Below header
Browsing Category

ଲାଇଫ୍ ଷ୍ଟାଇଲ୍

ଶୋଇଥିବା ସମୟରେ ଜ୍ୱର, ଥଣ୍ଡା କିମ୍ବା ରୋଗାଗ୍ରସ୍ତ ହେବାର ସ୍ୱପ୍ନ ଦେଖୁଛନ୍ତି କି ? ଏହାର ପଛରେ ରହିଥିବା କାରଣ କ’ଣ

ଶୋଇବା ସମୟରେ ସ୍ୱପ୍ନ ଦେଖିବା ସାମାନ୍ୟ କ୍ରିୟା । ସ୍ୱପ୍ନ ଶାସ୍ତ୍ର ଅନୁସାରେ, ସ୍ୱପ୍ନ ଦେଖିବା ଭବିଷ୍ୟର ସଙ୍କେତ ଦେଇଥାଏ। ସ୍ୱପ୍ନ ଦେଖିବାର ଅନେକ ପ୍ରକାରର ମହତ୍ୱ ରହିଥାଏ। ଯଦି ଆପଣ ସ୍ୱପ୍ନରେ ରୋଗାଗ୍ରସ୍ତ ହେବା କିମ୍ବା ଜ୍ୱର ହୋଇଥିବା ଦେଖିଥାନ୍ତି ତା’ର କାରଣ କିଛି ଅଲଗା ରହିଥାଏ।…

WHO ଗାଇଡ଼ ଲାଇନ: କ୍ଵାରେଣ୍ଟାଇନ ଥିବା ସମୟରେ କଣ ଖାଇବେ କଣ ନ ଖାଇବେ

ମାରାତ୍ମକ କରୋନା ଦାଉରୁ ରକ୍ଷା ପାଇବା ପାଇଁ ବିଶ୍ୱର ଅଧିକାଂଶ ଲୋକ ଏବେ କ୍ଵାରିଣ୍ଟିଂନରେ ରହୁଛନ୍ତି । କିନ୍ତୁ ଗୋଟେ ଘରେ ଏତେ ଦିନ ବନ୍ଦ ରହିବା କାରଣରୁ ଏହାର ପ୍ରଭାବ ଉଭୟ ଶରୀର ଓ ମନ ଉପରେ ପଡିଥାଏ । କ୍ଵାରିଣ୍ଟିଂନ ଥିବା ସମୟରେ ଯଦି ବିଶେଷ ଭାବେ ନିଜ ଖାଦ୍ୟପେୟକୁ ନେଇ ସତର୍କ…

ଏକଦମ୍ ମାଛ ତରକାରୀ ପରି ଟେଷ୍ଟ ଆଜି ହିଁ ଘରେ ବନାନ୍ତୁ କଞ୍ଚା କଦଳୀର ତରକାରୀ

ଆବଶ୍ୟକୀୟ ସମାଗ୍ରୀ କଞ୍ଚା କଦଳୀ ୪ ଟି ବେସନ ୨ ଚାମଚ ଅଦା ରସୁଣ ପେଷ୍ଟ ୨ ଚାମଚ ପିଆଜ ୧ ଟି ଟମାଟୋ ୨ ଟି ସୋରିଷ ବଟା ୧ ଚାମଚ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଧନିଆ ଗୁଣ୍ଡ ତେଲ ଧନିଆପତ୍ର ସ୍ଵାଦ ଅନୁସାରେ ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ…

ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିବ ‘ରାଇସ ବଲ ପକୁଡି’, ଆଜି ହିଁ ଟେଷ୍ଟ କରି…

ଲକଡାଉନ ପାଇଁ ଏବେ କେହି ବାହାରକୁ ବାହାରୁ ନାହାନ୍ତି।ବାହାରର ଖାଦ୍ୟ ଖାଇବାକୁ ଇଚ୍ଛା ହେଉଥିଲେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ। ତେଣୁ ଆପଣଙ୍କ ପାଇଁ ବେଷ୍ଟ ହେବ ଆପଣ ଘରେ ହିଁ କିଛି ବନାଇ ଖାଇପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ ଆସିଛୁ, ଯାହା ଆପଣଙ୍କୁ ସୁନ୍ଦର…

