Browsing Tag

weird story

ଅଜବ! ଜଣେ ନୁହେଁ, ୪ ଯୁବକଙ୍କ ସହିତ ଫେରାର ହୋଇଗଲେ ଯୁବତୀ, ପଞ୍ଚାୟତରେ ଚିରିକୁଟି ପଡ଼ି ହେଲା ବିବାହ ନିଷ୍ପତ୍ତି

ଉତ୍ତର ପ୍ରଦେଶର ଆମ୍ବେଦକର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ବିବାହ ଲଟେରୀ ଦ୍ୱାରା ସ୍ଥିର ହୋଇଛି। ବରପାତ୍ର ଚୟନ କରିବା ପାଇଁ ପଞ୍ଚାୟତ ବସିଛି। ଆଶ୍ଚର୍ଯ୍ୟର କଥା ହେଉଛି, ପଞ୍ଚାୟତରେ ଚିରିକୁଟି ପକାଯାଇ ବରପାତ୍ର ଚୟନ କରାଯାଇଛି। ତେବେ ବିବାହ କରିବାକୁ…

ଏ କ’ଣ! ୮୦ ବର୍ଷ ହେଲା ଶୋ’ରୁମ୍‌ରେ କଏଦ ଅଛି ଏହି ସୁନ୍ଦରୀ କନ୍ୟା, ସତ୍ୟତା ଜାଣିଲେ ଉଡ଼ିଯିବ ଆପଣଙ୍କ ହୋଶ୍‌

ଦୁନିଆର ଯେଉଁ ସ୍ଥାନକୁ ଯିବ, ସେଠି କିଛି ନା କିଛି ରହସ୍ୟ ଲୁଚି ରହିଥିବ। ଆଉ ଯାହାର ସତ୍ୟତା ଜାଣିବା ପରେ ସହଜରେ ବିଶ୍ୱାସ କରିବା ହୁଏତ ମୁସ୍କିଲ ହୋଇ ପଡ଼ିବ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ରହସ୍ୟ ବିଷୟରେ କହିବାକୁ ଯାଉଛୁ। ମେକ୍ସିକୋର ଏକ ଦୋକାନରେ ବିଗତ ୮୦ ବର୍ଷ ହେଲା କନ୍ୟା ବେଶରେ…

ବିବାହରେ ଶାଶୁ ଉପରେ ୱେଟ୍ରେସ ଢାଳି ପକାଇଲେ ତରକାରୀ, ଖୁସିରେ ବିଭୋର ହୋଇ ବୋହୂ ଟିପ୍‌ରେ ଦାନ କରିଦେଲା ସାଢ଼େ ୭ ହଜାର…

ସବୁ ସମ୍ପର୍କ ମଧ୍ୟରୁ ସବୁଠୁ ନିଆରା ହୋଇଥାଏ ଶାଶୁ ଓ ବୋହୂର ସମ୍ପର୍କ। ଏମିତି ଖଟାମିଠା ସମ୍ପର୍କ, ଯେଉଁଠି ଝଗଡ଼ା ବି ଥାଏ ଆଉ ଭଲ ପାଇବା ବି ଥାଏ। କିନ୍ତୁ କିଛି ମାମଲାରେ ଏହି ସମ୍ପର୍କ ମଧୁର ହୋଇ ପାରି ନ ଥାଏ। ଶାଶୁ-ବୋହୂ ସମ୍ପର୍କ ସହ ଜଡ଼ିତ ଏମିତି ହିଁ ଏକ ମାମଲା ଏବେ ସାମ୍ନାକୁ ଆସିଛି।…

ଏଠାରେ ସରକାର ପ୍ରତି ଘରକୁ ପଠାଉଛନ୍ତି ଦୁଇଟି ଚଡି, ମାଟିରେ ପୋତା ଗଲାଣି ୨ ହଜାର ଧଳା ଅଣ୍ଡରୱେୟାର, ଜାଣନ୍ତୁ କାହିଁକି

