Below header
Browsing Category

ମନୋରଂଜନ

ଭାଣିଜୀଙ୍କୁ ଡେଟିଂ କରୁଛନ୍ତି ପ୍ରଭୁଦେବା, ଖୁବ୍‌ ଶୀଘ୍ର କରିପାରନ୍ତି ବିବାହ !

ପ୍ରଭୁଦେବା ଜଣେ ଆଗଧାଡ଼ିର କୋରିୟୋଗ୍ରାଫର ଭାବେ ବଲିଉଡରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ନିଜ କ୍ୟାରିୟରରେ ୧୦୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କୋରିୟୋଗ୍ରାଫ୍‌ କରିଛନ୍ତି । ତେବେ ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ବେଶ୍‌ ଚର୍ଚ୍ଚିତ ଅଛନ୍ତି । ଖବରରୁ ଜଣାପଡ଼ିଛି ଯେ ପ୍ରଭୁଦେବା ଦ୍ୱିତୀୟ…

ଏୟାରପୋର୍ଟରେ ଖୁବ ଜୋରରେ ରାଗି ଗଲେ ବଲିଉଡ ଅଭିନେତ୍ରୀ ଜୁହି ଚାଓ୍ଵଲା, କାହିଁକି ଜାଣନ୍ତୁ

ଏୟାରପୋର୍ଟରେ ଖୁବ ଜୋରରେ ରାଗିଗଲେ ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ ଇଣ୍ଡିଆ ଜୁହି ଚାଓ୍ଵାଲା । ଖାଲି ସେତିକି ନୁହେଁ ଏୟାରପୋର୍ଟ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ୯୦ ଦଶକର ଏହି ସୁନ୍ଦରୀ ଅଭିନେତ୍ରୀ ଜଣଙ୍କ । ବିମାନ ବନ୍ଦର ସ୍ୱାସ୍ଥ୍ୟ କ୍ଲିୟରାନ୍ସ ସମୟରେ ଅଧିକ ସମୟ ଲାଗିବାରୁ ଏହାକୁ…

ନିଜ ହାତରେ ରୋଷେଇ କରି ବୋହୂର ସେଟକୁ ପଠାନ୍ତି ମିଥୁନ ଚକ୍ରବର୍ତ୍ତୀ, ଶ୍ୱଶୁରଙ୍କ ଏପରି ସରପ୍ରାଇଜ ଦେଖି ବୋହୂ କଣ…

ଟେଲିଭିଜନର ଚର୍ଚ୍ଚିତ ଶୋ ‘ଅନୁପମା’ର କଳାକାର ଏବଂ କୃ ମେମ୍ବର୍ସ ସେହି ସମୟରେ ବହୁତ ବଡ ଆଶ୍ଚଯ୍ୟର୍ରେ ପଡିଯାଇଥିଲେ, ଯେତେବେଳେ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ସରପ୍ରାଇଜ ବୋହୁ ମଦଲସା ଶର୍ମାଙ୍କ ପାଖରେ ପହଁଚିଲା। ସେଟରେ ଉପସ୍ଥିତ ଥିବା ଲୋକଙ୍କ କହିବା କଥା ଯେ ମିଥୁନ ଚକ୍ରବର୍ତ୍ତୀ…

ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଶୁଣାଣି, ଜବାବ ଦାଖଲ କରିବାକୁ ଅଧିକ ସମୟ ପାଇଁ ଅନୁଭବଙ୍କ…

କେନ୍ୟୁଜ ବ୍ୟୁରୋ : କଟକ ଏସଡିଜେଏମ କୋର୍ଟରେ ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ହୋଇଛି ଶୁଣାଣି। ନିଜ ଓକିଲ ଜରିଆରେ କୋର୍ଟରେ ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଜବାବ ଦାଖଲ କରିବା ପାଇଁ ଅଧିକ ଦିନ ସମୟ ଦେବାକୁ ଅନୁଭବ ଆବେଦନ କରିଛନ୍ତି । ଆସନ୍ତା ଡିସେମ୍ବର…