ଖରାଦିନରେ ତ୍ୱଚାର ନିଅନ୍ତୁ ଯତ୍ନ, ଉଜ୍ଜ୍ୱଳ ତ୍ୱଚା ପାଇଁ ବ୍ୟବହାର କରନ୍ତୁ ଏହି ଫେସପ୍ୟାକ

ସବୁ ମହିଳାଙ୍କର ଇଚ୍ଛା ଥାଏ ନିଜକୁ ସୁନ୍ଦର କରିବା ପାଇଁ। ସୁନ୍ଦର ଏବଂ ଆକର୍ଷଣୀୟ ତ୍ୱଚା ପାଇବା ପାଇଁ ସବୁ ମହିଳାଙ୍କ ଇଚ୍ଛା ଥାଏ। ଏଥିପାଇଁ ସବୁଠାରୁ ଜରୁରୀ ହୋଇଥାଏ ତ୍ୱଚାର ଠିକ ଭାବେ ଯତ୍ନ ନେବା। ଆପଣ ଆପଣଙ୍କ ତ୍ୱଚାକୁ ଭଲ ଭାବରେ ଯତ୍ନ ନେଲେ ବୟସର ଛାପ ମଧ୍ୟ ଜଣାପଡିବନାହିଁ। ଆଜି ଆମେ…

କେବେ ଖାଇଛନ୍ତି କି ଟମାଟୋ ପରଟା..? ତାହେଲେ ଆଜି ହିଁ ବନାନ୍ତୁ ସ୍ୱାଦରେ ଭରା ଏହି ବ୍ରେକଫାଷ୍ଟ

ଆବଶ୍ୟକୀୟ ସମାଗ୍ରୀ ଅଟା ୨ କପ୍ ଟମାଟୋ ୪ ଟି ପିଆଜ ୨ ଟି ଅଦା ଅଳ୍ପ କଞ୍ଚାଲଙ୍କା ଜୀରା ହେଙ୍ଗୁ ଲଙ୍କାଗୁଣ୍ଡ ତେଲ ଘିଅ ସ୍ଵାଦ ଅନୁସାରେ ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପ୍ୟାନ ବସାଇ ସେଥିରେ ଅଳ୍ପ ତେଲ ଗରମ୍ କର । ତାପରେ ସେଥିରେ ଜିରା…

ଘରେ ରହି ଏମିତି କରନ୍ତୁ ଟାଇମପାସ, ବନାଇ ଖାଆନ୍ତୁ ‘ବ୍ରେଡ଼ ରୋଲ’

ସନ୍ଧ୍ୟାବେଳେ କିଛି ନୂଆ ଡିସ ଖାଇବାକୁ ସବୁବେଳେ ଇଚ୍ଛା ହୋଇଥାଏ। ଏମିତିରେ ଆମେ କଣ ବନାଇବା ଏହା ଚିନ୍ତା କରନ୍ତି, ତେବେ ଆଜି ଆପଣ କଣ ବନାଇବେ ଆଉ ଚିନ୍ତା କରିବା ଆବଶ୍ୟକ ନାହିଁ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖାସ ରେସିପି, ଯାହାର ନାମ ହେଉଛି ବ୍ରେଡ଼ ରୋଲ। ଆବଶ୍ୟକ…

 ୨୧ ଦିନ ଲକଡାଉନରେ ଘରେ ବସି ଏହି ପତ୍ରର କରନ୍ତୁ ବ୍ୟବହାର, ଚମକି ଉଠିବ ତ୍ୱଚା

କାରୋନା ଭାଇରସ ସଂକ୍ରମଣ ପାଇଁ ପୁରା ଦେଶକୁ ୨୧ ଦିନ ପାଇଁ ଲକଡାଉନ କରିଦିଆଯାଇଛି। ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି। ଏମିତିରେ ସୁଯୋଗ ମିଳିଛି ନିଜ ଚେହେରାର ଠିକ ଭାବରେ ଯତ୍ନ ନେବା। ଆପଣ ପୋଦିନା ପତ୍ର ଦ୍ୱାରା ମଧ୍ୟ ନିଜର ଚେହେରାକୁ ଚମକାଇ ପାରିବେ। ପୋଦିନରେ ଆଣ୍ଟି ଅକ୍ସିଡେଣ୍ଟ…

