Browsing Category

ବ୍ୟବସାୟ ଓ ଅର୍ଥନୀତି

ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍‌, ଏଠାରେ ଯାଞ୍ଚ କରନ୍ତୁ ଆଜିର ଅପଡେଟ୍

ଦେଶରେ ଏବଂ ରାଜ୍ୟରେ ତେଲ ଦାମ୍‌ କମିବା ପରେ ଗ୍ରାହକଙ୍କ ସାମାନ୍ୟ ଆଶ୍ୱସ୍ତି ମିଳିଛି। କ୍ରମାଗତ ଭାବେ ୧୭ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦାମ୍‌ ସ୍ଥିର ରହିଛି। କେନ୍ଦ୍ର ସରକାର ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ଦାମ୍‌ ୧୦ ଟଙ୍କା କମାଇଥିଲେ। ଏହା ପରେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ କିଛି…

ରେଲୱେର ବଡ଼ ନିଷ୍ପତ୍ତି: ଦେଶର ଏହି ସବୁ ଟ୍ରେନ ହେବ ସମ୍ପୂର୍ଣ୍ଣ ନିରାମିଷ, ଯାତ୍ରା ସମୟରେ କୌଣସି ବି ଯାତ୍ରୀ ଖାଇବେନି…

ବହୁତ ଜଲ୍‌ଦି ଟ୍ରେନ୍‌ଗୁଡ଼ିକରେ ଆମିଷ ଖାଇବା ଏବଂ ନେଇ ଯିବାରେ ପ୍ରତିବନ୍ଧକ ଲାଗିବ। ଏହି ନିୟମ ସାରା ଦେଶର ସେହି ସବୁ ଟ୍ରେନ୍‌ରେ ଲାଗୁ ହେବ, ଯେଉଁଗୁଡ଼ିକ ଧାର୍ମିକ ସ୍ଥଳ ଅଭିମୁଖେ ଯାତ୍ରା କରୁଥିବ। ଭାରତୀୟ ରେଲେଓ୍ଵ ଏହାର ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଏହି ନିୟମ ପର୍ଯ୍ୟାୟ କ୍ରମେ ସବୁ…

ଗୁରୁ ନାନକ ଜୟନ୍ତୀ ଯୋଗୁ ଆଜି ବନ୍ଦ ରହିଛି ସେୟାର ମାର୍କେଟ୍‌, ହେବନି କୌଣସି ଟ୍ରେଡିଂ

ଗୁରୁ ନାନକ ଜୟନ୍ତୀ ଯୋଗୁ ଆଜି ବନ୍ଦ ରହିଛି ସେୟାର ମାର୍କେଟ୍‌। ଏଥିସହ ଆଜି କରେନ୍ସି ଓ ଡେରିଭେଟିଭ୍‌ ମାର୍କେଟରେ ମଧ୍ୟ କୌଣସି କାମଧନ୍ଦା ହେବ ନାହିଁ। ଆସନ୍ତା ଦୁଇ ଦିନ ସେୟାର ମାର୍କେଟରେ ସାପ୍ତାହିକ ଅବକାଶ ବା ଛୁଟି ରହିବ। ଏଣୁ ସେୟାର ମାର୍କେଟ, ଡେରିଭେଟିଭ୍‌ ଓ କରେନ୍ସି ମାର୍କେଟ୍‌…

କ୍ରମାଗତ ଭାବେ ୧୭ ଦିନ ହେଲା ସ୍ଥିର ରହିଛି ପେଟ୍ରୋଲ ଓ ଡିଜେଲ ଦାମ୍‌, ଏଠାରେ ଯାଞ୍ଚ କରନ୍ତୁ

ଦେଶରେ ଏବଂ ରାଜ୍ୟରେ ତେଲ ଦାମ୍‌ କମିବା ପରେ ଗ୍ରାହକଙ୍କ ସାମାନ୍ୟ ଆଶ୍ୱସ୍ତି ମିଳିଛି। କ୍ରମାଗତ ଭାବେ ୧୭ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦାମ୍‌ ସ୍ଥିର ରହିଛି। କେନ୍ଦ୍ର ସରକାର ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ଦାମ୍‌ ୧୦ ଟଙ୍କା କମାଇଥିଲେ। ଏହା ପରେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ କିଛି…

କମିଲା ସୁନା ଓ ରୁପା ଦାମ୍‌, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍‌

ବିବାହ ଋତୁ ଆସିଗଲାଣି। ଯଦି ଆପଣ ନିଜ ପୁଅ କିମ୍ବା ଝିଅ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ସୁନା ଦାମ୍‌ କେତେ ରହିଛି ଜାଣିବା ନିତାନ୍ତ ଜରୁରୀ। ତେବେ ଆଜି ସୁନା ଦାମ୍‌ରେ ହ୍ରାସ ଘଟିଛି। ସୁନା ଆଜି ୩୭୦ ଟଙ୍କା କମିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି…

ରିଲାଏନ୍ସର ଏହି ସବୁ ପ୍ଲାନରେ ମିଳୁଛି କ୍ୟାସବ୍ୟାକ ଅଫର, ସୁଯୋଗର ଲାଭ ତୁରନ୍ତ ନିଅନ୍ତୁ

ଭାରତର ଏକ ବଡ ଆକାରର ଜନସଂଖ୍ୟା ରିଲାଏନ୍ସ ଜିଓ ବ୍ୟବହାର କରିଥାନ୍ତି । ଆଉ ସମୟ ସମୟରେ କମ୍ପାନୀ ନିଜ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ ତଥା ରିଚାର୍ଜ ପ୍ଲାନ ମଧ୍ୟ ଲଂଚ କରିଥାଏ । ଆଜି ଆମେ ଆପନଙ୍କୁ ଜିଓର ଏମିତି କିଛି ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ କମ୍ପାନୀ…