ସ୍ୱିଜରଲ୍ୟାଣ୍ଡରେ ପାଖାପାଖି ୨ ହଜାର ଅଣ୍ଡରୱେୟାର ମାଟିରେ ପୋତା ଗଲାଣି। ଦେଶର ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏଠାକାର ଲୋକେ ଏଭଳି କରୁଛନ୍ତି। ଲୋକଙ୍କ ଅଣ୍ଡରୱେୟାରରୁ ମାଟିର ଗୁଣବତ୍ତା ଯାଞ୍ଚ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପ୍ରତି ଘରକୁ ସରକାର ଦୁଇଟି ଲେଖାଏ ଧଳା ରଙ୍ଗର ଅଣ୍ଡରୱେୟାର…

ଦୀର୍ଘଦିନରୁ ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବ୍ୟକ୍ତି, ଯାଞ୍ଚ ପରେ ପ୍ରାଇଭେଟ୍‌ ପାର୍ଟରୁ ବାହାରିଲା ୫୯ ଫୁଟ୍‌ ଲମ୍ବା…

ଥାଇଲାଣ୍ଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ୫୯ ଫୁଟ୍‌ ଲମ୍ବାର ଏକ ଜିଆ ବାହାର କରାଯାଇଛି। ବ୍ୟକ୍ତି ଜଣକ ଦୀର୍ଘଦିନ ଧରି ପେଟ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତାଙ୍କ ପେଟ ବି ଫୁଲି…

୫୮ ଘଣ୍ଟା ପର୍ଯ୍ୟନ୍ତ ପରସ୍ପରକୁ ଚୁମା ଦେଇ ଚାଲିଲେ ଏହି ଦମ୍ପତି, ମିଳିଲା ଲକ୍ଷାଧିକ ଟଙ୍କା ଓ ହୀରାମୁଦି !

କେବେ ଆପଣ ଶୁଣିଛନ୍ତି କି, କିସ କରି କେହି ଲକ୍ଷାଧିକ ଟଙ୍କା ଓ ହୀରାମୁଦି ଜିତିଛନ୍ତି? ଏମିତି ହିଁ ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଥାଇଲାଣ୍ଡରେ ରହୁଥିବା ଜଣେ ଦମ୍ପତି ଘଣ୍ଟେ କି ଦୁଇଘଣ୍ଟା ନୁହେଁ, ପୂରା ୫୮ ଘଣ୍ଟା ପରସ୍ପରକୁ କିସ କରି ନିଜ ନାଁରେ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି।…

୨୦୦ ଲୋକଙ୍କୁ କରିଥିଲେ ଡେଟ, ହେଲେ ମିଳିଲେନି ସଚ୍ଚା ଜୀବନସାଥୀ, ଶେଷରେ ନିଜ କୁକୁରକୁ କଲେ ବିବାହ

ବିବାହ କରିବା ଏକ ସାଧାରଣ କଥା। କିନ୍ତୁ ନିକଟରେ ବ୍ରିଟେନରେ ହୋଇଥିବା ଏକ ନିଆରା ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୪୯ ବର୍ଷୀୟା ପୂର୍ବତନ ସ୍ୱିମସୁଟ ମଡେଲ ଏଲିଜାବେଥ ୨୦୦ ଲୋକଙ୍କୁ ଡେଟ କରିବା ପରେ ଶେଷରେ ନିଜ କୁକୁରକୁ ବିବାହ କରିଛନ୍ତି। ଖାସ କଥା ହେଉଛି, ଏହି ବିବାହ ଟିଭିରେ…

ଅଜବ ଏହି ହୋଟେଲ, ନା ଅଛି ଛାତ ନା ଅଛି କାନ୍ଥ, ତଥାପି ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ଏତେ ଟଙ୍କା

ଦୁନିଆର କୋଣ ଅନୁକୋଣରେ ଅଜବ ଜିନିଷ ସବୁ ଦେଖିବାକୁ ମିଳେ। ଠିକ ଏମିତି ହିଁ ଏକ ହୋଟେଲ ଅଛି, ଯାହାର ରୁମ ଖୋଲା ଆକାଶ ତଳେ ମୁକୁଳା ରହିଛି, ଯଦ୍ଦ୍ୱାରା ଏହି ରୁମ ବୁକ କରୁଥିବା ଲୋକେ ମୁକ୍ତ ବାୟୁର ମଜା ନେଇପାରିବେ। ଏହି ରୁମ ସ୍ୱିଜରଲାଣ୍ଡର ସବୁଜିମାପୂର୍ଣ୍ଣ ସୁନ୍ଦର ପାହାଡ଼ ମଝିରେ ରହିଛି।…