ସଣ୍ଡେ ସ୍ପେଶିଆଲ ଘରେ ବନାନ୍ତୁ ଦମ୍ ଏଗ୍ ବିରିୟାନୀ, ନିଅନ୍ତୁ କିଛି ନିଆରା ସ୍ଵାଦର ମଜା

ଆବଶ୍ୟକୀୟ ସାମଗ୍ରୀ ବିରିୟାନୀ ରାଇସ୍ ୫୦୦ ଗ୍ରାମ ସିଝା ଅଣ୍ଡା ୬ ଟି ଦହି ୫୦ ଗ୍ରାମ ଅଦା ରସୁଣ ପେଷ୍ଟ ୨ ଚାମଚ ଗରମ୍ ମସଲା (ଜିରା, ଲବଙ୍ଗ, ଅଳେଇଚ, କାଠମସଲା, ଗୋଲମରିଚ) ଧନିଆ ଗୁଣ୍ଡ ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ଗରମ୍ ମସଲା ଗୁଣ୍ଡ ବିରିୟାନୀ ମସଲା…

ପ୍ରତ୍ୟେକ ଦିନ ସକାଳେ ଖାଆନ୍ତୁ ନିମ୍ବ ଚଟଣୀ, ଭାଇରସ ଏବଂ ସଂକ୍ରମଣ ହେବ ଦୂର

ନିମ୍ବ ପତ୍ର ଆମ ଶରୀର ପାଇଁ1ଲାଭକାରୀ ହୋଇଥାଏ। ଏହା ଶରୀରର ମୋଟାପଣ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଲିଭର ଏବଂ ହୃଦୟକୁ ସୁସ୍ଥ ରଖିବା ସହ ଇମ୍ୟୁନ ସିଷ୍ଟମକୁ ମଧ୍ୟ ମଜବୁତ କରିଥାଏ। ଅଧିକାଂଶ ଲୋକମାନେ ନିମ୍ବ ପତ୍ର ଅଧିକ ପିତା କାରଣରୁ ମଧ୍ୟ ଖାଇନଥାନ୍ତି।କିନ୍ତୁ ଆୟୁର୍ବେଦ ଅନୁଯାୟୀ…

ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ଜବରଦସ୍ତ ‘ବ୍ରେଡ଼ ଚିଲ୍ଲା’, ଆଜି ହିଁ କରନ୍ତୁ ପ୍ରସ୍ତୁତ

ଘରେ ରହିଲେ ସବୁବେଳେ କିଛି ନା କିଛି ନୂଆ ଖାଇବାକୁ ଇଚ୍ଛା ହୋଇଥାଏ। ଖାସ କରି ରବିବାର ଛୁଟି ଦିନରେ ଘରେ କିଛି ସ୍ପେଶାଲ ଆଇଟମ ନିଜଟି ହୋଇଥାଏ। ଆଉ ଏବେ ତ କାରୋନା ଭାଇରସ ପାଇଁ ଲକଡାଉନ ହୋଇଛି, ଆଉ ଏବେ ତ ସବୁ ଦିନ ହିଁ ଛୁଟି ଦିନ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ଖାସ ରେସିପି ନେଇ…

କରୋନା ଭାଇରସ ଆକ୍ରାନ୍ତ ହେବା ପରେ ଏଭଳି ହୋଇଯାଉଛି ଫୁସ୍‌ଫୁସର ଅବସ୍ଥା, ଫଟୋ ହେଉଛି ଭାଇରାଲ

କରୋନା ଭୟ ଏବେ ସମସ୍ତ ମନରେ ରହିଛି। ଏହି ଭାଇରସ ସଂକ୍ରମତି ଯୋଗୁଁ ମଣିଷର ଫୁସଫୁସ୍‌ କିଭଳି ବରବାଦ ହେଉଛି, ତାହାର ପରୀକ୍ଷଣ ଡାକ୍ତର କରି ଦେଖିଛନ୍ତି। ଆମେରିକାର ଏକ ହସପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତା ୩୬୦ ଡିଗ୍ରୀ ଏବଂ ୩ଡି ଫଟୋ କ୍ଲିକ କରିଛନ୍ତି। ଏହି ଫଟୋ…