Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ସୁନାର ଦର ଆଜି ୩୮,୪୭୦ ଟଙ୍କା ସର୍ବୋଚ୍ଚ ସ୍ତରରେ , ରୂପା ମଧ୍ୟ ଭାଙ୍ଗିଛି ରେକର୍ଡ

ରାଜଧାନୀ ଦିଲ୍ଲୀର ସରର୍ଫା ବଜାରରେ ସୋମବାର ସୁନା ୫୦ ଟଙ୍କା ବଢ଼ିବା ସହିତ ୩୮,୪୭୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଏବେ ପର୍ଯ୍ୟନ୍ତର ରେକର୍ଡ ସ୍ତରରେ ପହଁଚିଛି। ଚୀନ ଏବଂ ଆମେରିକା ମଧ୍ୟରେ ଟ୍ରେଡ ବାର ହେବା କାରଣରୁ ନିବେଶକ ସୁରକ୍ଷିତ ନିବେଶ ବିକଳ୍ପ ଭାବରେ ସୁନାର ଦର ବଢ଼ାଉଛନ୍ତି…

ଜମ୍ମୁ ଓ କଶ୍ମୀରରେ ପୁଞ୍ଜି ନିବେଶ ପାଇଁ ଫିଟିଛି ବାଟ, ଇଣ୍ଡଷ୍ଟ୍ରି ନିର୍ମାଣ କରିବ ରିଲାଏନ୍ସ

ଜମ୍ମୁ ଓ କଶ୍ମୀର ଉପରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ପୁଞ୍ଜି ନିବେଶ ପାଇଁ ବାଟ ଫିଟିଛି। ଆଗ୍ରହ ପ୍ରକାଶ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ। ଜମ୍ମୁ ଓ କଶ୍ମୀର, ଲଦାଖର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକୁ ସାଦର ଗ୍ରହଣ କରିଥିବା ନେଇ କହିଛନ୍ତି…

SBI ଦେଉଛି ୩ଲକ୍ଷରୁ ଅଧିକ ଦରମା, ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଅନେକ ପଦର ଭର୍ତ୍ତୀ ପାଇଁ ଆବେଦନ ଆରମ୍ଭ ହୋଇସାରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର୍ସ  (SCO) ପଦର ନିଯୁକ୍ତି ପାଇଁ ଆବେଦନ କରାଯାଉଛି। ଆଶାୟୀ ପ୍ରାର୍ଥୀଙ୍କ ଚୟନ ଶର୍ଟଲିଷ୍ଟଂ ଏବଂ ଇଣ୍ଟରଭ୍ୟୁ ଜରୀଆରେ ହେବ। ଆବେଦନ କରିବା…

ଖୁସିଖବର ! ଏବେ ୧୦ଟା ନୁହେଁ ଏହି ସମୟରେ ଖୋଲିବ ସମସ୍ତ ସରକାରୀ ବ୍ୟାଙ୍କ, ସେପ୍ଟେମ୍ବରରୁ ଲାଗୁ ହେବ ନୂଆ ନିୟମ

ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଏହା ବହୁତ ଭଲ ଖବର। କାରଣ ସାଧାରଣତଃ ଆପଣ ଜାଣିଥିବେ ସରକାରୀ ବ୍ୟାଙ୍କ ଗୁଡିକ ୧୦ ଟାରେ ଖୋଲିଥାଏ। କିନ୍ତୁ ନିକଟରେ ଅର୍ଥମନ୍ତ୍ରୀ ବ୍ୟାକିଂ ଡିଭିଜନର ଘୋଷଣା କରିଛନ୍ତି ଯେ ସମସ୍ତ ସରକାରୀ ଏବଂ କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ (RBI) ସକାଳ ୯ଟାରେ ଖୋଲିବ। ସାରା…

