Browsing Category

ଦେଶ ବିଦେଶ

ଜନ୍ମ କଲା ବାପା ସାଜିଲା ରାକ୍ଷସ, ଘରେ କେହି ନଥିବା ବେଳେ ଲୁଟିଲା ଝିଅର ଇଜ୍ଜତ

ଜନ୍ମ କଲା ବାପା ସାଜିଲା ରାକ୍ଷସ। ନିଜ ଝିଅକୁ ସମାଜର ଖରାପ ନଜରରୁ ବଞ୍ଚାଉଥିବା ବାପା ହିଁ ଲୁଟିଲା ଝିଅର ଇଜ୍ଜତ। ଘରେ କେହି ନଥିବା ବେଳେ ଏକୁଟିଆର ସୁଯୋଗ ନେଇ ଏଭଳି ପାଶବିକ ଆଚରଣ କରିଥିଲା ବାପା। ଏମିତି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କିଶନଗଡ଼ରେ। ଏଠାରେ ନିଜ ଝିଅକୁ ବାପା ହିଁ…

ଆମେରିକା: ୨୪୧ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଇଞ୍ଜିନ୍‌ରେ ଲାଗିଗଲା ଭୟଙ୍କର ନିଆଁ, ଆବାସିକ ଅଞ୍ଚଳରେ ଖସି ପଡ଼ିଲା…

ଆମେରିକାର ୟୁନାଇଟେଡ୍‌ ଏୟାରଲାଇନ୍ସ ବିମାନ(Flight UA 328)ର ଏକ ଇଞ୍ଜିନରେ ଭୟଙ୍କର ନିଆଁ ଲାଗିଯାଇଥିବା ନେଇ ଖବର ସାମ୍ନାକୁ ଆସିଛି। ନିଆଁ ସେତେବେଳେ ଲାଗିଥିଲା, ଯେତେବେଳେ ଫ୍ଲାଇଟ୍‌ ପାଖାପାଖି ୧୫ ହଜାର ଫୁଟ ଉଚ୍ଚରେ ଉଡ଼ୁଥିଲା। ଏହି ଦୁର୍ଘଟଣାରେ Boeing 77 ବିମାନର ବଡ଼ ବଡ଼ ଖଣ୍ଡ…

ମାଟ୍ରିକ୍‌ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ମାତ୍ର ପ୍ରେମିକକୁ ଦେଖି ସେଠାରେ ହିଁ ହୋଇଗଲେ ବାହା; ପରିବାର ଲୋକେ…

ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଇ ବିବାହ କଲେ ଛାତ୍ରୀ। ଏଭଳି ଅଦ୍ଭୁତ ପ୍ରେମ କାହାଣୀ ଦେଖିବାକୁ ମିଳିଛି ବିହାରର କଠିହାରରେ। ଏଠାରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ନିଜ ପ୍ରେମିକକୁ ଭେଟିଥିଲା। ପରେ ସେ ପରୀକ୍ଷା ଦେବାକୁ ନ ଯାଇ ପ୍ରେମିକକୁ…

ହାଇୱେରେ ଦୁଇଦିନ ପର୍ଯ୍ଯନ୍ତ ଶବକୁ ଦଳିଦେଉଥିଲା ଗାଡି, କପଡାରୁ ମିଳିଲା କେଇ ଖଣ୍ଡ ହାଡ଼

ମଧ୍ୟପ୍ରଦେଶ ରିଭାରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ରାଜପଥରେ ଦୁଇ ଦିନ ହେଲାଣି ଜଣେ ବୃଦ୍ଧଙ୍କ ଶବକୁ ଗାଡି ମୋଟର ଚାପି ଦେଇ ଯିବା ଆସିବା କରୁଥିଲେ ମଧ୍ୟ କେହି ଏ ସମ୍ପର୍କରେ ଜାଣିବାକୁ ମଧ୍ୟ ପାଇନଥିଲେ। ଦୁଇ ଦିନ ପରେ ଏହି ରାଜପଥ ଦେଇ ଯାଉଥିବା ଜଣେ ବ୍ୟକ୍ତି ରାଜପଥରେ କିଛି…

