Browsing Category

ମନୋରଂଜନ

ସୋନୁଙ୍କ ବଡ ବୟାନ, ‘ମୋ ପୁଅ ଭାରତରେ ସିଙ୍ଗର ନ ହେଉ’

ଜଣାଶୁଣା ତଥା ଲୋକପ୍ରିୟ ସିଙ୍ଗର ସୋନୁ ନିଗମ ସବୁ ବେଳେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ଏବେ ପୁଣି ଥରେ ଏମିତି ଏକ ମନ୍ତବ୍ୟ ଦେଇ ଦର୍ଶକଙ୍କୁ ଚକିତ କରିଛନ୍ତି ସୋନୁ। ନିକଟରେ ସୋନୁ ନିଗମ ‘ଇଶ୍ବର କା ବୋ ସଚ୍ଚା ବନ୍ଦା’ ଗୀତ ରିଲିଜ୍ କରିଛନ୍ତି। ତେବେ ଏହି ଗୀତର ପ୍ରମୋସନ୍…

ବିଦେଶୀ ବକ୍ସ ଅଫିସରେ ଛାଇଗଲା ଅକ୍ଷୟଙ୍କ ଲକ୍ଷ୍ମୀ, କମାଇଲା ଏତେ କୋଟି ଟଙ୍କା

ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଲକ୍ଷ୍ମୀ’ ଓଟିଟି ପ୍ଲାଟଫର୍ମ ଡିଜନୀ ପ୍ଲସ୍ ହଟଷ୍ଟାରରେ ନିକଟରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମକୁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଏହାର ଭଲ ଆୟ କରୁଛି। ଟ୍ରେଣ୍ଡ ଆନାଲିଷ୍ଟ ଓ କ୍ରିଟିକ୍ ତରଣ ଆଦର୍ଶ ଫିଲ୍ମର ୱିକେଣ୍ଡରେ ହୋଇଥିବା…

ଏହି କାରଣ ପାଇଁ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ଛାଡି ଥିଲେ ଫିଲ୍ମ ଓ ଦେଶ, ଏଯାଏ ଫେରି ନାହାଁନ୍ତି

ବଲିଉଡ୍‌ର ଯେଉଁ କେତେଜେଣ ଅଭିନେତ୍ରୀ ଫିଲ୍ମ ସ୍କ୍ରିନ୍‌ରେ ନିଜର ଆଧିପତ୍ୟ ଜାହିର କରିଥିଲେ ସେମାନଙ୍କ ମଧ୍ୟରେ ମୀନାକ୍ଷୀ ଶେଷାଦ୍ରି ଥିଲେ ଅନ୍ୟତମ । ଅଶୀ ଓ ନବେ ଦଶକରେ ମୀନାକ୍ଷୀ ଦର୍ଶକଙ୍କ ହୃଦୟରେ ରାଜତ୍ୱ କରୁଥିଲେ । ସେତେବେଳେ ସେ ପ୍ରାୟ ସବୁ ବଡ ଅଭିନେତାଙ୍କ ସହ କାମ କରିଛନ୍ତି ।…

କିଏ ଇଂଜିନିୟର ତ କିଏ ୧୦ମ ପାସ୍‌! ଜାଣନ୍ତୁ କେତେ ପଢିଛନ୍ତି ବଲିଉଡ୍‌ ଜଗତର ଏହିସବୁ କଳାକାର

ଆପଣମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ହିରୋ ହିରୋଇନ୍‌ଙ୍କୁ ଦେଖିଛନ୍ତି କିନ୍ତୁ କେବେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବା ସେମାନେ କେତେ ପାଠ ପଢ଼ିଛନ୍ତି ସେ ବିଷୟରେ ଜାଣିଛନ୍ତି କି? ତେବେ ଆଜି ଆସନ୍ତୁ ଜାଣିବା ବଲିଉଡ୍ ଜଗତର କିଛି ହିରୋଙ୍କ ବିଷୟରେ, ଯେଉଁମାନେ ଅଭିନୟ ମାଧ୍ୟମରେ ତ ଦର୍ଶକଙ୍କ…

