Browsing Category

ବ୍ୟବସାୟ ଓ ଅର୍ଥନୀତି

ପୁଣି ଅଫର୍ ଷ୍ଟାର୍ଟ କଲା Amazon, ଡିଜିଟାଲ୍ ପେମେଣ୍ଟ କଲେ ପାଇବେ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍

ଇ-କମର୍ସ କ୍ଷେତ୍ରର ପ୍ରମୁଖ କମ୍ପାନୀ ଆମାଜନ୍ ଇଣ୍ଡିଆ ୧୨ ଡିସେମ୍ବରରୁ ସ୍ମଲ୍ ବିଜନେସ୍ ଡେ (Small Business Day) ର ଚତୁର୍ଥ ଏଡିଶନ୍ ଲଞ୍ଚ କରିବା ନେଇ ଗତକାଲି ଘୋଷଣା କରିଛି। ଏସବିଡି (SBD) ୧୨ ଡିସେମ୍ବର ୨୦୨୦ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ସେଦିନ ରାତି ୧୧.୫୯ ପର୍ଯ୍ୟନ୍ତ ଚାଲିବ।…

SBIରେ ନିଯୁକ୍ତି : ଖାଲିପଡିଛି ୮୫୦୦ ଆପ୍ରେଣ୍ଟିସ୍ ପଦବୀ, ଡିସେମ୍ବର ୧୦ ପୂର୍ବରୁ କରନ୍ତୁ ଆବେଦନ

SBI Apprentice Recruitment 2020 : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ୮୫୦୦ ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି 10 ଡିସେମ୍ବର 2020 । ଆପ୍ରେଣ୍ଟିସିପ୍ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ଶେଷ ତାରିଖ ପୂର୍ବରୁ ଆବେଦନ କରିବାକୁ…

ଭୁବନେଶ୍ୱର AIIMS ରେ ଖାଲିପଡ଼ିଛି ଅନେକ ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଅଲଇଣ୍ଡିଆ ଇନଷ୍ଟିଚ୍ଯୁଟ୍ ଅଫ୍ ମେଡିକାଲ ସାଇନ୍ସ(AIIMS), ଭୁବନେଶ୍ବର ପକ୍ଷରୁ ଖାଲିପଡ଼ିଛି ଅନେକ ପଦବୀ। ଆସୋସିଏଟ ପ୍ରଫେସର, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର କିମ୍ବା ଆଡିସନାଲ ପ୍ରଫେସର ପଦବୀରେ ଭର୍ତ୍ତି କରାଯିବ। ଯେଉଁ ଇଚ୍ଛୁକ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି…

ରେକର୍ଡ ପାର କଲା ପେଟ୍ରୋଲ୍‌, ଜାଣନ୍ତୁ ଆଜି ପୁଣି କେତେ ଟଙ୍କା ବଢ଼ିଛି ପେଟ୍ରୋଲ୍‌-ଡିଜେଲ୍‌ ଦାମ

ରେକର୍ଡ ସ୍ତରରେ ପେଟ୍ରୋଲ ଡିଜେଲ ଦର। ୮୪ ଟଙ୍କା ପାର କରି ୮୫ ଟଙ୍କା ପାଖାପାଖିରେ ପହଁଚିଲା ପେଟ୍ରୋଲ। ଚିନ୍ତାରେ ଖାଉଟି, ପକେଟକୁ ଜାଳୁଛି ପେଟ୍ରୋଲ। ଆଜି ଭାରତୀୟ ବଜାରରେ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦାମ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୪. ୭୧ ଟଙ୍କା ରହିଛି।…

ଆଜି ପୂର୍ବଭଳି ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଗ୍ରାମ୍ ପ୍ରତି ଦାମ୍

ଆଜି ସୁନା ଦାମ୍ କିଛି ବି ପରିବର୍ତ୍ତନ ଆସିନାହିଁ । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮, ୩୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୩୪୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

ରେକର୍ଡ ଭାଙ୍ଗିଲା ପେଟ୍ରୋଲ୍‌ ଦର : ୮୪ ଟଙ୍କା ଟପିଲା ଦାମ୍‌, ଡିଜେଲ ବି ପଛରେ ନାହିଁ

ଭୁବନେଶ୍ୱର (କେନ୍ୟୁଜ୍‌) : ଚାଳକଙ୍କୁ ଚିନ୍ତାରେ ପକାଇଛି ତୈଳ ଦର। ଏବେ ଗାଡି ଚାଳକଙ୍କୁ ଘାରିଲା ପେଟ୍ରୋଲ ଡିଜେଲ ଦାମ୍‌। ଗତ ୧୬ ଦିନରେ ୧୪ ଥର ବଢ଼ି ପେଟ୍ରୋଲ ଲିଟର ପିଛା ଟପିଲା ୮୪ ଟଙ୍କାକୁ। ଡିଜେଲ ଦରରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି। ଡିଜେଲ ପ୍ରତି ଲିଟର ପିଛା ୮୦ ଟଙ୍କା ପାର…

