Browsing Tag

woman rescued

ଘରେ ଝଗଡ଼ା ହେବାରୁ ଡେଇଁ ପଡିଥିଲେ… ମହାନଦୀର ପ୍ରଖର ସୁଅରୁ ଜୀବିତ ଉଦ୍ଧାର ହେଲେ ମହିଳା

ପାରାଦୀପ (କେନ୍ୟୁଜ): ମହାନଦୀର ପ୍ରଖର ସୁଅରୁ ଜୀବିତ ଉଦ୍ଧାର ହେଲେ ମହିଳା । ପାରିବାରିକ କଳହରୁ ଆତ୍ମହତ୍ୟା କରିବା ପାଇଁ ମହାନଦୀକୁ ଡେଇଁ ପଡିଥିଲେ ମହିଳା । ଜଗତସିଂହପୁର ଜିଲ୍ଲା ଭୁତୁମୁଣ୍ଡାଇ ପୋଲରୁ ଡେଇଁ ପଡ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା । ଆଉ ପ୍ରଖର ସୁଅରେ ଭାସି ଯାଇଥିଲେ…

ଉଦ୍ଧାର ହେଲେ ଅପହୃତ ବିବାହିତ ମହିଳା, ୫ଜଣଙ୍କୁ ଗିରଫ ସହ ପିସ୍ତଲ ଜବତ କଲା ହଣ୍ଡପା ପୋଲିସ୍

ଆଠମଲ୍ଲିକ(କେନ୍ଯୁଜ୍): ଉଦ୍ଧାର ହେଲେ ଅପହୃତ ବିବାହିତ ମହିଳା । ଘଟଣାରେ ୫ଜଣଙ୍କୁ ଗିରଫ ସହ ପିସ୍ତଲ ଜବତ କରିଛି ହଣ୍ଡପା ପୋଲିସ । ଆଠମଲ୍ଲିକ ଉପଖଣ୍ଡ ହଣ୍ଡପା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପିସ୍ତଲ ଦେଖାଇ ଅପହରଣ କରାଯାଇଥିଲା । ସୂଚନା ଅନୁଯାୟୀ, ଅଭିଯୁକ୍ତ ମଦନ ପ୍ରଧାନ ନାଗାଝରଣ ଗାଁରେ…

ବାଙ୍କୀ : ପରିତ୍ୟକ୍ତ କୂଅରୁ ମହିଳାଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବାଙ୍କୀ (କେ ନ୍ୟୁଜ୍‌) : କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଗହୀର ଗାଡ଼ିଆ ଶାଳ ଜଙ୍ଗଲରେ ନିଆଁ ବ୍ଯାପି ଚାଲିଛି । ଏତିକି ବେଳେ ଖଜୁରିପଦା ଅଂଚଳରେ ଥିବା କାଜୁ ବଗିଚାକୁ ନିଆଁ ମାଡି ଆସୁଥିବାର ଶୁଣି ନିଜ ଜମି ଆଡ଼କୁ ଜଣେ ମହିଳା ଦୌଡ଼ି ଯାଇଥିଲେ । ହେଲେ ଅସାବଧାନତା ଯୋଗୁ ପଡୋଶୀ ଜମିରେ ଥିବା ଏକ…

ଭଦ୍ରକରୁ ନିଖୋଜ, ସମ୍ବଲପୁରରୁ ଉଦ୍ଧାର: ନିଖୋଜ ହେବାର ୮ ବର୍ଷ ପରେ ଘରକୁ ଫେରିଲେ ମହିଳା

ଭଦ୍ରକ: ଭଦ୍ରକରୁ ନିଖୋଜ, ସମ୍ବଲପୁରରୁ ଉଦ୍ଧାର । ନିଖୋଜ ହେବାର ୮ ବର୍ଷ ପରେ ଉଦ୍ଧାର ହେଲେ ମହିଳା । ଭଦ୍ରକ ଜିଲ୍ଲା ଅସୁରାଳି ଅଞ୍ଚଳରୁ ଦୀର୍ଘ ୮ ବର୍ଷ ହେବ ଗୀତାଞ୍ଜଳି ମଳିକ ନିଖୋଜ ହୋଇଯାଇଥିଲେ । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଗତ ୧୦ଦିନ…

