Browsing Category

ମନୋରଂଜନ

ଆଜି ରିଲିଜ ହେଉଛି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଲକ୍ଷ୍ମୀ’, ଜାଣନ୍ତୁ କାହିଁକି ସନ୍ଧ୍ୟା ୭…

ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ', ଯାହାର ନାମ ପୂର୍ବରୁ 'ଲକ୍ଷ୍ମୀ ବମ୍' ଥିଲା, ନଭେମ୍ବର ୯ ରେ ସନ୍ଧ୍ୟା ୭ ଟା ୦୫ରେ ମୁକ୍ତିଲାଭ କରିବ । ତେବେ ଏପରି ସମୟରେ ରିଲିଜ ହେବ ବୋଲି କାହିଁକି ନିଷ୍ପତ୍ତି ନିଆଯାଇଛି । ତା ପଛରେ ବି ରହିଛି ଏକ କାରଣ ତାହେଲେ ଆସନ୍ତୁ ଜାଣିବା କଣ ସେହି କାରଣ ।…

ହାଇଦ୍ରାବାଦର ସୁଟିଂସେଟ୍‌ରେ ସୋନୁଙ୍କୁ ସାହାଯ୍ୟ ମାଗିବାକୁ ପହଞ୍ଚିଗଲେ ଲୋକ, ଦେଖନ୍ତୁ ସେମାନଙ୍କୁ କେମିତି ସ୍ୱାଗତ…

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ସବୁବେଳେ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ସେ ଲକ୍‌ଡାଉନ୍‌ ବେଳଠୁ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଏବେ ବି ସୋନୁ ନିଃସ୍ୱାର୍ଥପର ସେବା ଜାରି ରଖିଛନ୍ତି। ଯିଏ ବି ଟ୍ଵିଟରରେ ସୋନୁଙ୍କୁ ସହାୟତା ମାଗୁଛି ସୋନୁ ତାକୁ ତୁରନ୍ତ…

ହନିମୁନ୍‌ ଯାଇ ନିଜର ବୋଲ୍ଡ ଫଟୋ ସେୟାର କଲେ କାଜଲ ଅଗ୍ରଓ୍ଵାଲ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

କାଜଲ ଅଗ୍ରଓ୍ଵାଲ ଗତ ମାସ ୩୦ ତାରିଖରେ ଗୌତମ କିଚଲୁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ‘ସିଙ୍ଘମ’ ଫେମ ଅଭିନେତ୍ରୀ ନିଜର ଅନେକ ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ନଜର ଆସୁଛି। ଏବେ କାଜଲ ତାଙ୍କ ହନିମୁନ ଟ୍ରିପର କିଛି ଖାସ୍‌ ଫଟୋକୁ ସେୟାର…

ମଥାରେ ନାଲି ଟିକିଲି ଲଗାଇ ଫଟୋ ସେୟାର କଲେ ସିଦ୍ଧାର୍ଥ ଶୁକ୍ଳା, ଜାଣନ୍ତୁ କାହିଁକି

ନିଜ ଆଗାମୀ ପ୍ରୋଜେକ୍ଟ ସୁଟିଂ ପାଇଁ ସିଦ୍ଧାର୍ଥ ଶୁକ୍ଳା ଏବେ ସେହନାଜ ଗିଲ୍‌ଙ୍କ ସହ ଚଣ୍ଡୀଗଡ଼ରେ ଅଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ସିଦ୍ଧାର୍ଥ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ମଥାରେ ଲାଲ ବିନ୍ଦି ଲଗାଇଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋ ଇଣ୍ଟରନେଟ୍‌ରେ ଖୁବ୍‌…

ବଲିଉଡ୍‌ ଡ୍ରଗ୍ସସ ଲିଙ୍କ୍‌: ଫିଲ୍ମ ପ୍ରଯୋଜକ ଫିରୋଜ ନାଡିୟାଡବାଲାଙ୍କ ଘରୁ ମିଳିଲା ବିପୁଳ ପରିମାଣର ଡ୍ରଗ୍ସ, ପତ୍ନୀ…

ବଲିଉଡ୍‌ ଡ୍ରଗ୍ସ କନେକସନ୍‌ ମାମଲାରେ ରବିବାର ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଫିଲ୍ମ ପ୍ରଡ୍ୟୁସର ଫିରୋଜ ନାଡିୟାଡବାଲାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମୁମ୍ବାଇ ଏନ୍‌ସିବି ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ଏନ୍‌ସିବି ଫିରୋଜ…

ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ ପାଇଁ ଦୀପିକା ପାଦୁକୋନ୍‌ ଚାର୍ଜ କଲେ ଏତେ କୋଟି ଟଙ୍କା, ଶୁଣିଲେ ଉଡ଼ିଯିବ ହୋସ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ରେ ନଜର ଆସିବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରିଛନ୍ତି। ସୂଚନା ମୁତାବକ ଦୀପିକା ପାଦୁକୋନ୍‌ ‘ପଠାନ୍‌’ ଫିଲ୍ମ ପାଇଁ ୧୫ କୋଟି ଟଙ୍କା ଚାର୍ଜ…

