Below header
Browsing Category

ମନୋରଂଜନ

ହରର୍‌ ଥ୍ରୀଲର ଫିଲ୍ମ ‘ଦୁର୍ଗାମତୀ’ର ଟ୍ରେଲର ରିଲିଜ୍‌, ଦମ୍‌ଦାର ଚରିତ୍ରରେ ନଜର ଆସିଲେ ଭୂମି ପେଡନେକର

ରିଲିଜ୍‌ ହେଲା ଭୂମି ପେଡନେକରଙ୍କ ଥ୍ରୀଲର ଫିଲ୍ମ ‘ଦୁର୍ଗାମତୀ: ଦ ମିଥ୍‌’ର ଟ୍ରେଲର। ଅକ୍ଷୟ କୁମାର, ଭୂଷଣ କୁମାର ଓ ବିକ୍ରମ ମାଲହୋତ୍ରାଙ୍କ ପ୍ରଡକ୍ସନ୍‌ରେ ନିର୍ମିତ ଏହି ଫିଲ୍ମରେ ଭୂମି ପେଡନେକର ଦୁର୍ଗାମତୀ ଭୂମିକାକୁ ଜୀବନ୍ତ କରି ଦେଖାଇଛନ୍ତି। ଗତକାଲି ଫିଲ୍ମର ଟିଜର ରିଲିଜ୍‌…

କିଆରା ଆଡଭାନୀ କହିଲେ – କିପରି ଥିଲା ‘Lust Stories’ର ବହୁ ଚର୍ଚ୍ଚିତ ଭାଇବ୍ରେଟର ସିନର…

ନେଟଫ୍ଲିକ୍ସର ୱେବ୍ ସିରିଜ୍ 'ଲଷ୍ଟ ଷ୍ଟୋରୀ'ରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ଭାଇବ୍ରେଟର ସିନ ବହୁ ଚର୍ଚ୍ଚିତ ହୋଇଥିଲା । ଏହି ସିରିଜରେ କିଆରା ବିକି କୌଶଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଯିଏକି ତାଙ୍କ ସେକ୍ସ ଲାଇଫରେ ଅସନ୍ତୁଷ୍ଟ ଥିଲେ । କିଆରାଙ୍କ ଏହି ସିନକୁ ନେଇ ଅନେକ ବିବାଦ…

ପୁନମ୍‌ ପାଣ୍ଡେ ଆଣିଲେ ସାଂଘାତିକ ଅଭିଯୋଗ, ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପହଞ୍ଚିଲେ ବମ୍ବେ…

ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ସୌରଭ କୁଶୱାହାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି। ପୁନମ ପାଣ୍ଡେ ଅଭିଯୋଗ ଲଗାଇଛନ୍ତି କି, ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ବେଆଇନ…

ଭୂମି ପେଡନେକରଙ୍କ ଫିଲ୍ମ ‘ଦୁର୍ଗାବତୀ’ର ବଦଳାଗଲା ନାମ, ଏହିଦିନ OTT ପ୍ଲାଟଫର୍ମରେ ହେବ ରିଲିଜ

ବଲିଉଡ ଅଭିନେତ୍ରୀ ଭୁମି ପେଡନେକରଙ୍କ ଆଗାମୀ ଚଳଚ୍ଚିତ୍ର 'ଦୁର୍ଗାବତୀ'ର ନାମ' ଦୁର୍ଗାମତି' ରଖାଯାଇଛି । ଏହି ଚଳଚ୍ଚିତ୍ରଟି ଅନେକ ସମୟ ହେଲା ଚର୍ଚ୍ଚାରେ ରହିଆସିଛି ଏବଂ ଏହା ତେଲୁଗୁ ସୁପରହିଟ୍ ଫିଲ୍ମ 'ଭାଗମତୀ'ର ହିନ୍ଦୀ ରିମେକ୍ ଅଟେ । View…

