Browsing Category

ମନୋରଂଜନ

ଘରେ ହାତ ବାନ୍ଧି ବସିଛନ୍ତି ଅନୁପମ ଖେରଙ୍କ ପୁଅ, କାମ ଦେବାକୁ ସୋସିଆଲ ମିଡିଆରେ କଲେ ଗୁହାରି

ବରିଷ୍ଠ ଅଭିନେତା ଅନୁପମ ଖେରଙ୍କ ପୁଅକୁ ମିଳୁନି କାମ। ବାପା ଏତେ ବଡ଼ ଷ୍ଟାର ହୋଇଥିଲେ ମଧ୍ୟ ଏବେ ଘରେ ହାତ ବାନ୍ଧି ବସିଛନ୍ତି ଅନୁପମଙ୍କ ପୁଅ ସିକନ୍ଦର ଖେର। ସିକନ୍ଦର ଖେର ମଧ୍ୟ ଜଣେ ଅଭିନେତା। ନିକଟରେ ସେ ତିନିଟି ୱେବ୍‌ ସିରିଜ୍‌ରେ କାମ କରିଛନ୍ତି। ତଥାପି ସେ କାମ ମାଗୁଛନ୍ତି। ସିକନ୍ଦର…

ଡ୍ରଗ୍ସ ମାମଲାରେ ଭାରତୀଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା ଗିରଫ, ମାନିଲେ ଗଞ୍ଜେଇ ନେଉଥିବା କଥା

ଭାରତୀଙ୍କ ସ୍ବାମୀ ହର୍ଷ ମଧ୍ୟ ଆଜି ଗିରଫ ହୋଇଛନ୍ତି । କମେଡିଆନ୍ ଭାରତୀ ସିଂହଙ୍କୁ ଗତକାଲି ରାତିରେ ଗିରଫ କରିଥିଲା ଏନ୍ସିବି । ଗତକାଲି ହର୍ଷ ଲିମ୍ବାଚିୟା ପଚରାଉପରା ପାଇଁ ଏନସିବି ଆଗରେ ହାଜର ହୋଇଥିଲେ ମଧ୍ୟ ତାଙ୍କୁ ପଚରାଉଚରା ପରେ ଛାଡିଦିଆଯାଇଥିଲା । କିନ୍ତୁ ଆଜି ଡ୍ରଗ୍ସ ମାମଲାରେ…

ପଚରାଉଚରା ପରେ ଏନସିବି ଦ୍ବାରା ଗିରଫ ହେଲେ କମେଡିଆନ୍‌ ଭାରତୀ ଏବଂ ସ୍ବାମୀ ହର୍ଷ, ଘର ସମେତ ମୁମ୍ବାଇର ଅନ୍ୟ ଦୁଇଟି…

କେନ୍ୟୁଜ୍(ବ୍ୟୁରୋ): କମେଡିଆନ୍‌ ଭାରତୀ ସିଂ ଗିରଫ। ପଚରାଉଚରା ପରେ ଗିରଫ କଲା ଏନସିବି । ରେଡ୍‌ ବେଳେ ତାଙ୍କ ଘରୁ ୮୬ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଗତକାଲି ହର୍ଷକୁ ଏନସିବି ପଚରାଉଚରା ପରେ ଛାଡିଦେଇଥିଲା କିନ୍ତୁ ଆଜି ପୁଣି ହର୍ଷକୁ ଗିରଫ କରିଛି। ଗିରଫ ପରେ ଆଜି ଦୁହିଁଙ୍କୁ କୋର୍ଟ…

ସୋସିଆଲ ମିଡିଆରେ ନିଜ ମୋବାଇଲ ନମ୍ବର ସେୟାର କଲେ ଉର୍ବଶୀ, ଏବେ ପରିସ୍ଥିତି ଅସମ୍ଭାଳ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ଫ୍ୟାନ୍‌ଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବା ପାଇଁ ଉର୍ବଶୀ ପ୍ରତିଦିନ କିଛି ନା କିଛି ନୂଆ ନୂଆ ପୋଷ୍ଟ କରିଥାନ୍ତି। ତେବେ ଏବେ ଉର୍ବଶୀ କିଛି ସେଭଳି କାରଣ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏଥରକ ଉର୍ବଶୀ ନିଜ…

କମେଡି କୁଇନ ଭାରତୀ ସିଂହଙ୍କୁ ଘରୁ ଉଠାଇ ନେଲା ପୋଲିସ, ଆଜି ସକାଳେ ଘରୁ ମିଳିଥିଲା ଗଞ୍ଜେଇ

କମେଡି କୁଇନ ଭାରତୀ ସିଂହ ଗିରଫ। ଆଜି ସକାଳେ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢ଼ଉ କରିଥିଲା। ଚଢ଼ାଉ ବେଳେ ତାଙ୍କ ଘରୁ ଗଂଜେଇ ଜବତ ହୋଇଥିଲା। ଡ୍ରଗ୍ସ ମାମଲାକୁ ନେଇ ଏହି ଚଢ଼ଉ କରାଯାଇଥିଲା ।…

