Browsing Category

ମନୋରଂଜନ

ଜେଲ ଗଲେ କମେଡି କୁଇନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ, ୧୪ ଦିନ ଯାଏଁ ରହିବେ ବିଚାର ବିଭାଗୀୟ ହାଜତରେ

ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଡ୍ରଗ୍ସ ମାମଲାରେ ମୁମ୍ବାଇ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଉଭୟେ ୪ ଡିସେମ୍ବର ଯାଏଁ କଷ୍ଟଡିରେ ରହିବେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ…

କରଣ ଜୋହରଙ୍କ ପ୍ରତି ବଢ଼ୁଛି ୟୁଜର୍ସଙ୍କ ଆକ୍ରୋଶ, ‘କଫି ଓ୍ଵିଥ୍‌ କରଣ’ ବ୍ୟାନ୍‌ କରିବାକୁ ସାଇନ୍‌ କରାଯାଉଛି…

ଥମିବାର ନଁ ଧରୁନି ଫିଲ୍ମ ନିର୍ମାତା କରଣ ଜୋହରଙ୍କ ବିବାଦ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ବିରୋଧରେ ନେପୋଟିଜମ୍‌କୁ ନେଇ ସଙ୍ଗୀନ ଅଭିଯୋଗ ଆସିଥିଲା। ତା’ପରେ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ତାଙ୍କ ବିରୋଧରେ ଫିଲ୍ମ ଟାଇଟଲ ଚୋରି କରିଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ।…

ପୁଣିଥରେ ବଲିଉଡ୍‌ରେ ମି’ଠୁ ଝଡ଼, ପ୍ରଡ୍ୟୁସର ମହେନ୍ଦ୍ରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କଲେ ଅଭିନେତ୍ରୀ ମନ୍ଦାନା…

ପୁଣିଥରେ ବଲିଉଡ୍‌ରେ ଉଠିଲା ମି’ଠୁ ଝଡ଼। ଏଥରକ ଯୌନ ଶୋଷଣ ଭଳି ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ମନ୍ଦାନା କରୀମୀ। ମନ୍ଦାନା ଫିଲ୍ମ ପ୍ରଯୋଜକ ମହେନ୍ଦ୍ର ଧାରୀବାଲଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ କରିଥିବା ନେଇ ଅଭିଯୋଗ କରିଛନ୍ତି। ମନ୍ଦାନା ଅଭିଯୋଗ କରିଛନ୍ତି ଯେ ଦୀପାବଳିର ଦିନକ…

ବିବାହ ବନ୍ଧନରେ ବାନ୍ଧି ହେଲେ ସନା ଖାନ୍‌, ପରିବାର ଲୋକଙ୍କ ସାମ୍ନାରେ ଏହି ବ୍ୟକ୍ତିଙ୍କୁ କହିଲେ ‘କୁବୁଲ ହେ’

ହାତକୁ ଦି ହାତ ହୋଇଛନ୍ତି ପୂର୍ବ ଅଭିନେତ୍ରୀ ସନା ଖାନ୍‌। ଫିଲ୍ମ ଇଣ୍ଡଷ୍ଟ୍ରୀରୁ ସନ୍ନ୍ୟାସ ନେଇ ଇସଲାମ୍‌ ଧର୍ମର ପ୍ରଚାରପ୍ରସାରରେ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଘୋଷଣା କରିଥିବା ସନା ସମ୍ପୂର୍ଣ୍ଣ ରୀତିନୀତି ଅନୁଯାୟୀ ନିକାହ କରିଛନ୍ତି। ଗୁଜରାଟର ସୁରତରେ ପରିବାର ଲୋକଙ୍କ ଉପସ୍ଥିତିରେ…

ଲୋକପ୍ରିୟ ଟିଭି ଅଭିନେତ୍ରୀଙ୍କ ମୃତ୍ୟୁ, ମାଙ୍କ କିଡନୀ ବି ବଞ୍ଚାଇପାରିଲାନି ଜୀବନ

ପୁଣି ଜଣେ ଟିଭି ଅଭିନେତ୍ରୀଙ୍କ ନିଧନ। ହିଚକୀ, ଗନ୍ଦି ବାତ, ଆପକେ ଆ ଜାନେ ସେ ଏବଂ ମେରୀ ହାନିକାରକ ବିବି ଭଳି ଫିଲ୍ମ ଏବଂ ୱେବ ସିରିଜରେ ନଜର ଆସିସାରିଥିବା ଅଭିନେତ୍ରୀ ଲୀନା ଆଚାର୍ଯ୍ୟ ନିଧନ ହୋଇଛି। ଶନିବାର ଦିଲ୍ଲୀରେ ତାଙ୍କର ନିଧନ ହୋଇଛି। ଲୀନାଙ୍କ ମୃତ୍ୟୁ କିଡନୀ ଫେଲ ହେବା କାରଣରୁ…

ଘରେ ହାତ ବାନ୍ଧି ବସିଛନ୍ତି ଅନୁପମ ଖେରଙ୍କ ପୁଅ, କାମ ଦେବାକୁ ସୋସିଆଲ ମିଡିଆରେ କଲେ ଗୁହାରି

ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ପୁଅକୁ ମିଳୁନି କାମ। ବାପା ଏତେ ବଡ଼ ଷ୍ଟାର ହୋଇଥିଲେ ମଧ୍ୟ ଏବେ ଘରେ ହାତ ବାନ୍ଧି ବସିଛନ୍ତି ଅନୁପମଙ୍କ ପୁଅ ସିକନ୍ଦର ଖେର। ସିକନ୍ଦର ଖେର ମଧ୍ୟ ଜଣେ ଅଭିନେତା। ନିକଟରେ ସେ ତିନିଟି ୱେବ୍‌ ସିରିଜ୍‌ରେ କାମ କରିଛନ୍ତି। ତଥାପି ସେ କାମ ମାଗୁଛନ୍ତି। ସିକନ୍ଦର…