ଦୀପାବଳି ପାଇଁ ଏବେଠୁ ବୁକ୍‌ କରିନିଅନ୍ତୁ ବିମାନ ଟିକେଟ୍‌, ଆଗକୁ ବଢ଼ିପାରେ ଦାମ୍‌

ଏଥର ଅକ୍ଟୋବର ମାସରେ ପଡ଼ୁଛି ଦୀପାବଳି। ସାଧାରଣତଃ ଏହି ଉତ୍ସବ ଧନତେରାସ୍‌ରୁ ଆରମ୍ଭ ହୋଇଥାଏ। ଯଦି ଆପଣ ଦୀପାବଳି ଛୁଟିରେ ଘରକୁ ଯିବାକୁ ଚାହୁଁଥାଆନ୍ତି ଏବଂ ଏ ପଯ୍ୟର୍ନ୍ତ ଟକେଟ୍‌ ବୁକ୍‌ କରିନାହାନ୍ତି, ତା’ହେଲେ ଏବେଠୁ ଏହାକୁ କରାଇ ନିଅନ୍ତୁ। କାରଣ, ଆପଣଙ୍କ ଉପରେ ଅଧିକ ବୋଝ ପଡ଼ିବ ନାହିଁ।…

କୌଣସି ଲିଖିତ ପରୀକ୍ଷା ନ ଦେଇ ପାଆନ୍ତୁ ଚାକିରି, ଆରସିଏଫ୍‌ଏଲ ଆଣିଦେଇଛି ସୁଯୋଗ

ରାଷ୍ଟ୍ରୀୟ କେମିକାଲ୍ସ ଏଣ୍ଡ ଫର୍ଟିଲାଇଜର୍ସ ଲିମିଟେଡ (ଆରସିଏଫଏଲ)ରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏଥିପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କର ଚୟନ ମଧ୍ୟ ବେଶ ସୁବିଧା ଉପାୟରେ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି ଆପଣ ଏଥିରେ ଚାକିରି…

LIC ରେ ନିଯୁକ୍ତି ଜାରି, ସ୍ନାତକଙ୍କ ପାଇଁ ଆଜିଠୁ ଆରମ୍ଭ ରେଜିଷ୍ଟ୍ରେସନ

ଏଲଆଇସି ହାଉସିଂ ଫାଇନ୍ସାସ ଲିମିଟେଡରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ସହାୟକ, ଆସୋସିଏଟ୍ ଏବଂ ସହାୟକ ପ୍ରବନ୍ଧକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଛୁକପାର୍ଥୀମାନେ ଆବେଦନ କରିବାକୁ ଚାହୁଁଥିଲେ ଆଜି ହିଁ ଏଲଆଇସି ହାଉସିଂ ଫାଇନ୍ସାସର ଅଫିସିଆଲ ୱେସାଇଡରେ…

ଅପେକ୍ଷାର ହେଲା ଅନ୍ତ : ଆଜି ଠାରୁ ଆରମ୍ଭ ହେବ କିସାନ ପେନସନ ଯୋଜନା, ତିନି ବର୍ଷରେ ୫ କୋଟି ଚାଷୀଙ୍କ ପାଖକୁ ପହଁଚିବାର…

ଦେଶର ଅନ୍ନଦାତାଙ୍କ ପାଇଁ ଆଠ ବର୍ଷ ପରେ ସମ୍ମାନଜନକ ଜୀବନ ଜିଇଁବା ପାଇଁ କୃଷକ ପେନସନ ଯୋଜନା ଆରମ୍ଭ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ରୀୟ ସିଂହ କୃଷି ମନ୍ତ୍ରୀ ନରେନ୍ଦ୍ର ମୋଦି ସିଂହ ତୋମର ଏହାର ଆରମ୍ଭ ଦିଲ୍ଲୀରୁ କରିବେ। ଯୋଜନା ଦ୍ୱାରା ଚାଷୀଙ୍କୁ ତିନି ହଜାର ଟଙ୍କା ପ୍ରତିମାସ ପେନସନ…