ବିନା କୌଣସି ଅଡିସନ୍‌ରେ ‘ତାରକ ମେହେତା…’ ପାଇଁ ସିଲେକ୍ଟ ହୋଇଥିଲେ ଚମ୍ପକ ଚାଚା, ଗୋଟିଏ ଏପିସୋଡ୍‌ ପାଇଁ…

୧୨ ବର୍ଷ ଧରି ‘ତାରକ ମେହେତା କା ଉଲ୍‌ଟା ଚଷମା’ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଉଛି। ଲୋକମାନେ ଏହି ଶୋ’କୁ ଯେତିକି ପସନ୍ଦ କରନ୍ତି ତା’ଠୁ ଅଧିକ ଏଥିରେ ଅଭିନୟ କରୁଥିବା ଲୋକଙ୍କୁ ଭଲ ପାଆନ୍ତି। ସେଭଳି ଜଣେ ଚରିତ୍ର ହେଉଛନ୍ତି ଚମ୍ପକ ଚାଚା ବା ବାପୁଜୀ। ଗତ ୧୨ ବର୍ଷ ଧରି ଅମିତ ଭଟ୍ଟ ଏହି…

ରଶ୍ମିକା ମନ୍ଦାନାଙ୍କୁ ଗୁଗୁଲ କହିଲା ‘ନ୍ୟାସନାଲ କ୍ରସ’, ଖୁସି ହୋଇ ଅଭିନେତ୍ରୀ ଲେଖିଲେ ଏମିତି

ସାଉଥର ସୁନ୍ଦରୀ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ଗୁଗୁଲ, 2020ରେ ଭାରତର ଜାତୀୟ କ୍ରସ୍ ଆଖ୍ୟା ଦେଇଛି। ଗୁଗୁଲରେ National Crush Female of India 2020 ଟାଇପ୍ କରିବା ପରେ ରଶ୍ମିକା ମାନ୍ଦାନାଙ୍କ ନାମ ଆସୁଛି। ଏହି କଥା ଜଣାପଡ଼ିବା ପରେ ପ୍ରଶଂସକମାନେ ରଶ୍ମିକାଙ୍କୁ ସୋସିଆଲ ମିଡିଆରେ…

ନିର୍ଭୟା ଗଣଦୁଷ୍କର୍ମ ଉପରେ ନିର୍ମିତ ଫିଲ୍ମ ‘ଦିଲ୍ଲୀ କ୍ରାଇମ୍‌’ କୁ ମିଳିଲା ଅନ୍ତର୍ଜାତୀୟ ଇମ୍ମି ଆଓ୍ଵାର୍ଡ ୨୦୨୦

ୱେବ୍‌ ସିରିଜ୍‌ ‘ଦିଲ୍ଲୀ କ୍ରାଇମ୍‌’କୁ ଡ୍ରାମା କାଟାଗୋରୀରେ ଇଣ୍ଟରନ୍ୟାସନାଲ ଇମି ଆଓ୍ଵାର୍ଡ ୨୦୨୦ରେ ସମ୍ମାନିତ କରାଯାଇଛି। ଏହି ସିରିଜ୍‌ ସର୍ବଶ୍ରେଷ୍ଠ ଡ୍ରାମା ସିରିଜ୍‌ ଶ୍ରେଣୀରେ ଆର୍ଜେଣ୍ଟିନା, ଜର୍ମାନୀ ଓ ୟୁକେରେ ଶୋ’ ସମେତ ଅନ୍ତର୍ଜାତୀୟ ଏମିଜ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରୁଛି।…

୫୫ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା ଆଶିଷ ରାୟ, ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ଥିଲେ ପୀଡ଼ିତ

ନିଜ ଦମ୍‌ଦାର ଅଭିନୟ ମାଧ୍ୟମରେ ଟିଭି ଓ ଫିଲ୍ମ ଜଗତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ଆଶିଷ ରାୟ ଆଉ ନାହାନ୍ତି। ଦୀର୍ଘ ଦିନ ଧରି କିଡ୍‌ନୀ ରୋଗରେ ଯୁଝିବା ପରେ ସୋମବାର ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଉଭୟ କିଡ୍‌ନୀ ଖରାପ ହୋଇଯାଇଥିଲା। ଗତ…