ବୃଦ୍ଧାଙ୍କୁ ମାଡ ମାରି ହାତ ଭାଙ୍ଗିଦେଲେ ସଇତାନ୍ ପୁଅ,ବୋହୂ ଓ ସ୍ବାମୀ, ଅସହାୟ ଅବସ୍ଥାରେ ବୁଲୁଥିବାବେଳେ ହେଲେ…

ମାଲକାନଗିରି: ପୁଣି ଅଲୋଡା ହେଲା ମା । ବୃଦ୍ଧା ବୟସରେ ପର କରିଦେଲେ ପୁଅ,ବୋହୂ। ସବୁଠାରୁ ଦୁଃଖର ବିଷୟ ପୁଅ,ବୋହୂ ସହିତ ସାମିଲ୍ ଥିଲେ ସ୍ବାମୀ । ସେହି ସ୍ବାମୀ ଯିଏ ସାତ ଜନମ ପାଇଁ ହାତ ଧରି ଆଣିଥିଲେ ସୁଖ ଦୁଃଖର ସାଥି ହେବାପାଇଁ। ତେବେ ସେମାନଙ୍କଠାରୁ ପ୍ରତିଦିନ ଅସହ୍ୟ ମାଡ଼ ଖାଇବା…

ମାନବିକତାର ପରିଚୟ ଦେଲେ କରଞ୍ଜିଆ ଥାନା ଅଧିକାରିଣୀ: ମାନସିକ ବିକ୍ରୁତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି…

କରଞ୍ଜିଆ: ମାନସିକ ବିକ୍ରୁତ ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମାନବିକତାର ପରିଚୟ ନେଖାଇଲେ କରଞ୍ଜିଆ ଥାନା ଅଧିକାରିଣୀ ସରୋସିଜି ସିଂ । ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଷ୍ଟାଡିୟମ ନିକଟରେ ଏକ ମାନସିକ…

ସୁବର୍ଣ୍ଣପୁର ମହାନଦୀରୁ ଉଦ୍ଧାର ହେଲେ ମହିଳା, ବ୍ରିଜ ଉପରୁ ହଠାତ୍ ତଳକୁ ଖସିପଡିଥିଲେ

ସୁବର୍ଣ୍ଣପୁର: ଭରାନଦୀରୁ ଉଦ୍ଧାର ହେଲେ ମହିଳା। ସୁବର୍ଣ୍ଣପୁର ମହାନଦୀ ବ୍ରିଜ ଉପରୁ ଖସି ପଡ଼ିଲା ପରେ ତାଙ୍କୁ ନଦୀରୁ ଉଦ୍ଧାର କରିଛନ୍ତି ନାଉରିଆ। ଗତ ସନ୍ଧ୍ୟାରେ ଏକ ଦମ୍ପତି ମହାନଦୀ ବୁଲିବାକୁ ଯାଇଥିବା ବେଳେ ବ୍ରିଜ ଉପରୁ ମହିଳା ଜଣକ ଖସି ପଡିଥିଲେ। ଭରାନଦୀରେ ଜଳସ୍ରୋତରେ ଭାସିଯାଉଥିବା…

ଫୁଲବାଣୀ : ଟେଲିଫୋନ୍ ଟାଓ୍ଵାରରେ ଚଢ଼ିଗଲେ ମହିଳା, ଉପରେ ବସିଲେ ଆଉ ଓହ୍ଲାଇଲେ ନାହିଁ

ଫୁଲବାଣୀ (କେ ନ୍ୟୁଜ୍‌) : କୌଣସି ସିନେମା କି ନାଟକର ଦୃଶ୍ୟ ନୁହେଁ । ଆଜି ମଧ୍ୟାହ୍ନରେ ଫୁଲବାଣୀ ସହର ଆମଲାପଡ଼ା ଠାରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ । ଜଣେ ମଧ୍ୟବୟସ୍କ ମହିଳା ଏଠାରେ ଥିବା ଏକ ଟେଲିଫୋନ୍ ଟାଓ୍ଵାର ଉପରକୁ ଚଢ଼ିଗଲେ । ଆଉ ଓହ୍ଲାଇଲେ ନାହିଁ । କିଛି ସମୟ ପୂର୍ବରୁ…