ଆକାଶ ଛୁଇଁଛି ସୁନା ଦର ,୧୦ଗ୍ରାମର ଦାମ ୩୮,୦୦୦ରୁ ଊର୍ଦ୍ଧ୍ୱ

ଦେଶରେ ସୁନାର ଦର ଆକାଶ ଛୁଇଁଛି ଏବଂ ଏହାର ଦାମ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଦେଶରେ ପ୍ରଥମ ଥର ପାଇଁ ସୁନାଦର ୩୮ହଜାର ପର୍ଯ୍ୟନ୍ତ ପହଂଚିଛି । ଆଜି ଦେଶରେ ୧୦ଗ୍ରାମ ସୁନା ପ୍ରତି ଦର ୩୮,୬୫୦ ଟଙ୍କା ରହିଛି ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଅଟେ । କୁହାଯାଉଛି କି ଚୀନ୍‌…

ଯାତ୍ରୀଙ୍କ ପକେଟ୍ କୁ ମହଙ୍ଗା ମାଡ, ଇ-ଟିକେଟ୍ ବୁକିଂରେ ଦେବାକୁ ପଡ଼ିବ ଅଧିକ ଟଙ୍କା

ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଅନେକ ସୁବିଧା ଯୋଗାଇ ଦେବା ପାଇଁ ଘୋଷଣା କରିସାରିଛି। କିନ୍ତୁ ବର୍ତ୍ତମାନ ରେଳଯାତ୍ରୀଙ୍କ ପାଇଁ ଏକ ଖରାପ ସୂଚନା ଆସିଛି। ବର୍ତ୍ତମାନ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବା ପାଇଁ ଅନଲାଇନ ରିଜର୍ଭେସନ କଲେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।…

RBIର ବଡ ଘୋଷଣା, ଡିସେମ୍ବର ଠାରୁ ଏନଇଏଫଟି ଜରିଆରେ ୨୪ ଘଣ୍ଟା ପଠାଇ ପାରିବେ ଟଙ୍କା

ଡିସେମ୍ବର ଠାରୁ ଆପଣ ଏନଇଏଫଟି ଜରିଆରେ ୨୪ ଘଣ୍ଟା କେଉଁଠି ବି ଟଙ୍କା ପଠାଇ ପାରିବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଟାଲ ନେଣଦେଣକୁ ପ୍ରତ୍ସୋହନ ଦେବା ପାଇଁ ଏହି ଘୋଷଣା କରିଛି।  ଏହାଦ୍ୱାରା ଦେଶରେ କ୍ଷୁଦ୍ର ଶୁଳ୍କ ପ୍ରଣାଳୀରେ ନୂଆ କ୍ରାନ୍ତି ଆସିବାର ଅନୁମାନ କରାଯାଉଛି।’ ଆରବିଆଇ…

୧୦୦% ଲୋନ୍ ଫେରାଇବାକୁ ପୁଣି ପ୍ରସ୍ତାବ ଦେଲେ ପଳାତକ ବିଜୟ ମାଲ୍ୟା

ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣି ଥରେ ଟ୍ବିଟ୍ କରି ଭାରତର ସରକାରୀ ବ୍ୟାଙ୍କଠାରୁ ନେଇଥିବା ଋଣ ୧୦୦ ପ୍ରତିଶତ ଫେରାଇବାର ପ୍ରସ୍ତାବ ଦେଇଥିବା ଜଣାପଡିଛି। କିଙ୍ଗଫିସର ଏୟାରଲାଇନ୍ସର ପୂର୍ବ ମାଲିକ ୬୩ ବର୍ଷିୟ ମାଲ୍ୟା ଲଣ୍ଡନର ହାଇକୋଟରେ ବ୍ୟାଙ୍କ ସହିତ ଜାଲିଆତି ଏବଂ ମନି ଲଣ୍ଡରିଙ୍ଗ…