ମା’ ହେବାକୁ ଯାଉଛନ୍ତି ଶ୍ରେୟା ଘୋଷାଲ, ବେବି ବମ୍ପ ଫଟୋ ସେୟାର କରି କହିଲେ ପିଲାର ନାଁ

ମା’ ହେବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଖୁବ୍‌ଶୀଘ୍ର ଶ୍ରେୟା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ନିଜେ ଶ୍ରେୟା। ଅନୁଷ୍କା ଶର୍ମା, କରୀନା କପୁର, କପିଲ ଶର୍ମା ପ୍ରମୁଖ ଅନେକ ସେଲିବ୍ରିଟିଙ୍କ ପରେ ଏବେ ଶ୍ରେୟା ନୂଆ…

ସମୁଦ୍ରକୂଳରେ ବୁଲିବା ବେଳେ ମହିଳା ପାଇଲେ ଏମିତି ଜିନିଷ, ଯାହା ତାଙ୍କୁ ରାତାରାତି କରିଦେଲା କୋଟିପତି

ଥାଇଲାଣ୍ଡ ସମୁଦ୍ରକୂଳରେ ବୁଲୁଥିବା ଜଣେ ମହିଳାଙ୍କ ହାତରେ ଲାଗିଛି ଖଜାନା। ଏହି ମୂଲ୍ୟବାନ୍‌ ଜିନିଷ ପାଇବା ପରେ ସେ ରାତାରାତି କୋଟିପତି ହୋଇଯାଇଛନ୍ତି। ଆପଣ ଭାବୁଥିବେ ବୋଧେ ମହିଳାଙ୍କୁ ସମୁଦ୍ରକୂଳରେ ହୀରା ମୋତି ଖଚିତ ହାର ମିଳିଗଲା। କିନ୍ତୁ ନା। ତାଙ୍କୁ ସେସବୁ କିଛି ମିଳିନାହିଁ।…

Samsung ଆଣୁଛି ଦମ୍‌ଦାର ଆପ୍‌, ଏବେ ଲାପଟପ୍‌ରୁ ମଧ୍ୟ କରିପାରିବେ ଟେକ୍ସଟ୍‌ ମେସେଜ୍‌

ଲାପଟପ୍‌ରୁ ମେସେଜ୍‌ ପଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ସାମସଙ୍ଗ୍‌ ଏବେ ଏକ ଏଭଳି ମେସେଜିଂ ସର୍ଭିସ ଉପରେ କାମ କରୁଛି, ଯାହା ସାହାଯ୍ୟରେ ଆପଣ ନିଜ ଲାପଟପ୍‌ରୁ ବି ଟେକ୍ସଟ୍‌ ମେସେଜ୍‌ କରିପାରିବେ। ରିପୋର୍ଟ ମୁତାବକ, ସାମ୍‌ସଙ୍ଗର ମେସେଜିଂ ସର୍ଭିସ୍‌କୁ କେତେକ Windows…

ସୁଜେନ୍‌ଙ୍କ ଠାରୁ ଛାଡ଼ପତ୍ର ପରେ ବି ପୁଣିଥରେ ବିବାହ କଥା ଚିନ୍ତା କରିପାରିବେନି ହ୍ରିତିକ ରୋଶନ୍‌, ନିଜେ କଲେ ଖୁଲାସା

ବଲିଉଡ୍‌ରେ ବୋଧେ ମାତ୍ର ହାତ ଗଣତି କିଛି ସେଲିବ୍ରିଟି ଯୋଡ଼ି ଥିବେ ଯେଉଁମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିବ। ସେଭଳି ଏକ କପଲ ହେଉଛନ୍ତି ହ୍ରିତିକ୍‌ ରୋଶନ୍‌ ଓ ସୁଜେନ୍‌ ଖାନ୍‌। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲେ ମଧ୍ୟ ଏବେ ବି ଭଲ ଅଣ୍ଡରଷ୍ଟାଣ୍ଡିଂ ରହିଛି। ହ୍ରିତିକ ଓ ସୁଜେନ୍‌ ପ୍ରେମ…

ପିରିୟଡ୍ସ ବେଳେ ପ୍ୟାଡ୍‌ର ବ୍ୟବହାର ଛଡ଼ାଇନିଏ ମା’ ହେବାର ସୁଖ, ଜାଣନ୍ତୁ ଏହାକୁ ବ୍ୟବହାର କରିବାର ସଠିକ୍‌ ଉପାୟ

ମାସିକ ଧର୍ମ ବେଳେ ମହିଳାମାନେ ସାଧାରଣତଃ ସାନିଟାରୀ ପ୍ୟାଡ୍‌ ଉପରେ ନିର୍ଭର କରିଥାନ୍ତି। ଏହା ମହିଳାଙ୍କୁ ବହୁତ ସାହାଯ୍ୟ କରେ। ଏଣୁ ପ୍ରତ୍ୟେକ ମହିଳାଙ୍କ ପ୍ରଥମ ପସନ୍ଦ ହେଉଛି ସାନିଟାରୀ ନାପକିନ୍‌। କିନ୍ତୁ ଅସୁବିଧା ଦିନରେ କାମରେ ଆସୁଥିବା ପ୍ୟାଡ୍‌ ସତରେ କ’ଣ ସମ୍ପୂର୍ଣ୍ଣ ଭାବେ…