ଯାଜପୁର : ନିଜ ଜୀବନକୁ ବାଜି ଲଗାଇ ନଦୀରେ ଭାସି ଯାଉଥିବା ବୃଦ୍ଧାଙ୍କୁ ଉଦ୍ଧାର କଲେ ଯୁବକ

ଯାଜପୁର ଟାଉନ (କେ ନଢ଼୍ୟୁଜ୍‌) : ଯାଜପୁର ଜିଲା ବିଂଝାରପୁର କଲ୍ୟାଣେଶ୍ୱର ଅଂଚଳର ଘଟଣା । ପ୍ରବଳ ନଦୀ ସ୍ରୋତରେ ଜଣେ ବୃଦ୍ଧା ଭାସି ଯାଉଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ଉଦ୍ଧାର କଲେ ଜଣେ ଯୁବକ । ଏହି ଘଟଣାର ଭିଡିଓ କଏଦ ହୋଇଛି ମୋବାଇଲ କ୍ୟାମେରାରେ । ଏଠାକାର ଖରସ୍ରୋତା ନଦୀରେ…

ଚଳନ୍ତା ଟ୍ରେନ୍‌ରେ ଚଢୁଥିବାବେଳେ ଖସି ପଡ଼ି ଅଳ୍ପକେ ବର୍ତ୍ତିଯାଇଥିବା ଅଧ୍ୟାପିକାଙ୍କର ସରିଲା ନିର୍ବନ୍ଧ, ଆର୍‌ପିଏଫ୍…

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଷ୍ଟେସନରେ ଚଳନ୍ତା ଟ୍ରେନ୍‌ରେ ଚଢୁଥିବାବେଳେ ଖସି ପଡ଼ି ଅଳ୍ପକେ ବର୍ତ୍ତିଯାଇଥିଲେ ଅଧ୍ୟାପିକା ନିବେଦିତା ସାହୁ । ଯାହାଙ୍କର ନିଜ ଗାଁ ଢେଙ୍କାନାଳର ମେରାମଣ୍ଡଳୀରେ ଗତକାଲି ନିବନ୍ଧ ହୋଇଛି । ମାର୍ଚ୍ଚ ୧୧ ତାରିଖରେ ପାରାଦୀପରେ ତାଙ୍କ ବିବାହ ହେବ ।…

ଯାଜପୁର କଲେଜ ଛକ ନିକଟ ରାସ୍ତା କଡ଼ରୁ ମୁମୁର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର

ଯାଜପୁର ରୋଡ୍‌(କେନ୍ୟୁଜ୍): ଯାଜପୁର ରୋଡ୍‌ ଥାନା କଲେଜ ଛକ ନିକଟରେ ରାସ୍ତା କଡ଼ରୁ ମୁମୁର୍ଷୁ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର । ଯୁବତୀଙ୍କୁ ଉଦ୍ଧାର କରି ଦାନଗଦୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସେ ଯାଜପୁର ରୋଡ୍‌ କୋର୍ଟରେ କନିଷ୍ଠ କିରାଣୀ ଭାବେ କାମ କରନ୍ତି ବୋଲି ଜଣାପଡ଼ିଛି ।

ସ୍ତ୍ରୀକୁ ଗୋଟିଏ ଘରେ ବନ୍ଦ କରି ଭୋକ ଉପାସରେ ରଖିଥିଲା ସ୍ୱାମୀ, ଖବର ପାଇ ମହିଳାଙ୍କୁ ଉଦ୍ଧାର କଲେ ସମାଜ ସେବୀ ଓ…

ତାଳଚେର: ରାକ୍ଷସ ସ୍ୱାମୀର ହୀନ ପ୍ରବୃତ୍ତି । ସ୍ତ୍ରୀକୁ ଗୋଟିଏ ଘରେ ବନ୍ଦ କରି ତାଲା ପକାଇ ଭୋକ ଉପାସରେ ରଖିଲା ସ୍ୱାମୀ । ଦୀର୍ଘ ତିନି ଦିନ ଧରି ସ୍ତ୍ରୀକୁ ବନ୍ଦ କରି ରଖିବା ପରେ ଖବର ପାଇ ମହିଳାଙ୍କୁ ଉଦ୍ଧାର କଲେ ସମାଜ ସେବୀ ଓ ବିଭିନ୍ନ ସଂଘ କର୍ମକର୍ତ୍ତା। ଭାଉଜ ସହ ଅନୈତିକ ସଂପର୍କ…