Below header
Browsing Category

ଲାଇଫ୍ ଷ୍ଟାଇଲ୍

ନବରାତ୍ରୀ ସମୟରେ ଏପରି କରନ୍ତୁ ପୂଜା, ଦୂର ହେବ ସବୁ ସମସ୍ୟା

ହିନ୍ଦୁମାନଙ୍କ ପ୍ରମୁଖ ପର୍ବପର୍ବାଣି ମଧ୍ୟରୁ ଚୈତ୍ର ନବରାତ୍ରୀ ସ୍ୱତନ୍ତ୍ର। ଏଥିସହ ଏହି ଦିନ ହିନ୍ଦୁ ନବବର୍ଷ ମଧ୍ୟ ଆରମ୍ଭ ହୋଇଥାଏ। ନବରାତ୍ରୀ ସମୟରେ ମା ଦୁର୍ଗାଙ୍କ ସମସ୍ତ ନଅ ଟି ରୂପ ପୂଜାପାଇଥାଏ। ଏହି ୯ ଦିନ ଅତ୍ୟନ୍ତ ପବିତ୍ର। ଅନେକ ଲୋକ ଏହି ସମୟରେ ବ୍ରତ ମଧ୍ୟ ରଖିଥାନ୍ତି।…

କଣ କଦଳୀ ଖାଇଲେ ପାଖ ମାଡିବନି କରୋନା ଭାଇରସ ? ଜାଣନ୍ତୁ ଏହା କେତେ ସତ କେତେ ମିଛ

ବିଗତ କିଛି ସପ୍ତାହ ହେବ ସାରା ବିଶ୍ୱରେ ଏକ ଖବର ସାମ୍ନାକୁ ଆସୁଛି କି, କଦଳୀ ଖାଇଲେ କରୋନା ଆଉ ପାଖ ମାଡିବନି । ଫେସବୁକରେ ଏହାକୁ ନେଇ ଅନେକ ପୋଷ୍ଟ କରାଯାଉଛି । ଯଦିଓ ଡାକ୍ତର ଏବଂ  ଆହାର ବିଶେଷଜ୍ଞମାନେ କଦଳୀକୁ ଏକ ପ୍ରାକୃତିକ ଶକ୍ତି ବୋଲି କହିଥାନ୍ତି, କିନ୍ତୁ କରୋନା ସଂକ୍ରମଣରୁ…

ଆଳୁକୁ ବ୍ୟବହାର କରି ପାଇବେ କ୍ଷୀର ଭଳି ଗୋରା ଏବଂ ଚମକଦାର ତ୍ୱଚା, ଥରେ ଲଗାଇ ଦେଖନ୍ତୁ ଏହି ଫେସପ୍ୟାକ

ସବୁ ମହିଳା ଚାହାନ୍ତି ସେ ସୁନ୍ଦର ଏବଂ ଗୋରା ତ୍ୱଚା ପାଇବାକୁ। ଏଥିପାଇଁ ମହିଳାମାନେ ବଜାରରୁ ବିଭିନ୍ନ ପ୍ରକାର ବିଉଟି ସାମଗ୍ରୀ ମଧ୍ୟ କିଣିଆଣନ୍ତି। ନିଜକୁ ଆକର୍ଷଣୀୟ କରିବା ପାଇଁ ଅନେକ ପ୍ରକାର କସମେଟିକର ମଧ୍ୟ ବ୍ୟବହାର କରୁଛନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଘରେ ଥିବା ଏକ…

ଘରେ ରହି ହେଉଛନ୍ତି କି ବୋର, ତେବେ ସନ୍ଧ୍ୟାରେ ବନାନ୍ତୁ ବ୍ରେଡ ହାଲୱା

ଘରେ ରହି ଲୋକଙ୍କୁ ଏବେ ବୋର ଲାଗୁଛି। କିଛି ନୂଆ ବନାଇ ଖାଇବାକୁ ଏହି ସମୟରେ ଇଚ୍ଛା ହେଉଥିବ ନିଶ୍ଚୟ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଖାସ ରେସିପି ନେଇ ଆସିଛୁ ଆଉ ତାହା ହେଉଛି 'ବ୍ରେଡ ହାଲୱା'। ତେବେ ସବୁଠୁ ଖାସ କଥା ହେଉଛି ଏହାକୁ ବନାଇବାକୁ ଆପଣଙ୍କୁ ଜମା ବି ଅଧିକ ସମୟ…