ମୁମ୍ବାଇ: ଟିକାକରଣ ପରେ ବି କରୋନା ସଂକ୍ରମିତ ହେଲେ ଡାକ୍ତର, ନେଇଥିଲେ କୋଭିସିଲ୍ଡର ପ୍ରଥମ ଡୋଜ୍‌

କରୋନା ଭାଇରସ୍‌ର ଭ୍ୟାକ୍‌ସିନ୍‌ ଆସିସାରିଲାଣି। ଟିକାକରଣ ବି ଆରମ୍ଭ ହୋଇଗଲାଣି। ସାରା ଦେଶରେ ଗୋଟେ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ମହାରାଷ୍ଟ୍ରରେ କିନ୍ତୁ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଭ୍ୟାକ୍‌ସିନ୍‌ ଆସିବା ପରେ ଲୋକମାନେ ଏବେ ଟିକେ ଖାମଖିଆଲ ହୋଇପଡ଼ିଛନ୍ତି। ତେବେ…

୧୬ ଘଣ୍ଟା ଧରି ଚାଲିଲା ଭାରତ-ଚୀନ ମଧ୍ୟରେ ଆଲୋଚନା, ଜାଣନ୍ତୁ କଣ କଣ ସବୁ ନିଆଗଲା ନିଷ୍ପତ୍ତି

ନୂଆଦିଲ୍ଲୀ : ୧୬ ଘଣ୍ଟା ଧରି ଚାଲିଲା ଦଶମ ପର୍ଯ୍ୟାୟ ଭାରତ-ଚୀନ୍ କମାଣ୍ଡରସ୍ତରୀୟ ଆଲୋଚନା। ଏହି ବୈଠକ ଶନିବାର ସକାଳ ୧୦ଟା ସମୟରୁ ଆରମ୍ଭ ହୋଇଥିଲା ଏବଂ ରାତି ୨ଟାରେ ସରିଲା। ଏହି ବୈଠକର ମୁଖ୍ୟ ପ୍ରସଙ୍ଗ ପୂର୍ବ ଲଦାଖର ହଟ୍ ସ୍ପ୍ରିଙ୍ଗସ୍‌, ଗୋଗରା ହାଇଟ୍‌ସ ଏବଂ ଡେପସାଙ୍ଗ ଅଞ୍ଚଳରେ ସୈନ୍ୟ…

ପୁଣି ଏକ ଭୟ, ଋଷିଆରେ ମଣିଷ ଦେହରେ ଦେଖାଗଲା Bird flu ଭୁତାଣୁ

ନୂଆଦିଲ୍ଲୀ :  ଦେଶରେ  Bird flu ଭୂତାଣୁ ନେଇ ସଭିଏଁ ଚନ୍ତାରେ ଥିବା ବେଳେ ପକ୍ଷୀ ମାଂସ ଖାଇବା ଉପରେ କଟକଣା ଲାଗିଥିଲା । ତେବେ ପରେ Bird flu  ପ୍ରଭାବ ଭାରତରେ ନଥିବା ନେଇ ପ୍ରକାଶ ପାଇଥିଲା । ଏବେ Bird flu ଭୂତାଣୁ ଋଷରେ ମଣିଷ ଦେହରେ ଚିହ୍ନଟ ହୋଇଛି । ଏହି ଖବର ଏବେ ଚିନ୍ତାର ବିଷୟ…

ମହାରାଷ୍ଟ୍ର : ପତ୍ନୀ ଓ ପିଲାଙ୍କୁ ମୃତ୍ୟୁ ଇଂଜେକସନ୍‌ ଦେବା ପରେ ଡାକ୍ତର ନିଜେ କଲେ ଆତ୍ମହତ୍ୟା

