Below header
Browsing Category

ଲାଇଫ୍ ଷ୍ଟାଇଲ୍

ଶରୀରରେ ହେଉଥିବା ଇନଫେକ୍‌ସନ୍‌ରୁ ରକ୍ଷା କରିବା ସହ କ୍ୟାନସର୍ ଦୂର କରିଥାଏ କେଶର

ଖାଇବାରେ ସ୍ୱାଦ ଏବଂ ରଙ୍ଗ ବଦଳାଇବା ପାଇଁ ଆମେ କେଶର ବ୍ୟବହାର କରିଥାଉ । ଖାଦ୍ୟରେ ଏହାକୁ ମିଶାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରରେ ଅନେକ ରୋଗକୁ ଭଲ କରିଥାଏ । କେଶରରେ ବହୁଳ ମାତ୍ରାରେ ମାଙ୍ଗାନିଜ୍ ରହିଛି, ଯାହା ଶରୀରରେ…

ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ଚାଲିଛି ଡାଲଗୋନା କଫି, କଣ ଆପଣ ଜାଣନ୍ତି କି କିପରି ପ୍ରସ୍ତୁତ କରାଯାଏ ଏହି କଫି

ଆବଶ୍ୟକୀୟ ସାମଗ୍ରୀ କଫି ୨ ଚାମଚ ଚିନି ୨ ଚାମଚ ଗରମ୍ ପାଣି ୨ ଚାମଚ କ୍ଷୀର ବରଫଖଣ୍ଡ ପ୍ରସ୍ତୁତି ପ୍ରଣାଳୀ ଡାଲଗୋନା କଫି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଏକ ପାତ୍ରରେ ୨ ଚାମଚ କଫି, ୨ ଚାମଚ ଚିନି ଓ ୨ ଚାମଚ ଗରମପାଣି ନେଇ ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ…

ଘରେ ଥିବା ଏହି ଦୁଇଟି ଜିନିଷରେ ପ୍ରସ୍ତୁତ କରନ୍ତୁ ଏହି ଡ୍ରିଙ୍କ, ତୁରନ୍ତ ବଢିବ ଇମ୍ୟୁନିଟି ପାୱାର

ଲକଡାଉନ ପାଇଁ ଏବେ ସବୁ ଲୋକେ ଘରେ ଅଛନ୍ତି। ଏହି ସମୟରେ ବସିବା ଠାରୁ କାଶିବା ଭଲ। ତେଣୁ ଆପଣ ଏହି ସମୟରେ କିଛି ନୂଆ ନୂଆ ରେସିପି କିମ୍ବା ଡ୍ରିଙ୍କ ବନାଇବା ଶିଖନ୍ତୁ। ଏହାସହିତ କାରୋନା ଭାଇରସ ସହ ଲଢେ଼ଇ କରିବାକୁ ନିଜର ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରାନ୍ତୁ। ଆଜି ଆମେ ଆପଣଙ୍କ ପାଇଁ…

ଲକ୍‍ଡାଉନ ସମୟରେ ନେବାକୁ ଚାହୁଁଛନ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ, ତେବେ ଆପଣାନ୍ତୁ କଠିନ ବ୍ୟାୟାମ ସହ ସଠିକ୍ ଡାଏଟ୍

ବଡିବିଲଡିଂ କରିବା ପାଇଁ ହେଲେ କଠି ବ୍ୟାୟାମ ସହ ଶରୀରକୁ ଉପଯୁକ୍ତ ପରିମାଣର ଡାଏଟ୍‌ର ମଧ୍ୟ ଆବଶ୍ୟକତା ରହିଛି । ବ୍ୟାୟାମ କରିବା ସହ କେଉଁ ପ୍ରକାର ଖାଦ୍ୟ ଖାଇଲେ ଶରୀର ମାଂସପେଶୀକୁ ଶକ୍ତ କରିବା ସହ ବୃଦ୍ଧି କରାଇବ । କିନ୍ତୁ ଏବେ କରୋନା ମହାମାରୀ ଯୋଗୁଁ ସମଗ୍ର ଭାରତ ବର୍ଷ ଲକ୍‍ଡାଉନ…