ଅନନ୍ଯାଙ୍କ ଇଚ୍ଛା ଆକ୍ସନ ଫିଲ୍ମରେ କରିବେ ମେନ ରୋଲ୍

ନିଜର ଚୁଲବୁଲି ଅନ୍ଦାଜ ପାଇଁ ପରିଚିତ ଅଭିନେତ୍ରୀ ଅନନ୍ଯା ପାଣ୍ଡେ। ନିକଟରେ ଅନନ୍ୟା ଫିଲ୍ମ ‘ଖାଲି ପିଲି’ ରିଲିଜ ହୋଇଥିଲା। ଯେଉଁଥିରେ ସେ କିଛି ଫାଇଟ୍-ସିନରେ ନଜର ଆସିଥିଲେ। ଯାହାକୁ ନେଇ ଅନନ୍ଯା ବେଶ୍ ଉତ୍ସାହିତ ରହିଥିଲେ। ଏହା ପରେ ଅନନ୍ଯା ଆକ୍ସନ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ…

ଦବଙ୍ଗ ପରେ ପୁଣି ପୋଲିସ ଭୂମିକାରେ ନଜର ଆସିବେ ଭାଇଜାନ, ଆସୁଛି ଗ୍ଯାଙ୍ଗଷ୍ଟର ଓ ପୋଲିସ ମଧ୍ୟରେ ସଂଘର୍ଷର କାହାଣୀ

ବଲିଉଡରେ ଚୁଲବୁଲ ପାଣ୍ଡେ ଦବଙ୍ଗ ଫିଲ୍ମରେ କାମ କରି ଫ୍ଯାନଙ୍କ ହ୍‌ଦୟରେ ରାଜ କରିଛନ୍ତି ସଲମାନ ଖାନ। ଏଥିପାଇଁ ତାଙ୍କୁ ଏବେ ପୋଲିସ ଭୂମିକା ଛଡା ଅନ୍ଯ କୌଣସି ରୋଲ ପସନ୍ଦ ଆସୁନି। ସଲମାନଙ୍କୁ ବଡ ପରଦାରେ ପୋଲିସ ଗେଟଅପରେ ଦେଖି ଫ୍ଯାନ ମଧ୍ୟ ପାଗଳ ହୋଇଯାଉଛନ୍ତି। ସୂଚନା ମୁତାବକ,…

ଶିବସେନାର ନୂଆ ରଣନୀତି, ଉର୍ମିଳା ମାତୋଣ୍ଡକରଙ୍କୁ MLC କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କଲେ ନାଁ

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଉର୍ମିଳା ମାତୋଣ୍ଡକରଙ୍କୁ ବିଧାନ ପରିଷଦର ସଦସ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ମହାରାଷ୍ଟ୍ର ସରକାର ୧୨ ଟି ନାଁ ଥିବା ତାଲିକାକୁ ଏକ ବନ୍ଦ…

ଅମିତାଭ ବଚ୍ଚନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ଅଜୟ ଦେବଗନ, ଫିଲ୍ମ ‘ମେ ଡେ’ରେ ଦୁହେଁ…

ଅଜୟ ଦେବଗନ୍ ପୁଣି ଥରେ ନିର୍ଦ୍ଦେଶକ ଚେୟାରରେ ବସିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ସେ ଅମିତାଭ ବଚ୍ଚନଙ୍କୁ ନେଇ 'ମେ ଡେ' ନାମକ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଅଜୟ ନିଜେ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ । ସେ ଜଣେ ପାଇଲଟ ଭୂମିକାରେ ଅଭିନୟ କରିବେ । 'ମେ ଡେ'ର…

ପୁନମ ପାଣ୍ଡେଙ୍କ ପରେ ଏବେ ମିଲିନ୍ଦ ସୋମନଙ୍କ ନାମରେ ମାମଲା ରୁଜୁ, ଗୋଆ ସମୁଦ୍ରକୂଳରେ ଉଲଗ୍ନ ହୋଇ ଦୌଡିବା ଏବେ ପଡିଲା…

ବଲିଉଡ ଅଭିନେତା ତଥା ମଡେଲ୍ ମିଲିନ୍ଦ ସୋମନ ନିକଟରେ ଗୋଆ ବିଚରେ ନଗ୍ନ ହୋଇ ଦୌଡ଼ୁଥିବାର ନଜର ଆସିଥିଲେ। ସେ ଏହି ଫଟୋ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସେୟାର ମଧ୍ୟ କରିଥିଲେ। ଏହି ଫଟୋ ଭାଇରଲ ହେବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଫଟୋ ତାଙ୍କ ପତ୍ନୀ କ୍ଲିକ୍ କରିଥିଲେ ଏବଂ ଏହାର…

ଫିଲ୍ମକୁ ଆସିବା ପୂର୍ବରୁ ଏହି କାମ କରୁଥିଲେ ‘ଦେବସେନା’, ବାହୁବଲୀଙ୍କ ସହିତ ଏତେ ବର୍ଷ ଧରି ରହିଛି ଆଫେୟାରର ଚର୍ଚ୍ଚା

ସାଉଥ୍‌ ଇଣ୍ଡିଆନ୍‌ ଫିଲ୍ମର ସୁନ୍ଦରୀ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର ଫ୍ୟାନ୍‌ ଫଲୋଇଙ୍ଗ୍‌ ବହୁତ ଅଧିକ। ଯଦିଓ ଏପଯ୍ୟର୍ନ୍ତ ଅନୁଷ୍କା ବଲିଉଡରେ ଡେବ୍ୟୁ କରିନାହାଁନ୍ତି ତଥାପି ବଲିଉଡରେ ବି ତାଙ୍କର ଦିଓ୍ଵାନା କମ୍‌…