NTPCରେ ଚାକିରି ସୁଯୋଗ, ଇଂଜିନିୟର ପଦବୀ ପାଇଁ ଜଲଦି କରନ୍ତୁ ଆବେଦନ

ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାରଙ୍କ ନ୍ଯାସନାଲ ଥର୍ମାଲ ପାୱର କର୍ପୋରେସନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। NTPC ଡିପ୍ଲୋମା ଇଂଜିନିୟରର୍ସ ପଦ ପାଇଁ ଆବେଦନ ଗ୍ରହଣ କରୁଛି। ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ…

ସାମାନ୍ୟ ବଢିଛି ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ

ଆଜି ଭାରତୀୟ ବଜାରରେ ସାମାନ୍ୟ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦାମ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୪.୫୩ ଟଙ୍କା ରହିଛି। ସେହିଭଳି ଡିଜେଲ୍‌ ଦର ଲିଟର ପିଛା ୮୦.୩୩ ପଇସା ଥିବା ରେକର୍ଡ ହୋଇଛି। ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ।…

କିଛିଦିନ ସୁନା ଦାମ୍ କମିବା ପରେ ପୁଣି ଆସିଲା ପରିବର୍ତ୍ତନ, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଗ୍ରାମ୍ ପ୍ରତି…

ଆଜି ସୁନା ଦାମରେ ସାମାନ୍ୟ ପରିବର୍ତ୍ତନ ଘଟିଛି । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୮, ୩୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୯,୩୪୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ…

୨୦୨୧ ମେ’ ପର୍ଯ୍ୟନ୍ତ ଘରୁ କାମ କରିବେ ଫ୍ଲିପକାର୍ଟର ୧୨ ହଜାର କର୍ମଚାରୀ, ପଜିଟିଭ୍ ହେଲେ କଟିବନି ଟଙ୍କା

ପୁଣି କରୋନାର ପାଦୁର୍ଭାବ ବଢ଼ିବାରେ ଲାଗିଛି। କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ୧୨,୦୦୦ କର୍ମଚାରୀଙ୍କ ପାଇଁ ଘରୁ କାମ କରିବାର ଅବଧିକୁ ବଢ଼ାଇ ଦେଇଛି। ଏବେ କର୍ମଚାରୀ ୩୧ ମଇ ୨୦୨୧ ପର୍ଯ୍ୟନ୍ତ ‘ଓ୍ଵାର୍କ ଫ୍ରମ୍ ହୋମ୍’ ପଲିସି ଅନୁଯାୟୀ ଘରୁ କାମ କରିବେ।…

ସିମେଣ୍ଟ ଉତ୍ପାଦନ କ୍ଷମତା ବଢାଇବା ପାଇଁ ଅଲଟ୍ରାଟେକ୍ କରିବ ୫,୪୭୭ କୋଟି ଟଙ୍କାର ନିବେଶ, ଏହିସବୁ ରାଜ୍ଯରେ କରିବ…

ଦେଶର ସବୁଠାରୁ ବଡ଼ ସିମେଣ୍ଟ କମ୍ପାନୀ ଅଲ୍ଟ୍ରାଟେକ୍ ସିମେଣ୍ଟ ନିଜର କ୍ଷମତା ବିସ୍ତାର କରିବା ପାଇଁ ସାଢେ ୫ ହଜାର କୋଟିର ନିବେଶ କରିବ। ୧,୨୮ କୋଟି ଟନ୍ ବିସ୍ତାର କରିବା ପାଇଁ ଏମିତି କରିଛି କମ୍ପାନୀ। ଯାହା ଫଳରେ କମ୍ପାନୀର ବାର୍ଷିକ ଉତ୍ପାଦନ କ୍ଷମତା ୧୩.୬ କୋଟି ଟନରୁ ଅଧିକ ହେବ।…

LPG Cylinder ରେ ମିଳୁଛି ୫୦୦ ଟଙ୍କାର କ୍ଯାଶବ୍ଯାକ୍, ଜାଣନ୍ତୁ କେମିତି ପାଇବେ

ରୋଷେଇରେ ବ୍ଯବହାର ହେଉଥିବା ଏଲପିଜି ସିଲିଣ୍ଡରରେ ଆପଣଙ୍କୁ ୫୦୦ ଟଙ୍କାର ଫାଇଦା ସିଧାସଳଖ ମିଳିପାରେ। ଏହି ଖାସ୍ ସ୍କିମ ଜରିଆରେ ଆପଣଙ୍କୁ କରିବାକୁ ପଡ଼ିବ ଏଲପିଜି ସିଲିଣ୍ଡର ବୁକିଂ । ତେବେ ଆସନ୍ତୁ ଜାଣିବା… କେମିତି ଉଠାଇବେ ଫାଇଦା.. ସୂଚନା ମୁତାବକ, ପେଟିଏମ୍ ନିଜର ଗ୍ରାହକଙ୍କୁ…