ଅହମ୍ମଦନଗର :  ଜଣେ ଡାକ୍ତର ନିଜର ପତ୍ନୀ ଓ ପିଲାଙ୍କୁ ଇଂଜେକ୍‌ସନ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ଅହମ୍ମଦାବାଦ ଠାରେ । ନିଜର ୧୭ ବର୍ଷ ବୟସ୍କ ପୁଅ ଓ ପତ୍ନୀଙ୍କୁ ମାରିବା ପରେ ଡାକ୍ତର ନିଜେ ଆତ୍ମହତ୍ୟା କରିଛନ୍ତି । ତାହା…

ଯୋଧପୁରର ସାଇମା ଦେଶର ପ୍ରଥମ ମହିଳା ହର୍ସ ରାଇଡର, ୮୦ କି.ମି ଇଭେଣ୍ଟରେ ଜିତିଲେ ପଦକ

ଯୋଧପୁର : ରାଜସ୍ଥାନ ଯୋଧପୁରର ଝିଅ ସାଇମା ସୟଦ୍‌ ଦେଶରେ ଏକ ନୂଆ ଇତିହାସ ରଚିଛନ୍ତି । ସାଇମା ଦେଶର ପ୍ରଥମ ଏମିତି ମହିଳା ହର୍ସ ରାଇଡର ଯେକି ଏମିତି ସମ୍ମାନ ପାଇଛନ୍ତି । ସାଇନା ଗୁଜୁରାଟ୍‌ ଇକ୍ୱେଷ୍ଟୀୟନ ଫେଡରେଶନ୍‌ ଅଫ୍‌ ଇଣ୍ଡିଆ ଏବଂ ଅଲ୍‌ ଇଣ୍ଡିଆ ମାରଓ୍ଵାଡି ହର୍ସ ସୋସାଇଟି ର…

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଛାତ୍ରୀ ପ୍ରସବ କଲେ ଶିଶୁପୁତ୍ର, ନାମ ଦେଲେ ଇମ୍‌ତିହାନ୍‌

ନୂଆଦିଲ୍ଲୀ :  ମା’ ହେବା ଗୌରବର କଥା । ଯଦି ଶିଶୁ ପୁତ୍ରଟିଏ ଜନ୍ମ ହେଲା ତେବେ ଆହୁରି ଆନନ୍ଦ କଥା । ନିକଟରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରରେ ଶିଶୁ ପୁତ୍ର ଜନ୍ମ କରିଛନ୍ତି । ଯାହାର ନାମ ରଖିଛନ୍ତି ଇମ୍‌ତିହାନ୍‌ । ଏପରି ଘଟଣା ଘଟିଛି ବିହାର ମୁଜାଫର ଜିଲ୍ଲା…

ଲକ୍‌ଡାଉନ୍‌ ନିୟମ ଭାଙ୍ଗିଲେ ଯୁବତୀ, ଜରିମାନା ନେବା ବଦଳରେ ପୋଲିସ କର୍ମୀ ଦେଲେ କିସ୍‌; ଭିଡିଓ ଭାଇରାଲ

ପୋଲିସର କାମ ଲୋକଙ୍କୁ ସାହାଯ୍ୟ କରିବା ଓ ନିୟମ ଉଲ୍ଲଂଘନକାରୀଙ୍କୁ ରୋକିବା। କିନ୍ତୁ ପେରୁରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଛି। ଫଳରେ ଜଣେ ପୋଲିସ କର୍ମୀଙ୍କୁ ଚାକିରିରୁ ନିଲମ୍ବିତ କରିଦିଆଯାଇଛି। ପୋଲିସ କର୍ମଚାରୀ ଜଣକ କରୋନା ନିୟମ ଉଲ୍ଲଂଘନ କରିଥିବା ଜଣେ ଯୁବତୀଙ୍କ…