Below header
Browsing Category

ଲାଇଫ୍ ଷ୍ଟାଇଲ୍

ମିନିଟରେ ବନାନ୍ତୁ ପିଲାଙ୍କ ପସନ୍ଦ ଫ୍ରୁଟ୍‌ ଜାମ, ଏକଦମ ବଜାର ଭଳି ଟେଷ୍ଟ

ପିଲାଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଜାମ ବହୁତ ପସନ୍ଦ ଆସିଥାଏ। ଲକଡାଉନ କାରଣରୁ ଏବେ ପ୍ରାୟ ଦୋକାନ ବଜାର ବନ୍ଦ। ଏମିତିରେ ଆପଣ ଘରେ ମଧ୍ୟ ବଜାର ଭଳି ଜାମ ବନାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ ସେଓ - ୬ ଅମୃତଭଣ୍ଡା - ୧ ଅଙ୍ଗୁର…

ମାତ୍ର ୫ ମିନିଟରେ ଆଜି ହିଁ ଏକ ନୂଆ ଉପାୟରେ ଘରେ ବନାନ୍ତୁ ସ୍ୱାଦରେ ଭରପୁର ଲେମନ ରାଇସ୍

ଆବଶ୍ୟକୀୟ ସାମଗ୍ରୀ ୩ କପ୍ ରାଇସ୍ ୧ ଚାମଚ କାଜୁ ୧ ଚାମଚ ବାଦାମ ସୋରିଷ ଶୁଖିଲା ଲଙ୍କା ୨ ଟି ହେଙ୍ଗୁ ସିଝା ବିରି ଡାଲି ୧ ଚାମଚ କଞ୍ଚାଲଙ୍କା ଲେମ୍ବୁ ଭୃଷଙ୍ଗପତ୍ର ଧନିଆପତ୍ର ସୈନ୍ଧବ ଲୁଣ ତେଲ କିମ୍ବା ଘିଅ ପ୍ରସ୍ତୁତି ପ୍ରଣାଳୀ ଲେମନ…

ପ୍ରତିଦିନ ମହୁ ସହ ଖାଆନ୍ତୁ ଏହି ଜିନିଷ, ପାଞ୍ଚ ଗୁଣ ବଢ଼ିବ ଶରୀରର ରୋଗ ପ୍ରତିରୋଧକ କ୍ଷମତା

ବିଭିନ୍ନ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବା ନିହାତି ଆବଶ୍ୟକ । ବିଶେଷ କରି ଏବେକା ସମୟରେ କରୋନା ଭାଇରସରୁ ବର୍ତ୍ତିବା ପାଇଁ ନିଜ ନିଜ ଶରୀରର ଇମ୍ୟୁନିଟି କ୍ଷମତା ବୃଦ୍ଧି କରିବା ଉଚିତ । ଯଦି ଶରୀରର ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ରୁହେ, ତେବେ ଶରୀରକୁ…

ଆପଣଙ୍କ ପାଦରେ ଦେଖାଯାଉଛି କି ଏପରି ଦାଗ, ତେବେ ହୋଇଯାଆନ୍ତୁ ସଚେତନ ନଚେତ ହୋଇପାରନ୍ତି କରୋନାର ଶିକାର

କରୋନା ଭାଇରସରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ବିଶ୍ୱରେ ଏହି ଭାଇରସରେ ୧ଲକ୍ଷ ୪୩ହଜାରରୁ ଅଧିକ ଲୋକଙ୍କର ମୁତ୍ଯୁ ହୋଇସାରିଛି। ଭାରତରେ ମଧ୍ୟ ଏହାର ସଂଖ୍ୟା ବଢିବାରେ ଲାଗିଛି। ସୂଚନା ମୁତାବକ ବ୍ୟକ୍ତିମାନଙ୍କ ପାଖରେ କରୋନା ଲକ୍ଷଣକୁ ନେଇ ଭିନ୍ନ ଭିନ୍ନ…

ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ମଜବୁତ କରିଥାଏ ଏହି ଯୋଗାସନ, ବ୍ୟାୟାମରେ ନିଶ୍ଚୟ କରନ୍ତୁ ସାମିଲ