ଘରେ ରହି ମଧ୍ୟ କରିପାରିବେ କାରୋନାର ମୂଳପୋଛ, କେବଳ ଏହା ଉପରେ ରଖନ୍ତୁ ଧ୍ୟାନ

କାରୋନା ଭାଇରସ ଆଜି ସାରା ଦୁନିଆ ପାଇଁ ବହୁତ ବଡ଼ ସମସ୍ୟା ହୋଇ ଛିଡା ହୋଇଛି। କାରୋନା ମହାମାରୀ ସାରା ବିଶ୍ବରେ ତାର କାୟା ବିସ୍ତାର କରିସାରିଲାଣି। ବିଶ୍ଵରେ ଏହି କାରୋନା ଭୂତାଣୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ତାର ଶିକାର ବନାଇସାରିଲାଣି। ସେଥିପାଇଁ ଦିନକୁ ଦିନ ବଢି ଚାଲିଥିବା ଏହି ସଂକ୍ରମଣକୁ…

ଗୁଡ଼ ଓ ଡାଲଚିନିର ଏହି ଟେଷ୍ଟି ଡ୍ରିଙ୍କ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ କରୋନାକୁ ମଧ୍ୟ କହିବ ଗୁଡ଼ ବାଏ

ବର୍ତ୍ତମାନ କରୋନା ଭାଇରସର ଆତଙ୍କ ସାରା ବିଶ୍ୱରେ ଲାଗିରହିଛି। ଏଣୁ ସମସ୍ତେ ସୁସ୍ଥ ରହିବାକୁ ସବୁ ଉପାୟ ଆପଣାଉଛନ୍ତି। କିଏ ଘରେ ରହି ଏକ୍ସରସାଇଜ କରୁଛି ତ ଆଉ କିଏ ଇମ୍ୟୁନିଟି ପାୱାର ବଢ଼ାଇବାକୁ ଖାଦ୍ୟ ଖାଉଛି। ମାତ୍ର ଦିନର ଆରମ୍ଭ ଯଦି ଆପଣ ଏକ ଗରମ ଏନର୍ଜି ଡ୍ରିଙ୍କରୁ କରିବେ ତେବେ ଶରୀରର…

ପବିତ୍ର ରାମନବମୀ ଅବସରରେ ବିନା ଅଣ୍ଡାରେ ମାତ୍ର ତିନୋଟି ସାମଗ୍ରୀ ଦ୍ଵାରା ଆଜି ହିଁ ଘରେ ବନାନ୍ତୁ ସ୍ଵାଦିଷ୍ଟ ଚକୋଲେଟ…

ଆବଶ୍ୟକୀୟ ସମାଗ୍ରୀ ବିସ୍କୁଟ କ୍ଷୀର ବେକିଂ ପାଉଡର ଅଳ୍ପ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ କିଛି ଓରିଓ ବିସ୍କୁଟ (ତାସହିତ ଆପଣ ଘରେ ଥିବା ଅନ୍ୟ ବିସ୍କୁଟ ମଧ୍ଯ ଆଡ କରିପାରିବେ)କୁ ନେଇ ଗ୍ରାଇଣ୍ଡରରେ ଅଳ୍ପ ଗୁଣ୍ଡ କରିଦିଅନ୍ତୁ । ତାପରେ ସେଥିରେ ଆବଶ୍ୟକ ଅନୁସାରେ କ୍ଷୀର ଦେଇ…

ତ୍ୱଚାରେ ଗୋରାପଣ ସହ ଉଜ୍ବଳତା ଚାହୁଁଛନ୍ତି କି? ତେବେ ଘରେ ଖୁବ କମ ସମୟରେ ପ୍ରସ୍ତୁତ କରନ୍ତୁ ଅଟା ଫେସମାସ୍କ

ଗହମ ଅଟା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଅଟାରେ ତିଆରି ଫେସପ୍ୟାକରେ ଆପଣ ବହୁତ କମ ଖର୍ଚ୍ଚରେ ଗୋରା ଏବଂ ଉଜ୍ବଳ ତ୍ୱଚା ପାଇଁ ପାରିବେ। ଅଟାରେ ପ୍ରଚୁର ମାତ୍ରାରେ ଭିଟାମିନ ଏବଂ ପୋଷକତତ୍ତ୍ୱ ରହିଥାଏ ଯାହା ତ୍ୱଚାର ମୃତ କୋଶିକାକୁ…

