Browsing Category

ବ୍ୟବସାୟ ଓ ଅର୍ଥନୀତି

ଖୁସି ଖବର! କମିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

କମିଲା ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର କାଲି ତୁଳନାରେ ୩୪ ପଇସା କମି ୯୧ ଟଙ୍କା ୦୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୩୩ ପଇସା କମି ୮୭ ଟଙ୍କା ୯୩ ପଇସା ଅଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ୍: ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ…

ପୁଣି କମିଲା ସୁନା ଦାମ୍, ଜାଣନ୍ତୁ ଆଜିର ତାଜା ଅପଡେଟ୍

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୩୧୦ ଟଙ୍କା କମି ୪୫,୬୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୩୧୦ ଟଙ୍କା କମି ୪୯,୮୭୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪…

ICSI.edu ୱେବସାଇଟରେ ଆସନ୍ତା କାଲିଠାରୁ ମିଳିବ ଆଇସିଏସଆଇ ସିଏସଇଇଟି ଆଡମିଟ କାର୍ଡ ୨୦୨୧

The Institute Of Company Secretaries Of India ଆସନ୍ତା କାଲି ଦ୍ୱିପହର ୨ଟାରେ ନିଜ ୱେବସାଇଟ ICSI.eduରେ CSEET ପରୀକ୍ଷା ୨୦୨୧ର ଆଡମିଟ କାର୍ଡ ଜାରି କରିବାକୁ ଯାଉଛି । ଆଇସିଏସଆଇ ପକ୍ଷରୁ ଏଥିପାଇଁ ତାରିଖ ଘୋଷଣା କରାଯାଇଛି । ଏହାସହ କମ୍ପାନୀ ସେକ୍ରେଟରୀ ଏଗ୍‌ଜିକ୍ୟୁଟିଭ ଟେଷ୍ଟ…

ଗ୍ରାହକଙ୍କୁ ସତର୍କ କଲା SBI! ଏମିତି QR କୋଡ୍‌ ସ୍କାନ କରିବ ତ ଆକାଉଣ୍ଟ ହୋଇଯିବ ଖାଲି, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ଭିତରେ ସେପଟେ ଡିଜିଟାଲ ବ୍ୟାଙ୍କିକ୍‌ର ବ୍ୟବହାର ବି ବହୁଳ ଭାବେ ବଢ଼ି ଚାଲିଛି। ଲୋକେ ଅନଲାଇନ ଉପାୟରେ ପଇସା ଲେଣଦେଣ କରୁଛନ୍ତି। ହେଲେ ଏହାର ଭରପୂର ସୁଯୋଗ ନେଉଛନ୍ତି ଅନଲାଇନ ଠକ। ବ୍ୟାଙ୍କ୍‌ ୟୁଜରମାନଙ୍କୁ ଠକି ଆକାଉଣ୍ଟରୁ ଗାଏବ କରି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ତେଣୁ…

ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ଦାମ୍

ଗତକାଲି ତୁଳନାରେ ଆଜି ବଢିଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୪୧ ପଇସା ବଢି ୯୧ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ମଧ୍ୟ ପ୍ରତି ଲିଟର ପିଛା ୮୭ ଟଙ୍କା ୯୮ ପଇସା ଅଛି। ତେବେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ…

ସୁନା କିଣିବାକୁ ଚାହୁଁଥିଲେ ଆଜି ହିଁ କିଣି ଆଣନ୍ତୁ, କମିଲା ସୁନା ଦାମ୍

କଣ ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି, ତାହେଲେ ଏଇଠି ପାଇପାରିବେ ସୁନା ମୂଲ୍ୟର ତାଜା ଅପଡେଟ। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୪୦ ଟଙ୍କା କମି ଦଶ ଗ୍ରାମ ପ୍ରତି ୪୪,୮୦୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୧୦ ଟଙ୍କା କମି ୪୫,୮୦୦ ଟଙ୍କା ଥିବା…

୨୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ବେଷ୍ଟ ଇଣ୍ଟରନେଟ୍‌ ପ୍ଲାନ, ମିଳିବ ୮୪ ଜିବି ଡାଟା