କାରୋନାର ବଢୁଥିବା ପ୍ରକୋପକୁ ଦେଖି ଆୟୁଷ ମନ୍ତ୍ରାଳୟଙ୍କ ଦ୍ଵାରା ଅନେକ ପ୍ରକାର ପରାମର୍ଶ ଦିଆଯାଇଛି। ଯାହା ଦ୍ୱାରା ଶରୀରର ଇମ୍ୟୁନ ସିଷ୍ଟମକୁ ମଜବୁତ କରିହେବ। ଏମିତିରେ ଆପଣଙ୍କ ପାଇଁ ଯୋଗାସନ ମଧ୍ୟ ବହୁତ ସାହାଯ୍ୟକାରୀ ପ୍ରମାଣିତ ହୋଇପାରେ। ଆଜି ଆପଣଙ୍କ ପାଇଁ ଉତ୍ତାନାସନ ବିଷୟରେ ଜଣାଇବୁ।…

ଘରେ ଅଛନ୍ତି କିଛି ନୂଆ ଟ୍ରାଏ କରନ୍ତୁ ଆଜି ବନାନ୍ତୁ ‘ସ୍ପାଇସି ସୋୟା ଚଙ୍କସ୍’

ଚଟପଟା ସ୍ନାକସ୍ ଆପଣଙ୍କ ଦିନକୁ ସୁନ୍ଦର ବନାଇପାରେ। ଆଜି କିଛି ନୂଆ ଟ୍ରାଏ କରନ୍ତୁ। ଦେଖିବେ ପରିବାର ଲୋକଙ୍କର ପ୍ରିୟପାତ୍ରୀ ହୋଇପାରିବେ। କୁହନ୍ତି କାହାର ଭଲପାଇବା ଚାହୁଁଥିଲେ ଆଗ ତାଙ୍କର ପେଟ ଶାନ୍ତି କରିବାକୁ ପଡିବ। ଆପଣ ତାଙ୍କର ପ୍ରିୟ ହେବାପାଇଁ କିଛି ସୁଆଦିଆ ରେସିପି ବନାଇ…

 ବିନା ଅଣ୍ଡାରେ ପ୍ରସ୍ତୁତ କରନ୍ତୁ ଓମଲେଟ, ସ୍ଵାଦରେ ଲାଜବାଵ

ଯେଉଁମାନେ ଶାକାହାରି ଏବଂ ଯେଉଁ ମାନଙ୍କୁ ଅଣ୍ଡା ଖାଇବା ପସନ୍ଦ ନୁହେଁ। ସେମାନଙ୍କ ପାଇଁ ବଢିଆ ସ୍ୱାଦିଷ୍ଟ ଓମଲେଟ ନେଇ ଆସିଛୁ। ଯାହା ଆପଣଙ୍କୁ ବଢିଆ ସ୍ୱାଦ ଦେବ। ଆବଶ୍ୟକ ସାମଗ୍ରୀ ସୁଜି - ୧ କପ ଗାଢ଼ା ଦହି - ୩/୪ କପ ପାଣି - ଆବଶ୍ୟକ ଅନୁସାରେ ପନୀର - ୧ କପ କଦ୍ଦୁକସ ହୋଇଥିବା…

ପାଣିର ଏହି ଉପାୟ ଚମକାଇଦେବ ଆପଣଙ୍କ ଭାଗ୍ୟ, ଘରେ ବସି ବନାଇଦିଏ ଧନବାନ

ଆମେ ସମସ୍ତେ ଜାଣିଛନ୍ତି ଯେ ପାଣି ବିନା ଜୀବନ ଅସମ୍ଭବ। ଶାସ୍ତ୍ର ମଧ୍ୟ ଜଣାଇଛି ଯେ ଆମ ଶରୀରର ନିର୍ମାଣ ଯେଉଁ ପାଞ୍ଚଟି ତତ୍ତ୍ୱ ସହିତ ମିସିକି ହୋଇଛି ସେଥିମଧ୍ୟରୁ ସବୁଠାରୁ ମହତ୍ୱପୂର୍ଣ୍ଣ ଜଳ ତତ୍ତ୍ୱକୁ ହିଁ ଧରାଯାଏ। ଏହାବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ପାଣିକୁ ନେଇ କିଛି ଚମତ୍କାରୀ ଉପାୟ…

ସକାଳର ବ୍ରେକ ଫାଷ୍ଟକୁ ଟିକେ ଚଟପଟା କହିବାକୁ ଇଚ୍ଛା ହେଉଛିକି, ତେବେ ଥରେ ଟ୍ରାଏ କରନ୍ତୁ “ଦହି ବ୍ରେଡ…

ଲକ ଡାଉନ ପରିସ୍ଥିତିରେ ଏବେ ଦେଶବାସୀଙ୍କୁ ନିଜ ନିଜ ଘରେ ରହି ସମୟ କାଟିବାକୁ ପଡୁଛି ।  ଘରେ ଥିବା ସମୟରେ ସାଧାରଣତଃ କିଛି ସ୍ପେଶାଲ, ସ୍ୱାଦିଷ୍ଟ ଖାଇବାକୁ ଇଛା ହୋଇଥାଏ ।  ଜାରି ହୋଇଥିବା ନିୟମ ଅନୁଯାୟୀ ଏବେ ସମସ୍ତ ଦୋକାନ ଆଦିକୁ ବନ୍ଦ ରଖାଯାଇଛି | ତେଣୁ ବାହାର ସ୍ୱାଦିଷ୍ଟ ଖାଦ୍ୟର ମଜା…

ଆପଣଙ୍କ କିଡ୍ନୀକୁ ଡ଼ିଟକ୍ସ କରିବ ଏହି ସବୁ ପାନୀୟ , ନିୟମିତ ପିଅନ୍ତୁ ଓ ସୁସ୍ଥ ରୁହନ୍ତୁ

ଶରୀରର କିଡ୍ନୀ ଏକ ଗୁରୁତ୍ୱ ପୁର୍ଣ ଅଙ୍ଗ | ଯାହା ଶରୀରର ସମସ୍ତ ବର୍ଜ୍ୟ ବସ୍ତୁକୁ ବାହାର କରିଦେଇଥାଏ । ଯଦି କିଡ୍ନୀ କାମ କରିବା ବନ୍ଦ କରିଦିଏ ତେବେ ବର୍ଜ୍ୟ ପଦାର୍ଥ ବାହାରକୁ ନଯାଇପାରେ ଅନ୍ୟାନ ରୋଗ ସୃଷ୍ଟି କରିପାରେ । ତେଣୁ କରି ଏହାର ବିଶେଷ ଯତ୍ନ ନେବା ନିହାତି ଜରୁରୀ | ସମୟ ଅନୁଯାୟୀ…

ମସ୍ତିଷ୍କର କାର୍ଯ୍ୟଧାରାକୁ ସକ୍ରିୟ କରିବା ସହ ଅଲସର ଜନିତ ସମସ୍ୟାରୁ ମୁକ୍ତି ଦିଏ ପିଆଜ

ଘରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ତରକାରୀ ପାଇଁ ପିଆଜ ନିହାତି ଆବଶ୍ୟକ । ପିଆଜ ବିନା କୌଣସି ତରକାରୀ ସ୍ୱାଦିଷ୍ଟ ହୋଇନଥାଏ । ଯେକୌଣସି ଖାଦ୍ୟପଦାର୍ଥର ସ୍ୱାଦକୁ ଦ୍ୱିଗୁଣ କରିବାକୁ ହେଲେ ପିଆଜକୁ ବ୍ୟବହାର କରିପାରିବେ । ବିଶେଷ ଭାବରେ ଫାଷ୍ଟଫୁଡ ଜାତୀୟ ଖାଦ୍ୟ ପ୍ରସ୍ତୁତିରେ ପିଆଜର…

ଆପଣଙ୍କ ଘରେ ଅଶାନ୍ତି ଲାଗି ରହୁଛି କି, ତେବେ ପ୍ରତିଦିନ ଦିଅନ୍ତୁ ଏହି ୫ଟି ପଦାର୍ଥର ଧୂଆଁ

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ ଯେଉଁ ଘରେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦିଆଯାଏ ନାହିଁ ସେହିଠାରେ ବାସ୍ତୁ ଦୋଷ ବଢିଥାଏ । ବାସ୍ତୁ ଦୋଷ କାରଣରୁ ଘରେ ବସବାସ କରୁଥିବା ଲୋକଙ୍କ ବିଚାର ବି ନକାରାତ୍ମକ ହୋଇଥାଏ । ନକାରାତ୍ମକ ବିଚାର କାରଣରୁ ଘରର କୌଣସି କାମ ସଠିକ ଭାବେ ହୋଇପାରିନଥାଏ ।…