Browsing Category

ମନୋରଂଜନ

ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଶୁଣାଣି, ଜବାବ ଦାଖଲ କରିବାକୁ ଅଧିକ ସମୟ ପାଇଁ ଅନୁଭବଙ୍କ…

କେନ୍ୟୁଜ ବ୍ୟୁରୋ : କଟକ ଏସଡିଜେଏମ କୋର୍ଟରେ ପାରିବାରିକ ହିଂସା ନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ହୋଇଛି ଶୁଣାଣି। ନିଜ ଓକିଲ ଜରିଆରେ କୋର୍ଟରେ ହାଜର ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଜବାବ ଦାଖଲ କରିବା ପାଇଁ ଅଧିକ ଦିନ ସମୟ ଦେବାକୁ ଅନୁଭବ ଆବେଦନ କରିଛନ୍ତି । ଆସନ୍ତା ଡିସେମ୍ବର…

ବଲିଉଡରେ ପୁଣି ଜଣେ ଅଭିନେତା କଲେ ଆତ୍ମହତ୍ୟା, ଘରୁ ପୋଲିସ ଜବତ କଲା ଶବ

୨୦୨୦ ବର୍ଷ ଯେମିତି ବଲିଉଡ କଳାକାରଙ୍କ ପାଇଁ ଅଶୁଭ ହୋଇପଡିଛି। ବଲିଉଡରେ ଗୋଟିଏ ପରେ ଗୋଟିଏ ଲୋକପ୍ରିୟ କଳାକାରଙ୍କ ମୃତ୍ୟୁ ହେଉଛି। ଏବେ ଖବର ମିଳିଛି ଯେ ବଲିଉଡ ଆକ୍ଟର ଆସିଫ୍‌ ବସରା ଆତ୍ମହତ୍ୟା କରିଛନ୍ତି। ହିମାଚଳ ପ୍ରଦେଶ କାଙ୍ଗଡା ଜିଲ୍ଲା ଧର୍ମଶାଳାରେ ଆସିଫ ବସରା ନିଜ ଜୀବନ ହାରି…

ହନିମୁନ ଟ୍ରିପରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ କାଜଲ ଅଗ୍ରୱାଲ, ସ୍ୱାମୀଙ୍କ ସହ ସେୟାର କରିଛନ୍ତି ଏମିତି କିଛି ଫଟୋ

ଗତ କିଛି ଦିନ ହେବ ବଲିଉଡ ଜଗତରେ ଯେମିତି ବିବାହ ଋତୁ ଚାଲିଛି । ଜଣେ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇ ହନିମୁନ ଟ୍ରିପରେ ଯାଉଥିବା ନଜର ଆସୁଛନ୍ତି । ଅନ୍ୟ ମାନଙ୍କ ପରି ସାଉଥ ଇଣ୍ଡଷ୍ଟ୍ରିର ନାମକରା ଅଭିନେତ୍ରୀ କାଜଲ ଅଗ୍ରୱାଲ, ବିଜନେସ ମ୍ୟାନ ଗୌତମ କିଚଲୁଙ୍କୁ ବିବାହ…

ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କୁ ସଚେତନ କରିବେ ସାନିଆ ମିର୍ଜା, ଖୁବଶୀଘ୍ର ୱେବସିରିଜରେ କରିବେ ଡେବ୍ଯୁ

ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ନୂଆ ଅବତାରରେ ଆସିବେ। ସାନିଆ ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ଯୁ କରିବାକୁ ଯାଉଛନ୍ତି। ଏମଟିଭି ନିଷେଧ ଆଲୋନ ଟୁଗେଦର’ ନାମକ ୱେବସିରିଜ ଜରିଆରେ ସାନିଆ ଡେବ୍ଯୁ କରିପାରନ୍ତି। ସାନିଆ ଏକ ବୟାନରେ କହିଛନ୍ତି, ଟିବି ବା ଯକ୍ଷ୍ମା ଆମ ଦେଶର…