ବଲିଉଡରେ ପୁଣି ଜଣେ ଅଭିନେତା କଲେ ଆତ୍ମହତ୍ୟା, ଘରୁ ପୋଲିସ ଜବତ କଲା ଶବ

୨୦୨୦ ବର୍ଷ ଯେମିତି ବଲିଉଡ କଳାକାରଙ୍କ ପାଇଁ ଅଶୁଭ ହୋଇପଡିଛି। ବଲିଉଡରେ ଗୋଟିଏ ପରେ ଗୋଟିଏ ଲୋକପ୍ରିୟ କଳାକାରଙ୍କ ମୃତ୍ୟୁ ହେଉଛି। ଏବେ ଖବର ମିଳିଛି ଯେ ବଲିଉଡ ଆକ୍ଟର ଆସିଫ୍‌ ବସରା ଆତ୍ମହତ୍ୟା କରିଛନ୍ତି। ହିମାଚଳ ପ୍ରଦେଶ କାଙ୍ଗଡା ଜିଲ୍ଲା ଧର୍ମଶାଳାରେ ଆସିଫ ବସରା ନିଜ ଜୀବନ ହାରି…

ହନିମୁନ ଟ୍ରିପରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ କାଜଲ ଅଗ୍ରୱାଲ, ସ୍ୱାମୀଙ୍କ ସହ ସେୟାର କରିଛନ୍ତି ଏମିତି କିଛି ଫଟୋ

ଗତ କିଛି ଦିନ ହେବ ବଲିଉଡ ଜଗତରେ ଯେମିତି ବିବାହ ଋତୁ ଚାଲିଛି । ଜଣେ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ହନିମୁନ ଟ୍ରିପରେ ଯାଉଥିବା ନଜର ଆସୁଛନ୍ତି । ଅନ୍ୟ ମାନଙ୍କ ପରି ସାଉଥ ଇଣ୍ଡଷ୍ଟ୍ରିର ନାମକରା ଅଭିନେତ୍ରୀ କାଜଲ ଅଗ୍ରୱାଲ, ବିଜନେସ ମ୍ୟାନ ଗୌତମ କିଚଲୁଙ୍କୁ ବିବାହ…

ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କୁ ସଚେତନ କରିବେ ସାନିଆ ମିର୍ଜା, ଖୁବଶୀଘ୍ର ୱେବସିରିଜରେ କରିବେ ଡେବ୍ଯୁ

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନୂଆ ଅବତାରରେ ଆସିବେ। ସାନିଆ ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ଯୁ କରିବାକୁ ଯାଉଛନ୍ତି। ଏମଟିଭି ନିଷେଧ ଆଲୋନ ଟୁଗେଦର’ ନାମକ ୱେବସିରିଜ ଜରିଆରେ ସାନିଆ ଡେବ୍ଯୁ କରିପାରନ୍ତି। ସାନିଆ ଏକ ବୟାନରେ କହିଛନ୍ତି, ଟିବି ବା ଯକ୍ଷ୍ମା ଆମ ଦେଶର…

ଅଜୟ ଦେବଗନଙ୍କ ଝିଅ ନ୍ୟାସା ସାଙ୍ଗଙ୍କ ସହିତ ମିଶି ଏପରି କଲେ ଡ୍ୟାନ୍ସ ଯେ ଭାଇରାଲ ହେଉଛି ଭିଡିଓ, ଆପଣ ବି ଦେଖନ୍ତୁ

ବଲିଉଡର ସିଂଘମ ଅଜୟ ଦେବଗନ ଫିଲ୍ମ ସହିତ ସୋସିଆଲ ମିଡିଆରେ ବି ନିଜ ପୋଷ୍ଟ ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି। ଆକ୍ଟରଙ୍କ ସହିତ ତାଙ୍କ ସ୍ତ୍ରୀ କାଜୋଲ ଏବଂ ଝିଅ ନ୍ୟାସା ଦେବଗନ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ନ୍ୟାସା ନିଜର ଫଟୋ ଏବଂ ଭିଡିଓକୁ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ…

ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ପ୍ରୋଜେକ୍ଟ, ଏବେ ରାମାୟଣର ‘ସୀତା’ ଦୀପିକାଙ୍କ ଫିଲ୍ମରେ ଗାଇବେ ଗୀତ

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ରାନୁ ଏବେ ରାମାୟଣର ସୀତା ଦୀପିକା ଚିଖଲିୟାଙ୍କ ଫିଲ୍ମରେ ଗୀତ ଗାଇବେ। ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀପିକାଙ୍କ ଫିଲ୍ମ ସରୋଜିନୀରେ ଗୀତ ଗାଇବେ ରାନୁ…

ବିଗବସ୍‌ ହାଉସ୍‌ରେ ବିବାହ ପାଇଁ ଦିଶା ପରମାରଙ୍କୁ ପ୍ରପୋଜ୍‌ କଲେ ରାହୁଲ ବୈଦ୍ୟ, ଜାଣନ୍ତୁ କିଏ ଏହି ଦିଶା

ଟିଭିର ଲୋକପ୍ରିୟ ଶୋ’ ବିଗ୍‌ବସ୍‌ ୧୪’ର ଲାଟେଷ୍ଟ ଏପିସୋଡ୍‌ ମନୋରଞ୍ଜନ ଓ ଡ୍ରାମାରେ ଭରପୁର ଥିବା ଦେଖିବାକୁ ମିଳିଛି। ଶୋ’ରେ ‘ବିବି ର ଅଦାଲତ’ ଅନୁଷ୍ଠିତ ହୋଇଛି। ଏଥିରେ ଫିଲ୍ମ ମେକର ତଥା କୋରିଓଗ୍ରାଫର ଫରାହ ଖାନ୍‌ ଜଜ୍‌ ଭାବେ ଆସିଥିଲେ। ଶେଷରେ ଜ୍ୟୁରି ଶାର୍ଦ୍ଦୁଲ ପଣ୍ଡିତଙ୍କୁ…

ହନିମୁନ ଟ୍ରିପରେ ବିକିନି ପିନ୍ଧା ଝିଅଙ୍କୁ ଦେଖି ନିଜକୁ ସମ୍ଭାଳିପାରିଲେନି ରୋହନପ୍ରୀତ, ଏମିତି ରିଆକସନ୍‌ ଦେଲେ ନେହା…

ନେହା କକ୍କର ଏବଂ ରୋହନପ୍ରୀତ ସିଂହ ଦୁବାଇରେ ନିଜ ହନିମୁନ ଟ୍ରିପର ଖୁବ୍‌ ମଜା ଉଠାଉଛନ୍ତି। ଦୁହେଁ ନିଜ ଇଷ୍ଟା ଷ୍ଟୋରୀ ଜରିଆରେ ପ୍ରଶଂସକଙ୍କ ସହ ଯୋଡି ହୋଇରହୁଛନ୍ତି। ନେହା କିଛି ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଉଭୟେ ଖୁବ୍‌ ଏଞ୍ଜୟ କରୁଥିବା ଦେଖିବାକୁ ମିଳୁଛି। ଏବେ ନେହା ଆଉ ଏକ…

ସାହିଦ କପୁର କଲେ ସ୍ତ୍ରୀ ମୀରା ରାଜପୁତଙ୍କୁ ପ୍ରଶଂସା, ‘କହିଲେ ତୁମେ ଜମା ବି ଦୁଇଟି ପିଲାର ମାଆ ଭଳି ଲାଗୁନ’

ବଲିଉଡ୍‌ ଅଭିନେତା ସାହିଦ୍‌ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରାୟ ପ୍ରତ୍ୟେକଦିନ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି। ସୋସିଆଲମିଡିଆେ ନିଜର ଖାସ୍‌ ଫଟୋ ଏବଂ ଭିଡିଓକୁ ସେୟାର କରନ୍ତି ମୀରା। ମୀରା ରାଜପୁତଙ୍କ ଫ୍ୟାନ ଫଲୋଇଙ୍ଗ୍‌ କୌଣସି ଅଭିନେତ୍ରୀଙ୍କ…