Browsing Category

ମନୋରଂଜନ

ୟୁଜର୍ସଙ୍କ ଧମକ ଶୁଣି ନିଆଁ ହେଲେ କଙ୍ଗନା ରାଣାଓ୍ଵତ୍‌, କହିଲେ ‘ବ୍ଲକ୍‌ କରିଦିଅ କିନ୍ତୁ ଘୃଣା କରୁଥିବା ଲୋକଙ୍କ ଭଳି…

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ନିଜ ବେପରଓ୍ଵା ବୟାନ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନା ସବୁବେଳେ ସୋସିଆଲ ମିଡିଆରେ ଖୋଲାଖୋଲି ନିଜ ମତ ରଖିଥାଆନ୍ତି। ଗତ କିଛି ଦିନ ଧରି ସେ ବଲିଉଡ୍‌ରେ ନେପୋଟିଜମ୍‌ ଭଳି ବିଷୟକୁ ନେଇ ଆଲୋଚନା କରୁଛନ୍ତି। ଏଥିପାଇଁ କେତେବେଳେ ତାଙ୍କୁ ସୋସିଆଲ ମିଡିଆ…

ପତିଙ୍କୁ ଘରକୁ ଆସିବାକୁ ଦେଉନାହାଁନ୍ତି ଶ୍ୱେତା ତିଓ୍ଵାରୀ, ସୋସିଆଲ ମିଡିଆରେ ଭିଡିଓ ସେୟାର କଲେ ସ୍ୱାମୀ ଅଭିନବ

ଟେଲିଭିଜନର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ ନିଜର ବ୍ୟକ୍ତିଗତ ଜୀବନଶୈଳୀ କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ଶ୍ୱେତାଙ୍କ ପତ୍ନୀ ଅଭିନବ କୋହଲି ପ୍ରତ୍ୟେକ ଦିନ ଶ୍ୱେତାଙ୍କ ଉପରେ ତାଙ୍କ ପୁଅ ରେୟାଂସଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦେଉନଥିବା ଅଭିଯୋଗ କରିଛନ୍ତି। କେବଳ ଏତିକି…

ନିଜର ଟ୍ୱିଟର ଏବଂ ଇଂଷ୍ଟା ଆକାଉଣ୍ଟର ନାଁ ବଦଳାଇଲେ ଦୀପିକା, ଜାଣନ୍ତୁ କାହିଁକି ଏବଂ କ’ଣ ରଖିଲେ ନୂଆ ନାଁ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡରେ ଡେବ୍ୟୁକୁ ନେଇ ୧୩ ବର୍ଷ ପୂରଣ କରିସାରିଛନ୍ତି। ସୂଚନା ମୁତାବକ ଗତକାଲି ଦୀପିକାଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘ଓମ୍ ଶାନ୍ତି ଓମ୍’ର ୧୩ ବର୍ଷ ପୂରଣ ହୋଇଛି | ଏନେଇ ଦୀପିକା ତାଙ୍କର ଏହି ସଫଳତାକୁ ପାଳନ କରିଛନ୍ତି। ଏଥିସହ ସେ ଇନଷ୍ଟାଗ୍ରାମ ଏବଂ…

୯ ବର୍ଷ ବୟସରେ ଆଖିବୁଜିଲେ ହାସ୍ୟ ଅଭିନେତା ରାଜୀବ ନିଗମଙ୍କ ପୁଅ, ଜନ୍ମଦିନରେ ତ୍ୟାଗ କଲେ ଶେଷ ନିଶ୍ୱାସ

ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୀବ ନିଗମଙ୍କ ୯ ବର୍ଷିୟ ପୁଅ ଦେବରାଜ ମୃତ୍ୟୁବରଣ କରିଛନ୍ତି। ଉକ୍ତ ଘଟଣା ସମ୍ପର୍କରେ ରାଜୀବ ନିଜେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ରାଜୀବଙ୍କର ୮ ନଭେମ୍ବରରେ ଜନ୍ମଦିନ ଥିଲା କିନ୍ତୁ ବାପା ଜନ୍ମଦିନରେ କେକ୍‌ କାଟିବା ପୂର୍ବରୁ ଦୁନିଆ ଛାଡି ଚାଲିଗଲା ପୁଅ…

ଏକାଠି ନଜର ଆସିବେ ଦୀପିକା, ସିର୍ଦ୍ଧାନ୍ତ ଏବଂ ଅନନ୍ୟା, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ

ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଆଗାମୀ ଫିଲ୍ମରେ ଏକାଠି ନଜର ଆସିବେ ଦୀପିକା ପାଦୁକୋନ୍, ସିର୍ଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ। ରିପୋର୍ଟ ଅନୁଯାୟୀ ଏହି ତିନି କଳାକାର ଗୋଆରୁ ସୁଟିଂ ସାରି ନିକଟରେ ମୁମ୍ବାଇ ଫେରିଛନ୍ତି। ଅନ୍ୟପଟେ ଦୀପିକା ସିର୍ଦ୍ଧାନ୍ତଙ୍କ ସହ ମୁମ୍ବାଇରେ ହେବାକୁ…

ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବୀ ହେଲେ କୋଭିଡ୍‌ ପଜିଟିଭ୍‌, ଫ୍ୟାନ୍ସ କରୁଛନ୍ତି ଆରୋଗ୍ୟ କାମନା