ଡ୍ରଗ୍ସ ମାମଲାରେ ଭାରତୀଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ଗିରଫ, ମାନିଲେ ଗଞ୍ଜେଇ ନେଉଥିବା କଥା

ଭାରତୀଙ୍କ ସ୍ବାମୀ ହର୍ଷ ମଧ୍ୟ ଆଜି ଗିରଫ ହୋଇଛନ୍ତି । କମେଡିଆନ୍ ଭାରତୀ ସିଂହଙ୍କୁ ଗତକାଲି ରାତିରେ ଗିରଫ କରିଥିଲା ଏନ୍ସିବି । ଗତକାଲି ହର୍ଷ ଲିମ୍ବାଚିୟା ପଚରାଉପରା ପାଇଁ ଏନସିବି ଆଗରେ ହାଜର ହୋଇଥିଲେ ମଧ୍ୟ ତାଙ୍କୁ ପଚରାଉଚରା ପରେ ଛାଡିଦିଆଯାଇଥିଲା । କିନ୍ତୁ ଆଜି ଡ୍ରଗ୍ସ ମାମଲାରେ…

ପଚରାଉଚରା ପରେ ଏନସିବି ଦ୍ବାରା ଗିରଫ ହେଲେ କମେଡିଆନ୍‌ ଭାରତୀ ଏବଂ ସ୍ବାମୀ ହର୍ଷ, ଘର ସମେତ ମୁମ୍ବାଇର ଅନ୍ୟ ଦୁଇଟି…

କେନ୍ୟୁଜ୍(ବ୍ୟୁରୋ): କମେଡିଆନ୍‌ ଭାରତୀ ସିଂ ଗିରଫ। ପଚରାଉଚରା ପରେ ଗିରଫ କଲା ଏନସିବି । ରେଡ୍‌ ବେଳେ ତାଙ୍କ ଘରୁ ୮୬ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଗତକାଲି ହର୍ଷକୁ ଏନସିବି ପଚରାଉଚରା ପରେ ଛାଡିଦେଇଥିଲା କିନ୍ତୁ ଆଜି ପୁଣି ହର୍ଷକୁ ଗିରଫ କରିଛି। ଗିରଫ ପରେ ଆଜି ଦୁହିଁଙ୍କୁ କୋର୍ଟ…

ସୋସିଆଲ ମିଡିଆରେ ନିଜ ମୋବାଇଲ ନମ୍ବର ସେୟାର କଲେ ଉର୍ବଶୀ, ଏବେ ପରିସ୍ଥିତି ଅସମ୍ଭାଳ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ଫ୍ୟାନ୍‌ଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବା ପାଇଁ ଉର୍ବଶୀ ପ୍ରତିଦିନ କିଛି ନା କିଛି ନୂଆ ନୂଆ ପୋଷ୍ଟ କରିଥାନ୍ତି। ତେବେ ଏବେ ଉର୍ବଶୀ କିଛି ସେଭଳି କାରଣ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏଥରକ ଉର୍ବଶୀ ନିଜ…

କମେଡି କୁଇନ ଭାରତୀ ସିଂହଙ୍କୁ ଘରୁ ଉଠାଇ ନେଲା ପୋଲିସ, ଆଜି ସକାଳେ ଘରୁ ମିଳିଥିଲା ଗଞ୍ଜେଇ

କମେଡି କୁଇନ ଭାରତୀ ସିଂହ ଗିରଫ। ଆଜି ସକାଳେ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢ଼ଉ କରିଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ଗଂଜେଇ ଜବତ ହୋଇଥିଲା। ଡ୍ରଗ୍ସ ମାମଲାକୁ ନେଇ ଏହି ଚଢ଼ଉ କରାଯାଇଥିଲା ।…

ତୈମୁରଙ୍କ କ୍ୟାରିୟରକୁ ନେଇ ଖୁଲାସା କଲେ ପିତା ସୈଫ୍ ଅଲ୍ଲୀ ଖାନ୍, କହିଲେ ଏମିତି କିଛି

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ କ୍ୟୁଟନେସ୍ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏନେଇ ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଷ୍ଟାର୍ କିଡସ୍ ମାନଙ୍କ ମଧ୍ୟରେ ଚର୍ଚ୍ଚାରେ ଥିବା ତୈମୁର ଅଲ୍ଲୀ ଖାନ୍ ସବୁବେଳେ ଟପ୍ ରେ…

ପୁଣିଥରେ ଶେହନାଜ୍‌ ଗିଲ୍‌ଙ୍କ ସହ ଏକାଠି ନଜର ଆସିବେ ସିଦ୍ଧାର୍ଥ ଶୁକ୍ଳା, ନୂଆ ଫଟୋ ହେଲା ଭାଇରାଲ୍‌

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ୧୩ର ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ୍‌ ଗିଲ୍‌ ପୁଣିଥରେ ଏକାଠି ନଜର ଆସିବେ। ଆଉ ଏକ ନୂଆ ପ୍ରୋଜେକ୍ଟରେ ଏମାନେ ଏକାଠି କାମ କରିବେ। ସିଦ୍ଧାର୍ଥ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ସିଦ୍ଧାର୍ଥ ସେୟାର କରିଥିବା…