WTC ଫାଇନାଲ : ପିଚ୍ ଫଟୋ ଦେଖି ଚିନ୍ତାରେ ଟିମ୍ ଇଣ୍ଡିଆ, କେମିତି ଖେଳିବ ମ୍ୟାଚ୍ !
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍ ଆସନ୍ତାକାଲିରୁ ଖେଳାଯିବ । ଇଂଲଣ୍ଡର ଓଭାଲରେ ଏହି ମ୍ୟାଚ୍ ଖେଳାଯିବ । ଇଂଲଣ୍ଡର ଓଭାଲ୍ରେ ଗ୍ରୀନ୍ ପିଚ୍ ଅପେକ୍ଷା କରିଛି ଟିମ୍ ଇଣ୍ଡିଆକୁ । ତେବେ ଫାଇନାଲ ମ୍ୟାଚ ପୂର୍ବରୁ ଟିମ୍ ପାଇଁ ଖରାପ ଖବର । ଫାଇନାଲ…