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ବର(କେନ୍ଯୁଜ୍): ୪୮ଘଣ୍ଟା ପରେ ବଢିବ ଶୀତର ପ୍ରକୋପ। ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ତଳକୁ ଖସିବା ସମ୍ଭାବନା ଥିବା ଆ଼ଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୨ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ…

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ଶୀତ ଅନୁଭୂତ ହେବ ନାହିଁ: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର(କେନ୍ଯୁଜ୍) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ସୁଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତର ରୂପ ନେଇଛି ଏବଂ ଏହା ଏବେ ତାମିଲନାଡ଼ୁ ତଟବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି। ଏହା ଧୀ‌ରେ ଧୀରେ…

ଲଘୁଚାପ ପ୍ରଭାବରେ କମିଛି ଶୀତ, ଉପାନ୍ତରୁ ଉପକୂଳ ଘନ କୁହୁଡ଼ିରେ ଭର୍ତ୍ତି

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ ଆଣ୍ଡାମାନ ସାଗର ଉପକୂଳରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ୫.୮ କିିମି ପର୍ଯ୍ୟନ୍ତ ବ୍ୟାପିଛି। ଆଗାମୀ ୨୪ ଘଣ୍ଟାରେ ଲଘୁଚାପର ଗତିପଥ ପଶ୍ଚିମ-ଉତ୍ତରପଶ୍ଚିମ…