ତୈମୁରଙ୍କ କ୍ୟାରିୟରକୁ ନେଇ ଖୁଲାସା କଲେ ପିତା ସୈଫ୍ ଅଲ୍ଲୀ ଖାନ୍, କହିଲେ ଏମିତି କିଛି

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ କ୍ୟୁଟନେସ୍ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏନେଇ ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଷ୍ଟାର୍ କିଡସ୍ ମାନଙ୍କ ମଧ୍ୟରେ ଚର୍ଚ୍ଚାରେ ଥିବା ତୈମୁର ଅଲ୍ଲୀ ଖାନ୍ ସବୁବେଳେ ଟପ୍ ରେ…

ପୁଣିଥରେ ଶେହନାଜ୍‌ ଗିଲ୍‌ଙ୍କ ସହ ଏକାଠି ନଜର ଆସିବେ ସିଦ୍ଧାର୍ଥ ଶୁକ୍ଳା, ନୂଆ ଫଟୋ ହେଲା ଭାଇରାଲ୍‌

ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ୧୩ର ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଳା ଓ ଶେହନାଜ୍‌ ଗିଲ୍‌ ପୁଣିଥରେ ଏକାଠି ନଜର ଆସିବେ। ଆଉ ଏକ ନୂଆ ପ୍ରୋଜେକ୍ଟରେ ଏମାନେ ଏକାଠି କାମ କରିବେ। ସିଦ୍ଧାର୍ଥ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ସିଦ୍ଧାର୍ଥ ସେୟାର କରିଥିବା…

କମେଡି କୁଇନ୍‌ ଭାରତୀ ସିଂହଙ୍କ ଘରେ ଅଚାନକ ପଶିଲା ଏନ୍‌ସିବି, ଡ୍ରଗ୍ସ ମାମଲାରେ ଆରମ୍ଭ ହେଲା ତଦନ୍ତ

ଡ୍ରଗ୍ସ ମାମଲାରେ ଜଣକ ପରେ ଜଣେ ସେଲିବ୍ରିଟି ଛନ୍ଦି ହୋଇଯାଉଛନ୍ତି। ଆଜି ସକାଳେ ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇସ୍ଥିତ ଫ୍ଲାଟ୍‌ରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଚଢ଼ଉ କରିଛି। ଡ୍ରଗ୍ସ ମାମଲାକୁ ନେଇ ଏହି ଚଢ଼ଉ କରାଯାଇଛି।…

ମରୁଭୂମିରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଲେ ନୋରା ଫତେହୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ବଲିଉଡ୍ ଆକ୍ଟ୍ରେସ୍ ଏବଂ ଡ୍ୟାନ୍ସର ନୋରା ଫତେହି ନିଜର ଜବରଦସ୍ତ ଡ୍ୟାନ୍ସ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ନୋରା ନିଜର ଡ୍ୟାନ୍ସ ଦ୍ୱାରା ଦର୍ଶକଙ୍କୁ ସମ୍ମୋହିତ କରିଥାନ୍ତି। ନୋରାଙ୍କ ଡ୍ୟାନ୍ସର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନୋରା…

କରନ ଜୋହରଙ୍କ ଉପରେ ବର୍ଷିଲେ ମଧୁର ଭଣ୍ଡାରକର, ଫିଲ୍ମ ଟାଇଟଲ ଚୋରାଇଥିବା ଅଭିଯୋଗ

ଫିଲ୍ମ ନିର୍ଦ୍ଦେଶକ କରନ ଜୋହର ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନେପୋଟିଜିମ ବିବାଦ ତାଙ୍କ ପିଛା ଛାଡ଼ିନଥିବା ବେଳେ ଏବେ ଟାଇଟଲ ଚୋରାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି। ନିର୍ଦ୍ଦେଶକ ମଧୁର ଭଣ୍ଡାରକର ସୋସିଆଲ ମିଡିଆରେ ଏକ ଟ୍ବିଟ ମାଧ୍ୟମରେ ଏହା ଜଣାଇଛନ୍ତି। ମଧୁରଙ୍କ ଆଗାମୀ ଫିଲ୍ମର…

ପ୍ରଥମ ଥର ପାଇଁ ରାପ୍ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ, ମିଲନ ଷ୍ଟଡ଼ିଓରେ ହେଲା ରେକର୍ଡ

କଟକ(କେନ୍ୟୁଜ୍): ପ୍ରଥମ ଥର ପାଇଁ ରାପ  ଗୀତ ଗାଇଲେ ବିଧାୟକ ସୁର ରାଉତରାୟ ।  ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯାଇଛି।  ନିଜର ବେଫିକର ଅନ୍ଦାଜ, ବିତର୍କିତ ବୟାନବାଜି,  ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ…

ପୁଣିଥରେ ବାପା ହେବାକୁ ଯାଉଛନ୍ତି କମେଡ଼ି କିଙ୍ଗ କପିଲ ଶର୍ମା ? ଭିଡିଓରେ ନଜର ଆସିଲା ପତ୍ନୀ ଗିନ୍ନିଙ୍କର ବେବିବମ୍ପ

ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଘରକୁ ଖୁବ୍ ଶୀଘ୍ର ଆସୁଛନ୍ତି ଜଣେ କୁନି ଅତିଥି କାରଣ ସେ ଏଥର ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି । କପିଲଙ୍କ ପତ୍ନୀ ଜିନି ଦ୍ୱିତୀୟ ଥର ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଚାଲିଥିଲା । ଜାନୁଆରୀରେ ସେ ଆଉ ଏକ ସନ୍ତାନ ଜନ୍ମ ଦେବେ ବୋଲି କୁହାଯାଉଛି ।…