ଅଜୟ ଦେବଗନଙ୍କ ଝିଅ ନ୍ୟାସା ସାଙ୍ଗଙ୍କ ସହିତ ମିଶି ଏପରି କଲେ ଡ୍ୟାନ୍ସ ଯେ ଭାଇରାଲ ହେଉଛି ଭିଡିଓ, ଆପଣ ବି ଦେଖନ୍ତୁ

ବଲିଉଡର ସିଂଘମ ଅଜୟ ଦେବଗନ ଫିଲ୍ମ ସହିତ ସୋସିଆଲ ମିଡିଆରେ ବି ନିଜ ପୋଷ୍ଟ ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି। ଆକ୍ଟରଙ୍କ ସହିତ ତାଙ୍କ ସ୍ତ୍ରୀ କାଜୋଲ ଏବଂ ଝିଅ ନ୍ୟାସା ଦେବଗନ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରୁହନ୍ତି। ନ୍ୟାସା ନିଜର ଫଟୋ ଏବଂ ଭିଡିଓକୁ ପୋଷ୍ଟ କରି ନିଜ ଫ୍ୟାନ୍ସଙ୍କୁ…

ରାନୁ ମଣ୍ଡଳଙ୍କୁ ମିଳିଲା ନୂଆ ପ୍ରୋଜେକ୍ଟ, ଏବେ ରାମାୟଣର ‘ସୀତା’ ଦୀପିକାଙ୍କ ଫିଲ୍ମରେ ଗାଇବେ ଗୀତ

ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ ପୁଣି ଚର୍ଚ୍ଚାରେ। ରାନୁ ଏବେ ରାମାୟଣର ସୀତା ଦୀପିକା ଚିଖଲିୟାଙ୍କ ଫିଲ୍ମରେ ଗୀତ ଗାଇବେ। ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀପିକାଙ୍କ ଫିଲ୍ମ ସରୋଜିନୀରେ ଗୀତ ଗାଇବେ ରାନୁ…

ବିଗବସ୍‌ ହାଉସ୍‌ରେ ବିବାହ ପାଇଁ ଦିଶା ପରମାରଙ୍କୁ ପ୍ରପୋଜ୍‌ କଲେ ରାହୁଲ ବୈଦ୍ୟ, ଜାଣନ୍ତୁ କିଏ ଏହି ଦିଶା

ଟିଭିର ଲୋକପ୍ରିୟ ଶୋ’ ବିଗ୍‌ବସ୍‌ ୧୪’ର ଲାଟେଷ୍ଟ ଏପିସୋଡ୍‌ ମନୋରଞ୍ଜନ ଓ ଡ୍ରାମାରେ ଭରପୁର ଥିବା ଦେଖିବାକୁ ମିଳିଛି। ଶୋ’ରେ ‘ବିବି ର ଅଦାଲତ’ ଅନୁଷ୍ଠିତ ହୋଇଛି। ଏଥିରେ ଫିଲ୍ମ ମେକର ତଥା କୋରିଓଗ୍ରାଫର ଫରାହ ଖାନ୍‌ ଜଜ୍‌ ଭାବେ ଆସିଥିଲେ। ଶେଷରେ ଜ୍ୟୁରି ଶାର୍ଦ୍ଦୁଲ ପଣ୍ଡିତଙ୍କୁ…

ହନିମୁନ ଟ୍ରିପରେ ବିକିନି ପିନ୍ଧା ଝିଅଙ୍କୁ ଦେଖି ନିଜକୁ ସମ୍ଭାଳିପାରିଲେନି ରୋହନପ୍ରୀତ, ଏମିତି ରିଆକସନ୍‌ ଦେଲେ ନେହା…

ନେହା କକ୍କର ଏବଂ ରୋହନପ୍ରୀତ ସିଂହ ଦୁବାଇରେ ନିଜ ହନିମୁନ ଟ୍ରିପର ଖୁବ୍‌ ମଜା ଉଠାଉଛନ୍ତି। ଦୁହେଁ ନିଜ ଇଷ୍ଟା ଷ୍ଟୋରୀ ଜରିଆରେ ପ୍ରଶଂସକଙ୍କ ସହ ଯୋଡି ହୋଇରହୁଛନ୍ତି। ନେହା କିଛି ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଉଭୟେ ଖୁବ୍‌ ଏଞ୍ଜୟ କରୁଥିବା ଦେଖିବାକୁ ମିଳୁଛି। ଏବେ ନେହା ଆଉ ଏକ…