ବେକାର ବସିଥିବା ଇଞ୍ଜିନିୟରଙ୍କ ପାଇଁ ଅଏଲ ଇଣ୍ଡିଆରେ ବାହାରିଲା ନିଯୁକ୍ତି, ମିଳିବ ଏତିକି ଲକ୍ଷ ଟଙ୍କା ଦରମା

ଯଦି ଆପଣ ଇଞ୍ଜିନିୟରିଂ ପାଠ ପଢ଼ିଛନ୍ତି ଏବଂ ଏକ ଭଲ ଚାକିରି ଖୋଜୁଛନ୍ତି, ତା’ ହେଲେ ଆପଣଙ୍କ ପାଇଁ ରହିଛି ଏକ ସୁବର୍ଣ୍ଣ ସୁଯୋଗ। କେନ୍ଦ୍ର ସରକାରଙ୍କ ଉଦ୍ଦ୍ୟୋଗ, ଅଏଲ ଇଣ୍ଡିଆ (Oil India Jobs) ଗ୍ରେଡ୍‌ ୭ ପଦଗୁଡ଼ିକ ପାଇଁ ବମ୍ପର ନିଯୁକ୍ତି ବାହାର କରିଛି। କହି ରଖୁଛୁ କି, ଏହି ବିଭିନ୍ନ…

ରେଳ ବିଭାଗ ପକ୍ଷରୁ ମୁମ୍ବାଇରେ ଆରମ୍ଭ ହେଲା ପ୍ରଥମ ପୋଡ୍‌ ହୋଟେଲ, ଦୂର ହେବ ଯାତ୍ରୀଙ୍କ ରୁମ୍‌ ଖୋଜିବା ଟେନ୍‌ସନ୍‌

ଭାରତୀୟ ରେଳ ବିଭାଗ ପକ୍ଷରୁ ମୁମ୍ବାଇ ସେଣ୍ଟାଲ ରେଲୱେ ଷ୍ଟେସନ୍‌ରେ ପ୍ରଥମ ପୋଡ୍‌ ହୋଟେଲ ଖୋଲା ଯାଇଛି। ଏହି ହୋଟେଲରେ ଯାତ୍ରୀଙ୍କୁ ସବୁ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ଶସ୍ତାରେ ଯୋଗାଇ ଦିଆଯିବ। ଦୂର ଦୂରାନ୍ତରୁ ଯାତ୍ରା କରି ଆସିଥିବା ଯାତ୍ରୀମାନେ ଏହି ହୋଟେଲ ଯୋଗୁ ଅଧିକ ଲାଭବାନ…

ପୁଣି ବଢ଼ିଲା ସୁନା ଦାମ୍, ଜାଣନ୍ତୁ ଆଜିର ତାଜା ଅପଡେଟ୍

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୫,୦୨୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୯,୧୫୦ ଟଙ୍କା ରହିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୧୬୦…

ଏଠାରେ ଯାଞ୍ଚ କରନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ-ଡିଜେଲ ମୂଲ୍ୟ

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୧ ଟଙ୍କା ୮୧ ପଇସା ହୋଇଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୧ ଟଙ୍କା ୬୨ ପଇସା ହୋଇଛି। ସେହିପରି ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୯୭…

ଅଢ଼େଇ ଲକ୍ଷ ଟଙ୍କା ଦେଇ BSNL ସିମ୍‌ କିଣିଲେ ଆଳୁ ବେପାରୀ, ଜାଣନ୍ତୁ ଏ ନମ୍ବରରେ ଏମିତି କ’ଣ ଅଛି

ସରକାରୀ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏବେ ଘୋର ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହାର ୟୁଜର୍ସ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛନ୍ତି। କିନ୍ତୁ ଭିଆଇପି ନମ୍ବର ଯୋଗୁ ବିଏସ୍‌ଏନ୍‌ଏଲ୍‌ ସବୁବେଳେ ଲୋକଙ୍କ ଧ୍ୟାନ ଆକର୍ଷିତ କରିଥାଏ। ଏହି ଭିଆଇପି ନମ୍ବର ଯୋଗୁ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି…

Airtelର ଏହି ପ୍ଲାନରେ ଗ୍ରାହକଙ୍କୁ ମିଳିବ ଏକ୍ସଟ୍ରା ଡାଟା, ଆପଣ ବି ସୁଯୋଗର ଲାଭ ଉଠାନ୍ତୁ

ଦେଶର ଅନ୍ୟତମ ଟେଲିକମ କମ୍ପାନୀ ଏୟାରଟେଲ ୨୫୦ରୁ ବି କମ ଟଙ୍କାରେ ପ୍ରତିଦିନ ୫୦୦ ଏମବି ଡାଟା ଫ୍ରିରେ ଯୋଗାଇ ଦିଆଯିବ । ଏହି ଲାଭ ୨୪୯ ଟଙ୍କିଆ ପ୍ରି-ପେଡ ପ୍ଲାନ ଉପଯୋଗ କରୁଥିବା ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ । ଏହି ପ୍ଲାନ ଗ୍ରାହକ ମାନଙ୍କୁ ପ୍ରତିଦିନ ୧.୫ GB ପ୍ରତିଦିନର ଡାଟା ୨୮…