Below header
Browsing Category

ମନୋରଂଜନ

ଭାରତୀଙ୍କ ଘରେ କିଏ ଗଂଜେଇ ରଖି ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛି, ରାକ୍ଷୀଙ୍କ ଭିଡିଓ ହେଉଛି ଭାଇରଲ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଲା। ଏହି ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ଏନ୍ସିବି ଡ୍ରଗ୍ସ ସମ୍ପର୍କିତ ଏକ ଲମ୍ବା ତାଲିକାର ପର୍ଦ୍ଦାଫାସ କରିଛି। ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆରମ୍ଭ କରି ଟିଭି ଜଗତର ସେଲିବ୍ରିଟି…

‘ଡନ୍‌ ୨’ର ଗେଟ୍‌ଅପ୍‌ ସହ ମିଶୁଛି ଶାହାରୁଖ ଖାନ୍‌ଙ୍କ ‘ପଠାନ୍‌’ର ଲୁକ୍‌, ଭାଇରାଲ ହେଲା ଫଟୋ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନେ ଚାତକ ଭଳି ଚାହିଁ ରହିଛନ୍ତି। ଦୀର୍ଘଦିନ ହେବ ଶାହାରୁଖଙ୍କର କୌଣସି ଫିଲ୍ମ ପରଦାକୁ ଆସିନାହିଁ। ଶେଷ ଥର ପାଇଁ ଶାହାରୁଖଙ୍କୁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ପରଠୁ ସେ ରୂପେଲ ପରଦାରୁ ଏକ ପ୍ରକାରର…

KBC 12: ୭ କୋଟିର ଏହି ପ୍ରଶ୍ନର ଉତ୍ତର ଅନୁପା ଦାସଙ୍କୁ ଜଣାଥିଲା, ତଥାପି ଛାଡ଼ିଲେ ଶୋ’; ଜାଣନ୍ତୁ କାହିଁକି

କୌନ୍‌ ବନେଗା କରୋଡପତିର ୧୨ତମ ସିଜନ୍‌ ବେଶ୍‌ ମଜାଦାର ରହିଛି। ଚଳିତବର୍ଷ ଶୋ’କୁ ଜଣେ ନୁହେଁ ବରଂ ତିନି ଜଣ କୋଟିପତି ମିଳିଛନ୍ତି। ସବୁଠୁ ମଜା କଥା ହେଉଛି ୩ ଜଣ ଯାକ ମହିଳା। ଏଥିରୁ ସ୍ପଷ୍ଟ ହୋଇଛି ଯେ କେବିସିରେ ମହିଳାଙ୍କ ଦବ୍‌ଦବା ଅଧିକ ରହିଛି। ଶୋ’ ସରିବାକୁ ଆଉ ମାତ୍ର କିଛି ଦିନ ବାକି…

ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଉମଙ୍ଗ କୁମାରଙ୍କ ନୂଆ ଫିଲ୍ମ ‘ଜନହିତ ମେ ଜାରି’, ପୋଷ୍ଟର ସେୟାର କଲେ ମେରି କମ୍‌

ଖୁବ୍‌ଶୀଘ୍ର ପରଦାକୁ ଆସୁଛି ଉମଙ୍ଗ କୁମାରଙ୍କ ନୂଆ ଫିଲ୍ମ ‘ଜନହିତ ମେ ଜାରି’। ଏହି ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି ବକ୍ସିଂ ଚାମ୍ପିୟନ୍‌ ମେରି କମ୍‌। ମେରି କମ୍‌ ଟ୍ଵିଟରରେ ଫିଲ୍ମର ଘୋଷଣା କରିଛନ୍ତି। ଫିଲ୍ମଟି ମାର୍ଚ୍ଚ ୨୦୨୧ରେ ପରଦାକୁ ଆସିବ। ମେରି କମ୍‌ ଫିଲ୍ମର ପୋଷ୍ଟର ସେୟାର କରି…