କରୋନା ମହାମାରୀ କାରଣରୁ ଏବେ ଓ୍ଵାର୍କ ଫ୍ରମ୍‌ ହୋମ୍‌ ଚାଲୁଛି। ମହାମାରୀର ଦ୍ୱିତୀୟ ଲହର ଆସିବା କାରଣରୁ ଏହି ଓ୍ଵାର୍କ ଫ୍ରମ ହୋମ୍‌ ଚଳଣୀ ଆହୁରି ବଢ଼ିବାରେ ଲାଗିଛି। ଗତ ର୍ଷ Jio, BSNL ଏବଂ Vi ଭଳି ଟେଲିକମ୍‌ କମ୍ପାନୀ ହୋମ ପ୍ରିପେଡ ପ୍ଲାନ୍ସରେ କାମ ଆରମ୍ଭ କରିଥିଲେ ଯାହା ଡାଟା-ଓନଲୀ…

ବ୍ଯାଙ୍କରେ କାମ ଥିଲେ ଜଲଦି ସାରିଦିଅନ୍ତୁ, ମଇ ମାସରେ ୧୨ ଦିନ ବନ୍ଦ ରହିବ ବ୍ଯାଙ୍କ

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ବ୍ୟାଙ୍କଗୁଡ଼ିକରେ କାରବାର ସମୟ ୪ ଘଣ୍ଟାକୁ ସୀମିତ କରାଯାଇଛି । ବ୍ୟାଙ୍କିଙ୍ଗ୍ ସମୟ ସକାଳ ୧୦ଟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେବ ବୋଲି ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି କୁହାଯାଇଛି ।  କରୋନା କାଳରେ…

କମିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଜାଣନ୍ତୁ ଆଜି କେତେ ରହିଛି ଆପଣଙ୍କ ସହରରେ ଦାମ୍

ଗତକାଲି ତୁଳନାରେ ଆଜି କମିଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୨ ପଇସା କମି ୯୧ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ମଧ୍ୟ ପ୍ରତି ଲିଟର ପିଛା ୮୭ ଟଙ୍କା ୮୬ ପଇସା ଅଛି। ତେବେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ…

ସ୍ଥିର ରହିଛି ସୁନା ଦାମ୍‌, ସୁନା କିଣିବାକୁ ଚାହୁଁଥିଲେ ଆଜି ହିଁ କିଣି ଆଣନ୍ତୁ

କଣ ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି, ତାହେଲେ ଏଇଠି ପାଇପାରିବେ ସୁନା ମୂଲ୍ୟର ତାଜା ଅପଡେଟ। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଟଙ୍କା କମି ଦଶ ଗ୍ରାମ ପ୍ରତି ୪୪,୯୪୦ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୪୫,୯୪୦ ଟଙ୍କା ଥିବା…

ଗୋଟିଏ ଆପରେ ସବୁ କମ୍ପାନୀର ଗ୍ୟାସକୁ କରିପାରିବେ ବୁକ୍‌, କେମିତି ଜାଣନ୍ତୁ ଷ୍ଟେପ ବାଇ ଷ୍ଟେପ ପ୍ରୋସେସ୍‌

ଆଜିର ସମୟରେ ସବୁ କାମ ପାଇଁ ଆମକୁ ଅଲଗା ଅଲଗା ପ୍ଲାଟଫର୍ମ ବ୍ୟବହାର କରିବାକୁ ପଡିଥାଏ। ଏହି କାରଣରୁ ଅନେକ ଥର ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଆପଣ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଉମଙ୍ଗ ଆପରେ ଅନେକ ପ୍ରକାର କାମ ଏକାସାଥିରେ କରିପାରିବେ।ଉମଙ୍ଗ୍ ଆପ୍ ଏମିତି ଏକ ଆପ୍‌, ଯାହା…

ଏଠାରେ ଜାଣନ୍ତୁ ଆଜି କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍

ଗତକାଲି ତୁଳନାରେ ଆଜି ବଢିଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୩୦ ପଇସା ବଢି ୯୧ ଟଙ୍କା ୧୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ମଧ୍ୟ ପ୍ରତି ଲିଟର ପିଛା ୮୭ ଟଙ୍କା ୯୮ ପଇସା ଅଛି। ତେବେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ…