Below header
Browsing Category

ଲାଇଫ୍ ଷ୍ଟାଇଲ୍

କେଶ ଓ ଚର୍ମ ସମସ୍ୟା ସମାଧାନ କରେ ଏହିସବୁ ତେଲ, ଜାଣନ୍ତୁ କିପରି କରିବେ ବ୍ୟବହାର

ପ୍ରାଚୀନ କାଳରୁ ତ୍ୱଚା ଓ କେଶର ସୁନ୍ଦରତା ପାଇଁ ବିଭିନ୍ନ ପ୍ରକାର ତେଲର ବ୍ୟବହାର ହୋଇଆସୁଛି । ଏହି ତେଲର ନିୟମିତ ବ୍ୟବହାର କରି କେଶ ଓ ଚର୍ମଜନିତ ଅନେକ ସମସ୍ୟାର ସମାଧାନ କରି ହେବ । ନଡିଆ ତେଲ: ନଡିଆ ତେଲକୁ ଗରମ କରି ଏହାକୁ କେଶର ମୂଳରେ ମସାଜ କରି ପୂରା ରାତି ଛାଡ଼ି ଦିଅନ୍ତୁ । ଏହା…

ଏକଦମ୍ ମଟନ୍ କସା ପରି ସ୍ୱାଦ, ଆଜି ହିଁ ଘରେ ବନାନ୍ତୁ ପଣସ ତରକାରୀ

ଆବଶ୍ୟକୀୟ ସମାଗ୍ରୀ ପଣସ ୨୦୦ ଗ୍ରାମ ଆଳୁ ୨ ଟି ଅଦା ରସୁଣ ପେଷ୍ଟ ୨ ଚାମଚ ଟମାଟୋ ୧ ଟି ପିଆଜ ୧ ଟି ଅଳେଇଚ, ଗୁଜୁରାତି, ତେଜପତ୍ର, ଡାଲଚିନି, ଗୋଲମରିଚ ଜୀରା ଗୁଣ୍ଡ ଧନିଆ ଗୁଣ୍ଡ ଗୋଲମରିଚ ଗୁଣ୍ଡ ହଳଦୀଗୁଣ୍ଡ ଲଙ୍କାଗୁଣ୍ଡ ଗରମ୍ ମସଲା ମିଟ୍…

ଭାଇରସ୍‌ ଠାରୁ ଲଢ଼ିବାର ଶକ୍ତି କମାଇଥାଏ ଅଧିକ ଲୁଣ ସେବନ, ମୂଷା ଓ ମଣିଷଙ୍କ ଉପରେ ହୋଇଥିବା ଗବେଷଣାରୁ ଜଣାପଡ଼ିଲା

ମଣିଷଙ୍କ ଠାରେ ଥିବା ରୋଗ ପ୍ରତିରୋଧକ କ୍ଷମତା (ଇମ୍ୟୁନିଟି ପାଓ୍ଵାର) ଅଧିକ ଲୁଣ ଖାଇବା ଦ୍ୱାରା କମିଥାଏ । ଫଳରେ ବ୍ୟକ୍ତି ଭାଇରସ୍‌ ସହ ଲଢ଼ିବାରେ କ୍ଷମତା ହରାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଅଧିକ ଲୁଣ ସେବନ ଖାଲି ବ୍ଲଡ୍‌ ପ୍ରେସର ବଢ଼ାଇ ନଥାଏ ଏହା ସହ ଆହୁରି ଅନେକ ରୋଗ ମଧ୍ୟ…

ତଣ୍ଟି ଦରଜ ହେବା ସହିତ କଫ ସମସ୍ୟା ରହିଛି କି ? ଏମିତି କରନ୍ତୁ ଘରୋଇ ଉପଚାର

ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ସମସ୍ତେ ଚିନ୍ତିତ । ଏହି ଭାଇରସ ଯୋଗୁଁ ପ୍ରଥମେ ଥଣ୍ଡା, କଫ ହେବା ସହ ତଣ୍ଟି ଦରଜ ହୋଇଥାଏ । କିନ୍ତୁ ସବୁ ତଣ୍ଟି ଦରଜ ହେବା ଯେ କରୋନାର ଲକ୍ଷଣ ନୁହେଁ । ଏଥିରେ ଆପଣ ଡରିବାର ନାହିଁ । ଯଦି ଆପଣ ବିଭିନ୍ନ ଜାଗାରେ ପାଣି ପିଇବା ଦ୍ୱାରା ତଣ୍ଟି ଦରଜ ହେବା ସହିତ…

ଡିନରକୁ କରନ୍ତୁ ସ୍ପେଶାଲ, ଆଜି ବନାଇ ଖାଆନ୍ତୁ ଓ ଖୁଆନ୍ତୁ ଗାଜର ମଟର ପୁଲାଓ

ସାରା ଭାରତରେ ଭାତକୁ ବହୁତ ପ୍ରାଧାନ୍ୟ ଦିଆଯାଏ। ଯେତେ ଯାହା ଖାଅ ନା କାହିଁକି ଟିକେ ଭାତ ନ ଖାଇଲେ ଭଲ ଲାଗେନି। ଭାତରେ ଅନେକ ପ୍ରକାର ରେସିପି ମଧ୍ୟ କରାଯାଇଥାଏ। କିଏ ଫ୍ରାଏଡ ରାଇସ କରି ଖାଆନ୍ତି ତ ଆଉ କିଏ ପୁଲାଓ କରି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ପୁଲାଓ ରେସିପି ନେଇ…

କିଛି ଚଟପଟା ଖାଇବାକୁ ଇଛା ହେଉଛି କି? ତାହେଲେ ଆଜି ହିଁ ଘରେ ବନାନ୍ତୁ ଚାଉଳ ଏବଂ ଆଳୁରେ ତିଆରି ଏହି ଟେଷ୍ଟି ବରା

ଆବଶ୍ୟକୀୟ ସାମଗ୍ରୀ ଚାଉଳ ଏକ କପ୍ ସିଝା ଆଳୁ ୨ ଟି ରସୁଣ କଞ୍ଚାଲଙ୍କା ପେଷ୍ଟ ୧ ଚାମଚ ଗ୍ରୀନ୍ ପିଆଜ ଜୀରା ଧନିଆପତ୍ର ବେକିଂ ପାଉଡର ତେଲ ସ୍ଵାଦ ଅନୁସାରେ ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଚାଉଳକୁ କିଛି ସମୟ ପାଇଁ ଭିଜାଇ ଦିଅନ୍ତୁ । ତାପରେ ଏହାକୁ…

ସନ୍ଧ୍ୟାରେ ବନାଇ ଖାଆନ୍ତୁ ଟେଷ୍ଟି ‘ଦହି ବ୍ରେଡ଼ ରୋଲ’

ଲକଡାଉନ ପାଇଁ ଏବେ କେହି ବାହାରକୁ ବାହାରୁ ନାହାନ୍ତି। ବାହାରର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ। ତେଣୁ ଆପଣଙ୍କ ପାଇଁ ବେଷ୍ଟ ହେବ ଆପଣ ଘରେ ହିଁ କିଛି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ସୁନ୍ଦର…

ଭୁଲ ଦିଗରେ ଦୀପ ଶିଖା ରହିଲେ ହୋଇଥାଏ ଏହିସବୁ କ୍ଷତି, ଜାଣନ୍ତୁ କଣ କହୁଛି ବାସ୍ତୁଶାସ୍ତ୍ର

ହିନ୍ଦୁ ଧର୍ମ ଅନୁଯାୟୀ ଯେକୌଣସି ଶୁଭ କାମ କରିବା ପୂର୍ବରୁ ପ୍ରଥମେ ଦୀପ ଜଳାଯାଇଥାଏ । ସକାଳ ସନ୍ଧ୍ୟାରେ ହେଉଥିବା ପୂଜାରେ ଦୀପ ଜଳାଇବାର ମଧ୍ୟ ପରମ୍ପରା ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ଦୀପ ଜଳାଇବା ଏବଂ ତାକୁ ଠିକ ଦିଗରେ ରଖିବା ନେଇ ଅନେକ ନିୟମ ରହିଛି । ଦ୍ଵୀପର ଶିଖା କେଉଁ ଦିଗକୁ…

ବେବି ଅଏଲ୍‌ର ରହିଛି ଅନେକ ଉପକାରୀ ଗୁଣ, ଏମିତି କରନ୍ତୁ ତ୍ୱଚାରେ ବ୍ୟବହାର

ପିଲାଙ୍କ ତ୍ୱଚାର ସୁରକ୍ଷା ସହ ହାଡ଼କୁ ମଜଭୁତ କରିବା ଲାଗି ବ୍ୟବହାର କରାଯାଉଥିବା ବେବି ଅଏଲ୍ ବଡ଼ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ବେଶ୍ ଉପକାରୀ । -ତ୍ୱଚା ରୁକ୍ଷ ହେବା ଏବଂ ଫାଟିବା ଆଦି ସମସ୍ୟା ଦୂର କରିବା ଲାଗି ଅଧିକାଂଶ ବଡିଲୋସନର ସାହାଯ୍ୟ ନେଉଥିବାର ଦେଖିବାକୁ ମିଳୁଛି ।…

ବ୍ରେକଫାଷ୍ଟକୁ ବନାନ୍ତୁ ଆଉ ଟିକେ ମଜାଦାର, ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ଆଳୁପୁରି

ଆବଶ୍ୟକୀୟ ସମାଗ୍ରୀ ଅଟା ୨ କପ୍ ସିଝା ଆଳୁ ୩ ଟି ଅଦା ୧ ଇଞ୍ଚ ରସୁଣ ୮/୧୦ ପାଖୁଡା ଗୋଲମରିଚ ଅଳ୍ପ ଜୀରା ଅଳ୍ପ ଧନିଆପତ୍ର ଚିଲି ଫ୍ଲେକ୍ସ (ଶୁଖିଲା ଲଙ୍କାକୁ ଭାଜି ଦର ଦର ଖଣ୍ଡ କରିଦିଅନ୍ତୁ) କଳାଜିରା ଅଳ୍ପ ତେଲ ସ୍ଵାଦ ଅନୁସାରେ ଲୁଣ…

ଲକ ଡାଉନ ଟିପ୍ସ : ପନି ପରିବାକୁ କିପରି ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବେ ଜାଣନ୍ତୁ

ଏବେ ଦେଶ ବ୍ୟାପୀ ଲକ ଡାଉନ ଜାରି ହୋଇଛି ।  କେତେକ ସ୍ଥାନରେ କିଛି ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କରାଯାଇଛି ।  ଏମିତି ସ୍ଥିତିରେ ସାଧାରଣ ଲୋକଙ୍କୁ ଘରୁ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ଅଧିକ ଥର ବଜାରକୁ ଯିବା ସମ୍ଭବ ହେଉନାହିଁ । ଏମିତି ଏକ ସମୟରେ ବଜାରରୁ କିଣାଯାଇ ଅଣା ଯାଉଥିବା…

ଗର୍ଭବତୀ ସମୟରେ ଅତ୍ୟଧିକ କେଶ ଝଡ଼ିବାକୁ ନେଇ ଚିନ୍ତିତ କି? ତେବେ ଏପରି ନିଅନ୍ତୁ ଯତ୍ନ

ଗର୍ଭବତୀ ସମୟରେ ମହିଳାମାନଙ୍କ ପାଖରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ସାଧାରଣତଃ ମହିଳାଙ୍କ ମାନସିକ ଏବଂ ଶାରୀରିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଯାଇଥାଏ। ଶାରୀରିକ ପରିବର୍ତ୍ତନରେ ମହିଳାମାନଙ୍କ ଶରୀର ଆକୃତିରେ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ ଅନେକ ମହିଳାମାନଙ୍କୁ ତ୍ୱଚା ଏବଂ କେଶ…