ଘରେ ବସି ବସି ବୋର ହେଉଛନ୍ତି କି ? ତେବେ ଆଜି ହିଁ ଘରେ ବାନାନ୍ତୁ “ବେଙ୍ଗଲୀ ଦହି ମାଛ”

ବର୍ତ୍ତମାନ ସରକାର ସାରା ଦେଶକୁ ଲକଡାଉନ କରିଦେଇଛନ୍ତି । ତେବେ ଘରେ ବସି ବସି ବୋର ହେବା ଅପେକ୍ଷା ଆପଣ ଭଲ ଭଲ ରୋଷେଇ କରି ନିଜ ପରିବାରକୁ ମଧ୍ୟ ଖୁଆଇପାରିବେ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବେଙ୍ଗଲୀ ମାନଙ୍କର ପ୍ରିୟ ରେସିପି ଦହି ମାଛ । ତେବେ ଆସନ୍ତୁ ଜାଣିବା କିପରି…

ମହାମାରୀକୁ ବିନାଶ କରିବାରେ ସହାୟକ ହେବ ଏହି ଖାସ ମନ୍ତ୍ର

ଚଳିତ ବର୍ଷ ୨୫ ମାର୍ଚ୍ଚରେ ଚୈତ୍ର କୃଷ୍ଣ ପକ୍ଷ ଦିନ ପ୍ରତିପଦ ପଡୁଛି। ଏହି ପ୍ରତିପଦରେ ନବରାତ୍ରିଙ୍କୁ ସ୍ଥାପନ କରାଯାଏ। ଏହି ଦିନରେ ନୂତନ ହିନ୍ଦୁ ବର୍ଷ ମଧ୍ୟ ଆରମ୍ଭ ହୋଇଥାଏ। ନବରାତ୍ରିର ଏହି ନଅଦିନ ବହୁତ ଧୁମଧାମରେ ପାଳନ କରାଯାଏ। କିନ୍ତୁ ବର୍ତ୍ତମାନ କରୋନା ଭାଇରସ କାରଣରୁ ଲୋକେ…

ଘରେ ଲୁଗା ସଫା କରୁଥିଲେ ଧ୍ୟାନରେ ରଖନ୍ତୁ ଏହି ୫ଟି ଟିପ୍ସ, ବର୍ଷ ବର୍ଷ ଧରି କପଡ଼ା ଦିଶିବ ନୂଆ

କିଛି ମହିଳା ଘରେ କପଡା ଧୋଇବାକୁ ଭଲ ପାଆନ୍ତି । କିନ୍ତୁ ବେଳେବେଳେ ଏମିତି କିଛି ଭୁଲ କରିବସନ୍ତି, ଯଦ୍ଦ୍ଵାରା କପଡାଗୁଡିକ ଖୁବ କମ ଦିନ ଭିତରେ ପୁରୁଣା ଦେଖାଦିଏ। ନଚେତ ରଙ୍ଗ ଫିକା ପଡ଼ିଯାଏ । ତେଣୁ ଘରେ ଲୁଗା ସଫା କରିବା ସମୟରେ ସବୁବେଳେ ସାବଧାନତା ଅବଲମ୍ବନ କରିବା ଉଚିତ । ଆଜି ଆମେ…

ସନ୍ଧ୍ୟାକୁ କରନ୍ତୁ ସ୍ପେଶାଲ, ଘରେ ପ୍ରସ୍ତୁତ କରନ୍ତୁ ଚି଼ଲ୍ଲୀ ନ୍ୟୁଟରେଲା

ଏବେ କରୋନା ଭାଇରସ ପାଇଁ ସ୍କୁଲ କଲେଜ ଅଫିସ ବନ୍ଦ ହୋଇଯାଇଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ସମସ୍ତେ ଘରେ ରହୁଛନ୍ତି। ଆଉ ଏହି ସମୟରେ ଘରେ ଅନେକ କିଛି ନୂଆ ନୂଆ ଡ଼ିସ ଖାଇବାକୁ ଇଚ୍ଛା ହେଉଛି। ଛୋଟ ପିଲାଙ୍କ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ଚାଇନିଜ ଖାଦ୍ୟକୁ ବହୁତ ପସନ୍ଦ…