ପୁଣିଥରେ ବିବାଦ ଘେରରେ ଶ୍ୱେତା ତିଓ୍ଵାରୀ, ପୂର୍ବ କର୍ମଚାରୀ କଲେ ୨ କୋଟିର ମାନହାନି ମକଦ୍ଦମା

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ ପ୍ରାୟତଃ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ଶ୍ୱେତାଙ୍କ ପୂର୍ବ କର୍ମଚାରୀ ରାଜେଶ ପାଣ୍ଡେ ତାଙ୍କ ଉପରେ ଟଙ୍କା ଆତ୍ମସାତ୍‌ କରିଥିବା ନେଇ ୨ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି। ଯାହାକୁ ନେଇ ପୁଣିଥରେ…

ପୁଣି ଥରେ ସୋସିଆଲ ମିଡିଆରେ ଧମାଲ୍ ମଚାଉଛି ପ୍ରିୟା ପ୍ରକାଶଙ୍କ ଭିଡିଓ, ଦେଖନ୍ତୁ କ’ଣ ରହିଛି ଏଥିରେ

ସାଉଥ୍ ଇଣ୍ଡିଆନ୍‌ ଫିଲ୍ମର ନାମିଦାମୀ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିୟର ନିଜର ଏକ ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ନିଜର ପ୍ରଥମ ଭିଡିଓରେ ପ୍ରିୟା ପ୍ରକାଶ ଆଖି ମାରି କେବଳ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିନଥିଲେ ବରଂ ନିଜର ଅଭିନୟ ଦ୍ୱାରା ମଧ୍ୟ ଦର୍ଶକଙ୍କୁ ନିଜର…

କଣ୍ଟ୍ରୋଭର୍ସି କୁଇନ ରାଖୀ ସାୱନ୍ତଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ, କିଛି ଏମିତି ଥିଲା ତାଙ୍କ…

ନିରୁ ଭେଡା ଓରଫ ରାଖୀ ସାୱନ୍ତ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଆଜି ତାଙ୍କର 42 ତମ ଜନ୍ମଦିନ । ତାଙ୍କର ବିବାଦୀୟ ବୟାନ ଯୋଗୁଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏପର୍ଯ୍ୟନ୍ତ ସେ ଅନେକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ରାଖୀ କଣ୍ଟ୍ରୋଭର୍ସି କୁଇନ…

ଗୋଟିଏ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ସଲମାନ, ଶାହାରୁଖ, ହ୍ରିତିକ, କ୍ୟାଟ୍ରିନା ଏବଂ ଦୀପିକା

ସଲମାନ ଖାନ, ଶାହାରୁଖ ଖାନ, ହ୍ରିତିକ ରୋଶନ, କ୍ୟାଟ୍ରିନା କୈଫ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରମାନେ ଗୋଟିଏ ଫିଲ୍ମରେ ଅଭିନୟ କରିପାରିବେ କି ? ଅଧିକାଂଶ ଲୋକେ ଏହାକୁ ଥଟ୍ଟା ବୋଲି ଭାବିବେ ନଚେତ କହିବେ ଏହା ଅସମ୍ଭବ, କିନ୍ତୁ ଚଳଚ୍ଚିତ୍ର ନିର୍ମାତା-ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କର…

‘ରୂପ୍‌ ତେରା ମସ୍ତାନା’ର ରିମେକ୍‌ କଲେ ମିକା ସିଂହ, ଆଜି ରିଲିଜ୍‌ ହେଲା ଟିଜର

ପୁରୁଣା ଏଭରଗ୍ରୀନ୍‌ ଗୀତକୁ ନୂଆ ବିଟ୍‌ସ ଓ ଧୂନ୍‌ରେ ସଜାଇ ରିମେକ୍‌ ତିଆରି କରିବା ବଲିଉଡ୍‌ର ଏକ ଟ୍ରେଣ୍ଡ୍‌ ପାଲଟିଛି। ତମ୍ମା ତମ୍ମାଠୁ ଆରମ୍ଭ କରି ଆଂଖ ମାରେ ଭଳି ଗୀତର ରିମେକ୍‌ ସମସ୍ତଙ୍କୁ ପସନ୍ଦ ଆସିଛି। ଏବେ ଏହି ଧାରାରେ ସାମିଲ ହୋଇଛି ‘ରୂପ ତେରା ମସ୍ତାନା’ ଗୀତ। ମିକା ସିଂହ…