ଦିଲ ଦେଶୀ ପର ଲଗତି ହୁଁ ବିଦେଶୀ: ସନ୍ନି ଲିଓନ

କିଛି ନା କିଛି କାରଣ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ। ଏବେ ସନ୍ନିଙ୍କୁ ଭାରତୀୟ ଚଟପଟା ଖାଦ୍ଯ ଖାଇବାକୁ ବେଶ ଭଲ ଲାଗିଥାଏ। ଖାସ୍ କରି ଫେଷ୍ଟିଭ ସିଜିନରେ ଆଳୁ ପରଟା, ଦହି ଏବଂ ଆମ୍ବ ଆଚାର ଖାଇବାକୁ ବହୁତ ପସନ୍ଦ ଲାଗିଥାଏ। କାନାଡରେ ଜନ୍ମିତ…

କରୋନାରୁ ସୁସ୍ଥ ହେବା ପରେ ପ୍ଲାଜ୍‌ମା ଦାନ କଲେ ଗୁରମିତ-ଦେବିନା, ଅନ୍ୟମାନଙ୍କୁ ବି ସାହାଯ୍ୟ କରିବାକୁ କଲେ ଅପିଲ

ଟେଲିଭିଜନ୍‌ ପରଦାର ଲୋକପ୍ରିୟ ଯୋଡ଼ି ଗୁରମିତ ଚୌଧୁରୀ ଓ ଦେବିନା ବାନାର୍ଜୀ କରୋନାରୁ ସୁସ୍ଥ ହୋଇ ପ୍ଲାଜ୍‌ମା ଦାନ କରିଛନ୍ତି। ଏହି ଯୋଡ଼ି ଶୁକ୍ରବାର ଦିନ ପ୍ଲାଜ୍‌ମା ଡୋନେଟ୍‌ କରିଛନ୍ତି। କିଛି ଦିନ ତଳେ ଉଭୟେ କରୋନା ସଂକ୍ରମିତ ହୋଇଥିଲେ। ମାତ୍ର ଉଭୟେ ଏବେ ପୂରା ଫିଟ୍‌ ଅଛନ୍ତି। My…

ମହାନଦୀରୁ ଓଲିଉଡ ଅଭିନେତା ଅମ୍ଲାନଙ୍କ ପତ୍ନୀ ଉଦ୍ଧାର

କେନ୍ୟୁଜ ବ୍ୟୁରୋ : କଟକରେ ମହାନଦୀରୁ ଓଲିଉଡ ଅଭିନେତା ଅମ୍ଲାନଙ୍କ ପତ୍ନୀ ଉଦ୍ଧାର । ଆଜି ଅପରାହ୍ଣରେ ଅମ୍ଲାନଙ୍କ ପତ୍ନୀ ଭୂମିକାଙ୍କୁ ଉଦ୍ଧାର କରାଯାଇଛି । ମଧୁସୂଦନ ସେତୁ ନିକଟରେ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ଅମ୍ଲାନ ଓ ତାଙ୍କ ସ୍ତ୍ରୀ…

ରାଜ କପୁରଙ୍କ ପ୍ରାସାଦକୁ ମ୍ୟୁଜିୟମ୍‌ କଲେ ପାକ୍‌ ସରକାର, ଖୁବ୍‌ଶୀଘ୍ର ଦିଲ୍ଲୀପ କପୁରଙ୍କ ଘରର ବି ହେବ ସଂରକ୍ଷଣ

ବଲିଉଡ୍‌ର ବରିଷ୍ଠ ଅଭିନେତା ରାଜ କପୁର ଓ ଦିଲ୍ଲୀପ କପୁରଙ୍କ ପାକିସ୍ଥାନସ୍ଥିତ ପୈତୃକ ଆବାସକୁ ପୁନରୁଦ୍ଧାର କରାଯାଇଛି। ଏହି ଦୁଇ ଅଭିନେତା ପାକିସ୍ତାନର ପେଶଓ୍ଵାରର ଯେଉଁଠାରେ ରହୁଥିଲେ, ସେଠାରେ ଆଜି ବି ସେ ଘର ଅଛି। କିଛି ଦିନ ତଳେ ଖବର ଆସିଥିଲା ଯେ ଉକ୍ତ ଘର ଜରାଜୀର୍ଣ୍ଣ ଅବସ୍ଥାରେ ଅଛି,…