ଟିକେ ଆଶ୍ୱସ୍ତି! କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ହ୍ରାସ ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୨୯ ପଇସା କମି ୯୧ ଟଙ୍କା ୯୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୨୮ ପଇସା କମି ୮୮ ଟଙ୍କା ୭୯ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍ ପେଟ୍ରୋଲ ଏବଂ…

ବଢ଼ିଲା ସୁନା, ଜାଣନ୍ତୁ ଆଜି କେତେ ଅଛି ୧୦ ଗ୍ରାମକୁ

ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୫୦ ଟଙ୍କା ବଢ଼ି ୪୪,୬୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୩୭୦ ଟଙ୍କା ବଢ଼ି ୪୮,୬୫୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ଭକ୍ତର ମନ ବୁଝି ସବୁ ମାନସିକ ପୂରଣ କରନ୍ତି ଗଞ୍ଜାମର ମା’ ରତ୍ନେଶ୍ବରୀ

ଗଞ୍ଜାମ ଜିଲ୍ଲା ଚିକିଟି- ଦିଗପହଣ୍ଡି ରାସ୍ତା ପାର୍ଶ୍ବରେ ରହିଛି ରତ୍ନେଶ୍ବରୀ ଶକ୍ତି ପୀଠ। ମା' ରତ୍ନେଶ୍ବରୀଙ୍କ ଉପରେ ରହିଛି ଲୋକଙ୍କର ପ୍ରଗାଢ ବିଶ୍ୱାସ। ଶାର୍ଗୁଣା ଖୋଲ ନାମରେ ନାମିତ ଏକ ପାହାଡ ତଳେ ମା' ପୂଜିତା। କାହିଁ କେଉଁ କାଳରୁ ମା' ଏଠାରେ ଆବିର୍ଭାବ ହୋଇ ପୂଜା ପାଇ ଆସୁଛନ୍ତି।…

ଦିନ ଆରମ୍ଭରୁ ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ

ମେଷ: ଆପଣଙ୍କ ଶକ୍ତିର ସ୍ତର ବଢ଼ିବ। ଲୋକମାନଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଉନ୍ନତିର ନୂଆ ମାର୍ଗ ଖୋଲିବ। ବୃଷ: ପୂଜାପାଠରେ ଅଧିକ ସମୟ ଦେବେ। ସ୍ତ୍ରୀ ଓ ମାଆଙ୍କ ପୂରା ସହଯୋଗ ପାଇବେ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି। ମିଥୁନ: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା…

କରୋନା ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଲେ ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବ

ଟିମ୍‌ ଇଣ୍ଡିଆର ପୂର୍ବ କ୍ରିକେଟର କପିଲ ଦେବ ବୁଧବାର ଦିଲ୍ଲୀର ଫୋର୍ଟିସ ହସ୍ପିଟାଲରେ କରୋନା ଭ୍ୟାକ୍‌ସିନ୍‌ର ପ୍ରଥମ ଡୋଜ୍‌ ନେଇଛନ୍ତି। କପିଲ ଦେବଙ୍କ ପୂର୍ବରୁ ଟିମ୍‌ର ବର୍ତ୍ତମାନର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ, ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସନ୍ଦୀପ ପାଟିଲ ଓ ମଦନଲାଲ କରୋନାର…

କରୋନା କରିଦେଲା ସଫଳ ଉଦ୍ୟୋଗୀ, ଆଗରୁ ପର ପାଖେ ଖଟୁଥିବା ରଞ୍ଜନ ଏବେ ନିଜେ ମାଲିକ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଗୁଣ୍ଠି ଗାଁର ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କୁ ନେଇ ଚର୍ଚ୍ଚା ହେବାର କାରଣ ବି ରହିଛି । ତାଙ୍କ ନାଁ ହେଉଛି ରଞ୍ଜନ କୁମାର ସାହୁ। ରଞ୍ଜନ ଦୀର୍ଘ ୨୧ ବର୍ଷ ହେଲା ବିଭିନ୍ନ କପଡା ଉଦ୍ୟୋଗରେ କାମ କରି ଆସୁଥିଲେ। ଦିଲ୍ଲୀ, ବେଙ୍ଗାଲୁରୁ,…

କି ଯୁଗ ହେଲାରେ ବାବା! ନିଜେ ନିଜକୁ ବିବାହ କଲେ ମହିଳା, ପୁଣି ଏମିତି କଲେ କିସ୍‌

ୟୁଏସ୍‌ର ଜଣେ ମହିଳା ଏକ ଏଭଳି କାମ କରିଛନ୍ତି, ଯାହା ଶୁଣିଲେ ଆପଣ ବି ଚକିତ ହୋଇପଡ଼ିବେ। କାରଣ ମହିଳା ଜଣକ ନିଜେ ନିଜକୁ ହିଁ ବିବାହ କରିଛନ୍ତି। କେହି କେବେ ପୂର୍ବରୁ ଏଭଳି କଥା ଭାବିନଥିବେ। କିନ୍ତୁ ମହିଳା ଜଣକ ତାହା କରି ଦେଖାଇଛନ୍ତି। କେବଳ ଏତିକି ନୁହେଁ, ମହିଳା ନିଜର ଏହି ବିବାହରେ…