ସାଉଥ୍‌ ସୁପରଷ୍ଟାର ଅଭିନେତା ଚିରଞ୍ଜୀବୀ କରୋନାରେ ସଂକ୍ରମିତ ହୋଇଯାଇଛି। ଏହି କିଛି ସମୟ ତଳେ ସେ ନିଜ ଫ୍ୟାନ୍ସଙ୍କୁ ଟ୍ଵିଟରେ ଏହା ଜଣାଇଛନ୍ତି ଯେ ସେ କରୋନା ସଂକ୍ରମିତ ଅଛନ୍ତି। ଚିରଞ୍ଜୀବୀଙ୍କ ଏହି ପୋଷ୍ଟ ପରେ ତାଙ୍କର ଫ୍ୟାନ୍ସମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ସୋସିଆଲ…

ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ NCBର ଚଢ଼ାଉ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ଆଙ୍ଗଲ୍ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଏହି ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ଏହି ମାମଲାରେ ଏନସିବିର ଏକ ଟିମ୍ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢ଼ାଉ କରିଛନ୍ତି । ତେବେ ଅର୍ଜୁନ ରାମପାଲଙ୍କ ଘରେ ଏନସିବି…

ଆଜି ରିଲିଜ ହେଉଛି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଲକ୍ଷ୍ମୀ’, ଜାଣନ୍ତୁ କାହିଁକି ସନ୍ଧ୍ୟା ୭…

ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ', ଯାହାର ନାମ ପୂର୍ବରୁ 'ଲକ୍ଷ୍ମୀ ବମ୍' ଥିଲା, ନଭେମ୍ବର ୯ ରେ ସନ୍ଧ୍ୟା ୭ ଟା ୦୫ରେ ମୁକ୍ତିଲାଭ କରିବ । ତେବେ ଏପରି ସମୟରେ ରିଲିଜ ହେବ ବୋଲି କାହିଁକି ନିଷ୍ପତ୍ତି ନିଆଯାଇଛି । ତା ପଛରେ ବି ରହିଛି ଏକ କାରଣ ତାହେଲେ ଆସନ୍ତୁ ଜାଣିବା କଣ ସେହି କାରଣ ।…

ହାଇଦ୍ରାବାଦର ସୁଟିଂସେଟ୍‌ରେ ସୋନୁଙ୍କୁ ସାହାଯ୍ୟ ମାଗିବାକୁ ପହଞ୍ଚିଗଲେ ଲୋକ, ଦେଖନ୍ତୁ ସେମାନଙ୍କୁ କେମିତି ସ୍ୱାଗତ…

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ସବୁବେଳେ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ସେ ଲକ୍‌ଡାଉନ୍‌ ବେଳଠୁ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଏବେ ବି ସୋନୁ ନିଃସ୍ୱାର୍ଥପର ସେବା ଜାରି ରଖିଛନ୍ତି। ଯିଏ ବି ଟ୍ଵିଟରରେ ସୋନୁଙ୍କୁ ସହାୟତା ମାଗୁଛି ସୋନୁ ତାକୁ ତୁରନ୍ତ…

ହନିମୁନ୍‌ ଯାଇ ନିଜର ବୋଲ୍ଡ ଫଟୋ ସେୟାର କଲେ କାଜଲ ଅଗ୍ରଓ୍ଵାଲ, ଯାହାକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

କାଜଲ ଅଗ୍ରଓ୍ଵାଲ ଗତ ମାସ ୩୦ ତାରିଖରେ ଗୌତମ କିଚଲୁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ‘ସିଙ୍ଘମ’ ଫେମ ଅଭିନେତ୍ରୀ ନିଜର ଅନେକ ଫଟୋ ଏବଂ ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ନଜର ଆସୁଛି। ଏବେ କାଜଲ ତାଙ୍କ ହନିମୁନ ଟ୍ରିପର କିଛି ଖାସ୍‌ ଫଟୋକୁ ସେୟାର…

ମଥାରେ ନାଲି ଟିକିଲି ଲଗାଇ ଫଟୋ ସେୟାର କଲେ ସିଦ୍ଧାର୍ଥ ଶୁକ୍ଳା, ଜାଣନ୍ତୁ କାହିଁକି

ନିଜ ଆଗାମୀ ପ୍ରୋଜେକ୍ଟ ସୁଟିଂ ପାଇଁ ସିଦ୍ଧାର୍ଥ ଶୁକ୍ଳା ଏବେ ସେହନାଜ ଗିଲ୍‌ଙ୍କ ସହ ଚଣ୍ଡୀଗଡ଼ରେ ଅଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ସିଦ୍ଧାର୍ଥ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ମଥାରେ ଲାଲ ବିନ୍ଦି ଲଗାଇଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋ ଇଣ୍ଟରନେଟ୍‌ରେ ଖୁବ୍‌…

ବଲିଉଡ୍‌ ଡ୍ରଗ୍ସସ ଲିଙ୍କ୍‌: ଫିଲ୍ମ ପ୍ରଯୋଜକ ଫିରୋଜ ନାଡିୟାଡବାଲାଙ୍କ ଘରୁ ମିଳିଲା ବିପୁଳ ପରିମାଣର ଡ୍ରଗ୍ସ, ପତ୍ନୀ…

ବଲିଉଡ୍‌ ଡ୍ରଗ୍ସ କନେକସନ୍‌ ମାମଲାରେ ରବିବାର ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଫିଲ୍ମ ପ୍ରଡ୍ୟୁସର ଫିରୋଜ ନାଡିୟାଡବାଲାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମୁମ୍ବାଇ ଏନ୍‌ସିବି ଜୋନାଲ ଡାଇରେକ୍ଟର ସମୀର ଓ୍ଵାଙ୍ଖଡେ ଏନେଇ ସୂଚନା ଦେଇଛନ୍ତି। ଏଥିସହ ଏନ୍‌ସିବି ଫିରୋଜ…