Below header
Browsing Category

ଦେଶ ବିଦେଶ

ମିଆଁମାର: ବିରୋଧ ପ୍ରଦର୍ଶନରେ ୩୯ ଲୋକଙ୍କ ମୃତ୍ୟୁ, ଲାଗୁ ହେଲା ମାର୍ଶଲ ଲ’

ଚୀନ୍‌ର ଆର୍ଥିକ ସହାୟତାରେ ମିଆଁମାରରେ ଚାଲିଥିବା କାରଖାନା ଓ ଚୀନୀ ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ସୈନ୍ୟ ଅଧିକାରୀମାନେ ସମ୍ପୃକ୍ତ ସ୍ଥାନରେ ମାର୍ଶଲ ଲ’ ଘୋଷଣା କରିଛନ୍ତି। ରବିବାର ପ୍ରଦର୍ଶନକାରୀମାନେ ୟଙ୍ଗୁନ୍‌ର ଉପନଗରୀୟ ଅଞ୍ଚଳରେ ଚୀନ୍‌ର ଆର୍ଥିକ ସହାୟତାରେ ଚାଲିଥିବା ଏକ କାରଖାନାରେ…

ନାଗପୁରକୁ ଫେରିଛି ଲକଡାଉନ୍‌, ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଘୋଷଣା

ନୂଆଦିଲ୍ଲୀ : କରୋନା ବଢିବା ସହ ବଢୁଛି କଟକଣା । ମହାରାଷ୍ଟ୍ରର ନାଗପୁରକୁ ଫେରିଛି ଲକ୍‌ଡାଉନ୍‌ । ଆଜିଠୁ ନାଗପୁର ଜିଲ୍ଲାରେ ୭ ଦିନିଆ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ସମସ୍ତ ବେସରକାରୀ ଅଫିସ୍‌ ବନ୍ଦ ରହିଥିବା ବେଳେ ୨୫…

ଭେଜ୍‌ ଜାଗାରେ ନନ୍‌ଭେଜ୍‌ ପିଜ୍ଜା ଡେଲିଭରି କରିଥିଲା କମ୍ପାନୀ, ମହିଳା ମାଗିଲେ ୧ କୋଟି ଟଙ୍କାର କ୍ଷତିପୂରଣ

ଅର୍ଡର ଭୁଲ ଆସିବାରୁ କମ୍ପାନୀ ଉପରେ ୧ କୋଟି ଟଙ୍କାର ଜରିମାନା ଲଗାଇଲେ ମହିଳା। ଏଭଳି ଏକ ମାମଲା ଉତ୍ତର ପ୍ରଦେଶର ଗାଜିଆବାଦରେ ସାମ୍ନାକୁ ଆସିଛି। ଏଠାରେ ଜଣେ ନିରାମିଷାଶୀ ମହିଳା ଭେଜ୍‌ ପିଜ୍ଜା ଅର୍ଡର କରିଥିଲେ। କିନ୍ତୁ କମ୍ପାନୀ ତାଙ୍କୁ ନନ୍‌ଭେଜ୍‌ ପିଜ୍ଜା ପଠାଇ ଦେଇଥିଲେ। ଏଥିରେ…

ସଂକ୍ରମଣ ରୋକିବାକୁ ନୂଆ ଗାଇଡଲାଇନ୍ ଜାରି କଲେ ମଧ୍ୟପ୍ରଦେଶ ସରକାର

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ରୋକିବାକୁ ନୂତନ ଗାଇଡଲାଇନ ଜାରି କରିଛନ୍ତି ମଧ୍ୟପ୍ରଦେଶ ସରକାର । ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶକୁ ଆସୁଥିବା ଲୋକଙ୍କୁ ସାତ ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନଗୁଡିକର ଶେଲ୍ ତିଆରି କରି ସାମାଜିକ ଦୂରତା ଅନୁସରଣ…

ଘରୋଇକରଣକୁ ବିରୋଧ କରି ଦୁଇଦିନିଆ ବ୍ଯାଙ୍କ ଧର୍ମଘଟ, ସାମିଲ ହେବେ ୧୦ ଲକ୍ଷ କର୍ମଚାରୀ

ଯଦି ଆପଣ ଆଜି ବ୍ଯାଙ୍କ ଯିବାକୁ ଚିନ୍ତା କରିଛନ୍ତି, ତେବେ ରଦ୍ଦ କରିଦିଅନ୍ତୁ। କାହିଁକି ନା, ଆଜିଠୁ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ । ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍, UFBU ଏହି ଧର୍ମଘଟ ଡାକରା ଦେଇଛି। ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ…

ଶ୍ରୀଲଙ୍କା କ୍ୟାବିନେଟ୍‌ର ନିଷ୍ପତ୍ତି : ବନ୍ଦ ହେବ ୧୦୦୦ ମଦ୍ରାସା ସ୍କୁଲ୍‌, ମହିଳା ପିନ୍ଧ ପାରିବେନି ବୁର୍ଖା

କଲମ୍ବୋ : ଖୁବ୍‌ ଶୀଘ୍ର ଶ୍ରୀଲଙ୍କାରେ ମୁସଲ୍‌ମାନ୍‌ ମହିଳାଙ୍କ ବୁର୍ଖା ପିନ୍ଧିବା ଉପରେ ସରକାର ନିଷିଦ୍ଧାଦେଶ ଦେବାକୁ ଯାଉଛନ୍ତି । ଶନିବାର ଦେଶର କ୍ୟାବିନେଟ୍‌ ଏହି ଆଇନକୁ ମଞ୍ଜୁର କରିବା ସହ ଏଥିରେ ଦସ୍ତଖତ କରିଛି । ସରକାର ଖୁବ୍‌ ଶୀଘ୍ର ଏନେଇ ଘୋଷଣା କରିବେ ବୋଲିି ଜଣେ କ୍ୟାବିନେଟ୍‌…