ଗୀତାରରେ ‘ଓ ସନମ୍‌’ ଗାଉଥିବା ଲକି ଅଲ୍ଲୀଙ୍କ ଭିଡିଓ ଭାଇରାଲ, ଭିଜୁଆଲ ଦେଖି ପିଲାଦିନକୁ ଫେରିଲେ ଫ୍ୟାନ୍‌

ନବେ ଦଶକର ଲୋକପ୍ରିୟ ଗାୟକଙ୍କ ମଧ୍ୟରେ ଲକି ଅଲ୍ଲୀ ପ୍ରମୁଖ। ସେତେବେଳେ ତାଙ୍କ ନାଁ ଓ ଗୀତ ବହୁତ ଲୋକପ୍ରିୟ ଥିଲା। ଶୁକ୍ରବାର ଅଚାନକ ଲକି ଟ୍ଵିଟରରେ ଟ୍ରେଣ୍ଡ କରିଥିଲେ। ତାଙ୍କ ଏକ ଭିଡିଓ ପ୍ରବଳ ଭାଇରାଲ ହୋଇଛି। ଭିଡିଓରେ ଲକି ଗୀତାରରେ ନିଜର ସବୁଠୁ ଲୋକପ୍ରିୟ ଗୀତ ଓ ସନମ୍‌ ଗାଉଥିବା…

ଦ୍ୱିତୀୟ ବିବାହ ବାର୍ଷିକୀରେ ରୋମାଣ୍ଟିକ୍‌ ହେଲେ ଦୀପିକା ଓ ରଣବୀର, ସେୟାର କଲେ କପଲ ଫଟୋ

ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହଙ୍କ ବିବାହକୁ ଦୁଇ ବର୍ଷ ପୂରିଛି। ଦୀପବୀରଙ୍କ ବିବାହ ଉତ୍ସବ ଚଳିତ ଥର ଆହୁରି ଜବରଦସ୍ତ ହୋଇଛି, କାରଣ ଦୀପାବଳି ଓ ବିବାହ ବାର୍ଷିକୀ ଗୋଟିଏ ଦିନରେ ପଡ଼ୁଛି। ବିବାହ ବାର୍ଷିକୀରେ ଉଭୟେ ସୋସିଆଲ ମିଡିଆରେ କେତେକ ଫଟୋ ସେୟାର କରିଛନ୍ତି। ଫଟୋରୁ ହିଁ ସେମାନେ…

ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀଙ୍କ ପରଲୋକ, ହସିପଟାଲରେ ଜୀବନ ଯୁଦ୍ଧରେ ହାରିଗଲେ

ଜଣାଶୁଣା ବଙ୍ଗାଳି ଅଭିନେତା ସୌମିତ୍ର ଚାଟର୍ଜୀଙ୍କ ପରଲୋକ ୮୫ ବର୍ଷ ବୟସରେ ହୋଇଛି। ଗତ କିଛି ଦିନରେ ତାଙ୍କ ସ୍ବାସ୍ଥ୍ଯ ଅବସ୍ଥା ଖରାପ ଥିବାରୁ କଲିକତାର ଏକ ଘରୋଇ ହସିପଟାଲରେ ଭର୍ତ୍ତି କରାଯାଇଥିଲା । ୧୯୩୫ରେ ସେ କୋଲକାତାରେ ଜନ୍ମ ହୋଇଥିଲେ । ତାଙ୍କ ପରଲୋକରେ ସମସ୍ତ ଫ୍ଯାନ ଏବଂ…

ସମୁଦ୍ର କୂଳରେ ବିକିନୀ ପିନ୍ଧି ନଜର ଆସିଲେ ଦିଶା ପଟାନୀ, ସୋସିଆଲ ମିଡିଆରେ ହେଲେ ଟ୍ରୋଲ

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ସୋସିଆଲ ମିଡିଆରେ ବହୁ ସକ୍ରିୟ ରହିଥାନ୍ତି। ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରି ଚର୍ଚ୍ଚାରେ ରହିଥାନ୍ତି। ଏମିତି ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ସମୁଦ୍ର କୂଳରେ ବିକିନୀ ପିନ୍ଧିଥିବା ନଜର ଆସିଛନ୍ତି। ଦିଶାଙ୍କ ଏପରି ଫଟୋକୁ ନେଇ…