ଡେଟିଂ ଆପ୍ କଲା କମାଲ, ପାକିସ୍ତାନୀ ଯୁବକଙ୍କ ପ୍ରେମରେ ଉବୁଟୁବୁ କିଆରା ଆଡଭାନୀ

କିଆରା ଆଡଭାନୀଙ୍କ ଆଗାମୀ ଫିଲ୍ମ ‘ଇନ୍ଦୁ କି ଜୱାନୀ’ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରକୁ ଏପର୍ଯ୍ଯନ୍ତ ୯ ଲକ୍ଷ ଲୋକ ଦେଖିସାରିଲେଣି। ଫିଲ୍ମକୁ ଅବିର ସେନଗୁପ୍ତା ନିର୍ଦ୍ଦେଶନା ଦେଉଛନ୍ତି। ଟ୍ରେଲରରେ କିଆରା ଆଡଭାନୀ ଏବଂ ଆଦିତ୍ଯ ସିଲ୍ ମୁଖ୍ଯ ଭୂମିକାରେ ରହିଛନ୍ତି। ଏହାର କାହାଣୀ ରହିଛି…

ହ୍ରିତିକ୍ ରୋସନଙ୍କ ଗୀତରେ ବୟଫ୍ରେଣ୍ଡ ଭିକ୍କୀ ଜୈନଙ୍କ ସହ ଠୁମ୍‌କା ଲଗାଇଲେ ଅଙ୍କିତା, ଭାଇରାଲ୍ ହେଉଛି ଭିଡିଓ

ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବୟଫ୍ରେଣ୍ଡ ଭିକ୍କୀ ଜୈନ୍ ଙ୍କ ସହ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ଏସବୁ ମଧ୍ୟରେ ଅଙ୍କିତା ଏବେ ବୟଫ୍ରେଣ୍ଡ ଭିକ୍କୀଙ୍କ ସହ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଉଭୟ ହ୍ରିତିକ ରୋସନଙ୍କ ଫିଲ୍ମ…

ଏହି କାରଣରୁ ଜୁହି ଚାୱଲାଙ୍କ ପିଲା ଦେଖନ୍ତି ନାହିଁ ତାଙ୍କ ଫିଲ୍ମ

ଜୁହି ଚାୱଲା ବଲିଉଡରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଜୁହି ମଡେଲିଂରୁ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ, ଏବଂ ପରେ 1984 ରେ ମିସ୍ ଇଣ୍ଡିଆ ଟାଇଟଲ୍ ପାଇଥିଲେ । ଜୁହି ଚାୱଲା 1995 ମସିହାରେ ବ୍ୟବସାୟୀ ଜୟ ମେହେତାଙ୍କୁ ଗୁପ୍ତରେ ବିବାହ କରିଥିଲେ । ଜୁହି ଚାୱଲାଙ୍କର ଦୁଇଟି ସନ୍ତାନ…

ଜୀବନକୁ ଶେଷ କରି ଦେବା ପାଇଁ ୪ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅମିତ ସାଧ, ଜାଣନ୍ତୁ କାହିଁକି

ଅଭିନେତା ଅମିତ ସାଧ ଧୀରେ ଧୀରେ ବଲିଉଡ୍ ରେ ନିଜର ଖାସ୍ ପରିଚୟ ସୃଷ୍ଟି କରିପାରିଛନ୍ତି। ବଲିଉଡରେ ତାଙ୍କର ଅନେକ ଫ୍ୟାନ୍ସ ଫଲୋର ମଧ୍ୟ ରହିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଅମିତ ସାଧ ନିଜକୁ ମାରିବାକୁ ୪ ଥର ଚେଷ୍ଟା କରିଥିଲେ ବୋଲି । ଆଜ୍ଞା ହଁ ଏକଥା ବିଶ୍ୱାସ ହେଉନଥିଲେ ମଧ୍ୟ ବିଲକୁଲ୍…