ସୈତାନ ବାପାର ସୈତାନ କାରନାମା ! ସ୍ତ୍ରୀ କାମକୁ ଗଲା ପରେ ପାଳି କରି ଦୁଇ ଝିଅଙ୍କୁ କରୁଥିଲା ଦୁଷ୍କର୍ମ, ପୋଲିସ କଲା…

ମଧ୍ୟ ପ୍ରଦେଶର ଗୁନାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜର ହିତାହିତ ଜ୍ଞାନ ଭୁଲି ସବୁ ସୀମା ପାର୍‌ କରି ଦେଇଛି। ସ୍ତ୍ରୀର ଅନୁପସ୍ଥିତିରେ ସେ ନିଜର ଦୁଇ ଝିଅଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣା ଘଟିଛି ମ୍ୟାନା ଥାନା ଅଧୀନ ନକଟିଦେବୀ…

ଆମେରିକା: ଡେନ୍‌ଭରରେ ଭୟଙ୍କର ବରଫ ତୋଫାନ, ୨ ହଜାରରୁ ଅଧିକ ବିମାନ ବାତିଲ

ଆମେରିକାର ଦକ୍ଷିଣ ସମତଳ ଅଞ୍ଚଳରେ ତୁଷାରପାତ ସାଙ୍ଗକୁ ଭୟଙ୍କର ବରଫ ତୋଫାନ ଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏଥିସହିତ ବିମାନ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। କଲୋରାଡୋ ରାଜଧାନୀ ଡେନ୍‌ଭରରେ ଏହି ବରଫ ତୋଫାନ ଯୋଗୁ ୨୦୦୦ରୁ ଅଧିକ ବିମାନକୁ ବାତିଲ କରି ଦିଆଯାଇଛି।…

ଆହତ ପରେ ଆକ୍ସନ ମୋଡ୍‌ରେ ମମତା ବାନାର୍ଜୀ, ଆଜି ହ୍ଵିଲଚେୟାରରେ ବସି କରିବେ ପଦଯାତ୍ରା, TMCର ଘୋଷଣା ପତ୍ର ଟଳିଲା

ତୃଣମୂଳ କଂଗ୍ରେସ(TMC) ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ପରେ ପ୍ରଥମ ଥର ସାର୍ବଜନୀନ ରୂପେ ସାମ୍ନାକୁ ଆସିଛନ୍ତି। ସେ ଆଜି ରବିବାର ହ୍ଵିଲଚେୟାରରେ ବସିି ପଦଯାତ୍ରା କରିବେ। ଦ୍ୱିପ୍ରହର ୧ଟାରୁ ମମତା କୋଲକାତାରେ ପଦଯାତ୍ରା କରିବେ। ଏହି ସମୟରେ ସେ ଦକ୍ଷିଣ କୋଲକାତାର ମେୟୋ…

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଓ ଅଟୋ ମଧ୍ୟରେ ଧକ୍କା, ୬ ମୃତ

ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଜଣଙ୍କର ଜୀବନ। ଖବର ମୁତାବକ, କୃଷ୍ଣ ଜିଲ୍ଲାର ଗୋଲାପଲ୍ଲୀ ଗାଁରେ ଟ୍ରକ ଏବଂ ଅଟୋ ରିକ୍ସା ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି…

ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଗାଡି ମିଳିବା ଘଟଣା: ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଗିରଫ

କେନ୍ୟୁଜ୍(ବ୍ୟୁରୋ): ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରେ ବିସ୍ଫୋରକ ଗାଡି ମିଳିବା ଘଟଣାରେ ନୂଆ ମୋଡ଼ । ପୋଲିସ ଅଧିକାରୀ ସଚିନ ବାଜେ ଗିରଫ । ୧୨ ଘଣ୍ଟାର ଜେରା ପରେ ସଚିନ ବାଜେଙ୍କୁ ଗିରଫ କରିଛି ଏନଆଇଏ । ରାତି ୧୧ଟା ୫୦ରେ ତାଙ୍କୁ ଗିରଫ କରିଛନ୍ତି ଏନଆଇଏ ଅଧିକାରୀ । ମହାରାଷ୍ଟ୍ର…

ପ୍ରଦୂଷଣ ରୋକିବା ପାଇଁ ୧୫ବର୍ଷ ପୁରୁଣା ଗାଡ଼ି ଉପରେ ଲାଗିବ ରୋକ

ସଡ଼କ ପରିବହନ ତଥା ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରସ୍ତାବ ଜାରି କରାଯାଇଛି। ପୁରୁଣା ଗାଡିର ନବୀକରଣକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି। ୧ ଅପ୍ରେଲ ୨୦୨୨ରୁ ୧୫ବର୍ଷ ପୁରୁଣା ପଞ୍ଜିକୃତ ଗାଡିକୁ ଆପଣ ନବୀକରଣ କରିପାରିବେ ନାହିଁ। ନିୟମରେ ସଂଶୋଧନ ଆଣିବାପାଇଁ ସରକାର ଅଧିସୂଚନା ଜାରି…