Below header
Browsing Category

ଦେଶ ବିଦେଶ

ବିବାହର ୫ମାସ ପରେ ଜାଣିଲେ ବୋହୂ କନ୍ୟା ନୁହେଁ ବରଂ କିନ୍ନର

ମୁଜ୍ଜାଫରନଗର: ବିବାହ ହେଲା। ହେଲେ ୫ମାସ ପରେ ଜଣାପଡିଲା କନ୍ୟା ରୂପରେ ଆସିଥିବା ବୋହୂ ହେଉଛି କିନ୍ନର। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମୁଜ୍ଜାଫରନଗରରେ । ଦୀର୍ଘ ୫ମାସ ପରେ ଜଣାପଡିଲା , କନ୍ୟା ବେଶରେ ଆସିଥିବା ଯୁବତୀ ନୁହେଁ କିନ୍ନର ପାଲଟିଛନ୍ତି ଘରର ବୋହୂ । ଘଟଣା…

ଶତାବ୍ଦୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ, କୋଚରେ ସମସ୍ତ ଯାତ୍ରୀ ଭୟଭୀତ

ନୂଆଦିଲ୍ଲୀ : ହୁ ହୁ ଜଳିଲା ଶତାବ୍ଦୀ ଏକ୍ସପ୍ରେସ୍‌। ନୂଆଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ଯାତ୍ରୀବାହୀ ଶତାବ୍ଦୀ ଏକ୍ସପ୍ରେସ୍‌ର ଏକ କୋଚ୍‌ରେ ଲାଗିଲା ନିଆଁ। ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି ଟ୍ରେନ୍‌କୁ କଂସରୋ ରେଳ ଷ୍ଟେସନ୍‌ରେ ଅଟକାଇଥିଲେ। ଏହା ପରେ ରାଜିଜି…

ଟ୍ଯୁସନ ପଢାଇବାକୁ ଘରକୁ ଆସୁଥିଲେ ସ୍କୁଲ ଶିକ୍ଷକ, ଫେଲ୍ କରିବା ଧମକ ଦେଇ ବର୍ଷେ ହେଲାଣି କରୁଥିଲେ ଦୁଷ୍କର୍ମ

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଫେଲ୍ କରାଇଦେବାର ଭୟ ଦେଖାଇ ବର୍ଷେ ହେଲା ଦୁଷ୍କର୍ମ କରୁଥିଲା ଟ୍ୟୁସନ୍ ମାଷ୍ଟର। ଏମିତି ଏକ ଘଟଣା ଉତ୍ତରପ୍ରଦେଶ ଉନ୍ନାଓ ଜନପଦରେ ଘଟିଛି। ଯାହା ବିଷୟରେ ଆପଣ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଛାତ୍ରୀକୁ ଟ୍ଯୁସନ କରିବା ବାହାନାରେ ଆସି ସ୍କୁଲ ଶିକ୍ଷକ ତାକୁ…

ଜନସନ ଆଣ୍ଡ ଜନସନର କୋଭିଡ୍‌ ଟିକା ପ୍ରସ୍ତୁତ କରିବ ଭାରତ, କ୍ୱାଡ୍‌ ବୈଠକରେ ଆଲୋଚନା ପରେ ହେଲା ସ୍ଥିର

କେନ୍ଯୁଜ୍: ଜନସନ ଆଣ୍ଡ ଜନସନର କୋଭିଡ୍‌ ଟିକା ପ୍ରସ୍ତୁତ କରିବ ଭାରତ। କ୍ୱାଡ୍‌ ବୈଠକରେ ଟିକା ନେଇ ଆଲୋଚନା ପରେ ଏହା ସ୍ଥିର ହୋଇଛି। ଏହି ଟିକା ପ୍ରସ୍ତୁତ ପାଇଁ ପ୍ରକଳ୍ପକୁ ଆମେରିକା ଓ ଜାପାନ ଆର୍ଥିକ ସାହାଯ୍ୟ ଦେବ । ଦକ୍ଷିଣପୂର୍ବ ଏସିଆ ଏବଂ ପ୍ରଶାନ୍ତମହାସାଗରୀୟ ଅଂଚଳରେ ଟିକାର ବଣ୍ଟନ…

ଯୋଧପୁର: ଟୁରିଷ୍ଟ ବସ୍ ଓ ଟ୍ରକ୍ ଧକ୍କା, ୫ ମୃତ, ୧୨ ଗୁରୁତର

ରାଜସ୍ଥାନ: ରାଜସ୍ଥାନର ଯୋଧପୁରରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଜୋଧପୁରର ଫଲୌଦି ନିକଟରେ ଏକ ମିନି ଟୁରିଷ୍ଟ ବସ୍ ଓ ଟ୍ରକ୍ ଧକ୍କା ହେବା କାରଣରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା…

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନାବାଳକକୁ ସାବାଳକ ଭାବେ ବିବେଚନା କରାଯାଉ,ଗୃହମନ୍ତ୍ରାଳୟର ପାର୍ଲିଆମେଣ୍ଟାରୀ…

କେନ୍ୟୁଜ୍(ବ୍ୟୁରୋ):  ନାବାଳିକା ଦୁଷ୍କର୍ମ ମାମଲାରେ ୧୬ ବର୍ଷର ଅଭିଯୁକ୍ତ ନାବାଳକକୁ ସାବାଳକ ଭାବେ ବିବେଚନା କରାଯାଉ । ଏଥିପାଇଁ ଗୃହମନ୍ତ୍ରାଳୟର ପାର୍ଲିଆମେଣ୍ଟାରୀ ପ୍ୟାନେଲ୍ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛି । ନାବାଳିକାଙ୍କ ଉପରେ ଯୌନ ନିର୍ଯ୍ୟାତନା ଘଟଣା ଦିନକୁ ଦିନ ବଢିବାରେ…