ଚାଲିଗଲେ ବଲିଉଡର ଆଉଜଣେ ଜଣାଶୁଣା ଅଭିନେତା, ଭାଙ୍ଗିପଡିଛନ୍ତି ପରିବାର

ଜଣାଶୁଣା ଅଭିନେତା ବିଶ୍ୱ ମୋହନ ବଡୋଲାଙ୍କର ଦେହାନ୍ତ । ସୂଚନା ଅନୁଯାୟୀ ଗତ 23 ତାରିଖରେ ତାଙ୍କର ଦେହାନ୍ତ ହୋଇଛି , ପ୍ରସିଦ୍ଧ ଅଭିନେତା ବରୁଣ ବାଡୋଲାଙ୍କ ପିତା ଥିଲେ ବିଶ୍ୱ ମୋହନ ବାଡୋଲା । ବିଶ୍ୱ ମୋହନ ବାଡୋଲା ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର, ଟିଭି ସିରିଏଲ ଏବଂ ଥିଏଟରରେ କାମ କରିଛନ୍ତି…

କୁନି କୁନି ହାତରେ ମାଟି ପାତ୍ର ତିଆରି କରିବାକୁ ଚେଷ୍ଟା କରୁଛନ୍ତି ତୈମୁର ଅଲ୍ଲୀ ଖାନ, ଦେଖନ୍ତୁ ଭିଡିଓ

ବଲିଉଡ଼ ଷ୍ଟାର କିଡ଼ସ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ଚର୍ଚ୍ଚାରେ ରୁହନ୍ତି କରିନା ଓ ସୈଫଙ୍କ କୁନି ପୁଅ ତୈମୁର ଅଲ୍ଲୀ ଖାନ । ଯୁଆଡେ ବି ଯାଆନ୍ତି ନିଜ କ୍ୟୁଟ ଅନ୍ଦାଜରେ ସମସ୍ତଙ୍କ ମନ ମୋହି ନିଅନ୍ତି ଏହି କ୍ୟୁଟ ଷ୍ଟାର କିଡ଼ । ଆଉ ତାଙ୍କ ଏହି ହରକତ ଗୁଡିକୁ ଫଟୋ ଆକାରରେ ସାଉଣ୍ଟିବା ପାଇଁ…

୪୭ ବର୍ଷ ପରେ ସ୍ନାତକ ଡିଗ୍ରୀ ଲାଭ କଲେ ଭଜନ ଗାୟକ ଅନୁପ ଜଲୋଟା, କହିଲେ- ‘ଦ୍ୱିତୀୟ ଥର ପାଇଁ ପଦ୍ମଶ୍ରୀ ପାଇବା ଭଳି…

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟକୁ ୧୦୦ ବର୍ଷ ପୂରଣ ହେବା ଅବସରରେ ପାଳିତ ହୋଇଛି ଗୋଲ୍ଡେନ୍‌ ଜୁବୁଲି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକପ୍ରିୟ ଭଜନ ଗାୟକ ଅନୁପ ଜଲୋଟା ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ୪୭ ବର୍ଷ ପରେ ନିଜ ସ୍ନାତକ ଡିଗ୍ରୀ ନେଇଛନ୍ତି ଅନୁପ। ବିଶ୍ୱବିଦ୍ୟାଳୟର ଉପକୁଳପତି ଆଲୋକ…