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ଦହି ଭେଣ୍ଡି

ଆବଶ୍ୟକୀୟ ସାମଗ୍ରୀ ଭେଣ୍ଡି କଟା ୧ କପ, ତେଲ ୨ ଚାମଚ, ଗୋଟିଏ ପିଆଜ, ୧ କପ ଦହି, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀଗୁଣ୍ଡ, ସୋରିଷ, କଞ୍ଚାଲଙ୍କା, ଭୃଷଙ୍ଗପତ୍ର, ଘିଅ ୧ ଚାମଚ, ଲୁଣ ସ୍ୱାଦ ଅନୁସାରେ । ପ୍ରସ୍ତୁତି ପ୍ରଣାଳୀ ସର୍ବପ୍ରଥମେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଭେଣ୍ଡି…

ସନ୍ଧ୍ୟା ସମୟକୁ କରନ୍ତୁ ଖାସ, ଘରେ ବନାନ୍ତୁ ‘ପନିର-ପପକର୍ଣ୍ଣ ପକୋଡା’

କରୋନା ପ୍ରଭାବରୁ ଏବେ ଦେଶ ବ୍ୟାପି ଲକ ଡାଉନ ପରିସ୍ଥିତି । ଏମିତି ପରିସ୍ଥିତିରେ ବିଭିନ୍ନ ପ୍ରଫେସନରେ ଥିବା ଲୋକ ମାନଙ୍କ ଅଫିସ ଓ ବ୍ୟବସାୟ ଆଦି ବନ୍ଦ ହେବା କାରଣରୁ ଲୋକେ ଘରେ ହିଁ ସମୟ କାଟିବାକୁ ବାଧ୍ୟ ହେଉଛନ୍ତି । ଏମିତି ସମୟରେ ସାଧାରଣତଃ ଘରେ ତିଆରି ସ୍ୱାଦିଷ୍ଟ ଖାଦ୍ୟ ମାନ ଖାଇବାକୁ…

ଜାଣନ୍ତିକି ହୃଦରୋଗୀ ମାନଙ୍କୁ କରୋନା ହେବାର ଆଶଙ୍କା ଅଧିକ ଥାଏ

କୋଭିଡ-୧୯ ଦିନ କୁ ଦିନ ମହାମାରୀର ରୂପ ନେଲଣି । ଏହାର ଅସୁବିଧା ଅଧିକ ରୋଗୀଣା ଓ କମ ଇମ୍ୟୁନୋ ସିଷ୍ଟମ ଥିବା ଲୋକଙ୍କ ଠାରେ ଅଧିକ ଥାଏ । ନିକଟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ହୃଦରୋଗୀ ମାନଙ୍କୁ ଏହାର ବିପଦ ଅଧିକ ଥାଏ । ପ୍ରକୃତରେ ଏହି ରୋଗରେ ମୃତ୍ୟୁ ହୋଇଥିବା ଲୋକ ମାନଙ୍କ ମଧ୍ୟରେ…

ବାରମ୍ବାର ସାନିଟାଜରର ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ, ଦେଖାଦେଇପାରେ ଏସବୁ ସମସ୍ୟା

ବର୍ତ୍ତମାନ କରୋନା ଯୋଗୁ ସମସ୍ତେ ଭୟଭୀତ ହୋଇ ରହିଛନ୍ତି। କେବଳ ସତର୍କ ରହିଲେ ହିଁ ଏହି ଭାଇରସ୍‌ କବଳରୁ ନିଜକୁ ବଞ୍ଚାଇ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏଥିସହ ବାରମ୍ବାର ହାତକୁ ସାବୁନ୍‌ କିମ୍ବା ସାନିଟାଇଜରରେ ଧୋଇବା ଦ୍ୱାରା ଜୀବାଣୁ ମୁକ୍ତ ହେବେ ବୋଲି…