ଉତ୍କଳ ଦିବସର ବିଶେଷ ଅବସରରେ ଘରେ ବନାନ୍ତୁ ‘ମସୁର ଡ଼ାଲି ଖେଚୁଡ଼ି’

ଯଦି ଆପଣ ଅତି କମ ସମୟରେ କିଛି ପୌଷ୍ଟିକ ଆହାର ବନେଇବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ସବୁଠୁ ଭଲ ବିକଳ୍ପ ଖେଚୁଡ଼ି ହେବ । ଆପଣ ମାନେ ହୁଏତ ଅନ୍ୟ ଖେଚୁଡ଼ି କରିଥିବେ ଓ ଖାଇଥିବେ ନିଶ୍ଚିତ । କିନ୍ତୁ ଥରେ ମସୁର ଡ଼ାଲିରେ ତିଆରି ଖେଚୁଡ଼ି ପ୍ରସ୍ତୁତ କରି ଖାଇ ଦେଖନ୍ତୁ । ଏହି ଡିସ ଟିକୁ…

ମହାଷ୍ଟମୀରେ ଏପରି କରନ୍ତୁ ମା’ ଦୁର୍ଗାଙ୍କୁ ପ୍ରସନ୍ନ, ଘରେ ଦେଖାଦେବ ସୁଖ-ସମୃଦ୍ଧି 

ଆଜି ଦୁର୍ଗା ଅଷ୍ଟମୀ। ଦୁର୍ଗା ପୂଜାର ଏହା ସବୁଠାରୁ ମହତ୍ୱପୂର୍ଣ୍ଣ ଦିନ। ମହାଷ୍ଟମୀରେ ମା' ଗୌରୀଙ୍କ ପୂଜା ମହାସ୍ନାନ ଏବଂ ଷୋଡଶ ଉପଚାର ପୂଜା ସହ ଆରମ୍ଭ ହୋଇଥାଏ। ମହାସପ୍ତମୀ ପୂଜା ଭଳି ଏହିଦିନ ପୂଜା କରାଯାଇଥାଏ। ଏହିଦିନ ୯ଟି ଛୋଟ ଛୋଟ ବାସନ ସ୍ଥାପିତ କରାଯାଇ ମା' ଦୁର୍ଗାଙ୍କ ସମସ୍ତ ୯ଟି…

ପ୍ରତିଦିନ ଠାରୁ ଟିକେ ଅଲଗା ଆଜି ଘରେ ପ୍ରସ୍ତୁତ କରନ୍ତୁ କ୍ରିସପି ପୋହା କଟଲେଟ

ଆବଶ୍ୟକୀୟ ସାମଗ୍ରୀ ଚୁଡା ୧୦୦ ଗ୍ରାମ ସିଝା ଆଳୁ ୩ଟି ଚାଉଳ ଗୁଣ୍ଡ ୪ ଚାମଚ କ୍ୟାପ୍ସିକମ ୧ ଟି ପିଆଜ ୧ ଟି କଞ୍ଚାଲଙ୍କା ଧନିଆପତ୍ର ଆମଚୁର୍ ପାଉଡର ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଧନିଆ ଗୁଣ୍ଡ ଗରମ୍ ମସଲା ଲୁଣ ଅଟା ୨ ଚାମଚ ବ୍ରେଡ ଗୁଣ୍ଡ…

ମାତ୍ର କିଛି ମିନିଟରେ ପ୍ରସ୍ତୁତ କରନ୍ତୁ ବେଙ୍ଗୋଲି ଷ୍ଟାଇଲ ଆଳୁ ପୋସ୍ତ

ଲକଡାଉନ ପାଇଁ ଏବେ କେହି ବାହାରକୁ ବାହାରୁ ନାହାନ୍ତି। ବାହାରର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ। ତେଣୁ ଆପଣଙ୍କ ପାଇଁ ବେଷ୍ଟ ହେବ ଆପଣ ଘରେ ହିଁ କିଛି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ସୁନ୍ଦର…