ସାହିଦ କପୁର କଲେ ସ୍ତ୍ରୀ ମୀରା ରାଜପୁତଙ୍କୁ ପ୍ରଶଂସା, ‘କହିଲେ ତୁମେ ଜମା ବି ଦୁଇଟି ପିଲାର ମାଆ ଭଳି ଲାଗୁନ’

ବଲିଉଡ୍‌ ଅଭିନେତା ସାହିଦ୍‌ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ପ୍ରାୟ ପ୍ରତ୍ୟେକଦିନ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି। ସୋସିଆଲମିଡିଆେ ନିଜର ଖାସ୍‌ ଫଟୋ ଏବଂ ଭିଡିଓକୁ ସେୟାର କରନ୍ତି ମୀରା। ମୀରା ରାଜପୁତଙ୍କ ଫ୍ୟାନ ଫଲୋଇଙ୍ଗ୍‌ କୌଣସି ଅଭିନେତ୍ରୀଙ୍କ…

ଟାଇଗର ଶ୍ରଫ୍‌ ସେୟାର କଲେ ଫିଲ୍ମ ‘ଗଣପତ’ର ଫାଷ୍ଟଲୁକ୍‌, ଦେଖନ୍ତୁ ଏହି ଆକ୍ସନ୍‌ ଫିଲ୍ମର ମୋସନ୍‌ ପୋଷ୍ଟର

ବଲିଉଡ୍‌ ଆକ୍ଟର ଟାଇଗର ଶ୍ରଫ୍‌ ନିଜ ଆଗାମୀ ଫିଲ୍ମ ‘ଗଣପତ’ର ଫାଷ୍ଟଲୁକ୍‌ ସେୟାର କରିଛନ୍ତି। ଏହି ଫାଷ୍ଟଲୁକ୍‌ ଏକ ମୋସନ୍‌ ପୋଷ୍ଟର ଭାବେ ତିଆରି କରାଯାଇଛି। ଟାଇଗର ନିଜର ଏହି ଲୁକ୍‌ ବିଷୟରେ ଫ୍ୟାନ୍‌ଙ୍କୁ ପ୍ରଥମରୁ ହିଁ ସଙ୍କେତ ଦେଇଥିଲେ। ଫିଲ୍ମରେ ତାଙ୍କ ଫାଷ୍ଟଲୁକ୍‌ ବେଶ୍‌ ଦମ୍‌ଦାର…

ଦୁବାଇରେ ପତିଙ୍କ ହନିମୁନର ମଜା ନେଉଛନ୍ତି ନେହା, ଭାଇରାଲ ହେଉଛି ଭିଡିଓ

ଲୋକପ୍ରିୟ ଗାୟିକା ନେହା କକକର ନିକଟରେ ରୋହନ ପ୍ରୀତଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ପରେ ନେହା ହନିମୁନ ପାଇଁ ଦୁବାଇ ଯାଇଥିବା ନେଇ ଜଣାଯାଇଛି । ଆଉ ବର୍ତ୍ତମାନ ସମୟରେ ନେହା ନିଜ ହନିମୁନ ସମୟର କିଛି ଭିଡିଓ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।ଆଉ ଏହି…

ସମୁଦ୍ରକୂଳରେ କଲରଫୁଲ ଆଉଟ୍‌ଫିଟ୍‌ରେ ନଜର ଆସିଲେ କ୍ୟାଟ୍ରିନା କୈଫ୍‌, ଭାଇରାଲ ହେଉଛି ଏହି ଫଟୋ

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାନ୍ତି। ସେ ନିକଟରେ ନିଜର କେତେକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସମୁଦ୍ରକୂଳରେ ସାତରଙ୍ଗୀ ଡ୍ରେସରେ ନଜର ଆସିଛନ୍ତି। ତାଙ୍କର ଏହି ଅବତାରକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରୁଛନ୍ତି। ତାଙ୍କ ଫଟୋ…