ପାହାଡ଼, ପର୍ବତ ଘେରା ଏହି ସୁନ୍ଦର ଗାଁରେ ରହିବା ପାଇଁ ମିଳୁଛି ୩୮.୬ ଲକ୍ଷ ଟଙ୍କା ! ୧୫୦୦ ଲୋକ କରିସାରିଲେଣି ଆବେଦନ

ପାହାଡ଼, ପର୍ବତ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଛୁଟି ଦିନମାନଙ୍କରେ ହିଲ ଷ୍ଟେସନରେ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଟିକେ ଭାବନ୍ତୁ ତ, ଯଦି କୌଣସି ସୁନ୍ଦର ପାହାଡି ଗାଁରେ ରହିବା ପାଇଁ ଆପଣଙ୍କୁ ସେଠାକାର ପ୍ରଶାସନ ଓଲଟା ପଇସା ଦେବେ, ତ ଆପଣ କ'ଣ କରିବେ। ନିଶ୍ଚୟ ମନ ହେବ…

୯ ମାସର ଗର୍ଭବତୀ, ହେଲେ ୧ କିମିକୁ ଅତିକ୍ରମ କରିନେଲେ ମାତ୍ର ୫ ମିନିଟରେ, ସମସ୍ତେ ଆଶ୍ଚର୍ଯ୍ୟ

ମାଇକେଲ ମିଲର ନାମକ ବ୍ୟକ୍ତି ୟୁଟ୍ୟୁବରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ସ୍ତ୍ରୀ ମାକିନା ଦୌଡୁଛନ୍ତି। ବାସ୍ତବରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ଏକ ସର୍ତ୍ତ ଲଗାଇଥିଲେ। ତାଙ୍କ ମୁତାବକ, ପ୍ରେଗନାନ୍ସିର ୯ମ ମାସରେ ତାଙ୍କ ସ୍ତ୍ରୀ ୮ ମିନିଟରେ ଏକ ମାଇଲ ଦୌଡ଼ ପୂରା କରିବେ।…

ପହଁରା ଶିଖାଇବା ପାଇଁ ୧ ବର୍ଷର ଶିଶୁକୁ ପୁଲ ଭିତରକୁ ଫିଙ୍ଗିଦେଲେ ସ୍ୱିମିଙ୍ଗ କୋଚ, ତା’ପରେ କ’ଣ ହେଲା…

ପହଁରା ଶିଖାଇବା ବେଳେ ସ୍ୱିମିଙ୍ଗ ଇନଷ୍ଟ୍ରକ୍ଟର ଜଣେ ୧ ବର୍ଷର ଶିଶୁକୁ ପୁଲରେ ଫିଙ୍ଗିଦେବାର ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଏହି ଭିଡ଼ିଓକୁ ଆମେରିକାର ସ୍ୱିମିଙ୍ଗ କୋଚ ଶାନନ ଟିକଟକରେ ଅପଲୋଡ କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି, ଯେତେବେଳେ ସ୍ୱିମିଙ୍ଗ ଇନଷ୍ଟ୍ରକ୍ଟର ଶିଶୁଟିକୁ…

ସାପ ଧରୁଥିଲେ ଯୁବକ, ହଠାତ ପଛପଟୁ ଆସିଗଲା ଅଜଗର ! Videoରେ ଦେଖନ୍ତୁ ଆଗକୁ କ’ଣ ହେଲା

ଯଦି ଆପଣଙ୍କୁ ସାପ ଦେଖିଲେ ଡର ଲାଗେ, ତେବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓକୁ ଧ୍ୟାନର ସହ ଦେଖନ୍ତୁ। ବିଶ୍ୱାସ କରନ୍ତୁ, ଆପଣଙ୍କ ଡର ଆଗ ଅପେକ୍ଷା ଆହୁରି ବଢିଯିବ। ଆଉ ଆପଣ ଏହି ଯୁବକଙ୍କ ଭଳି ଭୁଲ କେବେ ବି କରିବେନି। ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏହି ଭିଡ଼ିଓରେ ଜଣେ…