ଚୀନ୍‌ : ଅନ୍‌ଲାଇନ୍‌ରେ ବିକ୍ରି ହେଉଛି ଟ୍ରମ୍ପଙ୍କ ବୁଦ୍ଧ ବେଶୀ ମୂର୍ତ୍ତି

ନୂଆଦିଲ୍ଲୀ :  ଚୀନ୍‌ରେ ଇ- କମର୍ସ ଜରିଆରେ ଏବେ ବିକ୍ରି ହେଉଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବୁଦ୍ଧବେଶୀ ପ୍ରତିମା । ଏହାର ଚାହିଦା ମଧ୍ୟ ଖୁବ୍‌ ରହିଛି । ଟ୍ରମ୍ପ ଏହି ପ୍ରତିମାରେ ବୁଦ୍ଧଙ୍କ ପ୍ରାୟ ଆଖି ବୁଜି ଧ୍ୟାନ ମୁଦ୍ରାରେ ବସିଛନ୍ତି । ଯାହାକି ବୁଦ୍ଧଙ୍କ…

ପଶ୍ଚିମବଙ୍ଗରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଦଳକୁ କଲେ ସମର୍ଥନ, ନିର୍ବାଚନ ଲଢ଼ିବ ନାହିଁ JMM

ଆସନ୍ତା ୨୭ ମାର୍ଚ୍ଚରୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏବେ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି। ତେବେ ଏହାରି ଭିତରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତୃଣମୂଳ କଂଗ୍ରେସକୁ ସମର୍ଥନ ଦେବାକୁ ଘୋଷଣା କରିଛି। ଏ…

ରାସ୍ତା ଉପରେ ଥିବା ସବୁ ଧର୍ମସ୍ଥଳୀକୁ କରାଯିବ ଉଚ୍ଛେଦ, ଯୋଗୀ ଆଦିତ୍ୟନାଥଙ୍କ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ :  ରାସ୍ତା ଉପରକୁ ମାଡ଼ିଥିବା ସମସ୍ତ ଧର୍ମସ୍ଥଳୀକୁ ଉଚ୍ଛେଦ କରାଯିବ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି । ଗୁରୁବାର ସରକାର ଏ ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଜିଲ୍ଳାପାଳ ଓ କମିଶନରଙ୍କୁ ଏ ନେଇ ଗୃହ ବିଭାଗ ନିର୍ଦ୍ଦେଶ…

Zomato ମାମଲାରେ ଟ୍ଵିଷ୍ଟ୍‍, ଏବେ ଡେଲିଭରି ବୟ ଜଣାଇଲେ ପ୍ରକୃତ ଘଟଣା ! ଟ୍ଵିଟରରେ ହଙ୍ଗାମା

ବେଙ୍ଗାଲୁରୁରେ ଜଣେ ଯୁବତୀଙ୍କ ଉପରେ ଆକ୍ରମଣ ଅଭିଯୋଗରେ ଜମାଟୋର ଜଣେ ଡେଲିଭରି ବୟଙ୍କୁ ଗତକାଲି ପୋଲିସ ଗିରଫ କରି ନେଇଛି। କିନ୍ତୁ ଏବେ ଏହି ମାମଲାରେ ଏକ ଟ୍ଵିଷ୍ଟ୍‍ ଆସିଛି। ଡେଲିଭରି ବୟ ପୂରା ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଦାବି କରିଛନ୍ତି କି, ଯୁବତୀ ନିଜେ ହିଁ ନିଜକୁ…

୪ ବର୍ଷର ନାତୁଣୀକୁ ଯୌନ ଶୋଷଣ ମାମଲାରେ ଜେଜେ, ଜେଜେମା’ଙ୍କୁ ୧୦ ବର୍ଷ ଜେଲ୍‌

ମହାରାଷ୍ଟ୍ରରେ ୪ ବର୍ଷର କୁନିଝିଅ ସହିତ ଯୌନ ଉତ୍ପୀଡ଼ନ ମାମଲାରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ୧୦ ବର୍ଷ ଜେଲ୍‌ ହୋଇଛି। ମାମଲା ୨୦୧୩ ମସିହାର। ପୋକ୍‌ସୋ କୋର୍ଟର ଜଜ୍‌ ରେଖା ଏନ୍‌ ପନ୍ଧାରେ ସମ୍ପୃକ୍ତ ଦୋଷୀ ପୀଡ଼ିତାଙ୍କ ଜେଜେ, ଜେଜେମା’ ବୟସର ବୋଲି କହିଛନ୍ତି। ପୋଲିସକୁ ଦେଇଥିବା ବୟାନରେ…

ମଧ୍ୟପ୍ରଦେଶ: ପ୍ରେମ ବିବାହ ହେଲା କାଳ, ଭାଇ ଉଜାଡିଲା ଭଉଣୀ ସଂସାର

ପ୍ରେମ ଏକ ଶାଶ୍ୱତ ଓ ଚିରନ୍ତନ ଶବ୍ଦ । ପ୍ରେମ କେତେବେଳେ ଦୁଇଟି ଜୀବନକୁ ଗଢ଼ିଥାଏ ତ କେତେବେଳେ ଚୂର୍‌ମାର୍‌ କରିଥାଏ ସୂନାର ସଂସାରକୁ । ଏମିତି ଏକ ପ୍ରେମ କାହାଣୀର ପରିସମାପ୍ତି ଘଟିଛି ଜଣେ ଅହଂକାରୀ ଭାଇର ହାତରେ । ପରିବାର ବିରୋଧରେ ଯାଇ ପ୍ରେମ ବିବାହ କରିଥିବାରୁ ଭିଣୋଇକୁ ହତ୍ୟା କରିଛି…